• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

vote boycut
ରାସ୍ତା ଓ ପାଣି ସମସ୍ୟା ପାଇଁ ଭୋଟ୍ ବର୍ଜନ : ପୋଲିଂ ଅଧିକାରୀଙ୍କୁ ଗାଁକୁ ଛାଡୁନାହାନ୍ତି ଗ୍ରାମବାସୀ

ଆଜି ସକାଳୁ ପୋଲିଂ ଅଧିକାରୀମାନେ ଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ପଶି ପାରିନଥିଲେ । ପୂର୍ବରୁ ପ୍ରଚାର ପାଇଁ ଆସୁଥିବା ନେତାଙ୍କୁ ମଧ୍ୟ ବିରୋଧ କରିଥିଲେ ଗ୍ରାମବାସୀ

Odisha Panchayat Polls
ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାର ଖବର : କେଉଁଠି ଗୁଳିମାଡ଼, କେଉଁଠି ଗଣ୍ଡଗୋଳ ଆଉ ଭଙ୍ଗାରୁଜା

ସମ୍ବଲପୁରର ଠେଲକୁଲି ଘିଚାମୁରା ପଞ୍ଚାୟତ ଦେଉରା ଗାଁ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼ । ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁସ୍ଥିତ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଲଳିତଙ୍କ ଘର କବାଟରେ ୨ ଟି...

Snow sculpture of Taj Mahal
ଆଗ୍ରାରେ ନୁହେଁ, ଭାରତର ଭୂସ୍ୱର୍ଗ କାଶ୍ମୀରରେ ତାଜ୍ : ଗୁଲମାର୍ଗରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବରଫ ତାଜମହଲ

ଆଗ୍ରା ତାଜମହଲ କଥା କିଏ ବା ନଜାଣେ । ଖାଲି ଦେଶ ନୁହେଁ, ସାରା ବିଶ୍ୱରେ ରହିଛି ଏହାର ସ୍ୱତନ୍ତ୍ର ଖ୍ୟାତି । ହେଲେ ‌ଆଜି ଆମେ ପ୍ରେମର ନିଆରା ନିଦର୍ଶନ ବୋଲି କୁହାଯାଉଥିବା ଆଗ୍ରା ତାଜମହଲ କଥା କହୁନୁ । ଆମେ କହୁଛୁ ବରଫ ତାଜ୍ କଥା...

elephant
ମିଳିବ କି ଗଜରାଜଙ୍କୁ ନ୍ୟାୟ ? ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦବେଗ

ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦବେଗ । ସହିଦନଗର ସ୍ଥିତ ପ୍ରକୃତିଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରାଣୀପ୍ରେମୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ । ଜଙ୍ଗଲରେ ଶିକାରୀ ରାଜ୍ ଏବଂ ନରସିଂହପୁର ଜଙ୍ଗଲରେ ହାତୀ କଙ୍କାଳ ମିଳିବା ଆଦି ଘଟଣାର ଧିମା ତଦନ୍ତ ନେଇ...

Russia-Ukraine Conflict
ଚରମସୀମାରେ ୟୁକ୍ରେନ ଟେନସନ୍ ! ରୁଷ୍ ଆଜି ହମଲା କରିବ ନା ସୈନ୍ୟ ଅପସାରଣ କରିବ?

ବିଶ୍ୱର ଅନେକ ରାଷ୍ଟ୍ର ୟୁକ୍ରେନରେ ଥିବା ସେମାନଙ୍କର ଦୂତାବାସରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛନ୍ତି । ସେମାନଙ୍କ ଦେଶର ନାଗରିକଙ୍କୁ ମଧ୍ୟ ୟୁକ୍ରେନ ଛାଡି ସ୍ୱଦେଶ ଫେରି ଆସିବାକୁ କହିଛନ୍ତି । ଆମେରିକା, ଜର୍ମାନୀ, ଇଟାଲୀ, ବ୍ରିଟେନ, ଆୟର୍ଲାଣ୍ଡ, ବେଲଜିୟମ ଓ ଅଷ୍ଟ୍ରେଲିଆ ସହିତ ଭାରତ ମଧ୍ୟ ଏହି...

Voting Begins Amid Tight Security
ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ! ୨୨ ହଜାରରୁ ଅଧିକ ବୁଥରୁ ୩ ହଜାର ୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ

ପଂଚାୟତ ନିର୍ବାଚନରେ ମୋଟ୍ ୨୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ମାଓ ଇଲାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ଉତ୍ତେଜନାପୂର୍ଣ୍ଣ ବୁଥ୍ ଗୁଡ଼ିକରେ ପୋଲିସ୍ ଯାଞ୍ଚ କରିଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

tmc
ବଢ଼ୁଛି ଟିଏମସି ଫାଟ? ତୃଣମୂଳ କଂଗ୍ରେସରେ ଅନ୍ତର୍କନ୍ଦଳ ବଢ଼ୁଥିବା ଚର୍ଚ୍ଚା

ଟିଏମସି ନେତା ଯାହା କହିଲେ ବି ଦଳରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ସୂଚନା ମିଳୁଛି । ପୁତୁରା ଅଭିଷେକଙ୍କ ଉଚ୍ଚାକାଂକ୍ଷା ଦିଦିଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ଖାସ୍ କରି ପ୍ରଶାନ୍ତ କିଶୋରଙ୍କ ଆଇ-ପ୍ୟାଙ୍କ ୟଙ୍ଗ ବ୍ରିଗେଡଙ୍କୁ ଅଧିକ ଗୁରୁତ୍ୱ ଦେଉଥିବାରୁ କିଛି ବରିଷ୍ଠ ନେତା...

voting
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ! ସକାଳ ୭ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ମତଦାନ

ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଭୋଟର୍ ତାଲିକାରେ ତାଙ୍କ ନାଁ ରହିଛି ନା ନାହିଁ ଫାଷ୍ଟ ପୋଲିଂ ଅଫିସରଙ୍କ ନିକଟରେ ଯାଞ୍ଚ କରିବେ । ପରିଚୟ ଯାଞ୍ଚ ପାଇଁ ଭୋଟର୍ ଆଇଡି, ଆଧାର, ପାନ୍ କାର୍ଡ ସମେତ ୧୩ଟି ପରିଚୟ ପତ୍ରକୁ ଗ୍ରହଣ କରାଯିବ ।

Bhopal
ମୁଲସମାନ ଯୁବକଙ୍କ ମାନବିକତା : ହିନ୍ଦୁ ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍ ଆଗକୁ ଡେଇଁପଡ଼ିଲେ ମେହବୁବ୍

ସ୍ନେହାଙ୍କ ପାଇଁ ଦେବଦୂତ ସାଜି ଆସିଲେ ମେହବୁବ୍ । ଟ୍ରେନ୍ ସାମ୍ନାକୁ ଡେଇଁପଡ଼ି ଜୀବନ ବଞ୍ଚାଇଲେ ।

model
ପ୍ରଫେସନାଲ ମଡେଲ୍‌ ପରି ୬୦ ବର୍ଷୀୟ ଦିନ ମଜୁରିଆଙ୍କ ଲୁକ୍ ! ଫଟୋଗ୍ରାଫର ବଦଳାଇ ଦେଲେ ମମିକ୍କାଙ୍କ ଭାଗ୍ୟ

ରାତାରାତି ଆଜି ସେ ଷ୍ଟାର ପାଲଟି ଯାଇଛନ୍ତି ଦିନ ମଜୁରିଆ ମମିକ୍କା । ଜଣେ ଫଟୋଗ୍ରାଫର ତାଙ୍କର ସୁପର ଗ୍ଲାମରସ୍ ମେକଅଭର କରିଛନ୍ତି ।

Unsold Players
IPL Mega Auction : କୌଣସି ଟିମ୍‌ କିଣିନଥିବା ଖେଳାଳିଙ୍କ ତାଲିକା

ସୁରେଶ ରୈନାଙ୍କ ଆଇପିଏଲ କ୍ୟାରିୟରେ ୨୦୫ ମ୍ୟାଚ ଖେଳି ୫ ହଜାର ୫୨୮ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ରନ ସଂଗ୍ରହ ଆଭରେଜ୍ ରହିଛି ୩୨. ୫୧ ପ୍ରତିଶତ ।

ipl
କାହା ଟିମରେ କିଏ? ଆଇପିଏଲ୍ ମେଗା ନିଲାମୀରେ ବର୍ଷିଲା ଟଙ୍କା,କୋଟି କୋଟି ଟଙ୍କାରେ ବିକ୍ରି ହେଲେ ଖେଳାଳି

ଦୁଇ ଦିନର ଆଇପିଏଲ୍ ନିଲାମୀରେ ମୋଟ ୨୦୪ ଖେଳାଳିଙ୍କୁ ୫୫୧ କୋଟି ୭୦ ଲକ୍ଷ ଟଙ୍କାରେ କିଣିଛନ୍ତି ଆଇପିଏଲର ୧୦ଟି ଟିମ୍ । ନିଲାମୀରେ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଓ୍ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଇଶାନ କିଶନ । ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଶନଙ୍କୁ ୧୫...

rahul gandhi
ରାହୁଲ ଗାନ୍ଧି ବନାମ ବିଜେପି ନେତା : ଜୋର ଧରିଛି ଆରୋପ-ପ୍ରତ୍ୟାରୋପ ରାଜନୀତି

ସର୍ଜିକାଲ ଷ୍ଟ୍ରାଇକ ସଂପର୍କରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବାପ-ପୁଅ ମନ୍ତବ୍ୟ ସୃଷ୍ଟି କରିଛି ଝଡ଼ ।ଏଣେ ଦେଶର ଏକତା ସଂପର୍କରେ କହିବା ବେଳେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ନା ନନେଇ ଥିବାରୁ ରାହୁଲଙ୍କ ଉପରେ ବର୍ଷିଛନ୍ତି ମଣିପୁର ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ...

joronda mela
ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ! ସାଧାରଣ ଲୋକଙ୍କୁ ବାରଣ

ସାଧାରଣ ଲୋକଙ୍କ ଦର୍ଶନକୁ ବାରଣ କରାଯାଇ କୋଭିଡ ଗାଇଡଲାଇନ ମଧ୍ୟରେ ଏଥର ମଧ୍ୟ ମାଘ ମେଳା ଅନୁଷ୍ଠିତ ହେଉଛି । କେବଳ ମହିମା ସାଧୁ,ସନ୍ଥଙ୍କ ଦ୍ଵାରା ପାଳନ କରାଯାଉଛି ମାଘ ମେଳା

Russia could attack Ukrain
ଆସନ୍ତାକାଲି ଆକ୍ରମଣ କରିବ ଋଷ ! ୟୁକ୍ରେନ ରାଷ୍ଟ୍ରପତିଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା

ସମସ୍ତ ଶକ୍ତିର ମୁକାବିଲା କରିବୁ ବୋଲି ଭୋଲୋଡୋମିର ଜେଲେନସ୍କି କହିଛନ୍ତି । ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ପାଇଁ ୟୁକ୍ରେନ୍ ଚେଷ୍ଟା କରୁଛି ।

Ilker Ayci
ଇଲକେର ଆଇସି ଏୟାର ଇଣ୍ଡିଆର ନୂଆ ସିଇଓ ଏବଂ ଏମଡି ଭାବେ ନିଯୁକ୍ତ

ଇଲକେର ଆଇସି ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏୟାର ଇଣ୍ଡିଆର ବୋର୍ଡ଼ ବୈଠକରେ ଇଲକେରଙ୍କ ନିଯୁକ୍ତିକୁ ସର୍ମସମ୍ମତି କ୍ରମେ ମଞ୍ଜୁରୀ ମିଳିଛି ।

Could conflict escalate to war
୧.୩୦ ଲକ୍ଷ ସୈନିକ, ଯୁଦ୍ଧ ବିମାନ, ମିସାଇଲ୍‌ ଟ୍ୟାଙ୍କ୍‌ : ଚକ୍ରବ୍ୟୁହ ଭିତରେ ୟୁକ୍ରେନ୍, ଆକ୍ରମଣ କରିବ ଋଷ ?

ଷ ନିଜ ଜିଦରେ ଅଟଳ । ରବିବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ (Joe Biden) ‌ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ସହ ଆଲୋଚନା କରିଛନ୍ତି । ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Volodymyr Zelenskyy)ଙ୍କ ସହ ମଧ୍ୟ ଏସମ୍ପର୍କରେ ଆଲୋଚନା...

up election
ୟୁପି ଜିତିବା ପାଇଁ ବିଜେପି ବଦଳାଇଲା ରଣନୀତି ! ବଡ଼ ରାଲି ପରିବର୍ତ୍ତେ ଛୋଟ ସଭା ଉପରେ ଫୋକସ୍‌

ଅନେକ ଆସନରେ ସମାଜବାଦୀ ପାର୍ଟି ସହିତ ପ୍ରତିଯୋଗିତାରକୁ ଦୃଷ୍ଟିରେ ରଖି ବିଜେପି କ୍ୟାମ୍ପେନ୍‌କୁ ଜୋରଦାର କରୁଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନର ସମୀକ୍ଷା କରୁଥିବାବେଳେ ବାକି ପାଞ୍ଚଟି ପର୍ଯ୍ୟାୟ ପାଇଁ ଅଧିକରୁ ଅଧିକ ବୈଠକ କରିବାକୁ ବିଜେପି ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି ।

c60
ମାଓବାଦୀଙ୍କ ପାଇଁ କାଳ C-60 ଫୋର୍ସ, ନାଁ ଶୁଣିଲେ ଲାଲଗଡ଼ରେ ହୁଏ କମ୍ପନ

ପୁଣି ଓଡ଼ିଶାରେ ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ। କେତେବେଳେ ସାମ୍ୱାଦିକଙ୍କ ଜୀବନ ଯାଉଛି ତ ଆଉ କେତେ ବେଳେ ଯବାନଙ୍କ ମୁଣ୍ଡ ଗଡୁଛି। ଏତେ ସବୁ ପରେବି କେହିବି ଲାଲ ବାହିନୀର ସାମ୍ନା କରିବାକୁ ସାହାସ ଜୁଟାଇ ପାରୁ ନାହାଁନ୍ତି। ହେଲେ ଏହି ଫୋର୍ସ କଥାର ନାଁ ଶୁଣିଲେ...

bjd
ବାଜିରେ ଲାଗିଛି କି କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ କ୍ୟାରିୟର ? ଅନୁଭବଙ୍କୁ ଛାଡ଼ି ବର୍ଷାଙ୍କ ଉପରେ ବିଜେଡିର ଭରସା

ବର୍ଷାଙ୍କୁ ବିଜେଡିରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କୁ ଉପକୂଳ ଜିଲ୍ଲାରେ କୌଣସି ଏକ ଆସନରୁ ବିଜେଡି ବିଧାନସଭା ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ଏପଟେ ସ୍ୱାମୀ ଅନୁଭବ ଦଳରେ ଏକ ପ୍ରକାର କୋଣଠେସା ହୋଇ ଯାଇଛନ୍ତି କହିଲେ ଚଳେ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।