• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ପାୱାର କରିଡରରେ ସୁଜାତା ଚର୍ଚ୍ଚା
IAS Sujata Karthikeyan: ଫେରିଲେ ସୁଜାତା କାର୍ତ୍ତିକେୟନ, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ କଲେ ଜଏନ୍

ନଭେମ୍ବର ୨୭। ପାଣ୍ଡିଆନ ଦମ୍ପତିଙ୍କ ପାଇଁ ସଂଯୋଗ ନା ଦୁର୍ଯୋଗ ? ନଭେମ୍ବର ୨୭, ୨୦୨୩ରେ ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ ।

ରାଜଧାନୀକୁ ଗ୍ରାସିଲା ଶିଶୁ ବିକ୍ରି କଳଙ୍କ !
Child Trafficking in Bhubaneswar: ରାଜଧାନୀକୁ ଗ୍ରାସିଲା ଶିଶୁବିକ୍ରି କଳଙ୍କ, ୪ ବର୍ଷର ଝିଅକୁ ବିକିଦେଲେ ବିହାରୀ ଦଂପତି

ରାଜଧାନୀରେ ହଇଚଇ ! ୪୦ ହଜାର ଟଙ୍କାରେ ପିଲା ବିକ୍ରି ! ୪ ବର୍ଷର ଅବୋଧ କନ୍ୟାଶିଶୁକୁ ଅନ୍ୟ ହାତରେ ଟେକିଦେଲେ ବାପା ଓ ସାବତ ମାଆ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏ ଘଟଣା ଘଟିଛି ଖୋଦ୍ ଭୁବନେଶ୍ବର ବଡଗଡ଼ ଥାନା ଅଞ୍ଚଳରେ ।...

ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ
Rajya Sabha By Election: ବାଜିଲା ରାଜ୍ୟସଭା ଉପନିର୍ବାଚନ ବିଗୁଲ, ଡିସେମ୍ବର ୨୦ରେ ୬ ଆସନରେ ହେବ ଉପନିର୍ବାଚନ

୪ ରାଜ୍ୟ ସହ ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ଆସନ ଖାଲି ପଡ଼ିଛି ।

ସୁଭଦ୍ର ଆବେଦନର ଶେଷ ତାରିଖ
Subhadra Yojana: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ

ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

୧୩ ବର୍ଷରେ କୋଟିପତି
Vaibhav Suryavanshi: କିଏ ଏହି ବୈଭବ ସୂର୍ଯ୍ୟବଂଶୀ, ଯାହାଙ୍କୁ ୧.୧ କୋଟିରେ କିଣିଲା ରାଜସ୍ଥାନ

ବିହାରରେ ଜନ୍ମଗ୍ରହଣ କରିଥିବା ବୈଭବ କେବଳ ୧୩ ବର୍ଷ ବୟସରେ ଆଇପିଏଲ ନିଲାମ ପାଇଁ ସର୍ଟଲିଷ୍ଟ ହୋଇ ଇତିହାସ ରଚିଥିଲେ । ରାଜସ୍ଥାନ ବୈଭବଙ୍କ ୧.୧ କୋଟିରେ ନିଜ ଦଳରେ ସାମିଲ କରିଥିଲା ।

ମୁଖ୍ୟମନ୍ତ୍ରୀ ପରୁ ଇସ୍ତଫା ଦେଲେ ସିନ୍ଦେ
Eknath Shinde Resigns: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, ବଢ଼ିଲା CM ସସ୍‌ପେନ୍ସ

ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ ।

PAN କାର୍ଡରେ ରହିବ ‍QR କୋଡ୍‌
PAN 2.0 Explained: PAN 2.0 ଅନୁମୋଦନ, QR କୋଡ୍‌ ସହ ଆସିବ ନୂଆ ପାନ୍‌ କାର୍ଡ

ଏହି ପ୍ରକଳ୍ପ ପାଇଁ ୧୪୩୫ କୋଟି ବ୍ୟୟ ହେବ । ପାନ୍‌ ୨.୦ ଏକ ଇ-ଗଭର୍ଣ୍ଣାସ ପ୍ରକଳ୍ପ । ଏହା ପାନ୍-୧ର ଅପଗ୍ରେଡ୍ ଭର୍ସନ ।

ପର୍ଥରେ ବିରାଟ ବିଜୟ
India vs Australia: ଅଷ୍ଟ୍ରେଲିଆରେ ଭାରତର ବଡ଼ ବିଜୟ, ଗାବା ପରେ ଏବେ ପର୍ଥରେ ଭାଙ୍ଗିଲା କଙ୍ଗାରୁ ଦଳର ଗର୍ବ

୩୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ଗାବାରେ ହରାଇ କଙ୍ଗାରୁ ଦଳର ଗର୍ବ ଭାଙ୍ଗିଥିବାବେଳେ ବର୍ତ୍ତମାନ ଭାରତୀୟ ଦଳ ପର୍ଥର ଅପ୍ଟସ ଷ୍ଟାଡିୟମରେ କଙ୍ଗାରୁ ଅପରାଜୟ ରହିବାର ଗର୍ବକୁ ମଧ୍ୟ ଭାଙ୍ଗି ଦେଇଛି ।

IPL ମେଗା ନିଲାମ: ଆଜି କିଏ ହେବେ କୋଟିପତି
IPL Auction: ବଦଳିପାରେ ୧୦୦ରୁ ଅଧିକ ଖେଳାଳିଙ୍କ ଭାଗ୍ୟ, ୧୦ ଟିମ୍‌ ପାଖରେ ରହିଛି ୧୭୩ କୋଟି

ଦ୍ୱିତୀୟ ଦିନରେ ୧୩୨ ଖେଳାଳିଙ୍କୁ ନେବା ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ବିଡ୍‌ ଲଗାଇବେ । ତେବେ ଏହି ୧୩୨ ଖେଳାଳିଙ୍କୁ କିଣିବା ପାଇଁ ୧୦ ଫ୍ରାଞ୍ଚାଇଜ୍‌ ପାଖରେ ମୋଟ୍‌ ୧୭୩.୫୫ କୋଟି ଟଙ୍କା ବାକି ଅଛି ।

ଗୁଗୁଲ୍‌ ନେଲା ଗୁଗୁଲ୍‌ ମ୍ୟାପ୍‌
UP Road Accident: ଭୁଲ୍‌ ରାସ୍ତା ଦେଖାଇଲା ଗୁଗୁଲ୍‌ ମ୍ୟାପ୍‌, ନିର୍ମାଣାଧୀନ ପୋଲରୁ ଖସି ପଡ଼ିଲା କାର୍...ଚାଲିଗଲା ୩ ଜୀବନ

ଗତ ଶନିବାର ରାତିରେ ଉତ୍ତରପ୍ରଦେଶର ବରେଲି ଏବଂ ବାଦାଉନ୍ ଜିଲ୍ଲା ସୀମାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରାମଗଙ୍ଗା ନଦୀ ପରେ ନିର୍ମାଣଧୀନ ବ୍ରିଜ୍‌ ଉପରୁ ଏକ କାର୍ ତଳକୁ ଖସି ପଡ଼ିଥିଲା ।

‘ମୋତେ ମାରିବାକୁ ଯୋଜନା କରିଥିଲେ’
Mohan Majhi On BJD: ମୋତେ ବୋମା ପକାଇ ଉଡ଼ାଇଦେବାକୁ ଚେଷ୍ଟା କରିଥିଲେ ପୂର୍ବ ସରକାର: ମୋହନ ମାଝୀ

ଭଗବାନଙ୍କ ଇଚ୍ଛା ଥିଲା ମୋତେ ଓଡ଼ିଶାର ଦାୟିତ୍ଵ ମିଳିବ। ନୂଆ ଓଡ଼ିଶା ଗଠନ, ବିକଶିତ ଓଡ଼ିଶା ଗଠନ ସହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବୋଧେ ଭଗବାନ ମୋତେ ବଂଚାଇଥିଲେ ।

ଦଲାଲ ଦମ୍ପତି ଗିରଫ
Bangladeshi Women in Sex Racket: ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଗିରଫ ଦଂପତିଙ୍କୁ ମଧୁପାଟଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ବିଧାୟକଙ୍କୁ ଆକ୍ରମଣ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
Attack on Dharmashala MLA: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ: ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌

ଧର୍ମଶାଳା ବିଧାୟକଙ୍କୁ କାହିଁକି ହେଲା ଆକ୍ରମଣ ? ଏଥିପାଇଁ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମରେ କ୍ରାଇମବ୍ରାଞ୍ଚର ୨ ଜଣ ଡିଏସପି ଏବଂ ଜଣେ ଇନ୍ସପେକ୍ଟର ରହିଛନ୍ତି ।

ଆଜିଠୁ ଶୀତ ଅଧିବେଶନ
Parliament Session: ଆଜିଠୁ ଆରମ୍ଭ ହେବ ଶୀତ ଅଧିବେଶନ, ଆଗତ ହୋଇପାରେ ୫ ନୂଆ ବିଲ୍‌

ଆଜିଠୁ ଆରମ୍ଭ ହେବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି ରଖିଛନ୍ତି ।

ବାଲିଯାତ୍ରାରେ ଏତେ ଭିକାରୀ ?
Cuttack Bali Yatra: ବାଲିଯାତ୍ରାରେ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀ ?

କଟକ ବାଲିଯାତ୍ରା ପଡ଼ିଆରେ ଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି ପ୍ରାୟ ୫୦ରୁ ଅଧିକ ଅଣଓଡ଼ିଆ ଭିକାରୀ । ଏଥର କିନ୍ତୁ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀଙ୍କୁ ନେଇ ଉଠିଛି ପ୍ରଶ୍ନ ।

ଆସିଲା ରତ୍ନଭଣ୍ଡାର ସର୍ଭେ ରିପୋର୍ଟ
Ratna Bhandar GPR Survey Report: ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୪୫ ପୃଷ୍ଠାର ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଆମେ ASI ସହ ଆଲୋଚନା କରିବୁ । ତୁରନ୍ତ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ଅନୁରୋଧ କରିଛୁ ।

ଝାଡ଼ଖଣ୍ଡରେ ପୁଣି ଜେଏମଏମ୍ ସରକାର
Jharkhand Election Results: ଝାଡ଼ଖଣ୍ଡରେ ପୁଣି ଆସିଲା ‘ସୋରେନ୍’ ସରକାର, କ୍ଷମତା ବଜାୟ ରଖିଲା JMM-କଂଗ୍ରେସ ମେଣ୍ଟ

ଝାଡ଼ଖଣ୍ଡରେ ପୁଣି ସୋରେନ୍ ସରକାର। ବାଜି ଜିତିଲା ମହାମେଣ୍ଟ। ଜେଏମଏମ୍ ନେତୃତ୍ୱାଧୀନ ଗଠବନ୍ଧନକୁ ବିପୁଳ ବହୁମତ। ପୁଣି ଥରେ ଝାଡ଼ଖଣ୍ଡ ଭୋଟରଙ୍କ ଦିଲ୍ ଜିତିଲେ ହେମନ୍ତ ସୋରେନ୍।

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ମହାସୁନାମୀ
Maharashtra Election Results: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ, ଏକାକୀ ୧୩୩ ଆସନରେ ବିଜେପି ବିଜୟୀ

ମହାରାଷ୍ଟ୍ର... ମହାୟୁତି... ମହା ବିଜୟ । ମରାଠା ମାଟିରେ ପୁଣି ମୋଦି ମ୍ୟାଜିକ୍ କାମ କଲା- 'ଏକ୍ ହୈ ତୋ ସେଫ୍ ହୈ'... 'ମୋଦି ହୈ ତୋ ମୁମକିନ୍ ହୈ' ନାରା ।

ମାର୍କେଟକୁ ଆସୁଛି ନୂଆ EV ସ୍କୁଟର
New EV Scooter: ମାର୍କେଟକୁ ଆସୁଛି ନୂଆ EV ସ୍କୁଟର, ଜାଣନ୍ତୁ ମାଇଲେଜ୍‌ ଓ ଲଞ୍ଚ୍‌ ତାରିଖ

ରିଲିଜ୍‌ ହୋଇଥିବା ଟିଜରରୁ ଦେଖିବାକୁ ମିଳୁଛି ଯେ, ଏହି EV ମଡେଲରେ ଦୁଇଟି Swappable ବ୍ୟାଟେରୀ ରହିଛି । ଏହାର ଅର୍ଥ ଏଥିରେ ଦୁଇଟି ବ୍ୟାଟେରୀ ରହିବ ଏବଂ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ଅଦଳବଦଳ କରିପାରିବେ ।

ରାହୁଲଙ୍କୁ ‘ମନ୍ତ୍ରୀ’ଙ୍କ କଟାକ୍ଷ
Maharashtra Election Results: ମହାରାଷ୍ଟ୍ରରେ ପରାଜୟ ପରେ ରାହୁଲଙ୍କୁ ଟ୍ରୋଲ୍‌ କଲେ ଗୁଜରାଟର ମନ୍ତ୍ରୀ, କହିଲେ...

ମହାରାଷ୍ଟ୍ରରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ କଂଗ୍ରେସକୁ ଓ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ସୁରଟର ବିଧାୟକ ତଥା ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗଭୀ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।