• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

police
ଫିଲ୍ମ ଷ୍ଟାଇଲରେ ପ୍ରଚଣ୍ଡ ନିଆଁ ଭିତରକୁ ଡେଇଁଲେ କନେଷ୍ଟବଳ : ନୀରିହ ଶିଶୁ ସମେତ ଦୁଇ ମହିଳାଙ୍କ ଜୀବନ ବଞ୍ଚାଇଲେ ପୋଲିସ ବାବୁ

ରାଜସ୍ଥାନର କରୋଲି ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି । ନିଆଁର ଆଁ ଭିତରୁ କାନ୍ଧରେ ଜଣେ ନିରୀହ ଶିଶୁକୁ ଧରି କନେଷ୍ଟବଳ ଜଣକ ଦଉଡ଼ି ଆସୁଥିବା ଦେଖିବାକୁ ମିଳୁଛି

fake doctor
ବହୁପତ୍ନୀକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ, ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୋଲିସ୍

ବନ୍ଧା ହେଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୁଲିସ୍ ।

special story
କୋଳରେ ଭଉଣୀ, ମନରେ ନିଷ୍ଠା ! କର୍ତ୍ତବ୍ୟ ସହ ସୁନେଲୀ ଭବିଷ୍ୟତର ସ୍ୱପ୍ନ ନେଇ ସ୍କୁଲ ଯାଉଛି କୁନି ଝିଅ

ମଣିପୁରର ଜେଲିଆଙ୍ଗ୍ରୋଙ୍ଗର ଥିତାମେଙ୍ଗଲଙ୍ଗ ଜିଲ୍ଲାର ୧୦ ବର୍ଷୀୟ କୁନି ଝିଅ ମାନିଙ୍ଗସିଲିଓ ପାମେଇ । ପ୍ରାଥମିକ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ

mohit
ବାଃ ବାଃରେ ମୋହିତ୍ : ଦିବ୍ୟାଙ୍ଗଙ୍କୁ ମାଗଣା ଜଳଖିଆ ଦେଇ ଚର୍ଚ୍ଚାରେ ଯୁବକ

ନିଜ ପାଇଁ ଜଳଖିଆ ଦୋକାନଟିଏ କରିଛନ୍ତି। ଯାହା କିଛି ରୋଜଗାର ହୁଏ ପରିବାର ଚଳେ। ଏସବୁ ଭିତରେ ଅସହାୟ-ଦିବ୍ୟାଙ୍ଗମାନଙ୍କୁ ମାଗଣା ଜଳଖିଆ ଦିଅନ୍ତି ମୋହିତ। ପେଟ ଫୁଲ ହେବା ପର୍ଯ୍ୟନ୍ତ ଖାଇବାକୁ ଦେଇ ଆନନ୍ଦ ପାଆନ୍ତି...

atm loot
ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା : ପୂରା ଏଟିଏମ ମେସିନକୁ ତାଡ଼ିନେଲେ ଦୁର୍ବୃତ୍ତ

ନୂଆ ତରିକାରେ ଶିଶୁପାଳଗଡ଼ ଇନ୍ଦିରାକଲୋନୀ ଏସବିଆଇ ଏଟିଏମ ଲୁଟ କରାଯାଇଛି । କେବଳ ଟଙ୍କା ନୁହେଁ ମେସିନ୍‌ ମଧ୍ୟ ନେଇ ପଳାଇ ଯାଇଛନ୍ତି ଲୁଟେରା ।

RussiaUkraineConflict
କିଭ୍ ନିକଟରେ ଗଣସଂହାର : କାହାକୁ ହାତ ବାନ୍ଧି ଗୁଳି ମରାଯାଇଛି,କିଏ ଆହାର ସଂଗ୍ରହ କରିବାକୁ ଗଲାବେଳେ ଟଳିପଡ଼ିଛି

ଯୁଦ୍ଧଗ୍ରସ୍ତ ଦେଶରେ ଏଣେ ତେଣେ ବିଛା଼ଡ଼ି ହୋଇ ପଡ଼ିଛି ମଣିଷର ମୃତଦେହ । କିଏ ସାଇକେଲରେ ଯାଉଥିଲା, ଆଉ କିଏ ଯାଉଥିଲା ଆହାର ସଂଗ୍ରହ ପାଇଁ... ହେଲେ ଅଧାବାଟରେ ଚାଲିଯାଇଛି ଜୀବନ । ପ୍ରାୟ ୫୦ ଜଣଙ୍କୁ ରାସ୍ତା ଉପରେ ଓ ଘର ଭିତରେ ହାତ ପଛକୁ ବାନ୍ଧି...

Sri Lanka Economic Crisis
ଶ୍ରୀଲଙ୍କାରେ ଉତ୍କଟ ଅର୍ଥନୈତିକ ଓ ରାଜନୈତିକ ସଂକଟ : ଚରମସୀମାରେ ସରକାର ବିରୋଧୀ ଜନଆନ୍ଦୋଳନ

ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସ ଓ ସେନାର ସହାୟତା ନେଇଥିଲେ ରାଷ୍ଟ୍ରପତି ରାଜପକ୍ସା । ଦେଶରେ ଜରୁରୀ ପରିସ୍ଥିତି ପରେ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲେ ରାଷ୍ଟ୍ରପତି।

pak
ପାକିସ୍ତାନ ପ୍ରଧାନମନ୍ତ୍ରୀ ରେସ : ୩ ନୂଆ ଚେହେରାକୁ ନେଇ ଚର୍ଚ୍ଚା ଜୋର

ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶ ପରେ ପାକିସ୍ତାନ ପାର୍ଲାମେଣ୍ଟକୁ ଭାଙ୍ଗି ଦିଆଯାଇଛି। ମାତ୍ର ୩ ମାସ ପରେ ପାକିସ୍ତାନରେ ହେବ ସାନି ନିର୍ବାଚନ। ଏବେଠୁ ପ୍ରଧାନମନ୍ତ୍ରୀ ହେବାକୁ ଗୋଡ କାଢିଲେଣି ଏହି ୩ ନେତା..

MONKEY
ନିଦାଘରେ ଶୋଷିଲା ମାଙ୍କଡ଼ ପାଇଁ ଭଗବାନ୍‌ ସାଜିଲେ ପୋଲିସ୍‌ ବାବୁ : ପାଣି ବୋଟଲ୍‌ ଦେଇ ନୀରିହ ଜୀବର ଜୀବନ ବଞ୍ଚାଇଲେ . .

ପାଣି ମୁନ୍ଦାଏଁ ପାଇଁ ପୋଲିସ୍ ପାଖକୁ ଧାଇଁ ଆସିଲା ନୀରିହ ପଶୁ । ଭୟ ନଥିଲା, ନଜର କେବଳ ଥିଲା ପାଣି ବୋଟଲ ଉପରେ ।

police
ପୁଲିସ ବାବୁଙ୍କ ବେଳା ଖରାପ : ଡ୍ୟୁଟି କରିବା ବେଳେ ମୁଣ୍ଡିଆ ମାରି କଚାଡ଼ି ପକାଇଲା ଷଣ୍ଢ

କିଏ ଜାଣିଥିଲା ଏମିତି ହେବ ବୋଲି। ହଠାତ୍ କୋଉଠି ଥିଲା ଏହି ମାରଣା ଷଣ୍ଢ। ରାସ୍ତା ମଝିରେ ଡ୍ୟୁଟି କରୁଥିବା ପୋଲିସ ବାବୁଙ୍କ ପାଖକୁ ଆସିଲା। ଶିଙ୍ଗରେ ଟେକି କଚାଡ଼ି ଦେଲା। ଆଉ ତା’ପରେ କ’ଣ ହେଲା ଦେଖନ୍ତୁ.

King Cobra Found Inside Bathroom
ଗାଧୁଆ ଘରେ ଅହିରାଜ : ବୁଲିଲା, ଆତଙ୍କ ମଚେଇଲା

ଅହିରାଜର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଗାଧୁଆ ଘରେ ଫଁ ଫଁ ହେଉଥିବା ଦେଖିବାକୁ ମିଳୁଛି ।

 BJP leader Bijoy Mohapatra
ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ ବିଜେପିର କଡ଼ା ସମାଲୋଚନା : ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ କଟାକ୍ଷ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ : ବିଜୟ ମହାପାତ୍ର

death
ପୂର୍ବ ଶତ୍ରୁତାରୁ ଶାଳୀକୁ ହାଣି ହତ୍ୟା କଲା ଭିଣୋଇ : ରେଢ଼ାଖୋଲ ଥାନା କାଣ୍ଡତଇଲା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ

ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ । ପୂର୍ବ ଶତ୍ରୁତା ପାଇଁ ଚାଲିଗଲା ଜୀବନ ।

Orissa High Court
ହାଇକୋର୍ଟ ଗଲା ଗାଙ୍ଗପୁର IIC ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ରୁଜୁ

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି

Coronavirus In China
ଚୀନରେ କରୋନା ବିସ୍ଫୋରଣ : ସେନାକୁ ଡକାଇଲେ ସରକାର, ସଂଘାଇରେ ୨.୬ କୋଟି ଲୋକଙ୍କର ହେବ କରୋନା ଟେଷ୍ଟ

ବର୍ତ୍ତମାନ ୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ସହରର ସଂଘାଇରେ ଦୁଇ ପର୍ଯ୍ୟାୟରେ ଲକଡାଉନ କରାଯାଇଛି । ଏଠାରେ ସ୍ଥିତି ଏତେ ଖରାପ ହୋଇଗଲାଣି ଯେ ଚୀନ୍ ପ୍ରଶାସନକୁ ସେନା ପଠାଇବାକୁ ପଡ଼ିଛି

nilagiri
କାଉନସିଲର ହେବା ପରେ ବି ବେଉସା ଛାଡି ନାହାଁନ୍ତି , ରାଜନୀତିକୁ ନିଶା ଓ କୌଳିକ ବୃତ୍ତିକୁ ପେଶା କରିଛନ୍ତି ପ୍ରତାପ

ଏମିତି ଜଣେ ଲୋକ ପ୍ରତିନିଧି, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ...

Crude Oil & Natural Gas
ଗୋପ ବ୍ଲକରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ : କ୍ଷେତ୍ର ପରିଦର୍ଶନ କରିଛନ୍ତି ଭୂତତ୍ତ୍ୱବିତ୍

ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା

RussiaUkraineConflict
ମୃତ୍ୟୁର ବଦଳା ମୃତ୍ୟୁ : ପୁଟିନ୍‌ଙ୍କ ସୈନ୍ୟଙ୍କୁ ବିଷ ଦେଇ ମାରୁଛନ୍ତି ୟୁକ୍ରେନ୍‌ ନାଗରିକ

ୟୁକ୍ରେନୀୟମାନେ ଋଷୀୟ ସୈନ୍ୟ ମାନଙ୍କୁ କେକ୍ ଏବଂ ମଦରେ ବିଷ ଦେଇ ହତ୍ୟା କରୁଥିବା ଗୁପ୍ତଚର ରିପୋର୍ଟରୁ ସୂଚନା ମିଳିଛି । ଖାରକିଭ ନିକଟ ଇଜିୟମର ନାଗରିକମାନେ ପୁଟିନ୍‌ ସରକାର ବିରୋଧରେ ଲଢ଼େଇ ଜାରି ରଖିଛନ୍ତି

manas murder case
ସିନ୍ ରିକ୍ରିଏସନ୍ ଓ ଜେରା ସତ୍ତ୍ୱେ ସ୍ପଷ୍ଟ ହେଲାନି ମାନସଙ୍କୁ ହତ୍ୟା କରିବାର ଅସଲ ଉଦ୍ଦେଶ୍ୟ : ଆଶଙ୍କାରେ କ୍ରାଇମବ୍ରାଞ୍ଚ, ଚିପ୍ ମିଳିବା ଆଶା କମ୍

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ଆଣ୍ଡ କୋଙ୍କ ସରିଲା ପ୍ରଥମ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ । ଏବେ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡକୁ ସାମ୍ନା କରିବେ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । କାଲିଠୁ ଆରମ୍ଭ ହେବ ୩ଦିନିଆ ରିମାଣ୍ଡ ଅବଧି

bjd bjd
କେଉଁଠି ପଦାକୁ ଦିଶୁଛି ଫାଟ, କେଉଁଠି ଭିତରେ ଭିତରେ କୁହୁଳୁଛି ନିଆଁ : ପୌର ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ୱେ ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ

ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ । କିଛି ସ୍ଥାନରେ ଫାଟ ପଦାରେ ପଡିଥିବା ବେଳେ ଆଉ କିଛି ସ୍ଥାନରେ ଭିତରେ ଭିତରେ କୁହୁଳୁଛି ଅସନ୍ତୋଷ । ପଂଚାୟତ ଓ ପୌର ନିର୍ବାଚନରେ ଗଣ୍ଡାଗଣ୍ଡା ବିଦ୍ରୋହୀ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବା ଓ ଅଧ୍ୟକ୍ଷ ପଦ ହାତେଇବା ପାଇଁ ନେତାଙ୍କ ଭିତରେ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।