• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Aravind Perumal
କଠିନ ପରିଶ୍ରମ କରି ଚାଷୀରୁ କନେଷ୍ଟବଳ ! ପରେ ପିଏଚଡି କରି ପ୍ରଫେସର ହେଲେ ଅରବିନ୍ଦ ପେରୁମାଲ

ତାମିଲନାଡୁର ମାଲାୟାଲାମେଡୁ ନିବାସୀ ଅରବିନ୍ଦ ପେରୁମାଲ । ସେ ପ୍ରଥମ ଜଣେ କୃଷକ ଥିଲେ । ପରିବାର ଚଳାଇବା ପାଇଁ କ୍ଷେତରେ ଦିନରାତି କାମ କରୁଥିଲେ । ହେଲେ ଚାଷ କରିବା ଭିତରେ ପାଠପଢ଼ା ଜାରି ରଖିଥିଲେ

Cyber Crime
୨୦୨୦ ମସିହାରେ ୧୧ ଦଶମିକ ୮ ପ୍ରତିଶତ ବଢିଛି ସାଇବର କ୍ରାଇମ୍ ! କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା

୨୦୧୯ରେ ଦେଶରେ ସାଇବର ଅପରାଧ ୩. ୩ ପ୍ରତିଶତ ଥିବାବେଳେ ୨୦୨୦ରେ ଏହା ୩.୭କୁ ବୃଦ୍ଧି ପାଇଛି । ଏହି ସମସ୍ତ ମାମଲାରୁ ମୋଟ ୬୦.୨ ପ୍ରତିଶତ ମାମଲା ଠକେଇ ସମ୍ପର୍କିତ ବୋଲି ଜଣାପଡ଼ିଛି

black board
ଘରେ ଘରେ ସ୍କୁଲ ଆଉ ପ୍ରତି ଘରେ କଳାପଟା ! ପ୍ରଧାନ ଶିକ୍ଷକଙ୍କ ଉଦ୍ୟମରେ ପାଠ ପଢ଼ୁଛନ୍ତି ପଛୁଆ ଅଞ୍ଚଳର ପିଲା

କରୋନା କାଳରେ ସରକାର ସିନା ଅନଲାଇନ୍‌ରେ ପାଠପଢା ଆରମ୍ଭ କରିଦେଲେ କିନ୍ତୁ ପଛୁଆ ଅଂଚଳରେ ପିଲାଙ୍କ ପାଇଁ ପାଠ ହେଲା ସାତସପନ। ଗାଁରେ ନେଟୱାର୍କ ନଥିବାରୁ ଅନଲାଇନ୍‌ରେ ପାଠ ପଢି ପାରିନଥିଲେ ପିଲା । ଆଉ ଏପରିସ୍ଥିତିରେ କେମିତି ପିଲା ପାଠ ପଢିବେ,, ସେହି ଚିନ୍ତାରେ ଥିଲେ ପୂରା...

Sundargarh
ରିଟାୟାର୍ଡ ହେବାର ୧୭ ଦିନ ପୂର୍ବରୁ ଭିଜିଲାନ୍ସ ହାବୁଡରେ ADM

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

andhra
କୋଟିଆରେ ନିର୍ବାଚନକୁ ଭଣ୍ଡୁର କରିବାକୁ ଆନ୍ଧ୍ରର ଚାଲ, ପ୍ରାର୍ଥୀଙ୍କ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରୁଛନ୍ତି ଆନ୍ଧ୍ର ଅଫିସର

ଆନ୍ଧ୍ର ସୀମାନ୍ତ କୋଟିଆ ଅଂଚଳରେ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର । ଡୋର ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି ପ୍ରାର୍ଥୀ । ଲୋକଙ୍କୁ ପ୍ରବର୍ତ୍ତାଇବାକୁ ଚାଲିଛି ଘରକୁ ଘର ବୁଲି ପ୍ରଚାର । ନିର୍ବାଚନ ରଣାଙ୍ଗନରେ ଜିଲ୍ଲା ପରିଷଦ ପଦବୀ ଲାଗି ଓହ୍ଲାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ମମତା ଜାନି

mobile recharge
ଇସାରା ମିଳିଲା, ଆହୁରି ମହଙ୍ଗା ହେବ ମୋବାଇଲ୍‌ ରିଚାର୍ଜ

ସବୁ ମୋବାଇଲ ଉପଭୋକ୍ତାଙ୍କ ପାଇଁ ଶସ୍ତା ଯୁଗ ଶେଷ ହେବାକୁ ଆଉ ମାତ୍ର କେଇଟା ଦିନ ରହିଲା ବାକି। ସମସ୍ତ ଉପରେ ପଡିବ ମହଙ୍ଗା ମାଡ। ପୁଣି ବଢିବ ମୋବାଇଲ୍‌ ରିଚାର୍ଜ ଦର। ଏମିତି କହିଲେ...

calf
କାରରେ ସହରରୁ ସହର ବୁଲୁଛି ବାଛୁରୀ, ସାଥୀରେ ଅଛନ୍ତି ପ୍ରିୟ ମାଲିକାଣୀ

ଆଜିକାଲି ସମସ୍ତେ କୁକୁର ପ୍ରେମରେ ପଡିଛନ୍ତି । ହେଲେ ଏ ଯୁବତୀ ଜଣକ କୁକୁର ବଦଳରେ କଅଁଳା ବାଛୁରୀକୁ ଆଦରି ନେଇଛନ୍ତି। କାରରେ ବସାଇ ବୁଲାଉଛନ୍ତି ସହର ସହର...

ouat
ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ : ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଘର ଭିତରୁ ସହକାରୀ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଛି ।

song
ସାରା ବିଶ୍ୱରେ ଚର୍ଚ୍ଚିତ ହେଲାଣି କାଚା ବାଦାମ ଗୀତ, ହେଲେ ଗୀତିକାର ଭୁବନଙ୍କୁ ମିଳୁନି ଟଙ୍କା ଟିଏ

ବିଶ୍ୱରେ ରେକର୍ଡ କରୁଛି କାଚା ବାଦାମ ଗୀତ। ସୋସିଆଲ ମିଡିଆରୁ ମୋବାଇଲ ରିଂ ଟ୍ୟୁନ ସବୁଠି ରାଜ କରୁଛି ଏ ଗୀତଟି। ହେଲେ ଏ ଗୀତ ପଛର ଦୁଃଖ ଜାଣିଲେ ଆପଣ ବି ଦୁଃଖ ଅନୁଭବ କରିବେ। କାଚା ବାଦାମ ଗୀତର ମୂଳ ଗୀତିକାର ଭୁବନ ବାଦ୍ୟକର ଆଜିବି...

hijab
ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପିନ୍ଧିବାକୁ ଜିଦ୍ ଧରି ପାରିବେନି ପିଲା ! ହିଜାବ ବ୍ୟାନ୍ ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଶିକ୍ଷାନୁଷ୍ଠାନରେ ହିଜାବକୁ ବ୍ୟାନ କରିବା ସହ ଏକପ୍ରକାର ୟୁନିଫର୍ମ ପିନ୍ଧିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସମାନତା ରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ତରଫରୁ କୁହାଯାଇଥିଲା ।

madhya-pradesh
ମହାମାରୀ ସମୟର ମହାଦେବୀ ! ଏକ ବର୍ଷ ବିନା ଛୁଟିରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇଛନ୍ତି ଏଏନ୍‌ଏମ୍‌

ମାୟାଙ୍କ ପରି ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ଶତ ପ୍ରଣାମ । ବିନା ଛୁଟିରେ ସେ ଏକ ବର୍ଷ ପାଇଁ କାମ କରିଛନ୍ତି ।

school
BIGBREAKING ! ୧୪ରୁ ସ୍କୁଲ ଖୋଲିବ, ହେଲେ ୨୮ରୁ ଆସିବେ ପିଲା

୧୪ରୁ ସ୍କୁଲ ଖୋଲିଲେ ମଧ୍ୟ ୨୮ରୁ ସ୍କୁଲ ଫିଜିକାଲ କ୍ଲାସ୍ ଆରମ୍ଭ ହେବ ।

egg hurl
ପ୍ରଚାରକୁ ଯାଇଥିବା ବେଳେ ରମେଶ ମାଝୀଙ୍କୁ ଅଣ୍ଡାମାଡ଼ !

ସାଂସଦ ଓ ତାଙ୍କ ସହଯୋଗୀଙ୍କୁ ପିଟିବାକୁ ଗୋଡ଼ାଇଲେ ଲୋକେ ।

When Divine Calls Devotee
ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ପୁରୀ ଆସୁଛନ୍ତି ଭକ୍ତ

ଜଗା ପ୍ରେମରେ ଅନ୍ଧ ଭକ୍ତ। ରାଜସ୍ଥାନରୁ ଦଣ୍ଡ ଯାତ୍ରାରେ ବାହାରିଛନ୍ତି ପୁରୀ, କହୁଛନ୍ତି ଜଗତର ମଙ୍ଗଳ ପାଇଁ ମୁଁ ଯାଉଛି ପୁରୀ

Berhampur Marital Discord
"ଆମେ ତ ଟଙ୍କା ନେବାକୁ ଆସିଛୁ, ସେ କୋଉଠୁ ଆଣିବେ ଆମେ ଜାଣିନୁ"

ଆମେ ତ ଜଗି ବସିଛୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଟଙ୍କା ଦେବା କଥା...ସେ କେମିତି ଟଙ୍କା ଦେବେ ତାହା ତାଙ୍କର କଥା, ନିର୍ଦ୍ଦେଶ ଅନୁସାରେ ଟଙ୍କା ପୂର୍ବରୁ ଯୋଗାଡ଼ କରିବାର ଥିଲା

love
ବୁଢୀ ନାହିଁ , ଏ ବୟସରେ ମୁଁ ଏକା କେମିତି ରହିବି?

ଏ ବୟସରେ ମୁଁ ଏକା କେମିତି ରହିବି? କେମିତି ଶୋଇବି? କାହିଁକି ତାକୁ ଆଣିଲନି? ସେ ନ ଆସିଲେ, ଆଜି ରାତିରେ ମୁଁ ମରିଯିବି... ବୟସର ଅପରାହ୍ନରେ ବି ଏ ମଉସାଙ୍କର ଏମିତି ରହିଛି ପ୍ରେମ।

Berhampur Marital Discord
ତପସ୍ୱିନୀଙ୍କୁ ଟଙ୍କା ଦେବାରେ ଅସମର୍ଥ ସୁମିତ୍ ! ନୋ ୱର୍କ ନୋ ପେରେ ଥିବାରୁ ଅସହାୟତା ବଖାଣିଲେ ଡାକ୍ତର

ଆଜି ବ୍ରହ୍ମପୁର ଫ୍ୟାମିଲି କୋର୍ଟରେ ଡ. ସୁମିତ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କ କାଉନସେଲିଂ ତାରିଖ ଥିଲା । ଦୀର୍ଘ ମାସ ପରେ ମିଡିଆ ସାମ୍ନାକୁ ଆସିଛନ୍ତି ସୁମିତ୍ ।

last rite
ଚିରାଚରିତ ପ୍ରଥା ଭାଙ୍ଗି ଉଦାହରଣ ସାଜିଲେ ! ମା’କୁ ମୁଖାଗ୍ନି ଦେଲେ ଛଅ ଝିଅ

ମା’ବାପା ଚାହାନ୍ତି ମଲା ପରେ ପୁଅ ମୁଖାଗ୍ନି ଦେବ । ଯାହା ଦ୍ୱାରା ତାଙ୍କ ଆତ୍ମା ଶାନ୍ତି ପାଇବ । ହେଲେ ପୁଅ ନିଜ କର୍ତ୍ତବ୍ୟକୁ ଭୁଲିଗଲା, କିନ୍ତୁ ଝିଅମାନେ ନିଜ ନିଜ କର୍ତ୍ତବ୍ୟ କରିଛନ୍ତି ।

Jagruti Shukla
ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଲେ ବାନ୍ଧବୀ ! ନାଁ ନନେଇ ବର୍ଷାଙ୍କୁ ଟାର୍ଗେଟ କଲେ ଜାଗ୍ରତି ଶୁକ୍ଳା

ବର୍ଷାଙ୍କୁ ଇଙ୍ଗିତ କରି ଜାଗ୍ରତି ଫେସବୁକରେ ଏକ ଲେଖା ପୋଷ୍ଟ କରିଛନ୍ତି । ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନନେଇ ଏମିତି କିଛି ଲେଖିଛନ୍ତି ଯାହାକି ପରୋକ୍ଷ ନୁହେଁ ବରଂ ପ୍ରତ୍ୟେକ୍ଷ ଭାବରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି ।

goat thief
ଚୋର ନେଇଗଲେ ବାହାଘର ଖାସି

ପୁଅ ବାହାଘରରେ ଭୋଜି ଦେବେ ବୋଲି, ପରିବାର ଲୋକେ ଆଗତୁରା ୧୧ଟି ଖାସି କିଣି ରଖିଥିଲେ। ହେଲେ ବାହାଘର ଦିନ ଚୋର ଆସି ୧୦ଟି ଖାସିକୁ ଚୋରେଇ ନେଲେ। ଏବେ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣା ଘଟିଛି ବଲାଙ୍ଗିରରେ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।