୧୦ ବର୍ଷ ପୂର୍ବେ ଏହି ପୋଲଟି ବନ୍ୟାରେ ଭାଙ୍ଗି ଯିବା ପରେ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ବି କେହି କର୍ଣ୍ଣପାତ କରିନଥିଲେ..ଶେଷରେ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ତିଆରି କଲେ ପୋଲ..
ଆଜି ଆଲୋକର ପର୍ବ ଦୀପାବଳି ଏବଂ ପୟାଶ୍ରାଦ୍ଧ । ଏହି ଅବସରରେ ବଡବଡୁଆଙ୍କ ଉଦ୍ଦେଶ୍ୟରେ କାଉଁରିଆ ଜାଳିଛନ୍ତି ଶ୍ରଦ୍ଧାଳୁ ।
ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ, ରବିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ, ରବିବାର । ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ୧୪ଶୀ ଦିବା ୦୨.୪୫ ଗତେ ଅମାବାସ୍ୟା ଘାତଚନ୍ଦ୍ର- ନାସ୍ତି ଅହୋରାତ୍ର ଘାତବାର- ମେଷ ପୁଷ୍କର ଦୋଷ- ୧ ପାଦ କୃଷିହାନି ଭୂମିଦାନ ରାତ୍ରି ୦୨.୫୦ ଗତେ ୨ ପାଦ କୃଷି...
୫ ବର୍ଷ ବୟସରେ ଭଗବାନ ଶ୍ରୀରାମ ଯେମିତି ଦିଶୁଥିଲେ ସେଭଳି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀ ।
୨୦୨୪ ଡିସେମ୍ବରରେ ସରିବ ରାମ ମନ୍ଦିର କାମ । ଓଟିଭିକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି ।
ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର ।
ସ୍ୱାମୀ, ପୁଅକୁ ଜଳୁଥିବା ବସ୍ରୁ ବାହାରକୁ ପଠାଇଥିଲେ । ଆଉ ଶେଷରେ ନିଜ ନବାହାରି ପାରି ଜଳିଗଲେ ପୁଷ୍ପାଞ୍ଜଳି ।
ଦିଲ୍ଲୀ -ଗୁରୁଗ୍ରାମ ଏକ୍ସପ୍ରେସ୍ ୱେରେ ଗତକାଲି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଭିଡ଼ ଏତେ ଅଧିକ ଥିଲା ଯେ କାର୍ ଗୁଡିକ ଆଗକୁ ଯିବା କଷ୍ଟକର ହୋଇପଡ଼ିଥିଲା ।
ଜନସାଧାରଣଙ୍କ ଟଙ୍କାକୁ ଦଳୀୟ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଜେଡି ସରକାର ବିନିଯୋଗ କରୁଥିବା ବିଜେପି ଅଭିଯୋଗ କରିଛି ।
୧୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ୧୬ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଛି ।
ନିଆଁ ଲାଗି ଯାଇଥିବା ବସ୍ଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିଲା । ତେବେ ଅଧା ବାଟରେ ବସ୍ଟି ହୁତୁହୁତୁ ହୋଇ ଜଳି ଯାଇଥିଲା ।
ନେତାଙ୍କ ନାଁରେ ଥିବା ମାମଲା ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର ନିର୍ଦ୍ଦେଶ...
ପାରାଦୀପର ଅନେକ ସ୍ଥାନରେ ଆଦର୍ଶ ପ୍ରୟାସ ସ୍ୱେଚ୍ଛାସେବୀ ସଂଗଠନର ଯୁବକମାନେ ଲଗାଉଛନ୍ତି ତାଳ ଗଛ.. ଯାହା ବଜ୍ରପାତ ଜନିତ ମୃତ୍ୟୁକୁ ରୋକିପାରିବ ବୋଲି କୁହାଯାଉଛି..
Reliance Jio ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଆନୁଷ୍ଠାନିକ ଭାବେ ଲଞ୍ଚ ହେଲା Jioର 4G ସ୍ମାର୍ଟଫୋନ୍ ଜିଓଫୋନ୍ ପ୍ରିମା...
ଜାତି ଆଧାରରେ ଜନଗଣନାର ପ୍ରସଙ୍ଗ ଉପସ୍ଥାପନ ବେଳେ ପରିବାର ନିୟନ୍ତ୍ରଣ ବିଷୟରେ ଅଶୋଭନୀୟ ମନ୍ତବ୍ୟ ଦେଲେ ନୀତିଶ କୁମାର...
ଦୀପାବଳିରେ ବଜାରକୁ ଆସୁଥିବା ଚାଇନା ଦୀପ ସହ ବିଭିନ୍ନ ରଙ୍ଗବେରଙ୍ଗର ଲିଚୁ ଲାଇଟ ଓ କ୍ୟାଣ୍ଡେଲର ଚାହିଦା ବୃଦ୍ଧି ପାଇଥିବାରୁ ମାଟି ଦୀପର ବ୍ୟବହାର କମିବାରେ ଲାଗିଛି...
ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ରଖୁଥିବା ଜଣାପଡ଼ିଛି ।
ଜଣେ ଦୁର୍ବୃତ୍ତ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରା ମାଡ଼ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ, ଗୁରୁବାର । ଚନ୍ଦ୍ର- କନ୍ୟା ଅହୋରାତ୍ର ତିଥି- ୧୧ଶୀ ଦିବା ୧୦.୪୨ ଗତେ ୧୨ଶୀ ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୪୨ ଗତେ ୨ ପାଦ-...