ବାଇକ୍ରେ ୩ ଜଣ ଯାଉଥିବା ବେଳେ ସୁବଳୟା ଛକ ନିକଟରେ କାର୍ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।
୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ସ୍ୱାମୀ, ସ୍ତ୍ରୀଙ୍କୁ ମାଡ଼ ମାରି, ଘରର ବାଥରୁମ୍ରେ ବନ୍ଦ କରି ଲୁଟ୍ପାଟ୍ କରିଥିଲେ ଦୁବୃର୍ତ୍ତ ।
ପଶ୍ଚିମବଙ୍ଗରୁ ୧୦ କେଜି ଓଜନର ସୁନା ବିସ୍କୁଟ୍ ଜବତ ହୋଇଛି । ସୁନା ବିସ୍କୁଟ୍ କୁଆଡୁ ଆଣି କାହା ପାଖକୁ ନିଆଯାଉଥିଲା ସେନେଇ ଖୋଳତାଡ଼ ଚାଲିଛି ।
କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉତ୍ତରକାଶୀ ଟନେଲର ୧୪ ଦିନ ହେଲା ଫସିଛନ୍ତି ୪୧ ଜଣ ଶ୍ରମିକ ।
ସୌର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ, ଶୁକ୍ରବାର ଚନ୍ଦ୍ର- ମୀନ ଦିବା ୦୪.୦୦ ଗତେ ମେଷ ତିଥି- ୧୨ଶୀ ସନ୍ଧ୍ୟା ୦୭.୦୭ ଗତେ ୧୩ଶୀ ଘାତଚନ୍ଦ୍ର- ଧନୁ ରାଶିର, ଦିବା ୦୪.୦୦ ଗତେ ମେଷ ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ...
ଦୀର୍ଘ ଦିନ ହେବ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ଏପରିକି ଖାଇବାରେ ପୋକ ମଧ୍ୟ ବାହାରୁଛି ।
ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଔଷଧ ଓ ଇଞ୍ଜେକ୍ସନ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।
୭ ବର୍ଷ ବିତିଲା, ହେଲେ ସରିପାରିଲାନି ଜୟପୁରର ବିଶ୍ୱ ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ କାମ । ଯେତିକି ନିର୍ମାଣ ହେଉଛି, ପୁଣି ଭଙ୍ଗା ଚାଲିଛି ।
ପହିଲି ପଞ୍ଚୁକରେ ବାବା ଧବଳେଶ୍ୱର ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି । ଆସନ୍ତା ଶନିବାର ବଡ଼ ଓଷା ।
ଘରେ ପଶି କଳାକନା ବୁଲାଇଲେ ନାବାଳକ ଲୁଟେରା । ଚୋରି ବେଳେ ଏମାନଙ୍କୁ ଘର ମାଲିକ ଧରିଥିଲେ ମଧ୍ୟ ୮ ଲକ୍ଷ ଟଙ୍କାର ସୁନା ନେଇ ଖସିଯାଇଥିଲେ ୨ ଜଣ ।
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଥିବାରୁ ଖୁବ୍ଶୀଘ୍ର ରେସ୍କ୍ୟୁରେ ବଡ଼ ସଫଳତା ମିଳିପାରେ ବୋଲି ଆକଳନ କରାଯାଉଛି ।
ପ୍ରେମିକାର ସନ୍ଦେହ କରି ତାଙ୍କ ତଣ୍ଟି ଚିପି ହତ୍ୟା କରି ମୃତଦେହକୁ ଟ୍ରଲି ବ୍ୟାଗ୍ରେ ପୁରାଇ ମୁମ୍ବାଇରେ ଏଣେତେଣେ ବୁଲିଥିଲା ଅଭିଯୁକ୍ତ ପ୍ରେମିକ ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହାଇକୋର୍ଟରୁ ନିରାଶ । ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ ହୋଇଛି ।
କୁମ୍ଭୀର ଆତଙ୍କ ଲାଗି ରହିଥିବା ନଦୀକୂଳିଆ ଗାଁରେ ଗତ ୧୮ ତାରିଖରେ ସକାଳୁ ବ୍ରାହ୍ମଣୀ ନଦୀ କୂଳରେ ଗାମୁଛା, ଚପଲ ଓ ବାଇକ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ ।
ଟନେଲ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରଖିବା ପାଇଁ କେତେ ସୁରକ୍ଷିତ, ଶ୍ରମିକ ଓ କର୍ମଚାରୀଙ୍କ ପ୍ରତି କେତେ ନିରାପଦ, ଏସବୁର ବୈଷୟିକ ଯାଞ୍ଚ କରାଯିବ ।
ଗାଡ଼ି ଚାଳକଙ୍କ ଠାରୁ କୌଣସି ଚାଲାଣ କିମ୍ବା ଜରିମାନା ଆଦାୟ କରିପାରିବେନି ଟ୍ରାଫିକ୍ ASI ।
ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ । ପଞ୍ଚୁକ ୫ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏ ବ୍ୟାରିକେଡ୍ ବଢ଼ାଯିବ ।
ମୁମ୍ବାଇ କୁର୍ଲା ରେଲ୍ୱେ ଷ୍ଟେସନରୁ ଏକ ଟ୍ରଲି ବ୍ୟାଗ୍ରୁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ସୋମାଲିକା ଦାସ ହାଜର ହୋଇଛନ୍ତି । ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ସେ ଆପତ୍ତି ଉଠାଇଥିଲେ ।
କୌଣସି ବିବାଦରୁ ୨ ବର୍ଷ ହେଲା ମହିଳା ଜଣକ ତାଙ୍କ ଗାଁରେ ରହୁଥିଲେ । ପ୍ରତିପୋଷଣ ପାଇଁ ଗତ ସପ୍ତାହେ ହେଲା ସମ୍ପୃକ୍ତ ମହିଳା ଚାକିରି କରୁଥିଲେ ।