ବିଏମଡବ୍ଲ୍ୟୁ କିଣି ଖୁସିରେ ବୁଲୁଥିଲେ, ଏବେ ଯୁବ ବ୍ୟବସାୟୀଙ୍କ ବିଳାସପୂର୍ଣ୍ଣ ଗାଡ଼ିକୁ ଜବତ କରିଛି ଟ୍ରାଫିକ୍ ପୋଲିସ୍ ।
ବଲାଙ୍ଗିର ଜିଲ୍ଲା ପାଟ୍ଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲରେ ରହି ପାଠଶାଳା ଖୋଲିଛନ୍ତି।
ବାଲେଶ୍ୱର ରେମୁଣାରେ ହେକ୍ଟର୍ ହେକ୍ଟର୍ ଜମିରେ ହୋଇଛି ଲଙ୍କା ଚାଷ। ହେଲେ ବାହାରେ ଲଙ୍କାର ଚାହିଦା ନଥିବାରୁ ଚିନ୍ତାରେ ଚାଷୀ।
ବିଶ୍ୱକୁ ଡରାଇବା ଆରମ୍ଭ କରି ଦେଲେଣି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ପାଖେ ପାଖେ ଲଖୁଛନ୍ତି ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍। ପୁଟିନ୍ ଯୁଆଡେ ଯାଉଛନ୍ତି, ତାଙ୍କ ପଛେ ପଛେ ଜଣେ ବ୍ୟକ୍ତି କଳା ରଙ୍ଗର ବ୍ରିଫକେସ୍ ଧରି ବୁଲୁଛନ୍ତି।
ଋଷ-ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ମୂଳଦୁଆ ପକାଇଛି। ଏବେ ଦେଶ ଦେଶ ମଧ୍ୟରେ ଲାଗି ରହିଛି ମନାନ୍ତର ଓ ମତାନ୍ତର ପରିସ୍ଥିତି।
ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି।
ଦିନରାତିକୁ ଏକ କରି ଡଙ୍ଗରରେ ଚାଷ କରୁଥିଲେ। ଖରା ହେଉକି ବର୍ଷା ଯେତେ ଖଟିଲେ ବି ପଇସା ମିଳୁନଥିଲା। ଏବେ କଫି ଦେଇଛି ସେମାନଙ୍କୁ ରୋଜଗାର। ଏବେ କଫି ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି କିନ୍ଦିରିଗୁଡା ଗାଁଲୋକେ...
କରୋନା ଭୟ କମିଥିଲେ ମଧ୍ୟ ଶତ ପ୍ରତିଶତ ପିଲା ସ୍କୁଲ ଆସୁ ନାହାଁନ୍ତି। ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ନ ଯିବା ଯୋଗୁ ପିଲାଙ୍କ ମନରେ ଆଗ୍ରହ କମିବାରେ ଲାଗିଛି।
ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତରାତିରେ ବ୍ଲାଷ୍ଟ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।
ପଡ଼ୋଶୀ ଦେଶର ରାଜନୈତିକ ଦୃଶ୍ୟପଟ୍ଟ ଲଗାତର ବିଗିଡ଼ିବାରେ ଲାଗିଛି । ଗୋଟିଏପଟେ ଆଜି ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ରାସ୍ତାରେ ଇମ୍ରାନ ସମର୍ଥକଙ୍କ ଭିଡ ଜମିଛି ।
ନିୟମ ଅନୁସାରେ ପ୍ରତିବର୍ଷ ଜାନୁଆରୀ ୧ରୁ ଡିସେମ୍ବର ୩୧ ତାରିଖ ଅବଧି ଯାଏଁ ସମସ୍ତ ସରକାରୀ କର୍ମଚାରୀ ସଂପତ୍ତି ବିବରଣୀ ଦାଖଲ କରିବା କଥା କିନ୍ତୁ ଅନେକ ସମୟରେ ସେଥିରେ ବ୍ୟତିକ୍ରମ ହେଉଛି ।
ନିକଟରେ ଶେଷ ହୋଇଥିବା ତିନି ମହାନଗର ନିଗମ ନିର୍ବାଚନରେ ନୂଆ ନେତାଙ୍କୁ ଡେପୁଟି ମେୟର ପଦରେ ସ୍ଥାନିତ କରିଛି ଦଳ । ଭୁବନେଶ୍ୱର ଓ କଟକରେ ଦଳ ବସ୍ତି ସାଙ୍ଗକୁ ମହିଳା କାର୍ଡ ଖେଳିଛି । ସେହିପରି ବ୍ରହ୍ମପୁରରେ ଦଳ ବହୁ ପୁରୁଖା ଆଶାୟୀଙ୍କୁ ପଛରେ ପକାଇ ନୂଆ...
ଏବେ ପାକିସ୍ତାନର କ୍ଷମତା ଖେଳରେ ଶାହବାଜ ଶରିଫଙ୍କ ପାଳି । ପାକିସ୍ତାନର ବିରୋଧୀ ଦଳ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ସାନଭାଇ, ତଥା ପଞ୍ଜାବ ପ୍ରଦେଶର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଶାହବାଜ ଶରିଫ୍
ମୋବାଇଲ୍ ପାଇଁ ବଇରୀ ସାଜିଲା ସାଙ୍ଗ । ଖଣ୍ଡିଆ ଇଟାରେ ଛେଚି ସାଙ୍ଗକୁ ହତ୍ୟା କଲା ।
ନେମାଳର ଚିତ୍ରୋତ୍ପାଳା ନଦୀ । ନଦୀ ଅଛି ହେଲେ ପାଣି ନାହିଁ । ଲାଗୁଛି ସତେ ଯେମିତି କୌଣସି ଏକ ଟାଙ୍ଗରା ଓ ଗୋଚର ଭୂମି । ନଦୀରେ ପାଣି ନାହିଁ ବୋଲି ଶୁଖିଲା ପଡ଼ିଛି କ୍ଷେତ ।
ସବୁଦିନ ଭଳି ଗତକାଲି ମଧ୍ୟ ପୋଖରିକୁ ମାଛ ଧରିବାକୁ ଜାଲ ପକାଇଥିଲେ ପୁରୀ ନିମାପଡ଼ା ବ୍ଲକ ତେରୁଣ୍ଡିଆ ଗାଁର ସୁବାସ ନାୟକ..ହେଲେ ଜାଲରେ ପଡ଼ିଲା ୟେ ଅଜବ ମାଛ.
କେନ୍ଦ୍ରୀୟ ଯୋଜନାରେ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହେଉଥିବା ମେଡିକାଲ କଲେଜ୍ ହସ୍ପିଟାଲ ପ୍ରକଳ୍ପ ଉଦଘାଟନ କିମ୍ବା ଶିଳାନ୍ୟାସ ବେଳେ ସଂପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ତୁରନ୍ତ ଅବଗତ କରାଇବା ଉଚିତ
ବସ୍-ଟ୍ରକ ଧକ୍କା ମୁହାଁମୁହିଁ ଧକ୍କା ହେବାକୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ ନିକଟରେ ଏକ କ୍ୟାମିକେଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି ।