• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ?
Who Will Be Maharashtra CM: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?

ଏବେ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ନା ଅଜିତ ପାୱାର ।

କାହା ପାକରେ କେତେ ଟଙ୍କା
IPL Mega Auction: IPL ମେଗା ଅକ୍ସନ ପାଇଁ କାହା ପାଖରେ ଅଛି କେତେ ଟଙ୍କା ?

ନଭେମ୍ବର ୨୪ ଓ ୨୫ରେ ଆଇପିଏଲ ମେଗା ନିଲାମ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଡ୍‌ ଲଗାଇବେ ।

ବବିଙ୍କ ଭାଇ ନାଁରେ ଏତଲା
Case Against Bobby Das Brother: ବବି ଦାସଙ୍କ ଭାଇଙ୍କ ନାଁରେ ଏତଲା, ଜଣେ ବ୍ୟବସାୟୀଙ୍କୁ ଧମକ ସହ ମାଡ଼ ମାରିବା ଅଭିଯୋଗ

ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ BNS ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ କରାଯାଇଛି ।

ତେଜିଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ବିବାଦ
Ollywood Actor Manoj Mishra: ତେଜିଲା ମନୋଜ ଓ ବବି କଳି, ଡିସିପି ଅଫିସରେ ହାତାହାତି ହେଲେ ଆକ୍ଟର-ଡାଇରେକ୍ଟର

ମୋର ଉତକ୍ଷିପ୍ତ ହେବାର ଠିକନଥିଲା, ସେଥିପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଭିନେତା ମନୋଜ ମିଶ୍ର ।

ଡିସେମ୍ବରରେ ଗଡ଼ିବ ହାଇଡ୍ରୋଜେନ୍‌ ଟ୍ରେନ୍‌
Hydrogen Train: ଜର୍ମାନୀ-ଚୀନ୍‌ ପରେ ଭାରତରେ ଗଡ଼ିବ ହାଇଡ୍ରୋଜେନ୍‌ ଟ୍ରେନ୍‌, ଏହି ରାଜ୍ୟରେ ହେବ ଟ୍ରାଏଲ ରନ୍‌

୨୦୩୦ ସୁଦ୍ଧା ନେଟ୍-ଜିରୋ କାର୍ବନ୍ ଏମିସନ୍ ବା ଶୂନ୍ୟ-ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଭାରତ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି ।

ଗିଫ୍ଟ ଦେଉଥିଲେ ଚାଲିଗଲା ଜୀବନ
Viral Video: ଗିଫ୍ଟ ଦେବା ବେଳେ ଷ୍ଟେଜ୍‌ ଉପରେ ହେଲା ହୃଦଘାତ, ନବଦମ୍ପତିଙ୍କ ସାମ୍ନାରେ ଚାଲିଗଲା ସାଙ୍ଗର ଜୀବନ

ଜଣେ ବ୍ୟକ୍ତି ବର ଓ କନ୍ୟାଙ୍କୁ ଶୁଭକାମନା ଓ ଗିଫ୍ଟ ଦେବା ସମୟରେ ମଞ୍ଚରେ ହୃଦଘାତର ଶିକାର ହୋଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାରତର ବ୍ୟାଟିଂ ବିପର୍ଯ୍ୟୟ
Border-Gavaskar Trophy 2024/25: ପ୍ରଥମ ମ୍ୟାଚ୍‌ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ, ପୁଣି ଫେଲ୍‌ ହେଲେ କିଙ୍ଗ୍‌ କୋହଲି

ପର୍ଥରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରି ନାହାନ୍ତି ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ।

କାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ରେଜଲ୍ଟ
Maharashtra-Jharkhand Election Results: ଝାଡ଼ଖଣ୍ଡ-ମହାରାଷ୍ଟ୍ରରେ କାହାର ହେବ ସରକାର, କାଲି ଆସିବ ୨ ରାଜ୍ୟର ରେଜଲ୍ଟ

ମହାରାଷ୍ଟ୍ରର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ଭୋଟିଂ ହୋଇଥିଲା । ୨୦୧୯ ନିର୍ବାଚନରୁ ମହାରାଷ୍ଟ୍ର ତିନିଟି ସରକାର, ତିନି ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିଲାଣି ।

ଘନେଇଲା ପରମାଣୁ ଯୁଦ୍ଧ ଆଶଙ୍କା !
Russia-Ukraine War: ଘନେଇଲା ପରମାଣୁ ଯୁଦ୍ଧ ଆଶଙ୍କା, ୟୁକ୍ରେନ୍‌ ଉପରେ ICBM ନିକ୍ଷେପ କଲା ରୁଷ୍ !

ରୁଷ୍ କିନ୍ତୁ RS-26 ରୁବେଜ୍ ନାମକ ବାଲିଷ୍ଟିକ ମିଜାଇଲ ନିକ୍ଷେପ କରିଥିବା କୁହାଯାଉଛି । ରାଷ୍ଟ୍ରପତି ପୁଟିନ କହିଛନ୍ତି, ୟୁକ୍ରେନ୍ ଉପରେ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ ନୁହେଁ ବରଂ ନୂଆ ହାଇପରସୋନିକ ବାଲିଷ୍ଟିକ୍ ମିଜାଇଲ୍ ମାଡ କରିଛୁ ।

ଭୟଙ୍କର ଆକ୍ସନ ନିଆଯିବ
Attack on Dharmasala MLA: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଆଇନ ମନ୍ତ୍ରୀଙ୍କ କଡ଼ା ପ୍ରତିକ୍ରିୟା; କହିଲେ, ନିଆଯିବ ଭୟଙ୍କର ଆକ୍ସନ

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବିଜେପି ଜିଲ୍ଲା ସଭାପତିଙ୍କ ସହ ସମସ୍ତ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ବିଜେଡି ?
ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ

ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ?

ବଦ୍ରି ଖୋଲିଦେଲେ ବାହାସ୍ଫୋଟିଆ ନେତାଙ୍କ ଗୁମର
Video: ବଦ୍ରି ଖୋଲିଲେ ବିଜେଡି ନେତାଙ୍କ ଗୁମର

ଆଗରୁ ବିରୋଧୀ କହୁଥିଲେ ଦିବାସ୍ବପ୍ନ। ଏବେ ନିଜ ଦଳ ଲୋକ କହିଲେଣି ୫ ବର୍ଷ ପୂର୍ବରୁ ପୁଣିଥରେ ସରକାର ଗଠନ ଅବାସ୍ତବ ଚିନ୍ତାଧାରା।

Jalaput Cutoff Village
Video: ନା ବିକାଶର ସୂର୍ଯ୍ୟ ଉଇଁଛି ନା ସରକାରୀ ବାବୁଙ୍କ ପାଦ ପଡ଼ିଛି

ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।

ସୁଭଦ୍ର ପାଇଁ ଦିଅ ସିଙ୍ଗିଲ୍‌ ଆକାଉଣ୍ଟ
Video: ମିସମ୍ୟାଚ୍ ଯୋଗୁ ଆକାଉଣ୍ଟକୁ ଯାଇପାରୁନି ‘ସୁଭଦ୍ରା’ ଟଙ୍କା

'ସୁଭଦ୍ରା' ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଅଛି କି ? ଗୋଟିଏ ମୋବାଇଲ ନମ୍ବରରେ ଅଧିକ ଆକାଉଣ୍ଟ ଲିଙ୍କ୍ ଥିଲେ ଦେଖାଉଛି ମିସ୍ ମ୍ୟାଚ୍ ।

Puri Swargadwara
Video: ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା ?

ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଏବଂ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ, ଦାହସଂସ୍କାର ପାଇଁ ଆସୁଛି ।

ସୁଭଦ୍ର ପାଇଁ ଦିଅ ସିଙ୍ଗିଲ୍‌ ଆକାଉଣ୍ଟ
Subhadra Yojana: ମିସମ୍ୟାଚ୍ ଯୋଗୁ ଆକାଉଣ୍ଟକୁ ଯାଇପାରୁନି ‘ସୁଭଦ୍ରା’ ଟଙ୍କା, ସିଙ୍ଗଲ୍ ଆକାଉଣ୍ଟ ଦେବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଅପିଲ

'ସୁଭଦ୍ରା' ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଅଛି କି ? ଗୋଟିଏ ମୋବାଇଲ ନମ୍ବରରେ ଅଧିକ ଆକାଉଣ୍ଟ ଲିଙ୍କ୍ ଥିଲେ ଦେଖାଉଛି ମିସ୍ ମ୍ୟାଚ୍ ।

ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ବିଜେଡି ?
Attack on Himanshu Sahoo: ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ, ପୁଣି ବବିଙ୍କୁ ଦାୟୀ କଲେ ଧର୍ମଶାଳା ବିଧାୟକ

ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ?

ବଦ୍ରି ଖୋଲିଦେଲେ ବାହାସ୍ଫୋଟିଆ ନେତାଙ୍କ ଗୁମର
Badri Patra on BJD-Congress Coalition: ବଦ୍ରି ଖୋଲିଲେ ବିଜେଡି ନେତାଙ୍କ ଗୁମର; କହିଲେ, ୫ ବର୍ଷ ପୂର୍ବରୁ ସରକାର ଗଠନ ଅବାସ୍ତବ ଚିନ୍ତାଧାରା

ବଦ୍ରି ଖୋଲିଲେ ନିଜ ଦଳ ବିଜେଡି ନେତାଙ୍କ ଗୁମର । ସରକାରକୁ ପୁଣି ବିଜେଡି ଫେରିବା ଦମ୍ଭୋକ୍ତିକୁ କଲେ କଡ଼ା ସମାଲୋଚନା । ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଓ ଅତନୁ ସବ୍ୟସାଚୀଙ୍କ ବୟାନକୁ କହିଲେ ଅବାସ୍ତବ ।

Forest Department Faces Allegations Of Animal Poaching 
ଜଙ୍ଗଲୀ ବାବୁଙ୍କୁ କଡ଼ା ତାଗିଦ୍

୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

କାହାର ହେବ ମହାରାଷ୍ଟ୍ର
ମହାରାଷ୍ଟ୍ରରେ କାହାର ହେବ ସରକାର ?

ମତଦାନ କେନ୍ଦ୍ରରେ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ । ଭୋଟ୍ ଦେବାକୁ ପହଁଚିଥିଲେ ବି-ଟାଉନ୍ ର ନାମୀ ଦାମୀ କଳାକାର ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।