• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

mahua flower collectors
ମହୁଲର ଅଭାବୀ ବିକ୍ରି : ଉଚିତ ମୂଲ୍ୟ ମିଳୁନଥିବାରୁ ନିରାଶ ଲୋକେ

ନୂଆପଡା ଜିଲ୍ଲାର ଗ୍ରାମାଞ୍ଚଳର ଲୋକଙ୍କୁ ଖରା ୨ ମାସ ଅର୍ଥ ଯୋଗାଇ ଥାଏ ମହୁଲ । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ସ୍ଥାନୀୟ ବ୍ୟବସାୟୀଙ୍କୁ କମ୍ ଦାମରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି ।

ranu
ବୋହୂ ବେଶରେ ସଜେଇ ହୋଇ ଗୀତ ଗାଇଲେ ରାନୁ ମଣ୍ଡଳ, ଭିଡିଓ ଭାଇରାଲ...

ନୂଆ ଲୁକରେ ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ। ମଥାରେ କୁମକୁମ୍ ଓ ସିନ୍ଥିରେ ସିନ୍ଦୁର ଲଗାଇ ବୋହୂ ବେଳରେ ସଜେଇ ହୋଇ ଗୀତ ଗାଇଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି...

injection
‘ମୋତେ କୁକୁର ଇଞ୍ଜେକ୍ସନ ଫୋଡ଼ିଦେଲେ..’

‘ମୋତେ କୁକୁର ଇଞ୍ଜେକ୍ସନ ଫୋଡ଼ିଦେଲେ..’

Russia Ukraine War,
ମହାଯୁଦ୍ଧକୁ ବିତିଲାଣି ୫୦ ଦିନ, ହେଲେ ଏବେ ବି କମୁନି ଆକ୍ରମଣ…

ଋଷିଆ-ୟୁକ୍ରେନ ମହାଯୁଦ୍ଧକୁ ପୂରିଲାଣି ୫୦ ଦିନ। ହେଲେ ଏବେ ବି ଋଷ୍‌ ପକ୍ଷରୁ କମୁନି ଆକ୍ରମଣ। ଋଷିଆ ସୈନ୍ୟଙ୍କୁ ଦୃଢ ଯବାବ ଦେଉଛି ୟୁକ୍ରେନ ସେନା...

special report
ଅବିଶ୍ୱାସ ଲାଗିଲେ ବି ସତ ! ଗଛ ହାଣିଲା ବେଳକୁ ବାହାରୁଛି ପିଇବା ପାଣି...

ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ। ଗଛକୁ ହାଣିଲା ବେଳକୁ ଜୋରସୋରରେ ବାହାରୁଛି ପିଇବା ପାଣି...ସ୍ୱାଦ ପୂରା ମିଠା ମିଠା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...

special story
ଗୋଟିଏ ଫଟୋ କିଣିନିଏ କୋଟିଏ ମନ

ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି।

ramachandra
ପରିଣତ ବୟସରେ ଲୋକ କଲ୍ୟାଣ ଚିନ୍ତା : ପେନସନ ଟଙ୍କାରେ କଂକ୍ରିଟ ଗାଧୁଆ ତୁଠ ନିର୍ମାଣ କରାଇଲେ ରାମଚନ୍ଦ୍ର

୮୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ-ମଢ଼ିଆଳୀ ପଞ୍ଚାୟତର ଅନ୍ତର୍ଗତ ବନ୍ଦାଳ ଗ୍ରାମରେ ଘର । ଭଲରେ ଚାଲି ପାରୁନଥିଲେ ସୁଦ୍ଧା ପରିଣତ ବୟସରେ ଲୋକଙ୍କ ଚିନ୍ତା ଘାରିଛି

fishing banned
ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଲା ସରକାରୀ କଟକଣା : ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ସରକାରଙ୍କ ଏହି ନିୟମ କିନ୍ତୁ ସମୁଦ୍ରକୁ ଯାଇ ମାଛମାରି ପରିବାର ଚଳାଉଥିବା ମତ୍ସଜୀବୀଙ୍କ ଉପରେ ବୋଝ ପାଲଟିଛି । ସମୁଦ୍ରକୁ ଯାଇ ମାଛମାରି ଦୁଇ ପଇସା ରୋଜଗାର କରୁଥିବା ମତ୍ସ୍ୟଜୀବି ଏବେ କେମିତି ପରିବାର ଚଳାଇବ ଏବେ ସେହି ଚିନ୍ତାରେ

assam
ପ୍ରକୃତିର କୋପ : ବର୍ଷା,ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ୧୪ ମୃତ

ଆସାମରେ ପ୍ରକୃତିର ତାଣ୍ଡବ । ବିଗିଡ଼ି ଯାଇଛି ପାଗ । ଏ‍ବେ ସୁଦ୍ଧା ବର୍ଷା, ପବନ, ଘଡ଼ଘଡ଼ି ଯୋଗୁଁ ୧୪ ଜଣ ପ୍ରାଣ ହରାଇଛନ୍ତି ।

Lemon Price Hike
ବିବାହ ଉତ୍ସବରେ ବରକୁ ମହଙ୍ଗା ଲେମ୍ବୁ ଉପହାର : ଭାଇରାଲ ହେଉଛି ଫଟୋ

ବିବାହରେ ଟଙ୍କା, ସୁନା, ଗହଣା ବଦଳରେ ଲେମ୍ବୁ ଉପହାର ।

farming
ନଦୀପଠା ପାଲଟିଛି ଜୀବନ ଜୀବିକାର ରାହା : ପରିବାର ଚାଷ କରି ପେଟ ପୋଷୁଛନ୍ତି ଲରିୟା ସମ୍ପ୍ରଦାୟର ଲୋକେ

ନଦୀ ଭିତରେ ବିସ୍ତୀର୍ଣ୍ଣ ମୃତ୍ତିକା, ବାଲୁକା ରାଶି ଉପରେ ପୁଣି ସବୁଜ କ୍ଷେତ । ନଦୀ ଭିତରେ ଏପରି ସବୁଜ କ୍ଷେତକୁ ଦେଖି ଆଖିକୁ ବିଶ୍ୱାସ ହୁଏ ନାହିଁ ମାତ୍ର ଏହା ସତ ।

Elon Musk
ସପ୍ତାହକ ମଧ୍ୟରେ ବଦଳିଗଲା ଗେମ୍‌ : ଟ୍ୱିଟରର ସବୁଠାରୁ ବଡ ଅଂଶୀଦାର ରହିଲେନି ଏଲନ୍ ମସ୍କ

ଟେସଲା ସିଇଓ ଏଲୋନ୍ ମସ୍କ ଆଉ ଟ୍ୱିଟରର ବଡ଼ ସେୟାର ହୋଲ୍ଡର ନାହାନ୍ତି

jsw
‘ଢିଙ୍କିଆବାସୀଙ୍କୁ ମୁକ୍ତ ନକଲେ ପ୍ରତିବାଦ’ : ଢିଙ୍କିଆରେ ପୋଲିସ ଅତ୍ୟାଚାର ଚଳାଇଥିବା କହିଲେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା

ପୋଲିସର ଆତଙ୍କରାଜ ଓ ଗିରଫଦାରୀ ବଢିଯାଇଛି ବୋଲି ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ।

bus
ସରକାରୀ ବସରେ ମହିଳାଙ୍କ ପାଇଁ ଅଧା ଭଡା : ହିମାଚଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ହିମାଚଳ ଦିବସରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏକ ବଡ଼ ଘୋଷଣା କରିଛନ୍ତି

shiba sahu
ପାଞ୍ଚ ଜଣଙ୍କୁ ଏକା ମାରିଥିଲା ଶିବ : ଡେମୋ ଦେଖାଇବା ପରେ ASPଙ୍କ ସୂଚନା

ପ୍ରାରମ୍ଭିକ ତଦନ୍ତ ଆଧାରରେ ହତ୍ୟାକାଣ୍ଡରେ ଏକା ଶିବର ସଂପୃକ୍ତି ରହିଥିବା ଜଣାପଡ଼ିଛି । ଭାଇ ଭାଇର ଶତ୍ରୁତା ଓ ଜମିଜମା ପାଇଁ ଏପରି ନାରକୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ ।

manpads
ଘାଇଲା କଲା ମ୍ୟାନପ୍ୟାଡ୍ସ : କାନ୍ଧରେ ଲଦି ପରାକ୍ରମ ଦେଖାଉଛନ୍ତି ୟୁକ୍ରେନ୍ ସେନା, ଟାର୍ଗେଟରେ ରୁଷୀୟ ଟ୍ୟାଙ୍କ୍ ଓ ହେଲିକପ୍ଟର

MANPADS କହିଲେ ମ୍ୟାନ୍ ପୋର୍ଟେବୁଲ ଏୟାର ଡିଫେନ୍ସ ସିଷ୍ଟମ । ମ୍ୟାନପ୍ୟାଡ୍ସ ହେଉଛି କାନ୍ଧ କିମ୍ବା ଭୂପୃଷ୍ଠରେ ରଖି ନିକ୍ଷେପ କରାଯାଇପାରୁଥିବା ଏକ କ୍ଷୁଦ୍ର କ୍ଷେପଣାସ୍ତ୍ର ।

External Affairs Minister Subrahmanyam Jaishankar, US Secretary of State Antony Blinken
ମାନବାଧିକାର ଉପରେ ଜ୍ଞାନ ଦେଉଥିଲା ଆମେରିକା : ରୋକଠୋକ୍ ଜବାବ ରଖିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ମାନବାଧିକାର ଉପରେ ଜ୍ଞାନ ଦେଉଥିବା ଆମେରିକାକୁ ଭାରତର କଡ଼ା ଜବାବ୍ । ଆମେରିକୀୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମନ୍ତବ୍ୟରେ ଗାଲରେ ଚାପୁଡ଼ା ମାରିଲା ଭଳି ରୋକଠୋକ୍ ଜବାବ ଦେଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର

kantilo nilamadhaba
ବଦଳିବ କଣ୍ଟିଲୋ ନୀଳମାଧବ ପୀଠର ରୂପରେଖ : ଆଲୋକାମାଳାରେ ଝଲସି ଉଠିବ ମନ୍ଦିର

ଯୋଜନା ଅନୁସାରେ ଶ୍ରୀନୀଳମାଧବ ମନ୍ଦିରର ଚାରିପାଖରେ ଉନ୍ନୟନ କାମ କରାଯିବ । ଶ୍ରଦ୍ଧାଳଙ୍କ ପାଇଁ ପୀଠର ପଶ୍ଚିମ ଦ୍ୱାର ନିକଟରେ ଏକ ବଡ଼ ହଲ‌ ନିର୍ମାଣ କରାଯିବ । ମନ୍ଦିରକୁ ପ୍ରବେଶ ପାଇଁ ଲିଫ୍ଟର ସୁବିଧା ରହିବ

indigo
ମଝି ଆକାଶରେ ଆତଙ୍କ : ବିମାନ ଭିତରେ ଯାତ୍ରୀଙ୍କ ମୋବାଇଲରେ ଲାଗିଲା ନିଆଁ

ଆସାମରୁ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବଡ଼ ଅଘଟଣ ଘଟିଛି।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।