• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

India Takes First Step to Host 2036 Olympics
Mission 2036 Olympics: ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ, IOCକୁ ଚିଠି ଲେଖିଲା IOA

ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ୍ ଦାଖଲ କରିଛି । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

Loot From Judge House
Ganjam Judge House Loot Case: ଜଜ୍‌ଙ୍କ ଘରେ ଚକୁଳି ଖାଇଲେ, ସୁନା ଚୋରି କରି ଚମ୍ପଟ ମାରିଲେ

ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଦେବଦତ୍ତ ପଟ୍ଟନାୟକ । କାଳି ପୂଜା ଛୁଟିରେ ସାର ଯାଇଛନ୍ତି ଗାଁକୁ । ଘରେ ତାଲା ପଡ଼ିଛି । ଦୁବୃର୍ତ୍ତଙ୍କୁ ଏ ଖବର ମିଳିବା ପରେ ସେମାନେ ନିଜ ଅଭିଯାନ ଆରମ୍ଭ କରନ୍ତି ।

Miscreants Fire at Nandan Kanan Express Train
Nandan Kanan Express Train Firing: ନନ୍ଦନକାନନ ଏକ୍ସପ୍ରେସ୍‌ ଉପରକୁ ଗୁଳିମାଡ଼, ଭାଙ୍ଗିଲା ଗାର୍ଡ ବଗିର ୱିଣ୍ଡୋ କାଚ

ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ନନ୍ଦନକାନନ ଏକ୍ସପ୍ରେସ । ତେବେ ଏହି ଟ୍ରେନ୍‌ଟି ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା । ନନ୍ଦନକାନନ ଏକ୍ସପ୍ରେସ୍‌ ଭଦ୍ରକ ଷ୍ଟେସନରୁ ଛାଡ଼ୁଥିବା ବେଳେ ହଠାତ୍‌ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିଲା ।

Footballer Died Due To Lightning
Lightning Strike In Peru: LIVE ମ୍ୟାଚ୍‌ରେ ମାରିଲା ବିଜୁଳି; ଚାଲିଗଲା ଜଣେ Football ଖେଳାଳିଙ୍କ ଜୀବନ, ଭାଇରାଲ ହେଲା ଭିଡିଓ

ଏକ ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା । ଯାହାଫଳରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି ।

ପରିକ୍ରମା ପ୍ରକଳ୍ପ ପାଇଁ ମେଘନାଦରେ ଫାଟ
Meghanada Pacheri Puri: ‘୫୦ ବର୍ଷ ହେଲାଣି ଶ୍ରୀମନ୍ଦିରକୁ ନେଇ ଡ୍ରାମା ଚାଲିଛି; ମନଇଚ୍ଛା ଖୋଳୁଛନ୍ତି, ଭାଙ୍ଗୁଛନ୍ତି’

ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଦେଲେ । ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ । ଏହାଦ୍ବାରା ମନ୍ଦିର ଚାରିକଡ଼ୁ ସପୋର୍ଟ ସବୁ କମିଗଲା ।

Salman Khan gets fresh threat
Salman Khan Death Threat: ସଲମାନଙ୍କୁ ପୁଣି ହତ୍ୟା ଧମକ; ମନ୍ଦିରରେ କ୍ଷମା ମାଗ କିମ୍ବା ୫ କୋଟି ଦିଅ, ନଚେତ୍‌....

ମୁମ୍ବାଇ ପୋଲିସର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ କହିଛି ଯେ, ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ଭାଇ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଏକ ଧମକପୂର୍ଣ୍ଣ ମେସେଜ୍‌ ପାଇଥିଲେ ।

Subhadra Applications to Be Rechecked
ରିଚେକ୍ ହେବ ଖାରଜ ସବୁ 'ସୁଭଦ୍ରା' ଆବେଦନ

ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର ।

Security Downgrade for Naveen Patnaik
କମିଲା ନବୀନଙ୍କ ସୁରକ୍ଷା, ହଟିଲେ ପାଣ୍ଡିଆନଙ୍କ PSO

କମିଲା ନବୀନଙ୍କ ସୁରକ୍ଷା। ହଟିଲେ ପାଣ୍ଡିଆନଙ୍କ ପିଏସ୍ଓ। କୁଟ୍ଟେଙ୍କ କ୍ୱାର୍ଟରରୁ ବି ସୁରକ୍ଷା କର୍ମୀ ପ୍ରତ୍ୟାହାର । ତେବେ ନବୀନଙ୍କ ସୁରକ୍ଷାକୁ କମାଇବା ପରେ ତେଜିଛି ରାଜନୀତି ।

Mango Kernel
ଆମ୍ବ ଟାକୁଆଜନିତ ମୃତ୍ୟୁ ପରେ ପ୍ରଶାସନିକ ସ୍ତରରେ ତନାଘନା

ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି। ସବୁରି ମୂଳରେ ରହିଛି ସଚେତନତାର ଅଭାବ।

Mo Bus
ରାସ୍ତାରେ ବୋଲ ମାନୁନି ମୋ ବସ୍ !

ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।

Pollution Soars in Twin Cities During Diwali
ବିଷ ପାଲଟିଲା ଟ୍ବିନ୍ ସିଟିର ବାୟୁମଣ୍ଡଳ

ଗତକାଲି ସନ୍ଧ୍ୟା ୮ଟା ପରେ ହଠାତ୍ ବଦଳିଗଲା ଦ୍ବୈତନଗରୀର ଦୃଶ୍ୟପଟ୍ଟ । ମାଡ଼ିଆସିଲା କୁହୁଡ଼ି । ଆକାଶକୁ ଘୋଡ଼ାଇଦେଲା ଧୂଆଁର ଆସ୍ତରଣ ।

Pollution Soars in Twin Cities During Diwali
Air Pollution: ଦୀପାବଳିକୁ ଟପିଗଲା ବାସି ବାଣଫୁଟା, ବିଷ ପାଲଟିଲା ଟ୍ବିନ୍ ସିଟିର ବାୟୁମଣ୍ଡଳ

ଗତକାଲି ସନ୍ଧ୍ୟା ୮ଟା ପରେ ହଠାତ୍ ବଦଳିଗଲା ଦ୍ବୈତନଗରୀର ଦୃଶ୍ୟପଟ୍ଟ । ମାଡ଼ିଆସିଲା କୁହୁଡ଼ି । ଆକାଶକୁ ଘୋଡ଼ାଇଦେଲା ଧୂଆଁର ଆସ୍ତରଣ ।

Subhadra Applications to Be Rechecked
Subhadra Yojana: ରିଚେକ୍ ହେବ ଖାରଜ ସବୁ 'ସୁଭଦ୍ରା' ଆବେଦନ, ଯାଞ୍ଚ ପାଇଁ ଘରେ ପହଞ୍ଚିବେ ଅଙ୍ଗନବାଡ଼ି ଦିଦି

ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର ।

Security Downgrade for Naveen Patnaik
କମିଲା ନବୀନଙ୍କ ସୁରକ୍ଷା, ହଟିଲେ ପାଣ୍ଡିଆନଙ୍କ PSO...ସରକାରଙ୍କ ଆକ୍ସନରେ ଚିହିଁକିଲା ବିଜେଡି

କମିଲା ନବୀନଙ୍କ ସୁରକ୍ଷା। ହଟିଲେ ପାଣ୍ଡିଆନଙ୍କ ପିଏସ୍ଓ। କୁଟ୍ଟେଙ୍କ କ୍ୱାର୍ଟରରୁ ବି ସୁରକ୍ଷା କର୍ମୀ ପ୍ରତ୍ୟାହାର । ତେବେ ନବୀନଙ୍କ ସୁରକ୍ଷାକୁ କମାଇବା ପରେ ତେଜିଛି ରାଜନୀତି ।

Rishabh Pant
IPL 2025 Retentions: ରହସ୍ୟ ଉପରୁ ପରଦା ଉଠାଇଲେ ରୈନା; କହିଲେ, ଚେନ୍ନାଇ ସୁପର କିଙ୍ଗସ୍‌ ଯାଇପାରନ୍ତି ପନ୍ତ

ଆଉ କେହିଁ ନୁହେଁ ଧୋନିଙ୍କ ଅତି ଘନିଷ୍ଠ ତଥା ପ୍ରିୟ ବନ୍ଧୁ ସୁରେଶ ରୈନା କହିଛନ୍ତି ଯେ, ପନ୍ତ ଖୁବଶୀଘ୍ର ଚେନ୍ନାଇର ହଳଦିଆ ଜର୍ସି ପିନ୍ଧିଥିବାର ନଜର ଆସିବେ ।

ସୁଭଦ୍ରା ଯୋଜନା: ପୁଣି ଆସିବ ନୂଆ ଗାଇଡଲାଇନ୍‌
Subhadra Yojana 3rd Phase Money: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ଖୁବଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ଦଫା ଟଙ୍କା

ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ସେନେଇ ନୂଆ ଗାଇଡ୍‌ଲାଇନ୍‌ ଆସିବ ।

80-Year-Old Woman Seeks Government Aid
Odisha Woman Seeks Govt Aid: ବୟସ ସିନା ଛୁଇଁଲାଣି ୮୦, କିନ୍ତୁ ମିଳୁନି ସରକାରୀ ସହାୟତା

ଅଣ୍ଟା ଭାଙ୍ଗି ପଡ଼ିଲାଣି... ଚମ ବି ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ସିନା ୮୦ ଛୁଇଁଲାଣି ତଥାପି ଏ ବୃଦ୍ଧା ସରକାରୀ ସହାୟତାରୁ ବଞ୍ଚିତ । ଘର ଦେଖି ଆପଣ ସବୁକଥା ବେଶ୍ ବୁଝିପାରୁଥିବେ ।

no secret chamber inside ratna bhandar: Odisha law minister Prithviraj Harichandan
Puri Srimandir Ratna Bhandar Row: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ

ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ ।

Delhi man, nephew shot dead
ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦୀପାବଳିରେ ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ

ଦୀପାବଳି ପାଳନ କରୁଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଆସି ଜଣେ ୪୦ ବର୍ଷ ବୟସ୍କା ବ୍ୟକ୍ତି ଓ ତାଙ୍କ ୧୬ ବର୍ଷର ପୁତୁରାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

Fire Erupts at Unit-1 Market Building
୧ନଂ ହାଟ ଭୂତଳ ମାର୍କେଟ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଶାଢ଼ୀ

ଏହି ଅଗ୍ନିକାଣ୍ଡରେ ୨ଟି ଶାଢୀ ଦୋକାନ ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଦୁଇଟି ଅଗ୍ନିଶମ ଟିମ୍ ପ୍ରାୟ ୬ ଘଣ୍ଟାର କସରତ ପରେ ନିଆଁ ଆୟତ୍ତ କରିଛନ୍ତି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।