ସଭା ମଝିରେ ନବବଧୂ ସିଧା ସିଧା ରଖିଲା ଯବାବ । କହିଲା, ଯାହାର ବାଇକରେ ଲୋଭ ତାକୁ ମୋର ବାହାହେବାର ନାହିଁ ।
ଗ୍ରୀଡକୋ କହୁଛି ପ୍ରବଳ ଖରା ପାଇଁ ବଢ଼ିଛି ବିଜୁଳି ଚାହିଦା । କାଳବୈଶାଖୀ ଉପରେ ଦୋଷ ଲଦିଲା ଟାଟା ପାୱାର ।
ଘଣ୍ଟାପ୍ରତି ଦେଢ଼ଶହ କିଲୋମିଟର ବେଗରେ ବହିପାରେ ପବନ । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ।
ଏଠି ପ୍ରଶ୍ନ ଶିଖରଚଣ୍ଡୀ ପାହାଡ଼ରେ କାହା ଅନୁମତିରେହୋଇଥିଲା ଏଭଳି ବେଆଇନ୍ ନିର୍ମାଣ କାମ । ଗଛ କାଟିବା ଓ ବୁଲଡୋଜର ଲଗେଇ ପାହାଡ଼ ଭାଙ୍ଗିବାକୁ କିଏ ଦେଇଥିଲା ନିର୍ଦ୍ଦେଶ?
ପୁଣି ଜଣେ ଅଭିନେତ୍ରୀ ଆଣିଲେ କାଷ୍ଟିଂ କାଉଚ୍ ଅଭିଯୋଗ । ହେଲେ ଏଥିରେ କେବଳ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କର ଭୁଲ ନଥାଏ, ଏଥିପାଇଁ ଝିଅମାନେ ବି ଦାୟୀ ।
ପିଲାବେଳୁ ଶେଖର କିନ୍ତୁ ଖତଗଦାରେ ପଦ୍ମ ଫୁଟିଲା ଭଳି ଉଭୟ ପାଠ ଓ ଖେଳରେ ଚମତ୍କାର ପ୍ରଦର୍ଶନ କରିଛନ୍ତି.. ହେଲେ ଏବେ ପାଠ ପଢ଼ିବେ କିପରି, ଚିନ୍ତାରେ ପରିବାର..
ମ୍ୟାନେଜର୍ ନଥିବା ଏହି କମ୍ପାନୀର କର୍ମଚାରୀଙ୍କ ଦକ୍ଷତା ୨୦ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳିଛି ।
ଭୟଙ୍କର ଦୁର୍ଘଟଣା... ତେଲ ନେଉ ଯାଉଥିବା ବେଳେ ଓଲଟିପଡ଼ିଲା ଟ୍ୟାଙ୍କର୍, ଏଥିରେ ଚାରି ଜଣଙ୍କର ଜୀବନ ଚାଲିଯାଇଛି ।
ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୯ କର୍ମଚାରୀ ଗୁରୁତର ଗୁରୁତର
ଜୁନ୍ ୧୫ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ଜଖୌ ବନ୍ଦର ନିକଟରେ ଲ୍ୟାଣ୍ଡଫଲ
ଟାଟା ପାୱାର ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ
କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସରକାରୀ ବାବୁଙ୍କ ଏକାଧିକ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ
ଭାରତୀୟ ସାମ୍ବାଦିକଙ୍କୁ ଡରୁଛି କି ଚୀନ୍ ? ଦେଶ ଛାଡ଼ି ଚାଲିଯିବାକୁ ଭାରତୀୟ ରିପୋର୍ଟରଙ୍କୁ କୁହାଯାଇଛି ।
ବେଧଡ଼କ ଚାଲିଛି ଗଛକଟା, ପାହାଡ଼ ଫଟା । ନଷ୍ଟ ହୋଇଗଲାଣି ଅନେକ ଔଷଧୀୟ ବୃକ୍ଷ । ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା ।
Cowin Data Leak : ସତରେ କ’ଣ କୋୱିନ୍ ପୋର୍ଟାଲରୁ ତଥ୍ୟ ଲିକ୍ ହୋଇଛି ? କ’ଣ କହୁଛନ୍ତି ସରକାର .. .
ଯୁବତୀଙ୍କୁ ଏଭଳି ବୀଭତ୍ସ ଭାବରେ ହତ୍ୟା କରାଯାଇଛି, ତାଙ୍କ ମୃତଦେହ ଦେଖିବା ପାଇଁ ଭୟ ଲାଗୁଛି ।
ସମସ୍ତ ୫ ଜଣ ଅସୁସ୍ଥଙ୍କୁ ଏବେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସଭା ଆରମ୍ଭରେ ବିଦ୍ୟୁତ କଟିଲା.....ଫଳରେ ଶକ୍ତିମନ୍ତ୍ରୀଙ୍କୁ କିଛି ସମୟ ପାଇଁ ଗରମ, ଗୁଳୁଗୁଳିରେ ରହିବା ପାଇଁ ପଡ଼ିଛି ।