Advertisment

ସାଇବର ଠକଙ୍କ ଟାର୍ଗେଟରେ ୮୬ ବର୍ଷୀୟା ବୃଦ୍ଧା

ସାଇବର ଠକଙ୍କ ବୁଢ଼ିଆଣୀ ଜାଲରେ ଫଶିଛନ୍ତି ଏଥର ଜଣେ ୮୬ ବର୍ଷୀୟା ବୃଦ୍ଧା। ସିବିଆଇ ଅଫିସର ସାଜି ଖାଲି କରିଦେଇଛନ୍ତି ତାଙ୍କ ଆକାଉଣ୍ଟ।

author-image
Santosh Kumar Sahoo

ସାଇବର ଠକଙ୍କ ଟାର୍ଗେଟରେ ୮୬ ବର୍ଷୀୟା ବୃଦ୍ଧା । ୨ ମାସ ଧରି ଡିଜିଟାଲ ଆରେଷ୍ଟ । ଠକି ନେଲେ ୨୦ କୋଟି । ସାଇବର ଠକେଇର ଏଭଳି କିଛି ଚକିତ କଲା ଭଳି ମାମଲା ସାମ୍ନାକୁ ଆସିଛି। ସାଇବର ଠକଙ୍କ ବୁଢ଼ିଆଣୀ ଜାଲରେ ଫଶିଛନ୍ତି ଏଥର ଜଣେ ୮୬ ବର୍ଷୀୟା ବୃଦ୍ଧା। ସିବିଆଇ ଅଫିସର ସାଜି ଖାଲି କରିଦେଇଛନ୍ତି ତାଙ୍କ ଆକାଉଣ୍ଟ। ୨ ମାସ ଧରି ଡିଜାଟାଲ ଆରେଷ୍ଟ କରି ଡରାଇ, ଧମକାଇ ଚଳୁ କରି ଦେଇଛନ୍ତି ୨୦ କୋଟି ଟଙ୍କା। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

Advertisment
Cyber Crime
Advertisment
Advertisment