୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି ବିଜେଡି ।
ବିଦେଶରେ ମଧ୍ୟ ମିଳୁଛି ଝାଲମୁଢ଼ି । ଝାଲମୁଢ଼ି ଖାଇବା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି ।
ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ ।
ପିସିସି ସଭାପତି ଚୟନ ସମ୍ପର୍କରେ ବିସ୍ପୋରକ ବୟାନ୍ ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ।
ରାମକଥା ଶୁଣିବାକୁ ଯାଇଥିଲେ ବୃଦ୍ଧା । ହେଲେ ଫେରିବା ସମୟରେ ଉତ୍ତାପ ବଢ଼ିବାରୁ ଫେରି ପାରିନଥିଲେ । ଶେଷରେ ଜଣେ ମହିଳା ପୋଲିସ୍ ତାଙ୍କୁ କାନ୍ଧରେ ବସାଇ ଘରେ ପହଞ୍ଚାଇଥିଲେ ।
କୋର୍ବେଭାକ୍ସକୁ ଅନୁମୋଦନ ମିଳିଲେ ରାଜ୍ୟରେ କିଭଳି ହେବ ଏ ବର୍ଗଙ୍କ ଟିକାକରଣ ? ଏଥିପାଇଁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର ?
ପ୍ରଧାନମନ୍ତ୍ରୀ ମୋଦି ମୁକ୍ତ, ଅବାଧ ଓ ନିୟମ ଭିତ୍ତିକ ଇଣ୍ଡୋ-ପାସିଫିକ୍ ଉପରେ ଗୁରୁତ୍ୱାରୋପ କରିବା ସହିତ, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ଐତିହାସିକ ବୋଲି କହିଛନ୍ତି ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମୋବାଇଲ ଓ ମହମବତୀରେ ମହିଳାଙ୍କ ଡେଲିଭରି ।
କୋଟିଆ ଦଖଲ ଅଭିଯାନ କ୍ରମରେ ଚଳିତ ମାସ ପହିଲାରେ କୋଟିଆର ୨୮ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ନକ୍ସାରେ ସାମିଲ କରିଛି ଆନ୍ଧ୍ର ।
ମୃଦଙ୍ଗ ତିଆରି କରି ନାଁ କମାଇବା ସହ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଦୁଇ କାରିଗର ।
ପୋଲିସ୍ ଠାରୁ ନ୍ୟାୟ ନମିଳିବାରୁ ବାପ, ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ମାଉସୀ ମାଉସୀ, ପୁଅ ଟା ବିଗିଡିଗଲା। ଇଏ କୋଉ ଉତୁପାତିଆ ଗୋଷ୍ଠୀର କିରେ !! ଲୋ ବୋଉ...ଦେଖୁନାହାନ୍ତି କେମିତି ଓଭରବ୍ରିଜ୍ ଉପରେ ଗୋଡ଼ ଟେକି ଥେଇ ଥେଇ ନାଚୁଛନ୍ତି
ଜୈବିକ ସାରରେ ଉତ୍ପାଦିତ ପନିପରିବା ପାଉଥିବାରୁ ଉତ୍ସାହର ସହ ଗ୍ରାହକ କିଣି ନେଉଛନ୍ତି ।
ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ।
ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ଭାରତର ସ୍ୱାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇ ଏହା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।
ବିଶେଷ କରି ଆଜିର ଯୁବପିଢ଼ି ଆଧୁନିକତା ଆଡ଼କୁ ଅଗ୍ରସର ହୋଇ ସିନେମା ପଛରେ ଧାଉଁଥିଲା ବେଳେ ଲୋକାପଡା ଗାଁର ଯୁବପିଢ଼ି ନିଜର ପରମ୍ପରା, କଳା, ସଂସ୍କୃତିକୁ ଭୁଲି ନଯାଇ ଆତ୍ମୀୟତାର ସହିତ ରାମଲୀଳା ଜାରି ରଖିଛନ୍ତି
କ୍ଷେପଣାସ୍ତ୍ର ମାଡ଼ କରି ଏଭଳି ଅତ୍ୟାଧୁନିକ ଓ୍ୱାରସିପକୁ ଏତେ ସହଜରେ ଧ୍ୱଂସ କରିଦିଆଯାଇ ପାରୁଛି, ତେବେ ଯୁଦ୍ଧ ବେଳେ ଏଗୁଡ଼ିକ କେତେ ନିର୍ଭରଯୋଗ୍ୟ ହେବ? ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।
ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ