ବର୍ତ୍ତମାନ ସିକନ୍ଦରାବାଦ୍ ଷ୍ଟେସନ ନିକଟରେ ଟ୍ରେନରେ ବମ୍ ସ୍କ୍ୱାର୍ଡ ଯାଞ୍ଚ ଜାରି ରଖିଛି
ଶ୍ରୀଲଙ୍କାର ସ୍ଥିତି ପାଇଁ ସରକାର ହିଁ ଦାୟୀ : ବିରୋଧୀ ଦଳ ନେତା
ଶ୍ରୀଲଙ୍କା ବାହ୍ୟ ଋଣ ଶୁଝିପାରିବେନି ବୋଲି ସିଧାସଳଖ ଘୋଷଣା କରିଦେଇଛି କଲମ୍ବୋ ।
କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ ବର୍ବର ଗଣହତ୍ୟା ।
ମୋ ଅନୁପସ୍ଥିତିରେ କାହିଁକି ଭଙ୍ଗାଗଲା ଝାରପଡ଼ା ହାଟ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ? ୭ ଦିନରେ ବିକଳ୍ପ ସ୍ଥାନ ଦେବାକୁ ଦାବି କରିଛନ୍ତି ।
ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଇଦସାହି ଗାଁରେ ପାଣି ପାଇଁ ହାହାକାର । ନିର୍ମାଣ ହୋଇଛି ଶୌରଚାଳିତ ପାନୀୟ ଜଳ ପ୍ରକଳ୍ପ।ପାଣି ଟାଙ୍କି ବସିଛି। ସୋଲାର ପ୍ଲେଟଲାଗିଛି।
ଗତବର୍ଷ ନଭେମ୍ବର ମାସରୁ ଆଉ ସେ ବାଘୁଣୀର କୌଣସି ପତ୍ତା ମିଳୁ ନାହିଁ । ବନ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ ଜଙ୍ଗଲର ସବୁ ଜାଗାରେ ଖୋଜାଖୋଜି କରାଯାଉଛି ।
ତେବେ ବିବାହ ପୂର୍ବରୁ ରଣବୀରଙ୍କ ପୂର୍ବ ଆଫେୟାର୍ସକୁ ନେଇ ଚର୍ଚ୍ଚା ହେଉଛି । ହାତକୁ ଦିହାତ ହେବାକୁ ଯାଉଥିବା ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା ।
୭୦ ବର୍ଷୀୟ ଶାହବାଜ ଶରିଫ୍ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଏକ ପଞ୍ଜାବୀ ଭାଷାଭାଷି କାଶ୍ମୀରୀ ପରିବାରରେ ଜନ୍ମ ନେଇଥିଲେ । ସ୍ୱାଧୀନତା ପୂର୍ବରୁ ତାଙ୍କ ବାପା କାଶ୍ମୀର ଅନନ୍ତନାଗରୁ ପଞ୍ଜାବ ଅମୃତସର ଆସି ବ୍ୟବସାୟ କରୁଥିଲେ ଏବଂ ଦେଶ ବିଭାଜନ ପରେ ପୂରା ପରିବାର ଲାହୋର୍ ପଳାଇ...
୪୨ ବର୍ଷିୟ ଅକ୍ଷତାଙ୍କ ପାଖରେ ଇନଫୋସିସରେ ପ୍ରାୟ ୧ ବିଲିୟନ ଡଲାରର ସେୟାର ରହିଛି । ଯେଉଁଥିଲାଗି ସେ ବ୍ରିଟେନ୍ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଠାରୁ ମଧ୍ୟ ଅଧିକ ଧନୀ ବୋଲି କୁହାଯାଉ
ଗତ ୯ ତାରିଖ ରାତି ପ୍ରାୟ ୧୦ଟା ବେଳେ ତାଙ୍କ ସରକାରୀ ବାସଭବନରେ ଓହ୍ଲାଇଥିଲା ଏକ ହେଲିକପ୍ଟର । ଏଥିରେ ଜେନେରାଲ ଫୟାଜ୍ ହମିଦ୍ ଆସିଥିବା ଇମ୍ରାନ ଅନୁମାନ କରୁଥିଲେ । ମାତ୍ର ଯେତେବେଳେ ଜେନେରାଲ ବାଜଓ୍ୱା ଓ ଆଇଏସଆଇ ଡିଜି ନଦୀମ୍ ଅଂଜୁମଙ୍କୁ ଦେଖି ଇମ୍ରାନଙ୍କ ହୋସ୍...
ରୋପୱେ ଅଘଟଣ : ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୩ରୁ ଅଧିକ ପର୍ଯ୍ୟଟକ ଫସିରହିଥିବା ସୂଚନା ମିଳିଛି ।
ମହାନଦୀରୁ ଆଉ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ରବିବାର ୩ ସାଙ୍ଗ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ ।
ଯୋଡ଼ା ସହରରେ ବର୍ତ୍ତମାନ ୧୪୪ ଧାରା ଜାରି ସହ ୧୪ ପ୍ଲାଟୁନ୍ ପୋଲିସ୍ ମୁତୟନ ଅଛନ୍ତି ।
ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଇନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ। ଦେଖନ୍ତୁ ଏହି ଦୁଇଟି ଭିଜୁଆଲ୍...
ଏ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବିରାଟକାୟ ଅହିରାଜ ମଥାରେ ଚୁମ୍ୱନ ଦେଉଛନ୍ତି ଏ ଯୁବତୀ ଜଣକ। ଆଉ ସାପଟି କିଛି ନ କରି ଚୁପ୍ ହୋଇ ରହିଛି।
ଭାରତ-ପାକିସ୍ତାନ ସଂପର୍କରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କାଶ୍ମୀର । କାଶ୍ମୀର ପ୍ରସଙ୍ଗକୁ ନେଇ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଏହାର ଆଭିମୁଖ୍ୟ ପରିବର୍ତ୍ତନ ନ କରିଛି, ସେପର୍ଯ୍ୟନ୍ତ ଦୁଇ ଦେଶର ସଂପର୍କ ସ୍ୱାଭାବିକ ହେବାର ପ୍ରଶ୍ନ ହିଁ ଉଠୁନି
ସୁନା ଗହଣା ଥିଲେ କଣ ହେବ? ତାକୁ ଦେଖିଲେ କଣ ପେଟ ପୂରିବ? ଏମିତି କହି ନିଜର ପିନ୍ଧା ସୁନା ଗହଣା ବିକି ଦେଉଛନ୍ତି ଶ୍ରୀଲଙ୍କା ଲୋକେ। କାରଣ ଏଠି ବଂଚିବା କଷ୍ଟକର ହୋଇ ପଡିଛି। ପେଟ ପାଇଁ ସୁନା ବିକି ଦେଉଛନ୍ତି ଏଠାକାର ଲୋକେ...
ମା’ଙ୍କ ଠାରେ ଲାଗିହୁଏ ମଦ ମଦ ଭୋଗ । ମନୋକାମନା ପୂରଣ ହେଲେ ଭକ୍ତ ମା’ଙ୍କ ପାଖରେ ଦେଶୀ ଓ ବିଦେଶୀ ମଦ ଭୋଗ ଲଗାଇ ଥାଆନ୍ତି ।