Advertisment

କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ କାରବାର

୨୦୦ କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ପ୍ୟାକ୍ କରି ବିକ୍ରି ପାଇଁ ନେଇ ଯାଉଥିବାବେଳେ ଖବର ପାଇ ଧରିଛି ଅବକାରୀ ବିଭାଗ ।

author-image
Santosh Kumar Sahoo

ରାଜଧାନୀରେ ନୂଆ ଉପାୟରେ ଚୋରା ମଦ କାରବାର। କୋଲ୍ଡ ଡ୍ରିଙ୍କସ୍ ବୋତଲ ଭିତରେ ହେଉଥିଲା ଦେଶୀ ମଦ କାରବାର। ଭୁବନେଶ୍ବର ଘାଟିକିଆ ଅଂଚଳରେ ଏଭଳି ଅଭିନବ ଉପାୟରେ ଚୋରାମଦକୁ ଚାଲାଣ ହେଉଥିବା ବେଳେ ଧରିଛି ଅବକାରୀ ଟିମ୍। ୨୦୦ କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ପ୍ୟାକ୍ କରି ବିକ୍ରି ପାଇଁ ନେଇ ଯାଉଥିବାବେଳେ ଖବର ପାଇ ଧରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଏସପି।

Advertisment
Bhubaneswar Fake Cold Drink
Advertisment
Advertisment