ସ୍ୱାଧୀନ ପ୍ରାର୍ଥୀ ମଣିମେଗାଲାଇ ଦୁରଇପାଣ୍ଡି ଅମ୍ବୁରର ୩୬ତମ ୱାର୍ଡରୁ କାଉନସିଲର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜୋରସୋରରେ ପ୍ରଚାର କରିବା ସହ ନିର୍ବାଚନ ଜିତିବା ପାଇଁ ଘର ବନ୍ଧକ ରଖିଥିବା ହାଲ୍ଲା କରିଥିଲେଆ
ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାରେ ଏକ ବଡ ବିସ୍ଫୋରଣର ଖବର ଆସିଛି । ଉନ୍ନା ଜିଲ୍ଲାର ତାହଲିୱାଲ ସ୍ଥିତ କାରଖାନାରେ ଏହି ବିସ୍ଫୋରଣରେ ଘଟିଛି ।
ନୀଳଗିରି ଥାନା ଔପଦା ବ୍ଲକ ଗୁଡିଖୋଳା କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତ ରାତିରେ ଗାଁରେଦୁଇ ତିନି ଜଣ ଅଚେତ ହୋଇ ପଡ଼ି ଯାଇଥିଲେ
ଆମେରିକା ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆମେରିକା କହିଛି, ଶାନ୍ତି ବାହିନୀ ନାଁରେ ରୁଷ ୟୁକ୍ରେନରେ ଯେଉଁ ସେନା ମୁତୟନ କରିଛି, ତାହା ଯୁକ୍ତିଯୁକ୍ତ ନୁହେଁ ।
ବାହାଘରରୁ ଫେରୁଥିବା ବେଳେ ଖାଇକୁ ଖସି ପଡ଼ିଲା ବସ୍, ୧୪ ଜଣଙ୍କ ଜୀବନ ଗଲା ।
ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମ ୨୧ ଦିନିଆ furloughରେ ଅଛନ୍ତି । ନିର୍ବାଚନ ପୂର୍ବରୁ ମିଳିଥିବା furlough ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇ ହରିୟାଣା ସରକାରଙ୍କୁ ଘେରି ରହିଥିଲେ ।
ପ୍ରିୟ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ଭାବୁକପୂର୍ଣ୍ଣ ବିଦାୟ ଦେଲେ ଛାତ୍ରଛାତ୍ରୀ । ଗୁରୁଶିଷ୍ୟ ପରମ୍ପରାର ମଧୁର ଚିତ୍ର ଯିଏ ଦେଖୁଛି, ତା ଆଖିକୁ ଲୁହ ଆସିଯାଉଛି ।
ତିନି ଆଡ଼ୁ ଋଷ ୟୁକ୍ରେନ୍କୁ ଘେରିରହିଥିବା ବେଳେ ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଭୋଲୋଡିମିର ଜେଲେନସ୍କି ଦେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି, ୟୁକ୍ରେନ କାହାକୁ ଭୟ କରେ ନାହିଁ
ଯୁଦ୍ଧ ଆଶଙ୍କା ଭିତରେ ଜାତିସଂଘକୁ ଏଭଳି ସତର୍କ କରାଇଦେଇଛି ଆମେରିକା । ଜାତିସଂଘ ମାନବାଧିକାର ହାଇକମିଶନର୍ ମାଇକେଲ୍ ବେଚଲେଟଙ୍କୁ ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ଚିଠି କରାଯାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ନେଇ ଆମେରିକା ପାଖରେ ବିଶ୍ୱାସଯୋଗ୍ୟ ତଥ୍ୟ ଓ...
ବିବାହ ଫେବୃଆରୀ ୨୪ରେ ହେବାକୁ ଥିବାବେଳେ ଫେବୃଆରୀ ୩ରୁ ଛୁଟିରେ ଥିଲେ ବିଜୟ । ଫେବୃଆରୀ ୧୭ରେ ସେ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ ।
ଡୋରଣ୍ଡା ଟ୍ରେଜେରୀ ସହ ଜଡିତ ଚାରା ଘୋଟାଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ପାଞ୍ଚ ବର୍ଷ ଦଣ୍ଡାଦେଶ ଦିଆଯାଇଛି । ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଶଶି ଏହି ରାୟ ଶୁଣାଇଛଡ଼୍ତି । ତାଙ୍କ ଉପରେ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦିଆଯାଇଛି।
ଗାଇସୀମା ପଞ୍ଚାୟତରେ ଅରୁଣ କୁମ୍ଭାର ନାମକ ଜଣେ ଯୁବକ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କୁ ଗାଇସିମା ଗ୍ରାମବାସୀମାନେ ଛିଡ଼ା କରାଇଥିବା ଜଣାପଡିଛି ।
ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା...
ଆମ୍ ଆଦମୀ ପାର୍ଟିର ମୁଖିଆ ତଥା ଅରବିନ୍ଦ କେଜ୍ରିୱାଲ ଆଜି ଠାରୁ ଆସନ୍ତା ଚାରି ଦିନ ପାଇଁ ୟୁପିରେ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏବଂ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିବେ ।
ସୁପ୍ରିତି ଆଚାର୍ଜୀ ନାମକ ଜଣେ ମହିଳା ଅଦ୍ଭୁତ ଶରୀର ତିଆରି କରିଛନ୍ତି । ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି
କେନ୍ଦୁଝରରେ ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର । ଏପଟେ ୩ଟି ପ୍ରଯ୍ୟାୟ ନିର୍ବାଚନ ସରି ଯାଇଥିବା ବେଳେ ବିଜେପିକୁ ଭୋଟବାକ୍ସ ଅଦଳବଦଳ ଭୟ ଘାରିଛି। ଶାସକ ବିଜେଡି ନିଜ ବିଜୟ ପାଇଁ ପ୍ରଶାସନ ଏବଂ ପୋଲିସକୁ ଧରି କିଛି ବି...
ହିରକ ଦାସ ନାମକ ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆସାମର ବାରପେଟାର ସୁଜୁକି ଡିଲରସିପ୍କୁ ଜଣେ ବ୍ୟକ୍ତି ସ୍କୁଟର କିଣିବା ପାଇଁ ପହଞ୍ଚିଥିଲେ
ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ବୁର୍ଖା-ହିଜାବ ନ ପିନ୍ଧିବାକୁ ଧମକ ଦେଇଥିଲେ । ଫଳରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ଏବେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
ଅପହୃତ ହୋଇଥିବା ବ୍ୟକ୍ତିଙ୍କ ନାମ 'ଲି' । ଲିଙ୍କୁ କିଡନାପ୍ କରିବା ପରେ ତାଙ୍କ ଦେହରୁ ରକ୍ତ ଟାଣି ଅନଲାଇନରେ କିଛି ବ୍ୟକ୍ତିଗତ ଗ୍ରାହକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।
ରବିବାର ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି