Advertisment

କାହିଁକି ମହାକାଶରେ ମୁକୁଳା ରହୁଥିଲା ସୁନୀତାଙ୍କ କେଶ?

ସୁନୀତା ୱିଲିୟମ୍ସ କାହିଁକି ମହାକାଶରେ କେଶ ବାନ୍ଧୁ ନଥିଲେ। କେଉଁ କାରଣରୁ କେଶ ମୁକୁଳା ରଖୁଥିଲେ ସୁନୀତା?

author-image
Santosh Kumar Sahoo

୯ ମାସର ଅପେକ୍ଷା ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ। ମହାକାଶରେ ୨୮୬ ଦିନର ରିସର୍ଚ୍ଚ ମଧ୍ୟରେ ସଂଗ୍ରହ କରିଛନ୍ତି ଅନେକ ରୋଚକ ତଥ୍ୟ। ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁନୀତାଙ୍କୁ ୱମ୍ୟାନ୍ ୱିଥ୍ ୱାଇଲ୍ଡ ହେୟାର କହି ସମ୍ୱୋଧିତ କରିଛନ୍ତି। ଯାହାକୁ ନେଇ ଇଣ୍ଟରନେଟରେ ଅନେକ ମିମ୍ସ ଭାଇରାଲ୍ ହେଉଛି। ଲୋକଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ - କାହିଁକି ସୁନୀତା ମହାକାଶରେ କେଶ ବିନ୍ୟାସ କରୁନଥିଲେ, ବିଶେଷକରି ମହିଳା ମହାକାଶଚାରୀଙ୍କୁ କାହିଁକି ମହାକାଶରେ ମୁକୁଳା କେଶରେ ଦେଖିବାକୁ ମିଳେ...?

Advertisment
Sunita Williams NASA
Advertisment
Advertisment