ଏଣିକି ଯେଉଁ ଭକ୍ତ ଚାହିଁବେ ସେମାନେ ୪ ଚକିଆ ଗାଡ଼ିରେ ବସି ପବିତ୍ର ଅମରନାଥ ଗୁମ୍ଫାରେ ପହଞ୍ଚି ପାରିବେ ।
ପ୍ରଦୂଷଣ ମାତ୍ରାକୁ ସାମୟିକ ଭାବେ ରୋକିବାକୁ କୃତ୍ରିମ ବର୍ଷା ସମ୍ପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ।
ଭାଇ,ଭଉଣୀଙ୍କୁ ନିର୍ଯାତନା ଘଟଣାରେ ବାପା ଓ ସାବତ ମା’ଙ୍କୁ ପୋଲିସ୍ ଗିରଫ କରିଛି । ବିସ୍କୁଟ ଖାଇଦେଲେ ବୋଲି ଭାଇ, ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସାବତ ମା’ ।
ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସୁବିଧା ପାଇଁ ଏଣିକି ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟରେ ମିଳିବ ମାଗଣା WiFi ସେବା ।
ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ କରି ସମର୍ଥକଙ୍କ ହଙ୍ଗାମା । କ’ଣ ପାଇଁ ବିଧାୟକ ଓ ସାଂସଦଙ୍କୁ ଡକାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ।
ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
କଲେଜ କମନ୍ ରୁମ୍ରୁ ନିଶା ଦେଇ ଅଭିଯୁକ୍ତ କିଭଳି ନାବାଳିକାକୁ ନେଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
EOW ପରେ ଇଡି ଟିମ୍ ପହଞ୍ଚି ତନାଘନା କରିଛି । ମଜୁରୀ ନେଇ ଟଙ୍କା ବଦଳ ଖବର ସାମ୍ନାକୁ ଆସିବା ପରେ ଉଭୟ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି ।
ଗତବର୍ଷ ବାଲିଯାତ୍ରା ସମୟରେ କଟକ ଇନ୍ କଟକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହାକୁ ନବବଧୂ ଭଳି ସଜା ଯାଇଥିଲା । ହେଲେ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ।
ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବ ୮ ଫୁଟ୍ ଉଚ୍ଚର ସୁବର୍ଣ୍ଣ ଆଚ୍ଛାଦିତ ମାର୍ବଲ ବେଦୀ । ଯାହା ଉପରେ ରାମଲାଲାଙ୍କ ବିଗ୍ରହ ବିରାଜମାନ କରିବେ ।
ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ କଳାକୁ ଅପମାନ କରାଯିବା ସହ ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ ବିରୋଧରେ ପ୍ରତିବାଦ କରାଯାଇଛି ।
ଦିଲ୍ଲୀ ଓ ମୁମ୍ବାଇରେ କ୍ରିକେଟ ବିଶ୍ୱକପ୍ ମ୍ୟାଚ୍ ବେଳେ ଫୁଟିବନି ବାଣ । ଦିନକୁ ଦିନ ଦିଲ୍ଲୀରେ ବାୟୂ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଗୋଟିଏ ପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି ।
ସିଗ୍ନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍ୱେ ।
ପ୍ରାୟ ୨ ସପ୍ତାହ ଧରି ମତ୍ସଜୀବୀଙ୍କ କୌଣସି ପତ୍ତା ମିଳିପାରିନଥିଲା । ଶେଷରେ ୧୪ ଦିନ ପରେ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ । ସେତେଦିନ ଯାଏ ସେମିତି ସେ ଡଙ୍ଗାରେ ଗଭୀର ସମୁଦ୍ରରେ ଥିଲେ ।
ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି ।
ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ରେ ହୋଇଥିବା ବଡ଼ ଧରଣର ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ରାଜନେତା ଶୋକ ପ୍ରକାଶ କରିଛନ୍ତି ।
ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ?
ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।
ଟ୍ରେନ୍ ଦୁର୍ଘଟଣା ଯୋଗୁ ୩୯ଟି ଟ୍ରେନ୍କୁ ରେଳ ବିଭାଗ ପକ୍ଷରୁ ବାତିଲ୍ କରାଯାଇଛି । ଏହାସହ ୨୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି ।