କନଷ୍ଟେବଲଙ୍କୁ ଧକ୍କା ଦେଇ ଫେରାର୍ ମାରିଲା କାର୍ ଡ୍ରାଇଭର । ଚେକ୍ ପୋଷ୍ଟରେ ଥିବା ଏକ ଗାଡ଼ି ନିକଟରେ ଛିଡ଼ା ହୋଇ ଚେକିଂ କରୁଥିଲେ କନଷ୍ଟେବଲ ।
ନିଆଁ ଲାଗି ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । ବଡ଼ ଝିଅ ବାହାଘର ପାଇଁ ପୂର୍ବରୁ ରଖା ଯାଇଥିବା ସୁନା ଅଳଙ୍କାର ଜଳିପୋଡ଼ି ନଷ୍ଟ ହୋଇଯାଇଛି ।
ପୂର୍ବ ସିରିଆରେ ରହୁଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ- IRGS ଓ ଏହାର ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀଙ୍କ ଠିକଣା ଉପରେ ଆମେରିକା ଏୟାରଷ୍ଟ୍ରାଇକ୍ କରିଛି ।
ମାସକ ମଧ୍ୟରେ ପିଆଜ ଦର ଦୁଇ ଗୁଣା ବୃଦ୍ଧି ପାଇଛି । ମାସକ ପୂର୍ବରୁ ପିଆଜ କିଲୋ ପ୍ରତି ୨୫ ଟଙ୍କା ଥିବାବେଳେ ଏବେ କିଲୋ ୫୦ ଟଙ୍କା ।
ପାରା ଏସୀୟ କ୍ରୀଡାରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୮ ପାରା ଏସୀୟ କ୍ରୀଡାରେ ବି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଐତିହାସିକ କଟକ ବାଲିଯାତ୍ରା ପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ନଭେମ୍ବର ୧୧ ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା ।
ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ହୋଇଛି ।
ଆସନ୍ତାକାଲି ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ । ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ରାତି ୨ଟା ୨୪ରେ ଶେଷ ହେବ ।
ଆଜି ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଗତକାଲି ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲିର ମଙ୍ଗଳ ଆଳତି ଠାରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ।
ବଲାଙ୍ଗିର ବଡ଼ ମେଡିକାଲରେ ଲଜ୍ଜାଜନକ ଘଟଣା । ପ୍ରସୂତି ବିଭାଗରେ ଟଙ୍କା କାରବାରକୁ ନେଇ ପୁଣି ଚର୍ଚ୍ଚାରେ ବଡ଼ ମେଡିକାଲ । ଜଣେ ନର୍ସ ଟଙ୍କା ଭାଗବଣ୍ଟା କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ...
ଡାକ୍ତରଖାନାରେ ଡାକ୍ତର ନଥିବାରୁ ରୋଗୀ ଦେଖିଲେ ରାଜଗାଙ୍ଗପୁର ବିଧାୟକ । ରାଜଗାଙ୍ଗପୁର CHCରେ ଗତ ଦୁଇ ଦିନ ହେଲା ଡାକ୍ତର ନାହାନ୍ତି...
ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା...ଉତ୍ସବରେ ସାମିଲ ହେବେ ୪ ହଜାର ସାଧୁସନ୍ଥ, ମକର ସଂକ୍ରାନ୍ତିରୁ ୧୦ ଦିନ ଧରି ଚାଲିବ ଉତ୍ସବ...
ପୂର୍ବ ଶତ୍ରୁତାରୁ ରାଜଧାନୀ ଉପକଣ୍ଠରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସର ତନାଘନା ଜାରି...
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୬ ତାରିଖ, ଗୁରୁବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୬ ତାରିଖ, ଗୁରୁବାର, ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୫୭ ଗତେ ମୀନ ତିଥି – ୧୨ଶୀ ଦିବା ୦୯.୪୪ ଗତେ ୧୩ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର, ପ୍ରାତଃ ୦୫.୫୭ ଗତେ ଧନୁ ରାଶିର ଘାତ ବାର –...
ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ । ଆଜି ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି । ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟରୁ ଅନୁମତି...
ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ? ନା ଚ୍ୟାଲେଞ୍ଜକୁ ଗ୍ରହଣ କଲେ ? ପାଣ୍ଡିଆନ୍ଙ୍କ ନୂଆ ଦାୟିତ୍ୱକୁ ନେଇ ସରଗରମ ରାଜ୍ୟ ରାଜନୀତି... ତରବରିଆ VRS ମଞ୍ଜୁରୀକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ କଂଗ୍ରେସର ସମାଲୋଚନା, ମାପିଚୁପି ପ୍ରତିକ୍ରିୟା ରଖିଲା BJP..
ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯାଉଛି ମେଲାଣି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାକୁ ପୂଜା କମିଟି ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି ।
ଲୋକଙ୍କ ମୋବାଇଲରେ ଆଲାର୍ମ ବାଜୁଥିବା ସୂଚନା ମିଳିଛି । ହଠାତ୍ କିଁ କିଁ ସାଉଣ୍ଡ୍ କରି ମୋବାଇଲ ବାଜି ଉଠୁଛି । ବିପର୍ଯ୍ୟୟ ବେଳେ ଦେଶର ନାଗରିକ ମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି ।