ରୋହିତ ଶର୍ମା ଏବେ ଦିନିକିଆରେ ଅଧିନାୟକ ଭାବରେ ସର୍ବାଧିକ ଟସ୍ ହାରିଥିବା ଖେଳାଳି ହୋଇସାରିଛନ୍ତି । ରୋହିତ ଶର୍ମା ଏବଂ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ଲଗାତାର ୧୨ ଥର ଟସ୍ ହାରିଥିଲେ ।
ପ୍ରଚଣ୍ଡ ତାତି ନେଇ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲାପାଳଙ୍କ ପାଇଁ ସତର୍କତା ଜାରି କରାଯାଇଛି।
ସେମିଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଯେଉଁ ଟିମ୍ ସହ ଭାରତ ଓହ୍ଲାଇଥିଲା, ଆଜି ମଧ୍ୟ ସେହି ଟିମ୍ ସହ ଫାଇନାଲ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା ।
ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ଥିବାବେଳେ ନ୍ୟୁଜିଲାଣ୍ଡକୁ ଘାରିଛି ପରାଜୟ ଭୟ ? ଖୋଦ୍ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ସାଣ୍ଟନର କହିଛନ୍ତି କେଉଁ ଭାରତୀୟ ଖେଳାଳିଙ୍କ ପାଇଁ ଅଧିକ ଚିନ୍ତାରେ ରହିଛି ଦଳ ।
ଏମିତି କିଛି ଖୋଲାଖୋଲି ନକହିଲେ ବି ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ନିର୍ବନ୍ଧ ଓ ବିବାହକୁ ସିଗ୍ନାଲ ଦେଇଛନ୍ତି ଜାଗୃତି । ପରିବାର ଓ ବନ୍ଧୁମାନଙ୍କ ସମର୍ଥନକୁ ନେଇ ସେ ବେଶ୍ ଖୁସି ଅଛନ୍ତି ।
ନବୀନଙ୍କ ଏହି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କିଏ ପ୍ରଚାର ପ୍ରସାର କରୁଥିଲା ତାହା ଲୋକ ଜାଣିଛନ୍ତି । ଏଣୁ ସେ ନିଜେ ପ୍ରଥମେ ସମୀକ୍ଷା କରନ୍ତୁ ।
ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ ବିଜେଡି ନେତା ରାଜା ଚକ୍ର । ଏଭଳି ସଂଗୀନ ଅଭିଯୋଗ ଆଣି ବିଜେଡିକୁ ଘେରିଛନ୍ତି ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ ।
ଆଜି ହେଉଛି ସେସବୁକୁ ଭୁଲିବାର ଓ ଭାରତୀୟ ଫ୍ୟାନଙ୍କ କ୍ଷତରେ ମଲମ ମାରିବାର ଦିନ । ଟିମ୍ କିଓ୍ୱିଙ୍କୁ ସୁଧ ମୂଳ ସହ ସବୁ ଫେରାଇବାର ଆସିଛି ସୁବର୍ଣ୍ଣ ସୁଯୋଗ ।
୨୫ ବର୍ଷ ପରେ ପ୍ରତିଶୋଧର ସୁଯୋଗ । ଅଢେଇ ଦଶନ୍ଧି ପରେ ବଦଲା ନେବ ଟିମ୍ ଇଣ୍ଡିଆ । ମିନି ୱାର୍ଲ୍ଡ କପ୍ କୁହାଯାଉଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର ।
ବ୍ରୋକର ହିସାବରେ ବସ୍ ଟିକେଟ ବିକି ୧୦ ଟଙ୍କା କମିଶନ ପାଉଥିଲେ। ବିଜେଡି ନେତା ବଦ୍ରି ପାତ୍ରଙ୍କ ସଂସ୍ପର୍ଶରେ ଆସି ବଦଳି ଯାଇଥିଲା ରାଜାଙ୍କ ଭାଗ୍ୟ।
ଶୁକ୍ରବାର ଗୃହ ଆରମ୍ଭରୁ ଏମିତି ହୋଇଥିଲା ପରିସ୍ଥିତି । ପ୍ରଥମେ ମଧ୍ୟାହ୍ନ ୧୨ଟା ଓ ପରେ ପୁଣି ୪ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।
ଗତ ବର୍ଷ ଅଗଷ୍ଟରେ ରେଭେନ୍ସର ନାଁ ପରିବର୍ତ୍ତନକୁ ନେଇ ଉଠିଥିଲା ପଡ଼ଥିଲା ରାଜ୍ୟ ରାଜନୀତି । କିଛି ନେତା ନାଁ ପରିବର୍ତ୍ତନ ପାଇଁ ସମର୍ଥନ ଦେଖିଥିବାବେଳେ କିଛି ନେତା ଏହାକୁ କଡ଼ା ବିରୋଧ କରିଥିଲେ ।
ପୁରୀ ସତ୍ୟବାଦୀର ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ଯାହା ପଛରେ ଅଛି ଏହି ଭାଇରାଲ ଭିଡ଼ିଓ। ଯେଉଁଥିରେ ସତ୍ୟବାଦୀ ଅଞ୍ଚଳର ଏକ ଗୋ-ଚାଲାଣକାରୀଙ୍କୁ କାବୁ କରିଛନ୍ତି କିଛି ଲୋକ।
ଚଳିତ ବର୍ଷ ଯେମିତି ବିଜେଡିର ପରାଜୟ ପରେ ଏଠି ସବୁ ଠପ୍ । ଏଥର ଆଉ ସେ ଉତ୍ସାହ ନାହିଁ କି ବିଜୁଙ୍କୁ ମାଳଟିଏ ପିନ୍ଧାଇବାକୁ ଲାଗିନି ପ୍ରତିଯୋଗିତା ।
ଦେହ ଖରାପ ସତ୍ତ୍ବେ ମିଳିଲାନି ଛୁଟି। ମାନିଲେନି ପ୍ରିନ୍ସିପାଲ୍, ଶିକ୍ଷକ ହେଲେ ଗୁରୁତର। ସାଲାଇନ୍ ଲଗାଇ ସ୍କୁଲ ଦୁଆରେ ଛାଡ଼ିଲେ ପରିବାର।
ଦୁବାଇରେ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ । ଭାରତ-ନ୍ୟୁଜିଲ୍ୟାଣ୍ଡ ଫାଇନାଲ ଫାଇଟ୍ । ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ସାମ୍ନାରେ ପୁଣି କିୱି ଟିମ୍ । କାହାର ପଲ୍ଲା ଭାରୀ ?
ମୟୂରଭଞ୍ଜ ଜିଲ୍ଳା ଗୋପବନ୍ଧୁନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମି ହାଁସଦା । ଅନାଥ, ଅସହାୟଙ୍କ ମୁହଁରେ ଦାନା ଯୋଗାଇବା ପାଇଁ ନିଜ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରିଛନ୍ତି ‘ମୁଠାଏ ଚାଉଳ’ ମିଶନ ।
ପୁଣି ବିବାଦରେ ପୀୟୂଷ ତ୍ରିପାଠୀ। ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ କଲେ ଟାର୍ଗେଟ୍। କହିଲେ ୨୦୨୬ ଯାଏଁ ପିୟୂଷ କରିଛନ୍ତି ଏଗ୍ରିମେଣ୍ଟ୍। କେମିତି ସିଂହବାହିନୀରେ ଯୋଗଦେବେ ବୋଲି କହୁଛନ୍ତି ?
ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡକ୍ଟର ଦିଲ୍ଲୀପ ଦାସ। ପ୍ରଶଂସାରେ ପୋତି ପକାଉଛନ୍ତି ସ୍ଥାନୀୟ ଲୋକ।
ଅଚ୍ୟୁତ ସାମନ୍ତ ବିଜେଡି ସାଂସଦ ଥିଲେ, ତେଣୁ ନିୟମକୁ ବଳି ଦିଆଯାଇଛି । ୮୨ ଏକର ଇଡ୍କୋ ଜମି ଜବରଦଖଲ କରି ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ ।