ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରକିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯିବ । ପଞ୍ଚୁକ ୫ ଦିନ ଯାକ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ କରାଯିବ ।
ପୂର୍ବରୁ ହାଉଥି ବିଦ୍ରୋହୀମାନେ ଧମକ ଦେଇଥିଲେ ଯେ, ଲୋହିତ ସାଗରରେ ଚଳାଚଳ କରୁଥିବା ଇସ୍ରାଏଲର ଜାହାଜକୁ ଟାର୍ଗେଟ କରାଯିବ ।
ଦୀର୍ଘ ୯ ଦିନ ପରେ ଗତ ରାତିରେ ପ୍ରଥମ ଥର ପାଇଁ ରନ୍ଧା ଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖେଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି ।
‘ବେଆଇନ ମନି ଲଣ୍ଡରିଂ ଆଇନ ଉଲ୍ଲଂଘନ କରାଯାଇ ପଦ୍ମକେଶରୀପୁରରେ ଟଙ୍କା ଆଦାୟ କରାଯାଉଛି । ଆଉ ଏସବୁ ପଛରେ ରହିଛି ବିଜେଡି ।’
ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା କିମ୍ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା-୧୧ର ପ୍ରୟୋଗ କରାଯାଇଥାଏ । ତେଣୁ, ଏହି ଅସିଦ୍ଧ ଗାଇଡଲାଇନକୁ ପ୍ରତ୍ୟାହାର କରି, ଆଇନଗତ ତ୍ରୁଟି ସଂଶୋଧନ କରି ଆଉ ଥରେ ନୂତନ ଗାଇଡଲାଇନ ଜାରି କରିବା ପାଇଁ...
ବିଶ୍ୱକପ୍ରେ ପରାଜୟ ପରେ ଦୁଃଖରେ ଭାଙ୍ଗି ପଡ଼ିଲା ଟିମ୍ ଇଣ୍ଡିଆ । କ୍ୟାପଟେନ୍ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋହଲି, କେଏଲ୍ ରାହୁଲ, ଜାଡେଜା, ସାମି...ସମସ୍ତେ ଯେମିତି ଏହି କଷ୍ଟକୁ ସହି ପାରି ନାହାନ୍ତି ।
ଗତକାଲି ବିଶ୍ୱକପ୍ ଜିତିବା ପରେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ୍ ମାର୍ସ ଟ୍ରଫିକୁ ଗୋଡ଼ ତଳେ ରଖିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ପିକ୍ନିକ୍ କରିବାକୁ ଯାଇ ଯୁବ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ରାକେଶ ପୁରୋହିତ ନିଖୋଜ ଥିଲେ । ସାଙ୍ଗଙ୍କ ସହ ସେ ପିକ୍ନିକ୍ କରିବାକୁ ଯାଇଥିଲେ ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆଜି ଏତେ ଭିଡ଼ ଯେ, ନା ପାଣି ଅଛି ନା ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ହୋଇଛି ।
୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ଥର ଚାମ୍ପିୟନ ହେବାକୁ ପ୍ରାଣପଣେ ଚେଷ୍ଟା କରିବ ଭାରତ । ଚଳିତ ବିଶ୍ୱକପ୍ରେ ଅପରାଜେୟ ରହିଛି ଘରୋଇ ଟିମ୍ ।
ଆବର୍ଜନାର ଦୁର୍ଗନ୍ଧରେ ଫାଟି ପଡ଼ୁଛି ପ୍ରାୟ ୫ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ। ବାଟ ଚଲା ଲୋକଠୁ ସ୍ଥାନୀୟ ବାସିନ୍ଦା ସମସ୍ତଙ୍କର ଗୋଟିଏ ଅଭିଯୋଗ, ଅସହ୍ୟ ଏ ଦୁର୍ଗନ୍ଧ ।
୨୦ ତାରିଖରେ ହେବାକୁ ଥିବା ୨୬ ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଗୁଜରାଟ ଅହମଦାବାଦରେ ହୋଟେଲ୍ ରୁମ୍ ଭଡ଼ା ଲକ୍ଷେ ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପାଇଁ ରୁମ୍ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି ।
ମୃତଦେହରୁ ତାଡ଼ି ନେଇଗଲେ କିଡନୀ ସହ ଆଖି ! ଏଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ଆସି ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଆସିଛି ।
ବେଦାନ୍ତ ୟୁନିଭର୍ସିଟି ଏବେ ବି ତାଙ୍କର ସ୍ୱପ୍ନ ବୋଲି ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ।
ଆଗରୁ ଯେଉଁ ଡ୍ରିଲିଂ ମେସିନ ଥିଲା, ତାହା କାମରେ ଆସି ନଥିଲା । ତେଣୁ ଦିଲ୍ଲୀରୁ ସ୍ୱତନ୍ତ୍ର ମେସିନକୁ ବିମାନରେ ଉତ୍ତରାଖଣ୍ଡକୁ ନିଆଯାଇଥିଲା ।
ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଗୋବରୀ ନଦୀରେ ବୁଡ଼ିଗଲେ ୨ ସମ୍ପର୍କୀୟ ଭଉଣୀ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି ।
ଟନେଲରେ ଫସିଥିବା ଶ୍ରମିକଙ୍କୁ ପାଇପ୍ ମାଧ୍ୟମରେ କରାଯିବ ଉଦ୍ଧାର । ପାଇପ୍ ଯୋଗେ ସେମାନଙ୍କୁ ଉଦ୍ଧାର କରିବାକୁ ଯୋଜନା ରଖାଯାଇଛି ।
ଓଡ଼ିଶାବାସୀଙ୍କ ହକ୍ର ବିଦ୍ୟୁତ୍କୁ ତାମିଲନାଡୁକୁ ଦେଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବିଦ୍ୟୁତ୍ ଆବଣ୍ଟନ ବ୍ୟବସ୍ଥା ପ୍ରସଙ୍ଗରେ ବର୍ଷିଲା ବିଜେପି ।