• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ � ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ପାଣ୍ଡିଆନ୍‌ ନବୀନଙ୍କୁ ଗୋଇଠା ମାରିଥିଲେ
'ନବୀନଙ୍କୁ ପାଗଳ କରି ରଖାଯାଇଥିଲା'

କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ। ପାଣ୍ଡିଆନ କେତେବେଳ ତାଙ୍କ ହାତ ମାଡି ବାସୁଥିଲେ, ଗୋଇଠା ମାରୁଥିଲେ। କିନ୍ତୁ ଏବେ ନବୀନ ସୁନ୍ଦର ଭାବେ ସମସ୍ତଙ୍କ ସହ ମିଶୁ ଛନ୍ତି, ସୁନ୍ଦର ଭାବେ କଥା ହେଉଛନ୍ତି।

ପ୍ରିୟଙ୍କାଙ୍କ ପସନ୍ଦ ଦେଶୀ ପିଜୁଳି
ପ୍ରିୟଙ୍କାଙ୍କୁ ପ୍ରଭାବିତ କଲା ପିଜୁଳି

ବିଶାଖାପାଟଣା ଏୟାରପୋର୍ଟ ଯିବା ବେଳେ ସେ ଟ୍ରାଫିକ୍ ପୋଷ୍ଟ ନିକଟରେ ଜଣେ ମହିଳାଙ୍କ ନିକଟରୁ ପିଜୁଳି କିଣିଥିଲେ । ତେବେ ଏହି ପିଜୁଳି କିଣିବା ବେଳେ ଯାହା ଘଟିଥିଲା ତାହା ତାଙ୍କୁ ବେଶୀ ପ୍ରଭାବିତ କରିଛି ବୋଲି କହିଛନ୍ତି ପ୍ରିୟଙ୍କା ।

ନବୀନଙ୍କୁ ଭରସା କରୁଥିଲେ ଦିପାଳୀ
ନବୀନଙ୍କୁ ଭରସା କରୁଥିଲେ ଦିପାଳୀ, କିନ୍ତୁ...

କୌଣସି ଏକ ପରିସ୍ଥିତିରେ ପଡି ଦିପାଳୀ ସେତେବେଳେ ଚୁପ ଥିଲେ। ଆଉ ଏବେ ତଦନ୍ତକାରୀ ଅଫିସର ବଦଳିବା ପରେ କିଛି ନୁଆ ତଥ୍ୟ ଦେଇ ଥାଇପାରନ୍ତି ଦିପାଳୀ ।

ସ୍ୱପ୍ନରେ ରହିଗଲା ମେଗା ପ୍ରକଳ୍ପ
ପୁଣି ପାଣି ପାଇଁ କଲବଲ ଦିଗପହଣ୍ଡି ବାସିନ୍ଦା

ଗାଁ ଗାଁରେ ପାଣି ଟାଙ୍କି....ଘର ଆଗରେ ପାଣି ଟ୍ୟାପ୍....ହେଲେ ଟ୍ୟାପ୍ ଖୋଲିଲେ ପାଣି ଆସୁନି......ବର୍ଷ ବର୍ଷ ଧରି ଏଭଳି ପ୍ରତାରଣା ଶିକାର ବନିଛନ୍ତି ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ଲୋକ ।

ଖୁସିରେ ମଦହୋସ୍‌ ସୁନୀତା
ଫିଟିଲା ବାଟ, ଖୁସିରେ ମଦହୋସ୍‌ ସୁନୀତା

ଆଉ ଦିନକ ପରେ ସୁନୀତା ୱିଲିୟମ୍ସଙ୍କ ପୃଥିବୀ ବାହୁଡ଼ା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍।

ଭୁବନେଶ୍ୱରରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର
ଭୁବନେଶ୍ବରରେ ପହଞ୍ଚିଲା ଦେବେନ୍ଦ୍ର ପ୍ରଧାନଙ୍କର ପାର୍ଥିବ ଶରୀର

ଆଜି ଅପରାହ୍ନରେ ସ୍ବର୍ଗତ ପ୍ରଧାନଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ଦଳ ମତ ନିର୍ବିଶେଷରେ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି।

Sunita Williams may face painful return to Earth
ଆଉ ଦିନକ ପରେ ସୁନୀତା ୱିଲିୟମ୍ସଙ୍କ ପୃଥିବୀ ବାହୁଡ଼ା।

ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ।

ନବ ହତ୍ୟା, ଆସିବ କି ଟ୍ୱିଷ୍ଟ୍‌ ?
ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ ?

ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।

BJD leader Raja Chakra
ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର

ଖୋଲୁଛି ମହାଲୁଟର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ।

ଆରପାରିରେ ଦେବେନ୍ଦ୍ର ପ୍ରଧାନ
Debendra Pradhan Passes Away: ଚାଲିଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି

ତିନି ତିନି ଥର ହୋଇଥିଲେ ରାଜ୍ୟ ବିଜେପି ସଭାପତି । ତତ୍କାଳୀନ ବାଜପେୟୀ ସରକାରରେ ଥିଲେ ଟାଣୁଆ ମନ୍ତ୍ରୀ । ବୃତ୍ତି ଥିଲା ଡାକ୍ତରୀ, ହେଲେ ପାଲଟି ଯାଇଥିଲେ ଜଣେ ପୋଖତ ରାଜନେତା ।

ନବ ହତ୍ୟା, ଆସିବ କି ଟ୍ୱିଷ୍ଟ୍‌ ?
Naba Das Murder Case: ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ ? CMଙ୍କୁ ଭେଟିବାକୁ ଚିଠି ଲେଖିଲେ ନବଙ୍କ ପତ୍ନୀ

ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।

ମାତିଲେ ଆତଙ୍କୀ, ୯୦ ଯବାନଙ୍କୁ ମାରିଦେଲେ
ମାତିଲେ ଆତଙ୍କୀ, ୯୦ ଯବାନଙ୍କୁ ମାରିଦେଲେ

ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ଟ୍ରେନ୍‌ ହାଇଜାକ୍‌ ପରେ ଉଡ଼ାଇ ଦେଲେ ବସ୍‌ । ବଲୁଚ ବିଦ୍ରୋହୀଙ୍କ ଟାର୍ଗେଟରେ ସେନା କନ୍‌ଭେ।

ପଡ଼ିଲା ଶୂନ୍ୟ ଗଣ୍ଠି, ହେବ କି ଚମତ୍କାର ?
ପଡ଼ିଲା ଶୂନ୍ୟ ଗଣ୍ଠି, ହେବ କି ଚମତ୍କାର ?

ସୃଷ୍ଟିର ଶ୍ରଷ୍ଠା ତୁ... ପତ୍ରଟିଏ ବି ହଲେନି ତୋ ବିନା... କେବେ ତୁ ଶୂନ୍ୟ ଗଣ୍ଠି କେବେ ତୁ ଦାରୁ ବ୍ରହ୍ମ... ପତିତ ଉଦ୍ଧାର ପାଇଁ ଉଡ଼େ ତୋ ପତିତପାବନ ବାନା... ତୋ ବଡ଼ ଦାଣ୍ଡ କୁହେ ଜୟ ଜଗନ୍ନାଥ...

‘ନାଲି ଆଖି ଦେଖାନି କହି ଦେଉଛି’
‘ନାଲି ଆଖି ଦେଖାନି କହି ଦେଉଛି’

IRB ବାଟାଲିଅନ, OSAP, ଫାୟାର ମ୍ୟାନ ଓ PMT ଡ୍ରାଇଭର ପରୀକ୍ଷାର୍ଥୀଙ୍କ ପରୀକ୍ଷା ବୟସସୀମା ବୃଦ୍ଧି ଦାବିରେ ବିଧାନସଭା ଆଗରେ ଆନ୍ଦୋଳନ।

ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର
Nutrition Centers: ଗୁଜରାଟ ମଡେଲରେ ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର, ଏଇମାନେ ପାଇବେ ସୁବିଧା

ରାଜ୍ୟର ଖୋଲାଯିବାକୁ ଥିବା ସବୁ ପୋଷଣ କେନ୍ଦ୍ରରେ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ । ତେବେ ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ମିଳିବ ।

ସରିଲା ଅପେକ୍ଷା, ଫେରୁଛନ୍ତି ସୁନୀତି !
ସରିଲା ଅପେକ୍ଷା, ଫେରୁଛନ୍ତି ସୁନୀତା !

ଗତ ୯ ମାସ ଧରି ମହାକାଶରେ ଫସିରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ।

ସାହିତ୍ୟକୁ ବାପା ନିଜର କରିଥିଲେ
Ramakanta Rath: ‘ରମାକାନ୍ତ ରଥ ଥିଲେ ଜଣେ ବିଶାଳ ହୃଦୟର କବି, କବିତ୍ୱ ହିଁ ଥିଲା ତାଙ୍କ ପରିଚୟ’

ବାପାଙ୍କ ପାଇଁ ପ୍ରଥମ ଥିଲା ସାହିତ୍ୟ । ଆମକୁ ପର କରି ସାହିତ୍ୟକୁ ନିଜର କରିଥିଲେ ମୋ ବାପା ।

କଟିଯିବ ସବୁ ରାସନ୍ କାର୍ଡ !
Special Story: କଟିଯିବ କି ସମସ୍ତଙ୍କ ରାସନ କାର୍ଡ ? ଆସୁଛି ଆୟକର ନୋଟିସ୍‌

ନୋଟିସରେ ଦର୍ଶାଯାଇଛି ଯେ ଆପଣଙ୍କ ପରିବାରର ସଦସ୍ୟଙ୍କ ମାସିକ ଆୟ ଦଶ ହଜାର ଟଙ୍କାରୁ ଅଧିକ ଅଛି ଓ ଆୟକର ଫାଇଲ୍ କରୁଛନ୍ତି, ତେବେ ସରକାରଙ୍କ ଖାଦ୍ୟ ଯୋଗାଣ ନିୟମ ଅନୁସାରେ ରାସନ୍ ପାଇବାକୁ ଆପଣ ଯୋଗ୍ୟ ନୁହଁନ୍ତି ।

ଏବେ ଆସିବ ୧୫ ହଜାର
Special Story: ‘ସୁଭଦ୍ରା’ ଆଣୁଛି ଖୁସି ଖବର, ଅଗଷ୍ଟରେ ମିଳିବ ୧୫ ହଜାର

ଯେଉଁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର ।

ଏବେ ଆସିବ ୧୫ ହଜାର
‘ସୁଭଦ୍ରା’ ଆଣୁଛି ଖୁସି ଖବର

ଯେଉଁ ଯୋଗ୍ୟ ହିତାଧୀକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।