• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ � ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

କାହିଁକି ମହାକାଶରେ ମୁକୁଳା ରହୁଥିଲା ସୁନୀତାଙ୍କ କେଶ ?
କାହିଁକି ମହାକାଶରେ ମୁକୁଳା ରହୁଥିଲା ସୁନୀତାଙ୍କ କେଶ?

ସୁନୀତା ୱିଲିୟମ୍ସ କାହିଁକି ମହାକାଶରେ କେଶ ବାନ୍ଧୁ ନଥିଲେ। କେଉଁ କାରଣରୁ କେଶ ମୁକୁଳା ରଖୁଥିଲେ ସୁନୀତା?

ଯୌନ ନିର୍ଯାତନା ଅଭିଯୋଗ ଶୁଣି ଚୁପଥିଲେ ?
ଯୌନ ନିର୍ଯାତନା ଅଭିଯୋଗ ଶୁଣି ଚୁପ୍‌ ଥିଲେ ?

ଏଇଠି ପ୍ରଶ୍ନ ୧୧ ମାସ ଧରି ଯୌନ ଶୋଷଣର ଅଭିଯୋଗ ଉପରେ କିଟ କର୍ତ୍ତୃପକ୍ଷ କରୁଥିଲେ କ‘ଣ ? ଅଭିଯୁକ୍ତ ଛାତ୍ର ଅଦ୍ବିକ ଶ୍ରୀବାସ୍ତବକୁ ପଚରାଉଚରା ହୋଇଥିଲା କି ?

ଘରେ ଲାଗିଲା ନିଆଁ, ଜଜ୍‌ଙ୍କ ମୁଖା ଖୋଲିଲା
ଘରେ ଲାଗିଲା ନିଆଁ, ଜଜ୍‌ଙ୍କ ମୁଖା ଖୋଲିଲା

ରିପୋର୍ଟ ଅନୁସାରେ, ଜଷ୍ଟିସ୍ ବର୍ମା ଦିଲ୍ଲୀର ଏକ ଆବାସିକରେ ପରିବାର ସହ ରହୁଥିଲେ। ଗୁରୁବାର ଯଶୱନ୍ତ ବର୍ମାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।

ବ୍ୟାଙ୍କ୍‌ ଧର୍ମଘଟ
୨୪, ୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ୟୁଏଫବିୟୁର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ନିଯୁକ୍ତି, ଚାକିରି ସୁରକ୍ଷା ଏବଂ ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ। ଦାବି ଗୁଡ଼ିକର ବିଚାର ନେଇ ଚିଫ୍ ଲେବର କମିଶନରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରହିଥିବା କୁହାଯାଉଛି।

ଆୟୁଷ୍ମାନ ଭାରତକୁ କ୍ୟାବିନେଟ୍‌ ମଞ୍ଜୁରୀ
Ayushman Bharat: ଆୟୁଷ୍ମାନ ଭାରତକୁ ମିଳିଲା କ୍ୟାବିନେଟ ମଞ୍ଜୁରି, ଉପକୃତ ହେବେ ୩ କୋଟି ୪୬ ଲକ୍ଷ ଲୋକ

୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ ।

କୋଲ୍ଡ ଡ୍ରିଙ୍କସ୍‌ ବୋତଲରେ ମଦ
କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ କାରବାର

୨୦୦ କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ପ୍ୟାକ୍ କରି ବିକ୍ରି ପାଇଁ ନେଇ ଯାଉଥିବାବେଳେ ଖବର ପାଇ ଧରିଛି ଅବକାରୀ ବିଭାଗ ।

Pakhala Dibasa
ବିଲହୁଡ଼ାରୁ ବଡ଼ ରେସ୍ତୋରାଁରେ ମହକିଲା ପଖାଳ

ମୁଖ୍ୟମନ୍ତ୍ରୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ପଖାଳର ଆନନ୍ଦ ନେଇଥିଲେ । ପରେ ସୋସିଆଲ ମିଡିଆରେ ପୋଷ୍ଟକରି ଲେଖିଛନ୍ତି ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା । ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ ।

କୁଆଡେ ଗଲା କିଟ୍‌ ତଦନ୍ତ ରିପୋର୍ଟ ?
କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ?

କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? କେବେ ହେବ କାର୍ଯ୍ୟନୁଷ୍ଠାନ ? ଉଚ୍ଚସ୍ତରୀୟ କମିଟି ତଦନ୍ତର ଏବେ ସ୍ଥିତି କ‘ଣ ? ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ ।

Crime Branch
କ୍ରାଇମବ୍ରାଞ୍ଚ୍ ଧରିବ ଅସଲି ଦୋଷୀ ?

ତତ୍କାଳୀନ ସିଡିଏମ୍ଓ କ୍ରାଇମବ୍ରାଞ୍ଚ୍ ତନାଘନା ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁନାହାନ୍ତି, ହେଲେ ଡାକ୍ତର ଜିତେନ ପଟେଲ କହିଛନ୍ତି ଏଏୟାରଲିଫ୍ଟିଂ ବେଳେ ନବଙ୍କ ଅବସ୍ଥା କ୍ରିଟିକାଲ ଥିଲା । ଯେହେତୁ ଗୋପାଳ ମାରିଥିବା ଗୁଳିଟି ଏଯାଏଁ ମିଳୁନାହିଁ, ତେଣୁ ସେ ରହସ୍ୟ ଭେଦିବାକୁ ପ୍ରାଣପଣେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚର ନୂଆ...

ଦେଶୀ ଗାର୍ଲଙ୍କ ପିଜୁଳି ପ୍ରେମ
ପିଜୁଳି ପ୍ରେମରେ ପ୍ରିୟଙ୍କା ଚୋପ୍ରା

କୋରାପୁଟ ତଳମାଳିରେ ସୁଟିଂ ସାରି ଫେରିଗଲେ ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ହେଲେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି ।

School Bus
ବିନା ଫିଟନେସରେ ଚାଲୁଛି ୪୬୦ଟି ସ୍କୁଲ ବସ୍

ରାଜଧାନୀ ଭୁବନେଶ୍ବରରେ ବିନା ଫିଟନେସରେ ୪୬୦ଟି ସ୍କୁଲ ବସ୍ ଚାଲିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ରାଜ୍ୟରେ ଏମିତି ପ୍ରତିଦିନ ଶହ ଶହ ଗାଡ଼ି ବିପଦଶଙ୍କୁଳ ଭାବେ ବେଧଡକ ଗଡୁଛି । ବିପଦରେ ଯାତାୟାତ କରୁଛନ୍ତି ଛାତ୍ର ଛାତ୍ରୀ ।

ଦେଶୀ ଗାର୍ଲଙ୍କ ପିଜୁଳି ପ୍ରେମ
Priyanka Chopra: ପିଜୁଳି ପ୍ରେମରେ ପ୍ରିୟଙ୍କା ଚୋପ୍ରା, ସୋସିଆଲ ମିଡିଆରେ ବାଣ୍ଟିଲେ ପିଜୁଳି କିଣାର ଅନୁଭୂତି

କୋରାପୁଟ ତଳମାଳିରେ ସୁଟିଂ ସାରି ଫେରିଗଲେ ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ହେଲେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି ।

କୁଆଡେ ଗଲା କିଟ୍‌ ତଦନ୍ତ ରିପୋର୍ଟ ?
KIIT Inquiry: କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? ମାସେ ପରେ ବି ସ୍ଥିତି ଅସ୍ପଷ୍ଟ

କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? କେବେ ହେବ କାର୍ଯ୍ୟନୁଷ୍ଠାନ ? ଉଚ୍ଚସ୍ତରୀୟ କମିଟି ତଦନ୍ତର ଏବେ ସ୍ଥିତି କ‘ଣ ? ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ ।

ମୋବାଇଲରେ ବାନ୍ଧିଲେ ୨୦ କୋଟି ଲୁଟିନେଲେ
ସାଇବର ଠକଙ୍କ ଟାର୍ଗେଟରେ ୮୬ ବର୍ଷୀୟା ବୃଦ୍ଧା

ସାଇବର ଠକଙ୍କ ବୁଢ଼ିଆଣୀ ଜାଲରେ ଫଶିଛନ୍ତି ଏଥର ଜଣେ ୮୬ ବର୍ଷୀୟା ବୃଦ୍ଧା। ସିବିଆଇ ଅଫିସର ସାଜି ଖାଲି କରିଦେଇଛନ୍ତି ତାଙ୍କ ଆକାଉଣ୍ଟ।

କାଲିଠୁ ସକାଳୁଆ ସ୍କୁଲ୍
Morning Schools: କାଲିଠୁ ସକାଳୁଆ ସ୍କୁଲ୍‌, ସାଢ଼େ ୧୦ରେ ସରିବ କ୍ଲାସ୍‌

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ହେବ ବୋଲି ଗତକାଲି ସରକାର ସୂଚନା ଦେଇଥିଲେ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ତତ୍ କ୍ଷଣାତ ସକାଳୁଆ ସ୍କୁଲ ଲାଗୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ ।

OAS ହେଲା ପରେ ଧନ ବଦଳିଗଲା
OAS ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଯୁବତୀ

OAS ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବାବୁ ଜଣକ ଆଉ ଯୁବତୀଙ୍କୁ ଗ୍ରହଣ କରୁନଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ପାଣ୍ଡିଆନ୍‌ ନବୀନଙ୍କୁ ଗୋଇଠା ମାରିଥିଲେ
'ନବୀନଙ୍କୁ ପାଗଳ କରି ରଖାଯାଇଥିଲା'

କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ। ପାଣ୍ଡିଆନ କେତେବେଳ ତାଙ୍କ ହାତ ମାଡି ବାସୁଥିଲେ, ଗୋଇଠା ମାରୁଥିଲେ। କିନ୍ତୁ ଏବେ ନବୀନ ସୁନ୍ଦର ଭାବେ ସମସ୍ତଙ୍କ ସହ ମିଶୁ ଛନ୍ତି, ସୁନ୍ଦର ଭାବେ କଥା ହେଉଛନ୍ତି।

ପ୍ରିୟଙ୍କାଙ୍କ ପସନ୍ଦ ଦେଶୀ ପିଜୁଳି
ପ୍ରିୟଙ୍କାଙ୍କୁ ପ୍ରଭାବିତ କଲା ପିଜୁଳି

ବିଶାଖାପାଟଣା ଏୟାରପୋର୍ଟ ଯିବା ବେଳେ ସେ ଟ୍ରାଫିକ୍ ପୋଷ୍ଟ ନିକଟରେ ଜଣେ ମହିଳାଙ୍କ ନିକଟରୁ ପିଜୁଳି କିଣିଥିଲେ । ତେବେ ଏହି ପିଜୁଳି କିଣିବା ବେଳେ ଯାହା ଘଟିଥିଲା ତାହା ତାଙ୍କୁ ବେଶୀ ପ୍ରଭାବିତ କରିଛି ବୋଲି କହିଛନ୍ତି ପ୍ରିୟଙ୍କା ।

ନବୀନଙ୍କୁ ଭରସା କରୁଥିଲେ ଦିପାଳୀ
ନବୀନଙ୍କୁ ଭରସା କରୁଥିଲେ ଦିପାଳୀ, କିନ୍ତୁ...

କୌଣସି ଏକ ପରିସ୍ଥିତିରେ ପଡି ଦିପାଳୀ ସେତେବେଳେ ଚୁପ ଥିଲେ। ଆଉ ଏବେ ତଦନ୍ତକାରୀ ଅଫିସର ବଦଳିବା ପରେ କିଛି ନୁଆ ତଥ୍ୟ ଦେଇ ଥାଇପାରନ୍ତି ଦିପାଳୀ ।

ସ୍ୱପ୍ନରେ ରହିଗଲା ମେଗା ପ୍ରକଳ୍ପ
ପୁଣି ପାଣି ପାଇଁ କଲବଲ ଦିଗପହଣ୍ଡି ବାସିନ୍ଦା

ଗାଁ ଗାଁରେ ପାଣି ଟାଙ୍କି....ଘର ଆଗରେ ପାଣି ଟ୍ୟାପ୍....ହେଲେ ଟ୍ୟାପ୍ ଖୋଲିଲେ ପାଣି ଆସୁନି......ବର୍ଷ ବର୍ଷ ଧରି ଏଭଳି ପ୍ରତାରଣା ଶିକାର ବନିଛନ୍ତି ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ଲୋକ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।