୭ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା ତେବେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ।
ଶର୍ମିଷ୍ଠା ଓ ଝୁନାର ରିମାଣ୍ଡ ଅବଧି ସରିଥିବାରୁ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ
CMC : ଡେପୁଟି ମେୟର ନିର୍ବାଚନକୁ ବିଜେପି ଓ କଂଗ୍ରେସ ବୟକଟ୍ କରିଛନ୍ତି ।
ଯୌବନରେ ବୃଦ୍ଧ ଅବସ୍ଥା । କିଛି ବୁଝିବା ଆଗରୁ ଆକ୍ରାନ୍ତ କଲାଣି କିଡିନୀ ରୋଗ । ଗାଁରୁ ଗାଁ,ଏଘରୁ ସେଘର ମାଡିଲା ଭଳି ଆକ୍ରାନ୍ତ କରୁଛି ରୋଗ । ରେଢାଖୋଲ ବ୍ଲକର ବଂଶାଜାଲ ପଚାଂୟତର ହେଲେଇ ଗାଁରେ କିଡନୀ ରୋଗ ପାଇଁ ହନ୍ତସନ୍ତ ହେଲେଣି ଲୋକେ
ଟ୍ୱିଟରରେ ଆପଣ ଏଡିଟ୍ ବଟନ୍ ଚାହାନ୍ତି କି? ଟେସଲା ସିଇଓ ଏଲନ୍ ମସ୍କଙ୍କ ଜନମତ ସର୍ଭେକୁ ନେଇ ଏବେ ଉତ୍କଣ୍ଠା ଦେଖାଦେଇଛି ।
ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯାଇ ବନ୍ଧା ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ଦାଦନ ଶ୍ରମିକ । ଗତ ଚାରିମାସ ଆଗରୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହୁଡ଼ିପଡା ଗ୍ରାମର ୨୫ ଜଣ ଦାଦନ ଶ୍ରମିକଙ୍କୁ ଜଣେ ଦାଦନ ସରଦାର ଯୋଗାଯୋଗ କରିଥିଲେ
ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।
ଆଇଏଏସ୍ ରାମ ପ୍ରକାଶ ଟ୍ୱିଟରେ ନିଜର ସଂଘର୍ଷ ତଥା ସଫଳତାର କାହାଣୀ ବଖାଣିଛନ୍ତି । ଉତ୍ତରପ୍ରଦେଶ ମିର୍ଜାପୁରର ଏକ ଛୋଟ ଗାଁରେ ତାଙ୍କ ଘର
କରୋନା ସଂକ୍ରମଣ ଚାଇନାର ଦୈନିକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।
ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ପ୍ରାୟ ୫୬୩ ଏକର ପରିବ୍ୟାପ୍ତ ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକର ଜମିରେ ସଙ୍କୁଚିତ। ବାକି ଜମି ସବୁକୁ ଜବରଦଖଲ କରିଗଲେଣି ଜମି ମାଫିଆ ଓ ପ୍ରଭାବଶାଳୀ ଲୋକେ। ଏହା ବିରୋଧରେ ଏଏସଆଇ ଦାୟର କରିଥିବା...
ଋଷିଆର ମୁଦ୍ରା ରୁବଲର ମୂଲ୍ୟ ଡଲାର ତୁଳନାରେ ୩୦ ପ୍ରତିଶତ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଋଷିଆର ଖାଦ୍ୟ ସାମଗ୍ରୀର ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ଘଟିଛି ।
ଶ୍ରୀଲଙ୍କା ପରିବା ବଜାରର ଅବସ୍ଥା କହିଲେ ନସରେ । ଦୋକାନରେ ଫଳ ଓ ପନିପରିବା ତ ଅଛି, ହେଲେ କିଣିବାକୁ ଗ୍ରାହକ ନାହାନ୍ତି । କାଁ ଭାଁ ଲୋକ ଦରଦାମ୍ ପଚାରିବାକୁ ଆସୁଛନ୍ତି ।
ରାଜନୈତିକ ଘମାସାନ ଲାଗି ରହିଥିବା ପାକିସ୍ତାନରେ ପରବର୍ତ୍ତୀ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା
କ’ଣ ହେବ ଶ୍ରୀଲଙ୍କାବାସୀଙ୍କ ଭବିଷ୍ୟତ ? ଉଗ୍ର ଜନ ଆନ୍ଦୋଳନ, ବିରୋଧୀଙ୍କ ଚାପ ଓ ଦେଶର ଧରାଶାୟୀ ଅର୍ଥନୀତି ଭିତରେ ଶ୍ରୀଲଙ୍କାର କ୍ଷମତାସୀନ ରାଜପକ୍ସା ସରକାର ପାଇଁ ବଢ଼ିଛି ଆଉ ଏକ ଅଡ଼ୁଆ
ବଡବିଲ ଅଞ୍ଚଳର ମହମ୍ମଦ ସଲିମ୍ ଓରଫ ସଲମା ବେଗମ୍ । ସେ ବଡବିଲ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ପାଇବା ପରେ କେନ୍ଦୁଝରରେ ଆଇନ ଡିଗ୍ରୀ ହାସଲ କରିଛନ୍ତି
ବାସୁଦେବପୁର ବ୍ଲକ ବିନୋବାଭାବେନଗର ପଞ୍ଚାୟତର ବିନୋବାଭାବେ ଗାଁ ଲୋକଙ୍କ ତୃଷା ମେଣ୍ଟାଇ ପାରୁନି ସରକାରଙ୍କ ବସୁଧା ଯୋଜନା
ନିଜକୁ ଅସହାୟ ଭାବୁଥିବା ପ୍ରତିଟି ଦିବ୍ୟାଙ୍ଗ ତଥା ସାଧାରଣ ଲୋକଙ୍କ ପାଇଁ ଟୁକୁନା ଏକ ପ୍ରେରଣା.. ମୋଟା ଅଙ୍କର ବ୍ୟାଙ୍କ୍ ବାଲାନ୍ସ, ଦାମୀ ଗାଡ଼ି, ଆଲିଶାନ କୋଠାଘରକୁ ଯଦି ସଫଳତାର ମାନଦଣ୍ଡରୁ ବାଦ୍ ଦିଆଯାଏ ତେବେ ଦିବ୍ୟାଙ୍ଗ ଟୁକୁନା ବି ଜଣେ ସଫଳ ବ୍ୟବସାୟୀ
ଉଚ୍ଚତା ୩ ଫୁଟ ୯ ଇଞ୍ଚ । ସେ ବାମହାତୀ ବ୍ୟାଟସମ୍ୟାନ୍ କିନ୍ତୁ ବିରାଟ କୋହୋଲି ଏବଂ ଯୁବରାଜ ସିଂଙ୍କ ବଡ ଫେଲୋଅର୍ ।
କୁକୁର ମୃତ୍ୟୁ ପରେ ଭୁଲି ପାରିନାହାନ୍ତି ମାଲିକ । ତା’ ସ୍ମୃତିରେ ଏହି ମାର୍ବଲ ପ୍ରତିମୂର୍ତ୍ତି ନିର୍ମାଣ କଲିଛନ୍ତି ।