କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ?
ନିଜ ରକ୍ତର ସନ୍ତାନକୁ ପର ହାତରେ ଟେକି ଦେବାର କଠୋର ମାନସିକତା, ସଭ୍ୟ ସମାଜକୁ ଦୋହଲାଇ ଦେଇଛି । ରାୟଗଡ଼ା ଚାନ୍ଦିଲି ଅଞ୍ଚଳରେ ମାତ୍ର ୯ ଦିନର ଶିଶୁକନ୍ୟାକୁ ୨୦ ହଜାରରେ ବିକ୍ରି ଅଭିଯୋଗ, ସାରା ରାଜ୍ୟରେ ଚହଳ ପକାଇଦେଇଛି ।
ଏହି ଆକ୍ରମଣ ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ସେ କହିଛନ୍ତି, ମୋ ସହ ମୋ ପିଏସ୍ଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପିଏସ୍ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ ।
ମତଦାନ କେନ୍ଦ୍ରରେ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ । ଭୋଟ୍ ଦେବାକୁ ପହଁଚିଥିଲେ ବି-ଟାଉନ୍ ର ନାମୀ ଦାମୀ କଳାକାର ।
କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ?
ଫେସବୁକ୍ର ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ଥିବା ମାର୍କ ଜୁକରବର୍ଗଙ୍କୁ ଭାରତ ଦେଇଛି ବଡ଼ ଝଟକା । କମ୍ପିଟେସନ୍ କମିଶନ ଅଫ ଇଣ୍ଡିଆ (CCI) ମେଟା ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଛି ।
ବାୟୁ ପ୍ରଦୂଷଣ ପାଇଁ ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଦିଲ୍ଲୀ ଓ ସମ୍ପୂର୍ଣ୍ଣ NCRରେ ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ଘୋଷଣା ହୋଇଛି ।
୪ ହଜାର ୭୦୦ କିଲୋଗ୍ରାମର ଏହି ଭାରତୀୟ ଉପଗ୍ରହ ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଡିଜାଇନ୍ କରାଯାଇଛି । ଦେଶରେ କମ୍ୟୁନିକେଶନ କ୍ଷେତ୍ରରେ ୧୪ ବର୍ଷ ଧରି ଏହା ମହାକାଶରେ ରହି କାମ କରିବ ।
୧୪୦ ଡିସିମିଲ୍ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ । ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଛନ୍ତି ।
ଟି -୨୦ ଫର୍ମାଟରେ ପାକିସ୍ତାନ ଦଳର ଅବସ୍ଥା ବର୍ତ୍ତମାନ ବହୁତ ଖରାପ । ଗତ ୯ ଟି -୨୦ ସିରିଜରେ ପାକିସ୍ତାନ ଦଳ କେବଳ ଗୋଟିଏ ସିରିଜ୍ରେ ବିଜୟ ଲାଭ କରିଛି ।
କୈଳାଶ ଗେହଲଟ୍ କହିଛନ୍ତି ଯେ, ଇଡି କିମ୍ବା ସିବିଆଇର ଚାପରେ ମୁଁ ଆମ୍ ଆଦମୀ ପାର୍ଟି ଛାଡ଼ି ନାହିଁ । ମୁଁ ବୃତ୍ତିରେ ଜଣେ ଓକିଲ । ମୁଁ ଓକିଲାତି ଛାଡ଼ି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲି । ଏବେ କିନ୍ତୁ ଆପରେ ନାହିଁ ସେ ଆଦର୍ଶ...
ବ୍ୟାସକବି ଫକୀର ମୋହନ ସେନାପତିଙ୍କ କୌଣସି ଲେଖାକୁ ପ୍ରଶ୍ନ କରିବାର ଧୃଷ୍ଟତା ମୋର ନାହିଁ । କାରଣ ବ୍ୟାସକବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ ବୋଲି ମନୋଜ ମିଶ୍ର କହିଛନ୍ତି ।
କଟକ ସହରରୁ ଲଗାତର ତିନି ଥର ନିର୍ବାଚିତ ହୋଇଥିଲେ ସମୀର । ୧୯୯୫ ମସିହାରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦ ଓ ୨୦୦୪ରେ ମଧ୍ୟ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ଯେଉଁ ସ୍ଥାନରେ ଆଶ୍ରମ ଅଛି ତାହା ସରକାରୀ ଜମି ନା ସ୍ଥିତିବାନ ଜମି ସେ ନେଇ ତଦାରଖ କରିଛୁ । ପ୍ରାଥମିକ ତଦନ୍ତରେ ଯାହା ଦେଖିଲୁ ସେ ଜମି ସରକାରୀ ଜମି ଆସିପାରେ GA ଡିପାର୍ଟମେଣ୍ଟ ଆସିଷ୍ଟାଣ୍ଟ ଡାଇରେକ୍ଟର କହିଛନ୍ତି।
ଆଜି ସକାଳୁ ହିଁ ତାଙ୍କ ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଆଉ ଘଣ୍ଟା କେଇଟା ମଧ୍ୟରେ ଯାହା ମିଳିଛି ତାହା ବୋଧେ ଆଗକୁ କେତେ ହେବ ତା’ର ଏକ ଝଲକ ।
ସାଇରନ୍ ଓ ହର୍ଣ୍ଣ ବଜାଇବା ପରେ ମଧ୍ୟ ଉକ୍ତ କାର ଡ୍ରାଇଭର ଆମ୍ବୁଲାନ୍ସକୁ ସାଇଡ୍ ଦେଇନଥିଲେ । ଯାହାଫଳରେ ଉକ୍ତ କାର ମାଲିକ ଉପରେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା ଲଗାଇବା ସହ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛି କେରଳ ପୋଲିସ୍ ।
କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇ ନ ଥିଲା । କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍ଆଇ ମରାମତି ଆରମ୍ଭ କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
କଟକ ବାଲିଯାତ୍ରା ପଡିଆରେ ସିନେମା ମଜା । କଟକ ଇନ୍ କଟକ ଗ୍ୟାଲେରୀରେ ଓଡ଼ିଆ ଚଳଚ୍ଚିତ୍ରର ସମ୍ଭାର ।
କେତେବେଳେ ଦୁର୍ଘଟଣାଜନିତ ତ ଆଉ କେତେବେଳେ ଆତ୍ମହତ୍ୟା ଜନିତ। NCRBର ତଥ୍ୟ କହୁଛି ଦେଶରେ ପ୍ରତିବର୍ଷ ଯେତିକି ଅସ୍ବାଭାବିକ ମୃତ୍ୟୁ ଘଟୁଛି ତା ଭିତରୁ କେବଳ ୮.୯ ପ୍ରତିଶତ ହେଉଛି ପାଣିରେ ବୁଡ଼ି ମୃତ୍ୟୁ।
ହାତୀର ଗଡ଼ କୁହାଯାଉଥିବା ଆଠଗଡ଼ରେ କେତେ ଅଛନ୍ତି ଗଜରାଜ ? ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ୫ଟି ରେଞ୍ଜରେ ହାତୀଙ୍କ ସଂଖ୍ୟା ବଢ଼ିଛି ନା ହ୍ରାସ ପାଇଛି ?