Advertisment

ପୁଣି ପାଣି ପାଇଁ କଲବଲ ଦିଗପହଣ୍ଡି ବାସିନ୍ଦା

ଗାଁ ଗାଁରେ ପାଣି ଟାଙ୍କି....ଘର ଆଗରେ ପାଣି ଟ୍ୟାପ୍....ହେଲେ ଟ୍ୟାପ୍ ଖୋଲିଲେ ପାଣି ଆସୁନି......ବର୍ଷ ବର୍ଷ ଧରି ଏଭଳି ପ୍ରତାରଣା ଶିକାର ବନିଛନ୍ତି ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ଲୋକ ।

author-image
Santosh Kumar Sahoo

ଗଂଜାମ ଲୋକଙ୍କ ଶୋଷକୁ ନେଇ ରାଜନୀତିର ଅନ୍ତ କେବେ ? କେବେ ସରିବ ମେଗା ପାନୀୟ ପ୍ରକଳ୍ପର ନିର୍ମାଣ ? କେବେ ଟ୍ୟାପରୁ ବାହାରିବ ପାଣି ? ମାର୍ଚ୍ଚ ଆରମ୍ଭରୁ ଖରା ବଢିବଢି ଚାଲିଥିବା ବେଳେ, ପାଣି ସଂକଟ ବି ତାଳ ଦେଇ ବଢୁଛି । ଏଭଳି ସ୍ଥଳେ ମୋଗା ପ୍ରକଳ୍ପ ସ୍ବପ୍ନ ସ୍ବପ୍ନରେ ହୁଁ ରହିଯାଇଛି । କାହିଁକି ନା ପ୍ରକଳ୍ପ କାମ ମନ୍ଥର ଗତିରେ ଚାଲୁଥିବାରୁ, ଏ ବର୍ଷ ବି ଖରାରେ କଲବଲ ହେବେ ବୋଲି ଆଶଙ୍କା କଲେଣି ଲୋକ । ଏପଟେ କିନ୍ତୁ ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯଥାଶୀଘ୍ର କାମ ଶେଷ କରିବୁ ।

Advertisment
Ganjam
Advertisment
Advertisment