• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ � ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ପୁଣି ବାଜିବ ସାହାନାଇ
ତୃତୀୟ ବିବାହ କରିବେ ଅମିର ଖାନ୍‌ !

ପ୍ରେମ ଜାଣେନି ବୟସ ବାଡ଼ । ଏହା ପ୍ରମାଣ କରି ଦେଖାଇଛନ୍ତି ବି-ଟାଉନର ଏହି ସୁପରଷ୍ଟାର୍‌ । ୬୦ ବର୍ଷ ବୟସରେ ତାଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ନୂଆ ନାୟିକା ।

କଟିଯିବ ସବୁ ରାସନ୍ କାର୍ଡ !
କଟିଯିବ କି ସମସ୍ତଙ୍କ ରାସନ କାର୍ଡ ?

ନୋଟିସରେ ଦର୍ଶାଯାଇଛି ଯେ ଆପଣଙ୍କ ପରିବାରର ସଦସ୍ୟଙ୍କ ମାସିକ ଆୟ ଦଶ ହଜାର ଟଙ୍କାରୁ ଅଧିକ ଓ ଆୟକର ଫାଇଲ୍ କରୁଛନ୍ତି ତେଣୁ ସରକାରଙ୍କ ଖାଦ୍ୟ ଯୋଗାଣ ନିୟମ ଅନୁସାରେ ରାସନ୍ ପାଇବାକୁ ଆପଣ ଯୋଗ୍ୟ ନୁହଁନ୍ତି ।

ପରଲୋକରେ ରମାକାନ୍ତ ରଥ
Ramakanta Rath Passes Away: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ରମାକାନ୍ତ ରଥ ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ଏହାପରେ ସେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ।

ପୁଣି ବାଜିବ ସାହାନାଇ
Aamir Khan: ପୁଣି ବାଜିବ ସାହାନାଇ, ତୃତୀୟ ବିବାହ କରିବେ ଅମିର ଖାନ୍‌ !

ପ୍ରେମ ଜାଣେନି ବୟସ ବାଡ଼ । ଏହା ପ୍ରମାଣ କରି ଦେଖାଇଛନ୍ତି ବି-ଟାଉନର ଏହି ସୁପରଷ୍ଟାର୍‌ । ୬୦ ବର୍ଷ ବୟସରେ ତାଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ନୂଆ ନାୟିକା ।

ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀ ନିପାତ
Abu Qatal Killed: ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀ ଅବୁ କତାଲକୁ ହତ୍ୟା, ରଜୌରୀ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

ଅବୁ କତାଲ ଭାରତରେ ମଧ୍ୟ ଅନେକ ବଡ଼ ଆକ୍ରମଣ କରିଛି । ସେ NIAର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲା । ଆତଙ୍କୀ ଅବୁ କତାଲ ସେନା ସମେତ ସମସ୍ତ ସୁରକ୍ଷା ଏଜେନ୍ସି ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

୩ ଦିନ ହିଟ୍‌ୱେଭ୍‌ ୱାର୍ଣ୍ଣିଂ
Heat Wave Warning: ଓଡ଼ିଶାରେ ଉପରମୁହାଁ ପାରଦ, ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ

ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ଥିଲା ୧୩ଟି ସହରର ତାପମାତ୍ରା । ରାଜ୍ୟରେ ୪୨ ଡିଗ୍ରୀ ଛୁଇଁଲା ତାତି । ଗତକାଲି ୪୨.୫ ଡିଗ୍ରୀ ସେଲସିୟସ ସହ ବୌଦ୍ଧ ପାଲଟିଲା ଦେଶରେ ସବୁଠୁ ଉତ୍ତପ୍ତ ସହର ।

ସାଙ୍ଗ ରକ୍ତରେ ଖେଳିଲେ ହୋଲି
Murder in Cuttack: ହୋଲିରେ ସାଙ୍ଗ ନେଲା ସାଙ୍ଗର ଜୀବନ, ସାମାନ୍ୟ ବଚସାରୁ ଗୁଳି କରି କଲା ହତ୍ୟା

ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ ସାମାନ୍ୟ ପାଟିତୁଣ୍ଡରୁ ଗୁଳି ମାଡ଼ କରି ହତ୍ୟାକାଣ୍ଡ ଘଟିଛି ।

ଜଳୁଥିଲା ନିଆଁ, ବଞ୍ଚାଇଦେଲେ ମାଆ-ଝିଅ
Special Story: ହୁତୁ ହୁତୁ ହୋଇ ଜଳୁଥିଲା ଜଙ୍ଗଲ, ବଞ୍ଚାଇ ଦେଲେ ମାଆ ଓ ଝିଅ

ହଠାତ ହୁ ହୁ ହୋଇ ଜଳି ଉଠିଲା ଜଙ୍ଗଲ। ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିବାକୁ ଲାଗିଲା। ଗାଁ ଆଡ଼କୁ ମାଡ଼ି ଆସୁଥିଲା କାଳଅଗ୍ନି। ହେଲେ ବଞ୍ଚାଇଦେଲେ ମାଆ ଝିଅ। ଜାଣନ୍ତୁ କେମିତି...

ବଢ଼ିଲା କର୍ଣ୍ଣାଟକ ଡିଜିପିଙ୍କ ଅଡୁଆ
DGP sent on compulsory leave: ବଢ଼ିଲା କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ୍ ଡିଜିପିଙ୍କ ଅଡୁଆ, ବାଧ୍ୟତାମୂଳକ ଛୁଟିରେ ପଠାଇଲେ ସରକାର

ଗିରଫ ହେବାଠାରୁ କୋର୍ଟରେ ହାଜର ହେବା ପର୍ଯ୍ୟନ୍ତ, ୧୦-୧୫ ଥର ଚାପୁଡ଼ା ମାରିଥିଲେ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଦଲିଲରେ ଦସ୍ତଖତ ନ କଲେ, ତାଙ୍କ ବାପାଙ୍କ ପରିଚୟ ପ୍ରଘଟ କରାଯିବା ସହ ଏନେଇ ଡକ୍ୟୁମେଣ୍ଟ ବି ପ୍ରସ୍ତୁତ କରାଯାଇଛି।

ହୋଲିରେ ଗଡ଼ିଲା ୫ ମୁଣ୍ଡ
Holi Horror: ରକ୍ତରେ ଲାଲ୍ ହେଲା ହୋଲି ମଉଜ, ୩ ସହରରେ ଗଡ଼ିଲା ୪ ମୁଣ୍ଡ

୩ ସହର ୪ ମର୍ଡର । ରଙ୍ଗର ପର୍ବରେ ହଣାକଟା । ରଙ୍ଗ ବଦଳରେ ବୋହିଲା ରକ୍ତ । ଭୁବନେଶ୍ବର-ସମ୍ବଲପୁର-ବ୍ରହ୍ମପୁର । ପୂର୍ବ ଶତ୍ରୁତା, ପୂର୍ବ ଯୋଜନା ଆଉ କିଛି କଥା କଟାକଟିରେ ଗଡ଼ିଛି ମୁଣ୍ଡ ।

ମାଫିଆଙ୍କ ମାଙ୍କଡା ପଥର ଲୁଟ୍‌
Stone Mafia: ବାହାରକୁ କାଜୁ ବଗିଚା, ଭିତରେ ଚାଲୁଛି ପଥର ଖଣି

ଲୁଟ୍ ତ ଲୁଟ୍ । ଦିନରେ ବି ଲୁଟ୍ ରାତିରେ ବି ଡବଲ୍‌ ଲୁଟ୍ । ବାହାରକୁ ଦେଖିଲେ କାଜୁ ଜଙ୍ଗଲ କିନ୍ତୁ ଭିତରେ ଚାଲିଛି ମାଫିଆଙ୍କ ମାଙ୍କଡ଼ା ପଥର ଲୁଟ୍ । କି ଦିନ କି ମାସ, ବର୍ଷ ବର୍ଷ ଧରି ଏମିତି ମାଫିଆଙ୍କ ମନମାନିରେ ଲୁଟ୍...

୩୪ କୋଟି ଖର୍ଚ୍ଚ, ପିଉଛନ୍ତି ଚୁଆ ପାଣି
34 Crores Down the Drain: ଆଦିବାସୀଙ୍କ ଉନ୍ନତି ନାଁରେ କେମିତି ୩୪ କୋଟି ଚଳୁ କଲା ରାଜା ଚକ୍ର ? ଗ୍ରାଉଣ୍ଡ ଜିରୋର ତଥ୍ୟ ବଖାଣୁଛି ମହାଲୁଟର ବାସ୍ତବତା

କ୍ରାଇମବ୍ରାଞ୍ଚ ଡିଜିଙ୍କ ଆଖି ତରାଟିଲା ଭଳି ଏ ତଥ୍ୟ ଏଇଥି ପାଇଁ ଶହେ ପ୍ରତିଶତ ଠିକ୍ । କାରଣ ଗ୍ରାଉଣ୍ଡ ଜିରୋରେ ହିଁ ଚିତ୍ର ଗୋଟି ଗୋଟି କରି ବୟାନ କରୁଛି ମହାଲୁଟର ବାସ୍ତବତା । ପାରିପାର୍ଶ୍ବିକ ଉନ୍ନତିର ଏଠି ଚିହ୍ନବର୍ଣ୍ଣ ନାହିଁ ।

ଆଗଧାଡ଼ିଆଙ୍କୁ ‘ଧର୍ମପଦ’ ନିଶାନା !
Ashok Panda: ପୁଣି ପଦାରେ ବିଜେଡି କନ୍ଦଳ, ଧର୍ମପଦ ଉପାଖ୍ୟାନ ଶୁଣାଇ ଟାର୍ଗେଟ୍ କଲେ ଅଶୋକ ପଣ୍ଡା

ହୋଲିରେ ଧର୍ମପଦ ଉପାଖ୍ୟାନ ଶୁଣାଇଲେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ତଥାକଥିତ ଆଗଧାଡ଼ିର ବିଜେଡି ନେତାଙ୍କୁ କଲେ ଟାର୍ଗେଟ୍ । ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କୁ ପୁଣି ଦଳ ସମ୍ଭାଳିବା ଦାୟିତ୍ବ ମିଳିବାକୁ କଲେ କଡ଼ା ସମାଲୋଚନା ।

‘ଭାରତ ନ ଆସିବାକୁ ମିଳିଥିଲା ଧମକ’
Varun Chakraborty Threaten: ବରୁଣ କଲେ ବଡ଼ ଖୁଲାସା; କହିଲେ, ‘ମୋତେ ଭାରତ ନ ଆସିବାକୁ ମିଳୁଥିଲା ଧମକ’

‘୨୦୨୧ ଟି-୨୦ ବିଶ୍ୱକପ୍‌ରେ ମୋର ପ୍ରଦର୍ଶନ ଭଲ ନଥିଲା, ସେତେବେଳେ ମୋତେ ଧମକପୂର୍ଣ୍ଣ କଲ୍‌ ଆସିଥିଲା’ ।

ହୋଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
Group Clash in Cuttack: ହୋଲି ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ପଥର ମାଡ଼

କଟକରେ ହୋଲି ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଜଗତପୁର ବିଜୁ କଲୋନୀ ଓ ହରିଜନ ସାହି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା ।

ରାଜଧାନୀରେ ହୋଲିରେ ହତ୍ୟା
Murder In Bhubaneswar: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ, ଗଡ଼ିଲା ୨ ମୁଣ୍ଡ

ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆରେ ମଧ୍ୟ ଜଣଙ୍କୁ ହତ୍ୟା କରିଛନ୍ତି ।

ଇସ୍ରୋକୁ ଆଉ ଏକ ସଫଳତା
Video: ଇସ୍ରୋ ପାଇଁ ଆଉ ଏକ ମାଇଲଖୁଣ୍ଟ, ସ୍ପେଡେକ୍ସ ସାଟେଲାଇଟର ସଫଳତାର ସହ ଡି-ଡକିଂ

ଗତବର୍ଷ ଡିସେମ୍ବର ୩୦ ତାରିଖରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ PSLV C60 ରକେଟ୍ ସହାୟତାରେ ସ୍ପେଡେକ୍ସକୁ ଲଞ୍ଚ କରାଯାଇଥିଲା ।

ଆତଙ୍କୀ ସାଜିଥିଲେ ସୁଇସାଇଡ୍‌ ବମର୍‌
ଆତଙ୍କୀ ସାଜିଥିଲେ ସୁଇସାଇଡ୍‌ ବମର୍‌

ଟନେଲ ଭିତରେ ଟ୍ରେନ୍‌ ଉପରେ କଲେ କବ୍‌ଜା। ଯାତ୍ରୀଙ୍କୁ ବନ୍ଧକ ବନାଇ ୪୮ ଘଣ୍ଟାର ଅଲ୍ଟିମେଟମ ଦେଲେ ଆତଙ୍କୀ।

‘ଇଣ୍ଡି ମେଣ୍ଟ ଆଡେ ଢଳୁଛନ୍ତି ନବୀନ’
BJP MLA on Naveen Patnaik: ‘ନିଜ ଦଳ ବଞ୍ଚାଇବା ପାଇଁ ଦିଲ୍ଲୀ ମୁଁହା ନବୀନ’

ବିଜେପି ସହ ରହି ବିଜେପିକୁ ଧ୍ବଂସ କରିବେ ଭାବିଲା ବେଳକୁ ସେ ସରକାରରୁ ପଳାଇଲେ ବୋଲି କହିଛନ୍ତି ସରୋଜ ପାଢୀ । ଓଡ଼ିଶାବାସୀ ଜାଣି ସାରିଲେଣି ବିଜେଡିର ଅସ୍ତିତ୍ବ ରହିବ ନାହିଁ ।

ରାଜା ପକେଟ୍‌ରେ ଥିଲେ ଏସ୍‌ପି, କଲେକ୍ଟର
ରାଜାଙ୍କୁ ଫୁଲ୍‌ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି

ରାଜାର କଳା କାରନାମା ପାଇଁ ଜିଲ୍ଲାପାଳ ଓ ଏସ୍‌ପି ଫୁଲ୍ ପ୍ରୋତ୍ସାହନ ଦେଇଥିଲେ, ଏମିତିକି ରାଜାଙ୍କ ବେପାରରେ ଭାଗିଦାର ଥିଲେ । ଖଣିଠୁ ଚୋରାଚାଲାଣ ଯାଏଁ ସବୁ କିଛିରେ ରାଜାଙ୍କୁ ଖୋଜା ପଡ଼ୁଥିଲା ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।