• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Shehbaz Sharif
ପାକିସ୍ତାନର ମଙ୍ଗ ଧରିପାରନ୍ତି ଶେହାବାଜ୍ ସରିଫ : ନୂଆ ପ୍ରଧାନମନ୍ତ୍ରୀ ଚୟନ ନେଇ କାଲି ସଂସଦରେ ଭୋଟିଂ

ଶେହାବାଜ୍ ସରିଫ ପାକିସ୍ତାନର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛନ୍ତି । ସେ ବର୍ତ୍ତମାନ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ।

goat farming
ରୋଜଗାର ଦେଉଛି ଛେଳି ଚାଷ : ବାର୍ଷିକ ରୋଜଗାର ୫ ଲକ୍ଷରୁ ଅଧିକ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ଗାଁର ନିରାକାରମାହୁନ୍ତ । ସେ +୩ଯାଏଁ ପାଠ ପଢ଼ିଛନ୍ତି । ପାଠ ପଠା ସରିବା ପରେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ ଆରମ୍ଭ କରିଥିଲେ

corruption
ବ୍ୟବସ୍ଥା ସାରା ଚରିଗଲାଣି କି ଦୁର୍ନୀତି ? ଧରା ହେଉଛନ୍ତି ଜଣଙ୍କ ପରେ ଜଣେ ଯନ୍ତ୍ରୀ ?

ପୂର୍ବରୁ କିରାଣୀ ନଚେତ ତଳତଳିଆ କର୍ମଚାରୀ ପଡୁଥିଲେ ଭିଜିଲାନସ ଜାଲରେ । ଏବେ କିନ୍ତୁ ପାଳି ପଡିଛି ବଡ଼ବଡ଼ିଆ ବାବୁଙ୍କର

Terracotta
ପେଟକୁ ଦାନା ଯୋଗାଉଛି ଟେରାକୋଟା କାମ : ଭଳି କି ଭଳି ଘରକରଣା ସାମଗ୍ରୀ ବିକି ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଭରତପୁର ଗାଁ । ଗାଁରେ ତିଆରି ଚାଲିଛି ଟେରାକୋଟା କାମ । କିଏ ମାଟି ଚୁନା କରୁଛି ତ ଆଉ କିଏ ମାଟିକୁ କାଦୁଅ କରୁଛି ।

 Jharpara
‘ଦୋକାନ ଭାଙ୍ଗିଦେଲେ, ଏବେ ଲୋନ୍ କିପରି ଶୁଝିବୁ’

କସମେଟିକ ଦୋକାନ ଟିଏ କରିଥିଲୁ । ସରକାର ଦୋକାନ ଭାଙ୍ଗି ଦେଇଛନ୍ତି । ଏବେ ଦୋକାନାରେ କ’ଣ ଅଛି, ଦେଖିବାକୁ ଚାହିଁଲେ ମଧ୍ୟ ଛାଡ଼ୁନାହାନ୍ତି ।

Russia-Ukraine war
ୟୁକ୍ରେନ-ରୁଷିଆ ଘମାଘୋଟ ଯୁଦ୍ଧ : ବୁଚା ନରସଂହାର ପରେ ରୁଷିଆ ଉପରେ ଚାପ

ବୁଚା ନରସଂହାର ପରେ ଏବେ ରୁଷ ଉପରେ ଚାରିଆଡ଼ୁ ଚାପ ପଡ଼ୁଛି । ସାଧାରଣ ଲୋକଙ୍କ ମୃତ୍ୟୁୟର ଚିତ୍ର ସାମ୍ନାକୁ ଆସିବା ପରେ ଉଦବେଗ ବଢ଼ିଛି ।

Daily Market Evicted Near Jharpara
’ଅତ୍ୟାଚାର କରୁଛନ୍ତି ନବୀନ’ ! ଦୋକାନ ଭାଙ୍ଗିଦେବା ପରେ କାନ୍ଦି କାନ୍ଦି ଦୁଃଖ ବଖାଣିଲେ ମହିଳା ବ୍ୟବସାୟୀ

ଆଉ ଜଣେ ବ୍ୟବସାୟୀ କହିଛନ୍ତି , ବିଜେଡି ଗୁଣ୍ଡାରାଜ କରୁଛି । ଜାଣିଶୁଣି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି । ଅନନ୍ତ ନାରାୟଣ ଜେନା ଏଠି ଖେଳ କରୁଛି । ପୋଲିସ୍‌କୁ ଟଙ୍କା ପକାଇକି ଏମିତି କରୁଛନ୍ତି । ବିନା ନୋଟିସରେ ଦୋକାନ ଭାଙ୍ଗି ଦେଉଛନ୍ତି । ପିଲାଛୁଆ ଏବେ...

Russia-Ukraine War
୪୪ ଦିନ ବିତିଲାଣି, ସରୁନି ଯୁଦ୍ଧ : ୟୁକ୍ରେନର ପୂର୍ବାଞ୍ଚଳ ଉପରେ ପୁଟିନଙ୍କ ନଜର

କିଭ୍ ଦଖଲରେ ବିଫଳ ହେବା ପରେ ଋଷ ଫୋକସରେ ପୂର୍ବ ୟୁକ୍ରେନ୍ । କିଭ୍ ଉପକଣ୍ଠରୁ ସୈନ୍ୟ ପ୍ରତ୍ୟାହାର କରି, ପୂର୍ବ ୟୁକ୍ରେନରେ ସେନା ଠୁଳ କରୁଛି ଋଷ ।

OHRC
ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା : ନିଜ ଆଡ଼ୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ

ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଲା, ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Orissa High Court.
ପରିକ୍ରମା ପ୍ରକଳ୍ପ: ଜବାବ ମାଗିଲେ ହାଇକୋର୍ଟ

ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ କୋର୍ଟ ଜବାବ ତଲବ କରିଛନ୍ତି । ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ASIକୁ ଜବାବ ମାଗିଛନ୍ତି ।

China Hackers
ଡ୍ରାଗନର ଆଉ ଏକ ଷଡଯନ୍ତ୍ର : ଟାର୍ଗେଟରେ ଭାରତର ପାଓ୍ୱାର୍ ଗ୍ରୀଡ୍,ହ୍ୟାକରଙ୍କୁ କାମରେ ଲଗାଇଛି ଚୀନ୍

ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ବଳ କଷାକଷି ଚାଲିଥିବା ବେଳେ, ଭାରତୀୟ ସୀମାବର୍ତ୍ତୀ ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ଉପରେ ଆଖି ପକାଇଛି ଡ୍ରାଗନ୍ । ଭାରତର ବିଦ୍ୟୁତ ସରବରାହ ବ୍ୟବସ୍ଥା ଭିତରେ ବାରମ୍ବାର ପଶିବାକୁ ଉଦ୍ୟମ କରୁଛନ୍ତି ଚୀନ୍ ପ୍ରାୟୋଜିତ ହ୍ୟାକର୍

corona
ସାଂଘାଇରେ ସାଂଘାତିକ ସ୍ଥିତି : କରୋନା ସଂକ୍ରମଣ ବେକାବୁ, ଦମ୍ପତିଙ୍କୁ ଏକାଠି ଖାଇବା ଓ ଶୋଇବା ମନା

 ବିଶ୍ୱକୁ କରୋନା ମହାମାରୀ ଭଳି ମହାବିପତ୍ତି ଦେଇଥିବା ଚୀନ୍, ପ୍ରାଥମିକ ପର୍ଯ୍ୟାୟ ସଂକ୍ରମଣ ରୋକିବାରେ ସଫଳ ହୋଇଥିଲା । ମାତ୍ର ଏବେ ସାରା ବିଶ୍ୱ ଏକପ୍ରକାର ଆଶ୍ୱସ୍ତ ହୋଇଥିବା ବେଳେ, ଚୀନରେ କିନ୍ତୁ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି ମହାମାରୀ । ବିଶେଷତଃ ସାଂଘାଇର ସ୍ଥିତି...

arrest
ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଗିରଫ

କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ କରି ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଥିଲା ।

Statue Man
ଆଖି ବୁଲାଇଲେ ଦିଶୁଛି କଳା, କୌଶଳ ଓ ନିପୁଣତାର ଛାପ : ପ୍ରତିମୂର୍ତ୍ତି ତିଆରିକୁ ଶିଳ୍ପରେ ପରିଣତ କରିଛନ୍ତି ଦୁର୍ଜୟ

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜିରିଡାମାଳି ଗାଁର ଦୁର୍ଜୟ କୁମାର ସାହୁ । ତିଆରି କରିଛନ୍ତି ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି । ଯେଉଁଆଡେ ଆଖି ବୁଲାଇଲେ ସବୁଠି ଦେଖାଯାଉଛି କଳା, କୌଶଳ ଓ ନିପୁଣତାର ଛାପ ।

JITENDRA
କାହିଁକି ସବୁବେଳେ ଧଳା ପିନ୍ଧିବାକୁ ପସନ୍ଦ କରୁଥିଲେ ଅଭିନେତା ଜିତେନ୍ଦ୍ର ?

ଜିତେନ୍ଦ୍ର କାହିଁକି ଧଳା ପିନ୍ଧିବା ପାଇଁ ପସନ୍ଦ କରୁଥିଲେ, କ’ଣ ଥିଲା କାରଣ ?

coin
କଏନ୍‌ ଦେଇ ଗାଡ଼ି କିଣିଲେ ଦିନ ମଜୁରିଆ : ହାତରେ ଚାବି ଧରିବା ପରେ କାନ୍ଦି ପକାଇଲେ ଉପେନ୍‌

ଆଜି ଖୁସିରେ ଗଦଗଦ୍ ଉପେନ୍‌ । ଏତେ ଦିନର ସ୍ୱପ୍ନ ପୂରଣ ହୋଇଛି । ଗାଡ଼ି ଚାବି ହାତକୁ ଆସିଛି ।

journalist
ଗିରଫ କରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଆସିଛି ଏଭଳି ସାଂଘାତିକ ଖବର । ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଛି ନୀଳଗିରି ପୋଲିସ୍ ।

eow
୬ କୋଟି ୮୧ ଲକ୍ଷର ଠକେଇ : ୨ ଭାଇ ଗିରଫ

କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଦୁଇଭାଇ

Sanath Jayasuriya
ସଙ୍କଟ ସମୟରେ ସାହା ହୋଇଥିବାରୁ ଭାରତକୁ ‍ବଡ଼ ଭାଇ କହିବା ସହ ପ୍ରଶଂସା କଲେ ସନଥ ଜୟସୁରିୟା

ଭାରତକୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର । ଭାରତକୁ ବଡ଼ ଭାଇର ଆଖ୍ୟା ଦେଇଛନ୍ତି ସନଥ ଜୟସୁରିୟା। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।

Bengal school warns
ପରୀକ୍ଷା ଖାତାରେ ‘ଖେଲା’ ହୋବେ ସ୍ଲୋଗାନ୍‌ : ଆକ୍ସନ୍‌ ନେଲା ବୋର୍ଡ

ପରୀକ୍ଷା ଖାତାରେ ରାଜନୈତିକ ସ୍ଲୋଗାନ୍ ଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।