ନା ଯେମିତି, ତାଙ୍କ କାମ ବି ସେମିତି। ଦେହ ବ୍ୟବସାୟ କରୁଥିଲେ ସତ ଅନ୍ତରରୁ ସେ ଜଣେ ଉଦାରବାଦୀ ମଣିଷ ଥିଲେ । ଦେହଜୀବୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଥିଲେ । ଦେହ ବ୍ୟବସାୟ ପାଇଁ ଗଳିଗଳିରେ ତାଙ୍କୁ...
ଆଜି ମଧ୍ୟ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦୀୟ ସ୍ଥିତି ଦେଖାଦେଇଛି । କର୍ଣ୍ଣାଟକର ଉଡୁପି ଯେଉଁଠାରେ ପ୍ରଥମେ ଏହି ବିବାଦ ଦେଖାଦେଇଥିଲା
ପଶ୍ଚିମବଙ୍ଗର ଟିଏମସିକୁ ଅନୁସରଣ କରୁଛି କି ବିଜେଡି ? ଦିଦିଙ୍କ ଖେଲା ହବେ ଢାଞ୍ଚାରେ ଓଡିଶାରେ ଖେଳ ହେବ ବୋଲି ବିଜେଡି ଦେଇଛି ଆହ୍ୱାନ ।
ପ୍ରଶ୍ନ ଉଠୁଛି, ସରକାରୀ ପଦରେ ଥାଇ ଅସତ୍ ଉପାୟରେ ସଂପତ୍ତି ଅର୍ଜିଥିବା ଅଧିକାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିବ ଭିଜିଲାନ୍ସ ? କାରଣ ବିଗତ ବର୍ଷଗୁଡ଼ିକରେ ଦୋଷୀ ସାବ୍ୟସ୍ତର ହାର ମାମଲାର ଅଧା ବି ହୋଇନଥିବାରୁ ଏ ବାବୁମାନେ ଯେ ସହଜରେ ଖସିନଯିବେ, ତାହା କିଏ କହିବ?
ଆରମ୍ଭରୁ ଅଶାନ୍ତି କେଉଁଠି ଗୋଷ୍ଠୀ ସଂଘର୍ଷ, କେଉଁଠି ହାତାହାତି, ତ କେଉଁଠି ହିଂସାକାଣ୍ଡ, ଖୁଲମଖୁଲା ବୁଥ ଜବରଦଖଲର ଚିତ୍ର । ଏସବୁ ଘଟୁଥିଲା ପୋଲିସ୍ ଉପସ୍ଥିତିରେ । ଢେଙ୍କାନାଳ ଗଦିଁଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଞ୍ଚାୟତର ଖୋଲାଖୋଲି ଭାବେ ବୁଥ୍ ରିଗିଂ ଓ କ୍ୟାପ୍ଚରିଂ କରିଥିଲେ ଦୁର୍ବୃତ୍ତ...
ଘର ଖଣ୍ଡିଏ ଲାଗି ବିଲ୍ଡରକୁ ଟେକି ଦେଇଛନ୍ତି କି ଜୀବନ ଯାକର ଜମା ପୁଞ୍ଜି ? ଆଉ ବିଲ୍ଡର ବ୍ୟାଙ୍କ ଋଣ ସୁଝି ନପାରିବାରୁ ବ୍ୟାଙ୍କ୍ କବଜାରେ ଫସି ରହିଛି କି ଆପଣଙ୍କ ସ୍ୱପ୍ନର ଘର? ତେବେ ଆପଣଙ୍କ ଲାଗି ଏକ ଖୁସି ଖବର । ରିଅଲ ଇଷ୍ଟେଟ୍...
ଓଲ୍ଡ ସୀମାପୁରୀର ଘର ନମ୍ବର D-49ରୁ ଠାବ ହୋଇଛି ସନ୍ଦିଗ୍ଧ ବ୍ୟାଗ୍ । ବ୍ୟାଗରେ କଣ ଅଛି , ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ
ଉତ୍ତରକୋରିଆର ସେମଜିୟନ ସହରରେ କିମ୍ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲଙ୍କ ୮୦ତମ ଜନ୍ମ ବାର୍ଷିକୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିମ୍ ଜୋଙ୍ଗ ଇଲଙ୍କ ଜୟନ୍ତୀରେ ଏକ ପ୍ରକାର ସ୍ୱତନ୍ତ୍ର ଫୁଲ ଲାଗିଥାଏ । ହେଲେ ମାଳିମାନେ ଅନବରତ କାମ କରିବା ଦ୍ୱାରା ମଧ୍ୟ ସେହି...
Truesoulmates ହାସଟାଗ ତଥା ବିଭିନ୍ନ ପ୍ରକାର ଇମୋଜି ଦେଇ ସୋସିଆଲ ମିଡିଆରେ ରୈନା ନିଜ ଦୁଃଖ ବଖାଣିଛନ୍ତି ।
ପେଟ୍ରୋଲ୍-ଡିଜେଲ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି। ଏଥି ପାଇଁ ଆପଣ ଇ-ଗାଡ଼ି କିଣିବାକୁ ଚାହୁଁଥିଲେ ଆଜି ହିଁ ମାତ୍ର ୧୦ ହଜାର ଦେଇ ବୁକିଂ କରନ୍ତୁ ଏହି ଇ-କାର୍। ଦୁନିଆରେ ଏହାଠାରୁ ଶସ୍ତା ଇ-କାର୍ ଆଉ କେଉଁଠି ମିଳିବ ନାହିଁ...
୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିଲେ ନକଲି ଡାକ୍ତର ଜଣକ । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ପୁଣି ଠକେଇ କରିବାକୁ ମାୟାଜାଲ ବୁଣିସାରିଥିଲେ । କଟକ, ବଡ଼ମ୍ବାରେ ସଂପୃକ୍ତ ନକଲି ଡାକ୍ତରଙ୍କ ୨ଟି କ୍ଲିନିକ ମଧ୍ୟ ରହିଛି...
ଆୟସିଙ୍କ ହାତରେ ଏୟାର ଇଣ୍ଡିଆ । ଏପ୍ରିଲ ୧ରୁ ଦାୟିତ୍ଵ ସମ୍ଭାଳିବେ ଏହି ବ୍ୟକ୍ତି। କିଏ ସେହି ଆୟସି। କେଉଁଠି ସେ କଣ କରୁଥିଲେ। ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ଜାଣନ୍ତୁ ପୂରା ଘଟଣା।
ଆମେରିକାର ପପ୍ ଷ୍ଟାର୍ ଏଲଭିସ୍ ପ୍ରେସ୍ଲିଙ୍କର ସେ ଥିଲେ ଜଣେ ବଡ଼ ପ୍ରଶଂସକ । ଏହାସହ ବାପି ଦା ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିବାରୁ ସେ ସୁନା ପିନ୍ଧୁଥିବା କହିଛନ୍ତି। ଏଲଭିସ୍ ମଧ୍ୟ ବହୁ ସୁନା ଅଳଙ୍କାର ପିନ୍ଧୁଥିବା ଦେଖି ବାପି ଦା’ ମଧ୍ୟ ସୁନା ପିନ୍ଧିବା ଆରମ୍ଭ...
ତିଶଗଡ଼, ଆସାମ, ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ସନ୍ଧାନ ମିଳିଛି । ସେହିପରି ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି ।
ଶ୍ରୀ ଜଗନ୍ନାଥଙ୍କ ଚାରିହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ । ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ...
ପ୍ରଥମ ପର୍ଯ୍ୟାୟରେ ୨ଶହ ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ୧ ହଜାର ୬ ଶହ ୬୯ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଛି ।
ଦୁର୍ବୃତ୍ତ ମାନେ ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ । ସେହିପରି ଆଉ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି
ଆଜି ସକାଳୁ ମତଦାନ ଚାଲିଥିବା ବେଳେ ଏକ ରାଜନୈତିକ ଦଳ ଜୋର୍ ଜବରଦସ୍ତ ମତଦାନ କେନ୍ଦ୍ରରେ ପଶିଯାଇଥିଲା । ଭୋଟିଂ ଚାଲିଥିବା ବେଳେ ଏପରି ବଳପୂର୍ବକୁ ବୁଥ୍ ଭିତରକୁ ପଶିବା ପାଇଁ ଲୋକେ ବିରୋଧ କରିଥିଲେ ।
ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ । ବନ୍ଦ ରହିଲା ମତଦାନ ।
ନିର୍ବାଚନ ପ୍ରଚାର କରୁଥିବା ବେଳେ ଏପରି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।