• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ � ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ବିରିୟାନି ଭିତରେ ଖଣ୍ଡ ଖଣ୍ଡ ଗୋ ମାଂସ
Special Story: ମଣିଷ ନୁହେଁ ରାକ୍ଷସ, କଳା ଜରିରେ ଆଣୁଥିଲେ ଗୋମାଂସ

ଦୁଇଜଣ ଯୁବକ ଗୋମାଂସ ବିରିୟାନୀ ନେଇ ଯାଉଥିବା ଅଭିଯୋଗ ଆସିବା ପରେ ସେହି ରାସ୍ତାରେ ହିଁ ଆରମ୍ଭ ହୋଇଥିଲା ଉତ୍ତେଜନା ।

ଭାଣେଜୀ କହୁଥିଲେ, ବୋହୂ କରି ନେଲେ
Special Story: ଭାଣେଜୀ କହୁଥିବା ଯୁବତୀଙ୍କୁ ବୋହୂ କରି ନେଲେ OAS ବାବୁଙ୍କ ପରିବାର

ଆଦିବାସୀ ଯୁବତୀଙ୍କୁ OAS ବାବୁ ଧୋକା ଦେବାର କରୁଣ କାହାଣୀ ସାରା ଜିଲ୍ଲାରେ ବିଜୁଳି ଭାବେ ବ୍ୟାପି ଯାଇଥିଲା। ଆଉ ସମସ୍ତେ ମାର୍କଣ୍ଡପୁର ଗାଁର ଆଲବର୍ଟଙ୍କ ପରିବାରକୁ ଛି ଛି କହୁଥିଲେ।

ବନ୍ଧାହେଲେ ନିଲମ୍ବିତ PEO
PEO Nabbed by Vigilance: ସରକାରୀ ଅର୍ଥକୁ କରିଥିଲେ ଆତ୍ମସାତ, ଗିରଫ ହେଲେ ଦୁର୍ନୀତିଖୋର ନିଲମ୍ବିତ PEO

କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ପୋଡ଼ା ପଦର ପଞ୍ଚାୟତ ଓ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ତଳନାଗି ଏହି ଦୁଇଟି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସୁଥିବା ସରକାରୀ ଯୋଜନା ଓ ସହାୟତା ଟଙ୍କା ଆତ୍ମସାତ କରି ଆସୁଥିବା ଅଭିଯୋଗ ହୋଇଥିଲା ।

ଡିଲିମିଟେସନ୍‌: ବିରୋଧୀ ମେଳି
Delimitation JAC meeting: ଚେନ୍ନାଇରେ ଡିଲିମିଟେସନ ବିରୋଧୀ ଗୋଷ୍ଠୀଙ୍କ ମେଳି, ବିଜେଡି ସହ ୮ ରାଜ୍ୟର ବିରୋଧୀ ଦଳ ପ୍ରତିନିଧି ସାମିଲ

କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଏହି ସବୁ ରାଜ୍ୟ ପ୍ରଭାବିତ ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସରକାରୀ ବାବୁ ଏମିତି ଖାଆନ୍ତି ଲକ୍ଷ ଲକ୍ଷ
Special Story: ପୂର୍ତ୍ତ ବିଭାଗର ଧୂର୍ତ୍ତ କାମ, ଭଲ ରାସ୍ତାରେ ପ୍ୟାଚ୍‌ ପକାଇ ଲୁଟିନେଲେ

ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ରାସ୍ତା ଭଲ ଅଛି । କିନ୍ତୁ ସ୍ଥାନ ସ୍ଥାନରେ ପୂର୍ତ୍ତ ବିଭାଗର ହରିଲୁଟ୍‌ ଯୋଜନାରେ ବିଗିଡିଯାଇଛି ରାସ୍ତାର ହାଲ । ଗତ ଚାରିମାସ ତଳେ ପକାଯାଇଥିବା ପିଚୁ ଉଠି ଖାଲ ଖମାରେ ଭର୍ତ୍ତି ହେଲାଣି ।

ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍‌
New School Syllabus: ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ସିଲାବସ୍, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ପାଠ୍ୟକ୍ରମ

ନୂଆ ସିଲାବସ୍‌ରେ ଭାଷା, ସଂସ୍କୃତି, ଐତିହ୍ୟକୁ ଅଧିକ ଗୁରୁତ୍ବ ମିଳିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପାନ ଦୋକାନରୁ କିଣୁଥିଲେ ଡ୍ରଗ୍‌ସ
Illegal Drug Trade: ପାନ ଦୋକାନରେ ଗଞ୍ଜେଇ କାରବାର, ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା କ୍ରାଇମ୍ ୟୁନିଟ୍

ନିଶା ବେପାରୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧରିଛି କ୍ରାଇମ୍ ୟୁନିଟ୍ । ସେହିପରି ଏକାଧିକ ଯୁବକଙ୍କୁ ମଧ୍ୟ ଉଠାଇ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ୍ ।

ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ ଜେରା
Naba Das Murder Case: ନବଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ଜେରା

ଗତକାଲି ସଦର ମେଡିକାଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରେଡିଓଗ୍ରାଫର୍ ସସ୍ମିତା ବାଗଙ୍କ ୧୬୧ ବୟାନ ରେକର୍ଡ କରିଥିଲେ।

‘ଚାଷ କରି କମାଉଛି ୪ ଲକ୍ଷ’
Special Story: ଫୁଲ ଚାଷ କରିଛି ଲକ୍ଷ ପତି, କମାଉଛନ୍ତି ୪ ଲକ୍ଷ ଟଙ୍କା

ପୂର୍ବରୁ ୨୦୦୮ ମସିହାରେ ଗେଣ୍ଡୁ ଫୁଲ ଚାଷକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି ସୁରେନ୍ଦ୍ର l ସେହିପରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବାର ସଫଳ ଚାଷୀ ଭାବେ ତାଙ୍କୁ ପୁରସ୍କୃତ କରାଯାଇଛି ।

କ୍ରାଇମ୍‌ବ୍ରାଞ୍ଚ ଖୋଜୁଛି କ’ଣ ?
Special Story: ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ ! ଏବେ କ’ଣ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ ?

ନଷ୍ଟ ହୋଇସାରିଛି ନବ ହତ୍ୟାର ସବୁ ପ୍ରମାଣ ? ଲୁଚି ସାରିଛି ଦୁଇ ବର୍ଷ ତଳର ବିରାଟ ଷଡ଼ଯନ୍ତ୍ର ! କ୍ରାଇମ୍‌ବ୍ରାଞ୍ଚର ଆଡିସନାଲ ଏସ୍‌ପି ବିଜୟ ମଲ୍ଲିକ ଓ ଦୀପ୍ତିମୟୀ ମଲ୍ଲିକ ନବଙ୍କ ହତ୍ୟା ମାମଲାରେ ଏବେ ତନାଘନା କରୁଛନ୍ତି ।

୪୩ ଲକ୍ଷ ଗାୟବ
Special Story: ପଞ୍ଚାୟତ ଆକାଉଣ୍ଟରୁ PEO ଉଠାଇନେଲେ ୪୩ ଲକ୍ଷ ଟଙ୍କା, ବେଟିଂ ଆପରେ ଖେଳି ଉଡାଇଦେଲେ

ବାବୁଙ୍କୁ ଘାରିଥିଲା ରାତାରାତି କୋଟିପତି ହେବା ସ୍ୱପ୍ନ । ସେଥିପାଇଁ ସେ କ୍ରିକେଟ ଓ ଅନ୍ୟାନ ବେଟିଂ ଆପରେ ପଇସା ଲଗାଉଥିଲେ । ତାଙ୍କୁ ପଇସାର ଭୂତ ଏମିତି ଘାରିଥିଲା ଯେ ସରକାରୀ ପଇସାରେ ମଧ୍ୟ ଜୁଆ ଖେଳିବାକୁ ପଛାଇ ନଥିଲେ ।

ଛାତ୍ରୀ ଆତ୍ମହତ୍ୟା, ଦାୟୀ ହେବେ କିଟ୍‌?
ଛାତ୍ରୀ ଆତ୍ମହତ୍ୟା: ଦାୟୀ ହେବ କିଟ୍‌ ?

ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ଶୋଷଣ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମୃତ ନେପାଳୀ ଛାତ୍ରୀ । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏମିତି ସାଙ୍ଘାତିକ ତଥ୍ୟ ।

ନିଆଁ ଖୋଲିଲା ଜଜ୍‌ଙ୍କ କଳା ଗୁମର !
ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ?

ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।

ହଟୁନି ଶିକ୍ଷାରମ୍ଭ ବୟସ ଦ୍ୱନ୍ଦ
RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ

RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ । ଗୋଟିଏ ରାଜ୍ୟରେ ଦୁଇଟି ନିୟମକୁ ନେଇ ଅଭିଭାବକ କ୍ଷୁବ୍ଧ।

ଥଣ୍ଡା ବୋତଲରେ ଚୋରାମଦ ଫଣ୍ଡା
କାଲି ବେସନ ପ୍ୟାକେଟ୍...ଆଜି ଥଣ୍ଡା ବୋତଲ

ମଦ ତ ମଦ, ପୁଣି କୋଲ୍ଡ ଡ୍ରିଙ୍କସ ବୋତଲରେ ମଦ...ଏକ ବ୍ରାଣ୍ଡେଡ୍ କମ୍ପାନୀର କୋଲ୍ଡ ଡ୍ରିଙ୍କସ ବୋତଲର ଏସବୁ ଦୃଶ୍ୟ ଦେଖିଲେ ଲାଗୁନି ତାହାରି ଭିତରେ ଥିବ ହାନୀକାରକ ଦେଶୀ ମଦ ।

ଥଣ୍ଡା ବୋତଲରେ ଚୋରାମଦ ଫଣ୍ଡା
Liquor Racket Busted: କାଲି ବେସନ ପ୍ୟାକେଟ୍...ଆଜି ଥଣ୍ଡା ବୋତଲ, ଦେଶୀମଦ ବିକ୍ରି ଫଣ୍ଡାକୁ ନେଇ ରାଜଧାନୀରେ ହଇଚଇ

ମଦ ତ ମଦ, ପୁଣି କୋଲ୍ଡ ଡ୍ରିଙ୍କସ ବୋତଲରେ ମଦ...ଏକ ବ୍ରାଣ୍ଡେଡ୍ କମ୍ପାନୀର କୋଲ୍ଡ ଡ୍ରିଙ୍କସ ବୋତଲର ଏସବୁ ଦୃଶ୍ୟ ଦେଖିଲେ ଲାଗୁନି ତାହାରି ଭିତରେ ଥିବ ହାନୀକାରକ ଦେଶୀ ମଦ ।

ନିଆଁ ଖୋଲିଲା ଜଜ୍‌ଙ୍କ କଳା ଗୁମର !
Cash found in Judge’s home: ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ? ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ୧୫ କୋଟି କ୍ୟାସ୍ ସିଜ୍

ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।

ଛାତ୍ରୀ ଆତ୍ମହତ୍ୟା, ଦାୟୀ ହେବେ କିଟ୍‌?
KIIT University: ନେପାଳୀ ଛାତ୍ରୀ ଆତ୍ମହତ୍ୟା ପାଇଁ ଦାୟୀ ରହିବେ କି କିଟ୍ କର୍ତ୍ତୃପକ୍ଷ ?

ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ଶୋଷଣ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମୃତ ନେପାଳୀ ଛାତ୍ରୀ । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏମିତି ସାଙ୍ଘାତିକ ତଥ୍ୟ ।

ଭକ୍ତଙ୍କ ନିର୍ଦ୍ଦେଶରେ ଗୃହ ଅଚଳ !
ବିଧାନସଭାରେ କାହିଁକି କଂଗ୍ରେସର ଉଗ୍ରରୂପ

ତୁରୀ ଫୁଙ୍କିଲେ, ବଇଁଶୀ ବଜେଇଲେ, କଳା ପୋଷାକ ପିନ୍ଧି ଘଣ୍ଟଘଣ୍ଟା ପିଟିଲେ । ଗୃହ ଭିତରେ ହଟ୍ଟଗୋଳ, ଗୃହ ବାହାରେ ପରିକ୍ରମା । ଗତକାଲି ହୁଇସିଲ୍ ବଜାଇବା ପରେ ଆଜି କଂଗ୍ରେସ ବିଧାୟକଙ୍କ ଏଭଳି ହୁଲ୍ଲଡବାଜିରୁ ପୁଣି ଧୋଇଗଲା ପ୍ରଶ୍ନକାଳ ।

ଭକ୍ତଙ୍କ ନିର୍ଦ୍ଦେଶରେ ଗୃହ ଅଚଳ !
Odisha Assembly: ବିଧାନସଭାରେ କାହିଁକି କଂଗ୍ରେସର ଉଗ୍ରରୂପ; ଭେଦ ଖୋଲିଲେ ଜୟନାରାୟଣ, କହିଲେ...