• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Chandigarh Municipal Corporation
ଜଳ ନଷ୍ଟ କଲେ ଦଣ୍ଡ ସହ ତଣ୍ଡ : ଗଣିବାକୁ ପଡ଼ିବ ୫୦୦୦ ଟଙ୍କା ଜୋରିମାନା

ଦିନକୁ ଦିନ ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟ ବଢ଼ିଚାଲିିଛି । ଏଥିପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ଏକ ବଡ ନିଷ୍ପତ୍ତି ନେଇଛି ।

special video
ସାମି ସାମି ଗୀତରେ ଯୁବକଙ୍କ ଜବରଦସ୍ତ ଡ୍ୟାନ୍ସ : ସ୍କର୍ଟ ପିନ୍ଧି ଝୁମିଲେ ଜୈନିଲ

‘ଗଙ୍ଗୁବାଇ’ ସିନେମାର ଝୁମେରେ ଗୋରୀ ପରେ ସାମି ସାମି ଗୀତରେ ନାଚି ପୁଣି ଚର୍ଚ୍ଚାରେ ଜୈନିଲ୍‌ ମେହେଟା

accident
ମହାପ୍ରଭୁ ଦର୍ଶନ ପାଇଁ ରାୟପୁରରୁ ପୁରୀ ଆସିବା ବେଳେ ଦୁର୍ଘଟଣା : ଜଣେ ମୃତ, ୩ ଗୁରୁତର

ଜଗାକୁ ଦେଖିବା ପୂର୍ବରୁ ଚାଲିଗଲା ଜୀବନ । ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଜଣ ଗୁରୁତର ।

Love
ଝଗଡ଼ା ପରେ ବାପ ଘରକୁ ପଳାଇଲେ ବୃଦ୍ଧ ମହିଳା : ସ୍ତ୍ରୀକୁ ଝୁରି ଝୁରି ଖାଇଲେନି ସ୍ୱାମୀ, ଶେଷରେ କଳିର ସମାଧନ କଲା ପୋଲିସ୍‌

କଟରାବଜାର ଥାନା ଅଞ୍ଚଳର ଲୋନିୟମ୍ ପୁରଭା ଗାଁର ବୃଦ୍ଧ ଦମ୍ପତି ଶିବନାଥ ଓ ଜନକା ଦେବୀ । ଉଭୟଙ୍କର ଦୁଇ ପୁଅ ଅଛନ୍ତି । ହେଲେ ବୃଢ଼ା ବାପାମା’ଙ୍କୁ ଛାଡ଼ି ସେମାନେ ଅଲଗା ରହୁଛନ୍ତି ।

specail story
ପାରାମାନଙ୍କ ଦୁଃଖ ସହି ପାରିଲେନି ବୃଦ୍ଧ, ଡହ ଡହ ଖରା ବେଳେ ପାଣି ମାରି ଗାଧେଇ ଦେଲେ...

ଖରାରେ ଡହଳ ବିକଳ ହେଉଥିଲେ ପାରାମାନେ। ଦେବଦୂତ ହୋଇ ଆସିଲେ ବୃଦ୍ଧ। ପାଇପ୍ ଲଗାଇ ରାସ୍ତାରେ ପକାଇଲେ ପାଣି। ଯାହାକୁ ଦେଖି ଖୁସି ହୋଇଗଲେ ପାରା।

special report
ମହିଳା ପୋଷାକ ପିନ୍ଧି ରାସ୍ତାରେ ନାଚିଲେ ଯୁବକ, ଭିଡିଓ ହେଲା ଭାଇରାଲ୍‌...

ବ୍ୟାକ୍‌ ଗ୍ରାଉଣ୍ଡରେ ବାଜୁଥିଲା ‘ଗଙ୍ଗୁବାଇ’ ଫିଲ୍ମର ‘ଝୁମେ ରେ ଗୌରୀ’ ଗୀତ। ଯୁବତୀ ଡ୍ରେସ୍ ପିନ୍ଧି ହଠାତ୍ ନଜର ଆସିଲେ ଯୁବକ। ଆମେରିକା ରାସ୍ତାରେ ବୁଲି ବୁଲି ଧୁମ୍ ନାଚିଲେ।

Imran Khan
‘ସତ୍ତାରେ ଥିବା ସମୟରେ ବିପଜ୍ଜନକ ନଥିଲି, ଏବେ ଅଧିକ ବିପଜ୍ଜନକ ହୋଇଯିବି’

ଏବେ ବିପଜ୍ଜନକ ହୋଇଯିବେ କି ଇମ୍ରାନ୍‌ ଖାନ୍ ? ନିଜେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ।

petrol
ଘର ସାମ୍ନାରେ ବାଇକ୍‌ ରଖୁଥିଲେ ସାବଧାନ : ପେଟ୍ରୋଲ ନେଇଯାଉଛନ୍ତି ଚୋର

ନାକେଦମ୍‌ କଲେଣି ତେଲ ଚୋର । ଘର ଆଗରେ ରଖାଯାଇଥିବା ବାଇକରୁ ମଧ୍ୟ ତେଲ ଚୋରି କରି ନେଇ ଯାଉଛନ୍ତି ।

rail
ରେଳଧାରଣାରେ ଶୋଇ ମୋବାଇଲରେ କଥା ହେଉଥିଲେ ଯୁବତୀ : ଉପରେ ମାଡ଼ିଗଲା ଲୌହଦାନବ . ଆଉ ତା’ପରେ

ମୋବାଇଲ ପାଇଁ ଜୀବନକୁ ବିପଦରେ ପକାଉଛନ୍ତି ଯୁବପିଢ଼ି । ସବୁବେଳେ ମୋବାଇଲ ବ୍ୟବହାର କରିବାରେ ବ୍ୟସ୍ତ ।

pcc
‘ନୂଆ କଥା ନୁହେଁ ପିସିସି ପରିବର୍ତ୍ତନ, ଯେତେ ଶ୍ରୀଘ୍ର ହେବ ସେତେ ଭଲ’

ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଏ । ଯେତେ ଶୀଘ୍ର ପରିବର୍ତ୍ତନ ହେବ ସେତେ ଭଲ । ପିସିସି ପରିବର୍ତ୍ତନ ଦଳର ଆଭ୍ୟନ୍ତରୀଣ ବ୍ୟାପାର

ramesh bhai
ଦିନେ ମାସକୁ ୮୦ ଟଙ୍କା ମଜୁରୀ ପାଇଁ ଗାଈ ଚରାଉଥିଲେ, ଏବେ ବାର୍ଷିକ ୩ କୋଟି ରୋଜଗାର କରୁଛନ୍ତି ରମେଶ

ଗୁଜରାଟ ରାଜକୋଟର ୪୩ ବର୍ଷିୟ ରମେଶ ଭାଇ । କେବେ ସ୍କୁଲ ମାଟି ମାଡ଼ି ନାହାନ୍ତି । ତାଙ୍କ ପରିବାରର ସମସ୍ତେ ଲୋକ ମଧ୍ୟ ଅଶିକ୍ଷିତ । ଦିନ ଥିଲା ତାଙ୍କୁ ନିଜର ୧୦ ଏକର ଜମି ବିକ୍ରି କରିବାକୁ ପଡିଲା

special story
ଖରା ବଢିଲେ ନିଲେଶ୍ୱର ଗାଁରେ ଭିଡ଼ : ଏଠାରେ ତିଆରି ବେଣାଚେରର ଭାରି ଚାହିଦା

ଗରମ ବଢିଲାଣି। ଘରେ ଆଉ ରହି ହେଉନି। ଘର ହେଉ କି ବାହାର ସବୁ ନିଆଁ। ଏମିତି ବେଳେ ବେଣାଚେର କିଣିବାକୁ ମାର୍କେଟରେ ଭାରି ଗହଳି। ଆଉ ଏଥିପାଇଁ ଏକ ଗାଁରେ ଭାରି ଭିଡ଼ ।

thunder-flash
ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା : ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା,କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ

Mass marriage arranged by MLA
ସାମୂହିକ ଆଦର୍ଶ ବିବାହ : ଏକା ସାଙ୍ଗରେ ୭ ଯୁବକ-ଯୁବତୀଙ୍କୁ ବାହା ଦେଲେ ବିଧାୟକ

ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...

Dog Reunites With Its Owner
୫ ବର୍ଷ ହେବ ନିଖୋଜ କୁକୁର ସହ ମାଲିକର ପ୍ରଥମ ଦେଖା : ସୋସିଆଲ ମିଡିଆରେ ଭାଇରାଲ ହେଲା ଭାବପ୍ରବଣ ଦୃଶ୍ୟ

ପୋଷା କୁକୁର ଯଦି ମାଲିକଠାରୁ ଅଲଗା ହୋଇଯାଏ, ତା’ହାଲେ କ’ଣ ହୁଏ? ଆପଣ କେବେ ଏମିତି ସେପରି ଦୃଶ୍ୟ ଦେଖିଛନ୍ତି କି? ସୋସିଆଲ୍‌ ମିଡିଆରେ ଏବେ ଏମିତି ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ୫ ବର୍ଷ ଧରି ଅଲଗା ଥିବା ଏକ କୁକୁର ତା’ ମାଲିକକୁ ଭେଟୁଥିବାର ଦୃଶ୍ୟ...

summer
ଷ୍ଟାଣ୍ଡ ପୋଷ୍ଟ ଅଛି, ନଳକୂପ ଅଛି : ହେଲେ ଖରାଦିନେ ମେଣ୍ଟୁନି ଶୋଷ

କର୍ଲ୍ଲାଜୁରୀ ଗାଁରେ ରହିଛି ତିନୋଟି ନଳକୂପ। ହେଲେ ଏସବୁ କୌଣସି କାମରେ ଆସୁନାହିଁ।

Combing Operation & Flag March
ଶିମିଳିପାଳ ସୁରକ୍ଷା ପାଇଁ ବନବିଭାଗର ଅଭିନବ ପ୍ରୟାସ : କମ୍ବିଂ ଅପରେସନ ସହ ଚାଲିଛି ଫ୍ଲାଗମାର୍ଚ୍ଚ

କରଂଜିଆ ବନଖଣ୍ଡରେ ୫୦ରୁ ଅଧିକ ଗ୍ରାମର ନାଇକି, ଦେହୁରୀ ଏବଂ ମୁଖିଆ ମାନଙ୍କୁ ନେଇ ବନବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ କରିଛି ।

Bhubaneswar MP Aparajita Sarangi
ମୋତେ ଜାଣିଶୁଣି ଡକାଯାଇନି - ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

କାହିଁକି ନିର୍ବାଚିତ ସାଂସଦଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନାହିଁ ଏବଂ ଏହା ପଛରେ କାହାର ହାତ, ତାହା ଜାଣିବାର ଅଧିକାର ରାଜଧାନୀବାସୀଙ୍କର ଅଛି ବୋଲି ମଧ୍ୟ କହିଛନ୍ତି ସାଂସଦ

kidnap
ସ୍କୁଲ ସାମ୍ନାରୁ ସର୍ବସମ୍ମୁଖରେ ଛାତ୍ରୀଙ୍କୁ ଅପହରଣ : ପିଛା କରୁଥିବା ବଡ଼ବାପା ଆହତ

ସବୁକିଛି ବଡ଼ବାପାଙ୍କ ଆଖି ସାମ୍ନାରେ ଘଟିଥିଲା, ଯାହା ସେ ସ୍ୱପ୍ନରେ କେବେ କଳ୍ପନା କରିନଥିଲେ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।