• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

modi
କର୍ମୀଙ୍କ ପାଦ ଛୁଇଁଲେ ମୋଦି : ଭାଇରାଲ୍ ହେଲା ଭିଡିଓ

ମୋଦି ଏକ ଜନସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।

Russia-Ukraine conflict
ଶୀଘ୍ର ୟୁକ୍ରେନ ଛାଡିବାକୁ ଭାରତୀୟ ଛାତ୍ରଙ୍କୁ ପରାମର୍ଶ, ଜାରି ହେଲା ଆଡଭାଇଜରି

ଶୀଘ୍ର ଛାଡ଼ ୟୁକ୍ରେନ୍ । ବିଶେଷ ବଡ଼ କାମ ନଥିଲେ ତୁରନ୍ତ ଦେଶ ଛାଡ଼ିବା ପାଇଁ ଭାରତୀୟ ନାଗରିକ ଓ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି ।

dangaria
ଡଙ୍ଗରିଆ କନ୍ଧ ଉଠାଇନେଲେ ଭୋଟ୍ ବାକ୍ସ

କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ରାଇଲିମା ଗାଁ ୧୪ ନଂ ବୁଥରୁ ଭୋଟ ବାକ୍ସ ଉଠାଇ ନେଇଯାଇଛନ୍ତି ଡଙ୍ଗରିଆ କନ୍ଧ ।

MARRIAGE
ବେଦୀରେ ପ୍ରେମିକା ମଥାରେ ରକ୍ତର ସିନ୍ଦୁର ଲଗାଇଲା ପ୍ରେମିକ : ଆବାକାବା ହୋଇ ଦେଖୁଥିଲା ବର

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରତାପଗଡ ଜିଲ୍ଲାର ଉଦୟପୁର ଅଞ୍ଚଳର ଏକ ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

high court
ରାତିରେ ପର ପୁରୁଷ ସହ କଥା ହେଉଥିଲା ମହିଳା : ସ୍ୱାମୀଙ୍କ ଅଭିଯୋଗ ପରେ ଛାଡ଼ପତ୍ର ମଞ୍ଜୁର କଲେ ହାଇକୋର୍ଟ

ହାଇକୋର୍ଟଙ୍କ ରାୟ ଅନୁସାରେ ସ୍ତ୍ରୀ ଓ ତୃତୀୟ ବ୍ୟକ୍ତିଙ୍କ ମଧ୍ୟରେ ଫୋନ୍‌ କଲ୍ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ । ଏଥି ସହିତ ଉଭୟଙ୍କ ମଧ୍ୟରେ ଚାଲିଥିବା ବ ବୈବାହିକ ମତଭେଦକୁ ଦୃଷ୍ଟିରେ ରଖି ପତ୍ନୀ ତାଙ୍କ ଆଚରଣରେ ଅଧିକ ଯତ୍ନବାନ ହେବା ଉଚିତ

Election
ପୋଲିସ୍‌କୁ ଛାଡ଼ିଲେନି ! ମତଦାନ କେନ୍ଦ୍ର ବାହାରେ ଟେକାପଥର ମାଡ଼ କଲେ ଦୁର୍ବୃତ୍ତ

ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ଏହି ଆକ୍ରମଣ ହୋଇଛି । ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଉପସ୍ଥିତ ପୋଲିସ ଅଟକାଇବାରୁ ଟେକାପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ ।

photoshoot
କାଦୁଅରେ ଫଟୋସୁଟ୍‌ : ମହଙ୍ଗା ପଡ଼ିଲା କିଛି ଭିନ୍ନ କରିବାର ଲକ୍ଷ୍ୟ, ଖସିପଡ଼ିଲେ ବରକନ୍ୟା

ବର ଏବଂ କନ୍ୟା ଫଟୋଗ୍ରାଫି ପାଇଁ ପୋଜ୍ ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି । ସେମାନେ ଯେଉଁ ସ୍ଥାନକୁ ଫଟୋଗ୍ରାଫି ବାଛିଛନ୍ତି, ସାଧାରଣ ସ୍ଥାନ ଠାରୁ ତାହା ଖୁବ୍ ଭିନ୍ନ ।

UP Third Phase Election
ବିବାହ ପରେ ଭୋଟ୍‌ ଦେଲେ ବରକନ୍ୟା : ମତଦାନ କରିବାକୁ ଲୋକଙ୍କୁ କଲେ ଅପିଲ୍

ଶାଶୂଘରକୁ ଯିବା ପୂର୍ବରୁ ଜଣେ ସଚେତନ ନାଗରିକର କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ ନବବିବାହିତା ।

UP elections 2022
ଇଭିଏମ୍ ସହ ଫଟୋ ସେୟାର କଲେ ମେୟର : ଅଭିଯୋଗ ପରେ ମାମଲା ରୁଜୁ

ମେୟର ପ୍ରମିଳା ପାଣ୍ଡେ ଆଜି କାନପୁର ସହରର ହଡସନ ମତଦାନ କେନ୍ଦ୍ରକୁ ଭୋଟ୍ ଦେବାପାଇଁ ଯାଇଥିଲେ । ଆଉ ଇଭିଏମରେ ଭୋଟ୍ ଦେବାବେଳେ ସେ ନିଜର ଫଟୋ ନେଇଥିଲେ, ଯାହାକୁ ସେ ସେୟାର କରିଛନ୍ତି ।

accident-in-rajasthan
ନଦୀକୁ ଖସିପଡ଼ିଲା କାର୍, ବିବାହ ପୂର୍ବରୁ ବର ସମେତ ୯ ମୃତ

ହସଖୁସିରେ ବିବାହ ପାଇଁ ଯାଉଥିବା ସମୟରେ ଘଟିଲା ବଡ଼ ଧରଣର ଦୁର୍ଘଟଣା । ବର ସମେତ ୯ ଜଣଙ୍କ ଜୀବନ ଚାଲିଗଲା

FIR against NCB's Sameer Wankhede
ଅଡୁଆରେ ସମୀର ୱାଙ୍ଖଡେ : ଜାଲିଆତି କରି ହୋଟେଲ୍ ଲାଇସେନ୍ସ ନେଇଥିବା ଅଭିଯୋଗରେ ମାମାଲା ରୁଜୁ

ଶାହାରୁଖ ଖାନ୍‌ଙ୍କ ପୁଅକୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ି ବଢ଼ିଚାଲିଛି ।

poster politcis
ମମତାଙ୍କୁ 'ଦୁର୍ଗା' ଓ ମୋଦିଙ୍କୁ 'ମହିଷାସୁର' ରୂପରେ ଚିତ୍ରଣ ! ଟିଏମିସର ପୋଷ୍ଟର ପାଇଁ ପଶ୍ଚିମବଙ୍ଗରେ ବିବାଦ

ଟିଏମସି ନେତା ଅନିମା ସାହା ୱାର୍ଡ ନମ୍ବର ୧ରୁ ଦଳର ପ୍ରାର୍ଥୀ ଅଟନ୍ତି। ପୋଷ୍ଟରରେ ଅନିମା ସାହାଙ୍କ ଫଟୋ ମଧ୍ୟ ରହିଛି। ପୋଷ୍ଟରରେ ମମତା ବାନାର୍ଜୀଙ୍କୁ ଦେବୀ 'ଦୁର୍ଗା' ରୂପରେ ଚିତ୍ରଣ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମହିଷାସୁର ଭାବରେ ଚିତ୍ରଣ କରାଯାଇଛି...

Arvind Kejriwal
ନିଜକୁ ଦୁନିଆର ସବୁଠାରୁ ସୁଇଟ୍ ଆତଙ୍କବାଦୀ କହିଲେ କେଜ୍ରିୱାଲ

୧୦ ବର୍ଷରେ ୩ବର୍ଷ ପାଇଁ କଂଗ୍ରେସ ସରକାର ଥିଲା , ୭ ବର୍ଷ ହେଲେ ବିଜେପି ସରକାର ରହିଛି । କାହିଁକି ଏତେ ବର୍ଷ ମଧ୍ୟରେ ସେମାନେ ମୋତେ ଗିରଫ କଲେ ନାହିଁ ? ସେମାନଙ୍କର ସୁରକ୍ଷା ଏଜେନ୍ସି କଣ କରୁଥିଲା । ଏବେ ସୁଦ୍ଧା ସେମାନେ କ’ଣ...

dowery case
ଏକ ଟଙ୍କାରେ ସ୍ଥିର ହୋଇଥିଲା ବିବାହ : ପରେ ଯୌତୁକରେ କ୍ରେଟା ମାଗି ଦିନକ ପୂର୍ବରୁ ବାହାଘର ଭାଙ୍ଗିଲେ ବରପକ୍ଷ

ଲୋକ ଦେଖାଣିଆ ଭାବେ ପ୍ରଥମେ ଏକ ଟଙ୍କାରେ ବିବାହ ସ୍ଥିର କରିଥିଲେ ପିଲାଘର ଲୋକ । ଜୁଲାଇରେ ପାରମ୍ପାରିକ ଭାବେ ଉଭୟଙ୍କର ରିଙ୍ଗ ସେରିମନି ମଧ୍ୟ ଅନୁଷ୍ଠିତ ହୋଇଥିଲା । ହେଲେ ବିବାହ ଲଗ୍ନ ଯେତିକି ପାଖେଇ ଆସୁଥିଲା, ତାଙ୍କର ଅସଲ ରୂପ ସେତିକି ବାହାରକୁ ଆସୁଥିଲା ।

kumar biswash
କୁମାର ବିଶ୍ୱାସଙ୍କୁ ମିଳିବ କି ସୁରକ୍ଷା ? ଖଲିସ୍ତାନୀ ବୟାନ୍ ପରେ ଘନେଇଲା ବିପଦ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ବର୍ତ୍ତମାନ କୁମାର ବିଶ୍ୱାସଙ୍କ ଜୀବନ ପ୍ରତି ଭୟ ରହିଛି ।

Kerala businessman gifts Mercedes-Benz
୨୨ ବର୍ଷର କଠୋର ପରିଶ୍ରମ ଓ ବିଶ୍ୱସନୀୟତା ଫଳ ! କର୍ମଚାରୀଙ୍କୁ ମର୍ସିଡିସ ବେଞ୍ଜ୍ କାର୍ ଉପହାର ଦେଲେ ମାଲିକ

କମ୍ପାନୀ ପାଇଁ କଠିନ ପରିଶ୍ରମ କରି ଆଜି ଏତେ ବଡ଼ ଉପହାର ପାଇଛନ୍ତି ଅନିସ୍ । ତେବେ ତାଙ୍କର କଠୋର ପରିଶ୍ରମ ଓ ସାଧୁତା ଆଗରେ ଦାମିକିଆ ଗାଡ଼ିର ମଧ୍ୟ କୌଣସି ମୂଲ୍ୟ ନାହିଁ ।

Ahmedabad Serial Blast
Ahmedabad Serial Blast: ୪୯ ଦୋଷୀ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

୨୦୦୮ ମସିହା ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ ।

Anti-India Protest
ମାଳଦ୍ୱୀପରେ ଚୀନର ଭାରତ ବିରୋଧୀ ଷଡ଼ଯନ୍ତ୍ର : ହାତବାରିସି ପାଲଟିଛନ୍ତି ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲା ୟମିନ

ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲା ୟମିନଙ୍କୁ ହାତ ବାରିସି କରି ଭାରତ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବାକୁ ଚେଷ୍ଟା କରୁଛି ଚୀନ୍ । ଖାସ୍ କରି ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ୟମିନ୍ ମୁକ୍ତ ହେବା ପରେ ଇଣ୍ଡିଆ ଆଉଟ୍ କ୍ୟାମ୍ପେନକୁ ଜୋରଦାର କରିଛନ୍ତି।

Russia-Ukraine Conflict
ୟୁକ୍ରେନ ବିବାଦର ହେବ କି ଶାନ୍ତିପୂର୍ଣ୍ଣ ସମାଧାନ ?

 ୟୁକ୍ରେନ ଶାସକ ଋଷିଆକୁ ଉପେକ୍ଷା କରି ୟୁରୋପୀୟ ସଂଘ ଓ ନାଟୋର ନିକଟତର ହେବାକୁ ଚେଷ୍ଟା କରୁଛି । ଏହାକୁ ଜୋରଦାର ଢଙ୍ଗରେ ବିରୋଧ କରୁଛନ୍ତି ଋଷ ରାଷ୍ଟ୍ରପତି ପୁତିନ ।

Kumar Vishwas and Delhi chief minister Arvind Kejriwal.
ପଞ୍ଜାବ ନିର୍ବାଚନ ପୂର୍ବରୁ ଅଡୁଆରେ ଅରବିନ୍ଦ କେଜ୍ରିଓ୍ୱାଲ : ସାଂଘାତିକ ଅଭିଯୋଗ ଆଣିଲେ ପୁରୁଣା ସହଯୋଗୀ

କୁମାରଙ୍କ ଏହି ସାଂଘାତିକ ଅଭିଯୋଗ ପରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । କୁମାର ବିଶ୍ୱାସ ଏତେ ଦିନ ଧରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଆପ ମୁଖପାତ୍ର ରାଘବ ଚଢା । କେଜ୍ରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତାଙ୍କ ରାସ୍ତା ରୋକିବାକୁ ଏହା ଅସାଧୁ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।