• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ � ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ପର୍ଯ୍ୟଟକ ବେଶରେ ଗଞ୍ଜେଇ ବେପାର
Ganja Smuggling: ଗଞ୍ଜେଇ ଚୋରା ଚାଲାଣର ନୂଆ ଫଣ୍ଡା, ପର୍ଯ୍ୟଟକ ହୋଇ ଯାଉଛନ୍ତି...ନୀଳ ଜହର ନେଇ ଫେରୁଛନ୍ତି

କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣର ଏଭଳି ନୂଆ ଫଣ୍ଡା ଆପଣାଇଛନ୍ତି ମାଫିଆ । ଆଉ ଏଥିପାଇଁ ମୋହରା ସାଜିଛନ୍ତି ମହିଳା ।

ରାଜନୀତି କରିବେ ନା ରାଜ୍ୟ ଛାଡ଼ିବେ ?
କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ?

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ?

ଶନି ଚଳନ
ଶନିବାରରେ ଶନି ଚଳନ

ଯେଉଁ ରାଶିର ବ୍ୟକ୍ତି ବିଶେଷ ଶନିଙ୍କ ସାଢ଼େ ସାତି କୋପରେ ରହିବେ ସେମାନେ ଏବେ ନ୍ୟାୟ ଦେବତାଙ୍କ ଶରଣରେ। ଗ୍ରହ ପୀଡ଼ାରୁ ମୁକ୍ତି ପାଇଁ ଶନି ମନ୍ଦିରରେ ଲାଗିଛି ପ୍ରବଳ ଗହଳି।

ପୁଣି ୧୭ ନକ୍ସଲ ସଫା
ଛତିଶଗଡ଼ ସୁକମା ଉପମପାଲ୍ଲି ଜଙ୍ଗଲରେ ୧୭ ନକ୍ସଲ ସଫା

ଲାଲଗଡ଼ରେ ହିଂସାର ରାଜୁତି ଚଳାଇଥିବା ଲାଲବାହିନୀକୁ ଆଉ ନିସ୍ତାର ନାହିଁ। ଆଜି ପୁଣି ସଫା ହୋଇଯାଇଛନ୍ତି ୧୭ ନକ୍ସଲ। ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଖେଦି ଖେଦି ମାରିଛନ୍ତି ସୁରକ୍ଷାକର୍ମୀ।

ଜବରଦଖଲ ମୁକ୍ତ ହେବ ଜଗା ଜମି
ରାଜ୍ୟବ୍ୟାପୀ ଜବଦଖଲମୁକ୍ତ ହେବ ଜଗନ୍ନାଥଙ୍କ ଜମି

ଜଗନ୍ନାଥ ଜମି ଜବର ଦଖଲକାରୀଙ୍କ ଉପରେ ସରକାରଙ୍କ ନଜର । ଦୁଇବର୍ଷରେ ତୁଟିବ ଜଗନ୍ନାଥ ଜମି ସମସ୍ୟା । ରାଜ୍ୟବ୍ୟାପୀ ଜଗନ୍ନାଥ ଜମି ବିବାଦର ବିଦାଦ ତୁଟାଇବାକୁ ତିନିମାସ ମଧ୍ୟରେ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ

ଜବରଦଖଲ ମୁକ୍ତ ହେବ ଜଗା ଜମି
Lord Jagannath Land: ରାଜ୍ୟବ୍ୟାପୀ ଜବଦଖଲମୁକ୍ତ ହେବ ଜଗନ୍ନାଥଙ୍କ ଜମି, ୩ ମାସ ଭିତରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି

ଜଗନ୍ନାଥ ଜମି ଜବର ଦଖଲକାରୀଙ୍କ ଉପରେ ସରକାରଙ୍କ ନଜର । ଦୁଇବର୍ଷରେ ତୁଟିବ ଜଗନ୍ନାଥ ଜମି ସମସ୍ୟା । ରାଜ୍ୟବ୍ୟାପୀ ଜଗନ୍ନାଥ ଜମି ବିବାଦର ବିଦାଦ ତୁଟାଇବାକୁ ତିନିମାସ ମଧ୍ୟରେ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ

ରାଜନୀତି କରିବେ ନା ରାଜ୍ୟ ଛାଡ଼ିବେ ?
Sujata Karthikeyan: କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ? ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ?

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ?

ମିଆଁମାର ମାଟି ତଳେ ଚାଲିଛି କ’ଣ ?
Myanmar's Earthquake: ସାତ ଥର ଝଟକା ପରେ ବି ଶାନ୍ତ ପଡ଼ୁନି ମିଆଁମାର ମାଟି, ହଜାରେ ଟପିଲା ଭୂକଂପରେ ମୃତ୍ୟୁସଂଖ୍ୟା

ଛାରଖାର ମିଆଁମାର... ଧ୍ବସ୍ତବିଧ୍ବସ୍ତ ସହର । ଚାରିଆଡ଼େ ପ୍ରଳୟର ଚିତ୍ର... ଶ୍ମଶାନର ନିରବତାକୁ ଚିରୁଛି ବିପନ୍ନଙ୍କ ଆର୍ତ୍ତଚିତ୍କାର ।... ମୃତ୍ୟୁସଂଖ୍ୟା ହଜାରେ ଟପିଥିବା ବେଳେ, ଆଜି ଧ୍ବଂସସ୍ତୁପ ତଳୁ ଜାରି ରହିଥିଲା ଜୀବନ ଖୋଜା ।

‘ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍ ’
‘ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍ ’

୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି।

୧୦ ହଜାର ଟପିବ ମୃତ୍ୟୁ ସଂଖ୍ୟା !
୧୦ ହଜାର ଟପିବ ମୃତ୍ୟୁ ସଂଖ୍ୟା !

ଶୁକ୍ରବାର ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଭୂକମ୍ପରେ ଏଯାଏଁ ୧୦୦୦ରୁ ଅଧିକ ଲୋଙ୍କ ଜୀବନ ଯାଇଛି।

ବନ୍ଧା ହେବେ କଂଗ୍ରେସ ନେତା
ବନ୍ଧା ହେବେ କଂଗ୍ରେସ ନେତା

ଲୋୟର ପିଏମଜିରେ ହିଂସାକାଣ୍ଡ ଘଟଣା I ମିର୍ଜା ଇସଲାମ ବାଗ ଗିରଫ। ଇସଲାମ ବାଗ୍‌ ନାଁରେ ପୂର୍ବରୁ ରହିଛି ମାଳମାଳ ମାମଲା ।

ଫୋନ୍‌ ଆସିଲା ପ୍ରାଣ ବାୟୁ ଉଡ଼ିଗଲା
ଡିଜିଟାଲ ଆରେଷ୍ଟର ଶିକାର ବୃଦ୍ଧ ଦମ୍ପତି

ପରିଣତ ବୟସରେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। ସ୍ୱମା ନାଜରେଥ ଓ ପତ୍ନୀ ପ୍ଲାଭିଆନ୍। ଏମାନଙ୍କ ଆତ୍ମହତ୍ୟା ପଛର କାରଣ ଶୁଣିଲେ ଆପଣ ଚକିତ ହୋଇଯିବେ।

ନରୀ ପଣ୍ଡାଙ୍କ ଆଖିରେ ଲୁହ
ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ଼ ଅଭିଯୋଗ

ଯାତ୍ରା ହାସ୍ୟ ଅଭିନେତା ନରେନ୍ଦ୍ର ପଣ୍ଡା ବା ନରି ପଣ୍ଡାଙ୍କୁ ନିର୍ଦ୍ଧୁମ ମାଡ଼। ପ୍ୟାଣ୍ଟ ସାର୍ଟ ଖୋଲି ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ।

୩ ଦିନ ହିଟ୍‌ୱେଭ୍‌ ୱାର୍ଣ୍ଣିଂ
Heat Wave Warning: ଆଗାମୀ ୩ ଦିନ ପାଇଁ ଜାରି ହେଲା ହିଟ୍‌ୱେଭ୍‌ ୱାର୍ଣ୍ଣି, ୪୦ ଡିଗ୍ରୀରୁ ଅଧିକ ରହିପାରେ ତାପମାତ୍ରା

ଆଗାମୀ ୩ ଦିନରେ ଦିନ ସମେତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ତେବେ ଆସନ୍ତାକାଲି କେତେକ ସ୍ଥାନରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିପାରେ ।

ନବମ-ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ
Mid Day Meals: ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ...ଖର୍ଚ୍ଚ ହେବ ୫୭୦.୭୧ କୋଟି ଟଙ୍କା

ଏଣିକି ପିଲାଙ୍କୁ ପୁଷ୍ଟିକର ଲଡୁ ସହ ଅଣ୍ଡା ମିଳିବ । ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମିଳିବ । କାଲିର ନିର୍ଦ୍ଦେଶନାମାରେ ପରିବର୍ତ୍ତନ ନେଇ ଗଣଶିକ୍ଷା ବିଭାଗର ସୂଚନା ।

SRH vs LSG
SRH vs LSG Playing XI: ବଡ଼ ପରିବର୍ତ୍ତନ କରିପାରନ୍ତି ପନ୍ତ, ଜାଣନ୍ତୁ କ’ଣ ରହିବ ଲକ୍ଷ୍ନୌ ଓ ହାଇଦ୍ରାବାଦର ଚୁଡ଼ାନ୍ତ ଏକାଦଶ...

ଆଜିର ମ୍ୟାଚ୍‌ରେ ଉଭୟ ଦଳର ଚୁଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିବ । ସନରାଇଜର୍ସ ପ୍ରଥମ ମ୍ୟାଚ୍‌ରେ ଯେଉଁ ଦଳ ସହ ପଡ଼ିଆକୁ ଓହ୍ଲାଇଥିଲା, ସେହି ଦଳ ସହ ଆଜି ମଧ୍ୟ ଖେଳିପାରେ।

‘ପୋଲିସ୍‌  ଗାଡ଼ି ପୋଡ଼ିବାକୁ ଉଦ୍ୟମ’
Congress Protest: ଲୋୟର PMGରେ କଂଗ୍ରେସର ଆନ୍ଦୋଳନ, ପୋଲିସ୍‌ ଗାଡ଼ି ପୋଡ଼ିବାକୁ କରିଥିଲେ ଉଦ୍ୟମ

ପୋଲିସ୍‌ ଗାଡ଼ି ପୋଡ଼ିବାକୁ କିଏ ଉଦ୍ୟମ କରିଥିଲେ ସେନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି । ଏହାସହ ଆନ୍ଦୋଳନସ୍ଥଳର ସିସିଟିଭି ଯାଞ୍ଚ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଡିସିପି ଜଗମୋହନ ମୀନା ।

ଭକ୍ତ, ମୋକିମଙ୍କୁ ଉଠାଇ ନେଲା ପୋଲିସ୍
Congress Protest: ରଣକ୍ଷେତ୍ର ପାଲଟିଲା ଗାନ୍ଧିମାର୍ଗ, ଭକ୍ତ-ତାରା-ମୋକିମଙ୍କୁ ଉଠାଇ ନେଲା ପୋଲିସ

ପୋଲିସ ଆନ୍ଦୋଳନର ନେତୃତ୍ବ ନେଉଥିବା ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଛି ।

ପଡ଼ା ଥିଲା, ଗାଁ ହେଲା
Revenue Village: ବର୍ଷେ ଭିତରେ ୨୬୩ ପଡ଼ା ଗାଁ ‘ରାଜସ୍ୱ ଗାଁ’ରେ ପରିବର୍ତ୍ତନ

ବୋର୍ଡ ଅଫ ରେଭିନ୍ୟୁ ୧୦୫୩ ଗାଁକୁ ରାଜସ୍ୱ ଗାଁ ଭାବେ ଘୋଷଣା କରିଛି । ବିଗତ ସରକାରରେ ଧିମା ପ୍ରକ୍ରିୟା ପାଇଁ ମାତ୍ର ୩୦୭ ଗାଁ ଭୂଲେଖରେ ଅପଲୋଡ୍‌ ହୋଇଛି ।

ଘାଟାରେ ଚାଲୁଛି OSRTC
OSRTC: ଘାଟାରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି

ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ୍‌ । ବିଗତ ୧୦ ବର୍ଷ ଭିତରେ ପରିବହନ ବିଭାଗ ୫୪୦ଟି ବସ୍‌ କିଣିଥିଲା । ସେଥିମଧ୍ୟରୁ ୧୦୯ଟି ବସ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇ ପଡିଛି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।