• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ଶ୍ରୀମନ୍ଦିରରେ ଆଜି ଦୀପାବଳି
ଶ୍ରୀମନ୍ଦିରରେ ଆଜି ଦୀପାବଳି, ବଡ଼ବଡ଼ିଆଙ୍କ ପାଇଁ କାଉଁରିଆ କାଠି ଜାଳିବେ ଭକ୍ତ

ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟ ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି ।

Computer Education in Odishas 5T Schools
ଚକାଚକ୍ କମ୍ପ୍ୟୁଟର କ୍ଲାସ ରୁମ୍, କିନ୍ତୁ ନାହାନ୍ତି ଶିକ୍ଷକ

ସ୍କୁଲର କମ୍ପ୍ୟୁଟର କ୍ଲାସରେ ପ୍ରସ୍ତୁତ ହୋଇ ରହିଛି କଂପ୍ୟୁଟର । ଭିତ୍ତିଭୂମି ବି ପ୍ରସ୍ତୁତ । ବୈଷୟିକ ଶିକ୍ଷା ଲାଗି ଛାତ୍ରଛାତ୍ରୀ ବି ବେଶ୍ ଆଗ୍ରହୀ ଅଛନ୍ତି । କିନ୍ତୁ କମ୍ପ୍ୟୁଟର ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ ।

Minor Girl Gang Raped in Bhubaneswar
ରାଜଧାନୀରେ ପୁଣି ଲଜ୍ଜା, ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାକୁ ଗଣଦୁଷ୍କର୍ମ !

ପ୍ରଥମେ ନାବାଳିକାକୁ ମୃଦ୍ୟୁପାନୀୟରେ ନିଶାଦ୍ରବ୍ୟ ମିଶାଇଲେ । ଏବଂ ପରବର୍ତ୍ତୀ ସମୟରେ ନାବାଳିକା ସହ କଲେ ଗଣଦୁଷ୍କର୍ମ । ଆଉ ଏହି ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ ମଧ୍ୟ କରିଦେଲେ ।

4 Captains released by franchises
IPL Retenction: ଆସିଲା IPL ରିଟେନ୍‌ସନ୍‌ ତାଲିକା, ଏହି ୪ ଅଧିନାୟକଙ୍କୁ ଛାଡ଼ିଦେଲେ ଫ୍ରାଞ୍ଚାଇଜ୍‌

ଆଜି ପ୍ରକାଶ ପାଇଥିବା ରିଟେନ୍‌ ଲିଷ୍ଟରେ ସବୁଠୁ ବଡ଼ ଖବର କ୍ୟାପଟେନଙ୍କୁ ନେଇ ଆସିଛି । ଆଗାମୀ ଆଇପିଏଲ ସିଜିନ୍ ପାଇଁ ୪ ଫ୍ରାଞ୍ଚାଇଜ୍ ସେମାନଙ୍କ କ୍ୟାପଟେନ୍‌ଙ୍କୁ ରିଟେନ୍‌ କରିନାହିଁ ।

Indian, Chinese troops at LAC exchange Diwali sweets
ଦୀପାବଳିରେ LACରୁ ଆସିଲା ଭଲ ଖବର, ପରସ୍ପରକୁ ମିଠା ବାଣ୍ଟିଲେ ଭାରତ-ଚୀନ୍‌ ସେନା

ଭାରତ-ଚୀନ୍ ସୀମା ଚୁସୁଲ-ମୋଲ୍ ଡୋ ବର୍ଡର ନିକଟ ମିଟିଂ ପଏଣ୍ଟରେ ଦୁଇ ସେନା ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି । ଖାଲି ମୋଲ୍ ଡୋ ବର୍ଡରରେ ନୁହେଁ ବରଂ ଭାରତ-ଚୀନ୍ ସୀମାନ୍ତ ବିଭିନ୍ନ ବର୍ଡର ପଏଣ୍ଟରେ ଏହି ଖୁସିର ଅବସର ଦେଖିବାକୁ ମିଳିଛି ।

Woman finds old notes during Diwali cleaning
Viral Video: ଦୀପାବଳି ପାଇଁ ସଫା କରୁଥିଲେ ଘର, ମିଳିଲା ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ବଣ୍ଡଲ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଦୀପ୍ତି ଗାବା ନାମକ ଜଣେ ୟୁଜର୍ସ ସେୟାର କରିଛନ୍ତି ।

IPL 2025 retention
IPL 2025 Retention: ଆସିଲା IPL ରିଟେନ୍‌ସନ୍‌ ଲିଷ୍ଟ୍‌, ଜାଣନ୍ତୁ କେଉଁ ଟିମ୍‌ ରଖିଲେ କାହାକୁ...

ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍‌ ରିଟେନ୍‌ କରିଥିବା ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଆଗାମୀ ଆଇପିଏଲ ୨୦୨୫ ପାଇଁ କେଉଁ ଫ୍ରାଞ୍ଚାଇଜ୍‌ କାହାକୁ ରିଟେନ୍‌ କରିଛନ୍ତି...

BJD is a Puppet Party
‘ବିଜେଡି ଏକ ଦାସତ୍ୱ ପାର୍ଟି, ସେ ଦଳର ଆୟୁଷ ବହୁତ କ୍ଷୀଣ’

ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । କିଏ ଲିଡ୍‌ କରିବ, କିଏ ନେତୃତ୍ୱ ନେବ ଏ ସବୁ କଥାକୁ ନେଇ ବିଜେଡି ନେତାମାନେ ଏବେ ବହୁତ ଚିନ୍ତିତ ଅଛନ୍ତି ।

5 rules to be change from 1st november
Rule Change: କ୍ରେଡିଟ୍‌ କାର୍ଡ, LPG ଠୁ ଟ୍ରେନ୍‌ ଟିକେଟ୍‌ ପର୍ଯ୍ୟନ୍ତ...ନଭେମ୍ବର ୧ରୁ ବଦଳିଯିବ ଏହି ୫ ନିୟମ

କ୍ରେଡିଟ୍ କାର୍ଡ, ଏଲପିଜି ଗ୍ୟାସ୍‌ ଏବଂ ଟ୍ରେନ୍ ଟିକେଟ୍ ଠାରୁ ଆରମ୍ଭ କରି FD ସମୟସୀମା ପର୍ଯ୍ୟନ୍ତ ନିୟମ ନଭେମ୍ବର ୧ରୁ ବଦଳିବ ।

14 BJP MLAs in touch with us: Munna Khan
ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ଦମ୍ଭୋକ୍ତି, ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବିଜେଡି

ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ, ସେମାନେ ଏବେ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି, ତେଣୁ ବିଜେଡି କ୍ଷମତାକୁ ଫେରିବା ରାସ୍ତା ଖୋଲୁଛି ବୋଲି କହିଛନ୍ତି ମୁନ୍ନା ଖାଁ ।

Tension Between 2 Brothers
Viral Audio: ଶେଷରେ ତୁ ମତେ ବିଷ ଦେଇଦେଲୁ? ଆସିଲା ବଡ଼ଭାଇର ମୃତ୍ୟୁ ପୂର୍ବର ଦେହଥରା ଅଡିଓ

କଥାରେ ଅଛି ଖିର ଯଦି ଖାଇବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି ଲଢ଼ିବୁ ପାଖରେ ଥିବ ଭାଇ। କିନ୍ତୁ ଭାଇ-ଭାଇ ମଧ୍ୟରେ ସେ ପୁରୁଣା ସଂପର୍କ ଆଉ ଏବେ ନାହିଁ। କେନ୍ଦୁଝର ଜିଲ୍ଲାରୁ ଆସିଥିବା ଏକ ନୂଆ ଉଦାହରଣ ଆପଣଙ୍କୁ ହତବାକ କରିଦେବ। ବଡ଼ଭାଇର ମୃତ୍ୟୁ ପୂର୍ବର...

Virat Kohli to return as RCB captain
IPL 2025: ପୁଣି RCBର ଅଧିନାୟକ ହେବେ ବିରାଟ କୋହଲି !

୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଆରସିବି ଅଧିନାୟକ ଥିଲେ କୋହଲି । ତାଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲା ।

Jatra Party
ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ, ଆଇନ୍‌ ଆଣିବେ ସରକାର

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି ।

Cyber Loot
ବଡ଼ ଧରଣର ସାଇବର ଲୁଟର ପର୍ଦ୍ଦାଫାଶ, ଆନ୍ତଃରାଜ୍ୟ ସାଇବର ଲୁଟ୍‌ ମାମଲାରେ ୨୪ ଜଣ ଗିରଫ

ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି।

Salman Khan
ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ; ୨ କୋଟି ଟଙ୍କା ଦିଅ ନହେଲେ...

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୦ ବର୍ଷୀୟ ଯୁବକ ଗୁଫରାନ ଖାନ ଲକ୍ଷ୍ନୌରୁ ଗିରଫ ହେବା ପରେ ଏବେ ପୁଣି ଏକ ଧମକ ପୂର୍ଣ୍ଣ ମେସେଜ ଆସିଛି ।

Earthen Lamps
ଉଜୁଡ଼ିବାକୁ ବସିଲାଣି ବେଉସା, ତଥାପି ହସୁଛି ମାଟି ଦୀପ

ମାଟିରେ ଗଢ଼ା ଚାଲିଛି ଭଳିକି ଭଳି ଦୀପ । ଦୀପାବଳି ପାଇଁ ଚଳଚଞ୍ଚଳ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ସହରର କୁମ୍ଭାର ପରିବାର । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଦୀପାବଳି ପାଇଁ ମହିଳା ଓ ପୁରୁଷ ମାନେ ଲାଗି ପଡ଼ିଛନ୍ତି ମାଟି ଦୀପ ତିଆରି କାମରେ।

Tropical Storm Trami
ତାଣ୍ଡବ ରଚୁଛି ‘ଟ୍ରାମି’, ଏବେ ଯାଏଁ ଗଲାଣି ୧୩୬ ଜୀବନ

ପ୍ରକୃତି ଯେବେ ତଣ୍ଡବ ରଚେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ଜୀବନ ବଞ୍ଚାଇବାକୁ ଏମିତି ଚିତ୍କାର କରନ୍ତି । ଏ ଦୃଶ୍ୟ କେତେ ଯେ ଭୟଙ୍କର ଆପଣ ନିଶ୍ଚୟ ଅନୁମାନ କରୁଥିବେ । ଏ ଲୋକମାନଙ୍କ ଛାତିରେ ଯନ୍ତ୍ରଣା କେତେ ଯେ ଥିବ ତା’ ଆପଣ ଏ...

Dhanteras
ଆଜି ଧନତେରସ, ସୁନା କିଣିବାକୁ ଗହଣା ଦୋକାନରେ ଗହଳି

ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍। ବିଶ୍ବାସ ଅଛି, ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଛି।

Gajapati Maharaja
ଇସ୍କନ ପକ୍ଷରୁ ଅଦିନ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗ, ଚିଠି ଲେଖି ବାରଣ କଲେ ଗଜପତି ମହାରାଜା

ବିଧି, ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ବି ହୋଇଛି । ତେଣୁ ନଭେମ୍ବର ୯ରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ ।

Pollution Control Board
ଦୀପାବଳିରେ କେତେବେଳେ ଓ କେଉଁଠି ଫୁଟାଇବେ ବାଣ, ଆସିଲା ଗାଇଡଲାଇନ୍‌

ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ଅନୁଷ୍ଠାନର ୧୦୦ ମିଟରରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ସେହିପରି ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ମଧ୍ୟ ବାରଣ କରାଯାଇଛି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।