• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

campaigning
ସରିଲା ପ୍ରଚାର ପର୍ବ ! ଆସନ୍ତାକାଲି ଉତ୍ତରାଖଣ୍ଡର ୭୦ ଓ ଗୋଆର ୪୦ଟି ଆସନରେ ଭୋଟ୍

ଆସନ୍ତାକାଲି ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ । ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଉତ୍ତରାଖଣ୍ଡରେ କ୍ଷମତାସୀନ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେଉଛି ।

accident
ଭୋଜି ଖାଇ ଫେରୁଥିବା ବେଳେ ଛକି ବସିଥିଲା ମୃତ୍ୟୁ ! ଦୁର୍ଘଟଣାରେ ୪ ମୃତ; ୫ ଗୁରୁତର

ଭୋଜି ଖାଇ ଫେରିବା ବେଳେ ବିଳମ୍ବିତ ରାତିରେ ଟ୍ରକ୍ ପଛରେ ଏକ କାର୍ ଧକ୍କା ଦେବାରୁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।

Special Story
ଭାରତ ଉପରେ ଆକ୍ରମଣ କରିବ ଚାଇନା ? ସତର୍କ କରାଇଲା ଆମେରିକା

ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍‌ ହାଉସ ଦେଲା ସୂଚନା।

ABG Shipyard Bank Fraud
ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ : ୨୨ ହଜାର ୮୪୨ କୋଟି ଟଙ୍କାର ଠକେଇ

ପଦାକୁ ଆସିଲା ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ । ୨୨ ହଜାର ୮୪୨ କୋଟି ଠକେଇ ଅଭିଯୋଗ, ସୁରତର ଜାହାଜ ନିର୍ମାଣକାରୀ କମ୍ପାନୀ ABG ସିପ୍ୟାର୍ଡ ଲିମିଟେଡ୍ ନାଁରେ ମାମଲା ଦାଏର କଲା ସିବିଆଇ ।

adm
ବ୍ୟାଙ୍କ ଜମାଠୁ ନେଇ ସୁନା ଗହଣା, କୁବେର ଏଡିଏମ କେମିତି ଅର୍ଜିଲେ ଅମାପ ସମ୍ପତ୍ତି ?

ଚାକିରିକୁ ବାକି ଥିଲା ଆଉ ମାତ୍ର ୧୬ ଦିନ । ୧୬ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ କରିତର୍କମା ଦୁର୍ନୀତିଖୋର ସରକାରୀ ବାବୁ । ଆଉ ସବୁ ଦୁର୍ନୀତି ପରଦା ପଛରେ ରହିଯାଇଥାନ୍ତା । ହେଲେ ଖେଳ ଖତମ ହେବା ଆଗରୁ ବାବୁଙ୍କ ଦୁର୍ନୀତିକୁ ପରଦା ସାମ୍ନାକୁ...

Hijab Row
କୋଲକାତା, ହାଇଦ୍ରାବାଦ, ଆଲିଗଡ଼ ଚାରିଆଡ଼େ ହିଜାବ ଝଡ଼ ! ରାଜନୈତିକ ବୟାନବାଜି ବି ଜୋର୍

ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ହିଜାବ ବିବାଦ ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ନିଜ ମତ ରଖିଛନ୍ତି । ଅଭିନେତ୍ରୀ କଙ୍ଗନା ରାନାଓ୍ୱତ୍ ଲେଖିଛନ୍ତି, ଯଦି ସାହସ ଦେଖାଇବାର ଅଛି, ତେବେ ଆଫଗାନିସ୍ତାନରେ ବୁର୍ଖା ନପିନ୍ଧି ଦେଖାଅ । ଏହାର ଉତ୍ତରରେ ଶବାନା ଆଜମୀ ଲେଖିଛନ୍ତି, ଆଫଗାନିସ୍ତାନ ଏକ ଧର୍ମଶାସିତ...

Coronavirus
ଆସିବ କି କରୋନାର ଚତୁର୍ଥ ଲହର ? ଓମିକ୍ରନ୍ ପରବର୍ତ୍ତୀ ଭ୍ୟାରିଆଣ୍ଟକୁ ନେଇ ସତର୍କ ସୂଚନା WHO

କରୋନାର ଯେଉଁ ନୂଆ ଭ୍ୟାରିଆଣ୍ଟ୍ ଆସିବ, ତାହା ବର୍ତ୍ତମାନର ଭ୍ୟାରିଆଣ୍ଟକୁ ଅକ୍ତିଆର୍ କରି ଆଗକୁ ବଢ଼ିବ । ତେଣୁ ତାହା ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି । ତେବେ ଏହା ଅଧିକ ମାରାତ୍ମକ ହେବ କି ନାହିଁ, ତାହା ଏବେ ବି ପ୍ରଶ୍ନବାଚୀ । ଭବିଷ୍ୟତରେ ଆସିବାକୁ...

military drills
ଋଷିଆ ଓ ବେଲାରୁଷର ମିଳିତ ସମରାଭ୍ୟାସ : ୟୁକ୍ରେନ ବିବାଦକୁ ନେଇ ଯୁଦ୍ଧ ଆସନ୍ନ

ୟୁକ୍ରେନ ବିବାଦକୁ ନେଇ ଯୁଦ୍ଧ ଆସନ୍ନ ଥିବା ବେଳେ ଋଷିଆ ଓ ବେଲାଋଷର ମିଳିତ ସମରାଭ୍ୟାସ ୟୁକ୍ରେନ ସୀମାକୁ ଲାଗିଥିବା ବେଲାରୁଷରେ ଏହି ୧୦ ଦିନିଆ ସମରାଭ୍ୟାସ ଆରମ୍ଭ ହୋଇଛି । ଏଠାରେ ମୁତୟନ ଅସ୍ତ୍ରଶସ୍ତ୍ରରୁ ଋଷିଆ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି ସାରିଥିବା ପ୍ରତିରକ୍ଷା...

congress
କଂଗ୍ରେସକୁ ଶକ୍ତ ଝଟକା ! ବିଜେପିରେ ସାମିଲ ହେଲେ ପ୍ରିୟଙ୍କାଙ୍କ ଆଉ ଜଣେ ପୋଷ୍ଟର ଗର୍ଲ

ପଲ୍ଲବୀ ସିଂ କଂଗ୍ରେସର ତିନି ନମ୍ବର ପୋଷ୍ଟର ଗର୍ଲ, ଯିଏ ବିଜେପିରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ପ୍ରିୟଙ୍କା ମୌର୍ଯ୍ୟ ଏବଂ ବନ୍ଦନା ସିଂ ବିଜେପିରେ ଯୋଗ ଦେଇଛନ୍ତି

90% cops corrupt
୯୦ ପ୍ରତିଶତ ପୋଲିସ୍ ଅଧିକାରୀ ଦୁର୍ନୀତିଗ୍ରସ୍ତ : ମାଡ୍ରାସ ହାଇକୋର୍ଟଙ୍କ ତୀକ୍ଷ୍ଣ ଟିପ୍ପଣୀ

ପୋଲିସ ବିଭାଗର ଅନେକ ଅଧିକାରୀ କିପରି ଅନୁସନ୍ଧାନ କରାଯାଏ, ତାହା ଜାଣନ୍ତି ନାହିଁ ବୋଲି କହିଛନ୍ତି ଜଷ୍ଟିସ୍ ପି ବେଲମରଗନଙ୍କ ଏକ ଖଣ୍ଡପୀଠ । କେବଳ ୧୦ ପ୍ରତିଶତ ଅଧିକାରୀ ସଚ୍ଚୋଟ ।

Odisha Panchayat Polls
ପେଟ ପାଇଁ କଲି ଜୋତା ପଲିସ୍, ନ୍ୟାୟ ପାଇଁ କରିବି ପଲିଟିକ୍ସ

ବହୁବାର ପ୍ରତାରଣାର ଶିକାର ହୋଇଛନ୍ତି, ଖାସ୍ ସେଇ ରାଗରେ ନିର୍ବାଚନ ଲଢ଼ୁଛନ୍ତି କାର୍ତ୍ତିକ ରାଓ।

Horrible parents
ମା’ବାପା ନା ରାକ୍ଷକ ! ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବାକ୍ସରେ ବନ୍ଦ କରି ପୋଷ୍ୟ ସନ୍ତାନକୁ ନିର୍ଧୁମ ମାଡ଼ ମାରୁଥିଲେ

କ୍ରୁରତାର ସବୁ ସୀମା ପାର କଲେ ମା’ବାପା । ପୋଷ୍ୟ ସନ୍ତାନ ବୋଲି ପଶୁଜନ୍ତୁ ପରି ବ୍ୟବହାର କରୁଥିଲେ ।

panchayat poll
ଲଗାତର ୫ମ ଥର ପାଇଁ ଖୋର୍ଦ୍ଧାରେ ପରିଷଦ ଗଢ଼ିବ ବିଜେଡି ? ନା ଏଥର ବାଜି ପଲଟେଇବ ବିଜେପି ?

ଗଲା ଦୁଇ ଦଶନ୍ଧି ଧରି ଖୋର୍ଦ୍ଧା ଜିଲ୍ଲା ପରିଷଦରେ ଶାସକ ବିଜେଡିର ହୋଲ୍ଡ । ଗତ ପଞ୍ଚାୟତ ନିର୍ବାଚନରେ ବି ୩୦ ଜିଲ୍ଲା ପରିଷଦ ଜୋନରୁ ୨୦ଟି ଜିତି ପରିଷଦ ଅକ୍ତିଆର କରିଥିଲା ବିଜେଡି ହେଲେ ଏଥର ଟାର୍ଗେଟ୍ କ୍ଲିନ୍ ସ୍ୱିପ୍ ।

Goa Police
ପ୍ରଶାନ୍ତ କିଶୋରଙ୍କ ସଂଗଠନ I-PAC ଠିକଣା ଉପରେ ଚଢ଼ଉ ! ଗଞ୍ଜେଇ ଜବତ, ଜଣେ ସଦସ୍ୟ ଗିରଫ

ଗୋଆରେ ବିଧାନସଭା ନିର୍ବାଚନ ପାଇଁ ୧୪ ଫେବୃଆରୀରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ । ଗତ ଅଢ଼େଇ ବର୍ଷ ଧରି ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଗୋଆରେ ପାର୍ଟି କାର୍ଯ୍ୟ ପରିଚାଳନା କରୁଛନ୍ତି

tihidi
୭ ଥର ପ୍ରତିଦ୍ୱନ୍ଦିତା କରି ଫେଲ୍‌ ମାରିଛନ୍ତି, ଏବେ ପୁଣି ନିର୍ବାଚନୀ ରଣାଙ୍ଗନରେ ଅଶ୍ୱିନୀ

ତିହିଡି ବ୍ଳକ ଗୁଆମାଳ ପଞ୍ଚାୟତ ୧୮ ନଂ ୱାର୍ଡର ଅମୃତପୁର ବାସିନ୍ଦା ଅଶ୍ୱିନୀ ସେଠୀ। । ନିର୍ବାଚନ ଲଢିବା ତାଙ୍କ ପାଇଁ ଏକ ପ୍ରକାର ନିଶା । ୬୦ ବର୍ଷର ସେ ୩୫ ବର୍ଷ ହେଲା ନିର୍ବାଚନ ମଇଦାନରେ ପାଦ ଦେଉଛନ୍ତି, କିନ୍ତୁ ସବୁଥର ହାରୁଛନ୍ତି । ୩୫...

jharigaon
ଅଣ୍ଡା ମାଡ଼ରୁ ଗିରଫ ! ଥାନା ଘେରିଲେ ଲୋକେ

ଝରିଗାଁ ଥାନାକୁ ଧସେଇ ପଶିଛନ୍ତି ଶହ ଶହ ଲୋକେ । ଇଚ୍ଛାପୁର ପଞ୍ଚାୟତର ୬ଟି ଗାଁର ଲୋକେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ISRO to launch Chandrayaan-3 in August 2022
ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ପୁଣି ପ୍ରୟାସ କରିବ ଇସ୍ରୋ : ଇତିହାସ ସୃଷ୍ଟି ପାଇଁ ଏକଜୁଟ୍ ବୈଜ୍ଞାନିକ

୨୦୨୨ରେ ଇସ୍ରୋର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲର । ପ୍ରଥମ ଉତକ୍ଷେପଣ କ୍ଷୁଦ୍ର ସାଟେଲାଇଟଗୁଡିକୁ ଲଞ୍ଚ କରିବା ଲାଗି ଏହି ରକଟର ସହାୟତା ନିଆଯିବ

Kiren Rijiju
ବିଧାନ ପରିଷଦ ଗଠନ ନେଇ ପୁଣି ଚର୍ଚ୍ଚା,ରାଜ୍ୟରୁ ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ

ବିଧାନ ପରିଷଦ ଗଠନ ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସିନଥିବା କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ ରିଜିଜୁ କହିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

complaint-filed
ଭାରତ ବିରୋଧୀ ଆଭିମୁଖ୍ୟକୁ ନେଇ ହରଡ଼ଘଣାରେ ହୁଣ୍ଡାଇ, କିଆ, ଆଇସୁଜୁ ପରି କମ୍ପାନୀ ! ପାନେ ଚଖେଇବା ଲାଗି ସୋସିଆଲ ମିଡିଆରେ କ୍ୟାମ୍ପେନିଂ

ସେହିପରି ଭାରତୀୟଙ୍କ ଭାବନାକୁ ଆଘାତ ପହଞ୍ଚିଥିବାରୁ ଏସବୁ କଂପାନୀ ନିସର୍ତ୍ତ କ୍ଷମା ମାଗିଛନ୍ତି । ତେବେ ଏହାସତ୍ତ୍ୱେ ବି ଥମିନି କ୍ରୋଧ । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଏସବୁ କଂପାନୀଙ୍କୁ ପାନେ ଚଖାଇବାକୁ ଆରମ୍ଭ ହୋଇଛି ଅଭିଯାନ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।