ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଛି ଅଣ୍ଡା ଦର ବୃଦ୍ଧି ପ୍ରଭାବ । ପିଲାଙ୍କୁ ଆଉ ମିଳୁନି ଆବଶ୍ୟକ ପରିମାଣ ଅଣ୍ଡା ।
ଲଘୁଚାପ ବର୍ଷାରେ ଉଜୁଡ଼ିଯାଇଛି ଅଧା ଓଡ଼ିଶାର ଫସଲ । ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ ।
ଲୁଚକାଳି ଖେଳୁଛି ଜିନ୍ନତ୍। ଓଡ଼ିଶା ବନ ବିଭାଗକୁ ବଡ଼ ଝଟକା । ପଶ୍ଚିମବଙ୍ଗରେ ବି ଛନକା । ପ୍ରଥମେ ଝାଡ଼ଖଣ୍ଡ, ଆଉ ଏବେ ପଶ୍ଚିମବଙ୍ଗରେ ଘୁରି ବୁଲୁଛି ମରାଠା ବାଘୁଣୀ ଜିନତ୍।
ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।
ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି । ନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ।
ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚିଛି । ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରାୟ ୨ ଘଣ୍ଟା ଧରି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି । ଏହି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ସହ ଲାଗିଛି ରୋବଟ୍ ।
ରବିନ୍ ଉଥାପ୍ପା ବେଙ୍ଗାଲୁରୁରେ ଅବସ୍ଥିତ ଏକ ପୋଷାକ କମ୍ପାନୀ ପରିଚାଳନା କରନ୍ତି । ସେ ସେଞ୍ଚୁରିଜ୍ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏହି କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରନ୍ତି ।
ନିରାଡ଼ମ୍ବର ଭାବେ କୋର୍ଟରେ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ କଲେ ଛତିଶଗଡ଼ର ଦମ୍ପତି। ତେବେ ଏହି ଦମ୍ପତି ହେଉଛନ୍ତି ୟମନ ଲହରେ ଓ ପ୍ରତୀମା ମାହେଶ୍ୱରୀ ।
ଉତ୍ତରପ୍ରଦେଶରୁ ମୁମ୍ବାଇ ଯିବାକୁ ଅନ୍ତୋଦୟ ଏକ୍ସପ୍ରେସରେ ବହୁତ ଭିଡ଼ ରହିଥିଲା । ଏହି କାରଣରୁ ଯାତ୍ରୀମାନେ ବଗିର କବାଟ ବନ୍ଦ କରିଦେଇଥିଲେ । ଏଥିରେ ରାଗିଯାଇ କିଛି ଯାତ୍ରୀ ଅନ୍ତୋଦୟ ଏକ୍ସପ୍ରେସ ଟ୍ରେନକୁ ଭଙ୍ଗାରୁଜା କରିଥିଲେ ।
ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା କୌଣସି କାମ ଅସମ୍ଭବ ନୁହେଁ l ଯାହାକୁ ପ୍ରମାଣିତ କରିଛନ୍ତି ରୋହିତ l ତାଙ୍କ ଆଗରେ ହାର ମାନିଲା ଦାରିଦ୍ର୍ୟ । ଫ୍ଲିପକାର୍ଟ ଡେଲିଭରି ବଏ ଭାବେ କାମ କରି ଆଜି ସେ CISFରେ ଚାକିରୀ ପାଇଛନ୍ତି...
ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ ।
କୁଏତର ଆମିର ଶେଖ୍ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ନରେନ୍ଦ୍ର ମୋଦି ।
ଶିମିଳିପାଳର ବାଘୁଣୀ ଜିନ୍ନତ ଗତରାତିରେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜ୍ ଛାଡ଼ି ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ପଳାଇଥିଲା । ତେବେ ବାଘୁଣୀ ଏବେ ଆଉ ସେଠାରେ ନାହିଁ ।
ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରି ନୂଆ ଡିଜାଇନ ହେବ । ଶ୍ରଦ୍ଧାଳୁଙ୍କ ଧର୍ମିୟ ଭାବନାକୁ ଦେଖି ବ୍ୟବସ୍ଥା ହେବ ।
ବିଦ୍ୟାଳୟର ପ୍ରିନ୍ସପାଲ୍ ପିଲାମାନଙ୍କ ପାଇଁ ଆଣିଥିବା ଅଣ୍ଡାକୁ ତାଙ୍କ ବ୍ୟାଗରେ ରଖି ଘରକୁ ନେଉଥିବାର ନଜର ଆସିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ଏକ ତଦନ୍ତ କରାଯାଇଥିଲା ।
ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ୧୩ ତମ ପ୍ରତିରକ୍ଷା ଯୋଜନା ଅବଧି ମଧ୍ୟରେ ଭାରତୀୟ ବାୟୁସେନା ବିମାନ ସହିତ କେତେ ଥର ଦୁର୍ଘଟଣା ହୋଇଛି ସେ ସମ୍ପର୍କରେ ତଥ୍ୟ ରଖାଯାଇଥିଲା ।
ଆଜି ସକାଳ ୭ଟାରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ରେଡ୍ କରାଯାଉଛି । ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ ।
ଆଜି ସକାଳ ପ୍ରାୟ ୫ଟା ୩୦ରେ ଜୟପୁର ଭାନ୍କ୍ରୋଟା ସ୍ଥିତ ଏକ ପେଟ୍ରୋଲ୍ ପମ୍ପ ସାମ୍ନାରେ ଏକ LPG ବୋଝେଇ ଟ୍ରକ୍ ଓ CNG ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ବିରାଟଙ୍କ କୋଚ୍ ରାଜକୁମାର ଶର୍ମା ଜାତୀୟ ଗଣମାଧ୍ୟମରେ ଏହି ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବିରାଟ କୋହଲି ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବାକୁ ଯୋଜନା କରୁଛନ୍ତି କି ?