ବିଶ୍ୱର ସବୁଠୁ ଶକ୍ତିଶାଳୀ କୁହାଯାଉଥିବା ସରମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଋଷ । ପ୍ଲେସେସ୍କ କଷମୋଡ୍ରମରୁ ଏହି ପରୀକ୍ଷଣ କରାଯାଇଛି ।
ବିସ୍ଫୋରଣ ଯୋଗୁ କବାଡ଼ିଖାନାରେ ଥିବା ଜିନିଷ ଛିନଛତ୍ର ହୋଇ ବାହାରେ ପଡିବା ସହିତ ଦୋକାନ ଧୂଆଁମୟ ହୋଇଯାଇଥିଲା ।
ଛାତ୍ରାବାସରେ ୭୦ରୁ ଅଧିକ ପିଲା ନିଜେ ରୋଷେଇ କରି ଖାଉଛନ୍ତି
ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ...
କରୋନା ପାଇଁ ଦୁଇ ବର୍ଷ ସ୍କୁଲ ବନ୍ଦ ହୋଇଯିବା ଯୋଗୁ ସୁଦୀକ୍ଷାକୁ ବହୁତ ସମୟ ମିଳିଥିଲା। ପାଠ ପଢିବା ସହିତ ପ୍ରତିମୂର୍ତ୍ତି ତିଆରି କରିବାରେ ଲାଗି ପଡିଥିଲେ। ଯେଉଁ ନିଶା ଆଜି ତାଙ୍କୁ ସମ୍ମାନ ଦେଇଛି।
ଜରୁରୀ ବ୍ୟବହାର ପାଇଁ ରୋଗୀଙ୍କୁ ସହଜରେ ମିଳୁନି ଷ୍ଟ୍ରେଚର
ପ୍ରିୟଙ୍କା ଗୁପ୍ତା ବିହାର ପାଟନାର ମହିଳା ମହାବିଦ୍ୟାଳୟ ବାହାରେ ଚା ଦୋକାନ କରିଛନ୍ତି । ସେ ୨୦୧୯ ରେ ଅର୍ଥନୀତିରେ ସ୍ନାତକ ପାସ କରିଛନ୍ତି ।
ରୋଷେୟା ଲଳିତ ସାହୁ ପାଖକୁ ଏତେ ଟଙ୍କା କିଏ ଓ କାହିଁକି ପଠାଇଥିଲା? କେଉଁ ଆକାଉଣ୍ଟରୁ ଆସିଥିଲା ଟଙ୍କା? ଲଳିତଙ୍କ ଫୋନ କିଏ କଲା ଲକ୍? ଏସବୁ ପ୍ରଶ୍ନର ଉତ୍ତର କହିବ ମୃତ୍ୟୁର ରହସ୍ୟ...
ମାରିଉପୁଲ୍ ସହର ଉପରେ ବି କବଜା କଲେ ଋଷୀୟ ସୈନ୍ୟ । ତେବେ ଏନେଇ ସ୍ପଷ୍ଟ ହୋଇନଥିବା ବେଳେ ଋଷୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଋଷୀୟ ସେନା ମାରିଉପୁଲ ସହରରେ ଥିବା ଏକ ବିରାଟ ଇସ୍ପାତ କାରଖାନାରେ ଲୁଚି ରହିଥିବା ୟୁକ୍ରେନ୍ ସୈନ୍ୟଙ୍କୁ ଚାରିଆଡ଼ୁ ଘେରି ରହିଛନ୍ତି । ମାରିଉପୁଲ ୟୁକ୍ରେନ ଅକ୍ତିଆରରେ ଥିବା ଶେଷ ଗଡ଼ ବୋଲି କୁହାଯାଉଛି
ସମ୍ବଲପୁରରୁ ଲୁଟ୍ ଟଙ୍କା ଦେବଗଡ଼ ବନକାଲୋ ଅଞ୍ଚଳରୁ ଜବତ । ତାହା ପୁଣି ମାଟି ତଳୁ । ଆଉ ଖୋଳୁ ଖୋଳୁ ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍ ବ୍ୟାଣ୍ଡେଲ ।
ଅଗଷ୍ଟା ହେଲିକପଟର ଡିଲରେ ଲାଞ୍ଚ କାରବାର ଅଭିଯୋଗ ସାମ୍ନାକୁ ଆସିବା ପରେ ଏହାକୁ ବ୍ୟବହାର କରାଯାଇନଥିଲା । ତେବେ ଭାରତୀୟ ବାୟୁସେନା ଏହାର ପରୀକ୍ଷାମୂଳକ ଉଡ଼ାଣ କରିଥିଲା ସେବେଠାରୁ ଏହା ଭାରତୀୟ ବାୟୁସେନା ତତ୍ତ୍ୱାବଧାନରେ ରହିଆସିଛି
ବିଦାୟୀ ଭାଷଣ ଦେବା ସମୟରେ କାନ୍ଦିଲେ ଏୟାରହୋଷ୍ଟେସ ।
ଧାଡ଼ି ଧାଡି ହୋଇ ବସିଛନ୍ତି ବୟସ୍କ। ଏମାନଙ୍କ ପାଦ ଧୁଆ ଚାଲିଛି। କିଏ ଚନ୍ଦନ ମାରି ବନ୍ଦାପନା କରୁଛି ତ, ଆଉ କିଏ ନୂଆବସ୍ତ୍ର ଦେଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି।
ଶ୍ରୀଲଙ୍କାର ଋଣ ଭାର ରହିଛି ୨୫ ବିଲିୟନ ଡଲାର । ସେଥିରୁ ୭ ବିଲିୟନ୍ ଡଲାର ଚଳିତ ବର୍ଷ ଶେଷ ସୁଦ୍ଧା ସୁଝିବାକୁ ପଡିବ । ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ନାକେଦମ ହୋଇପଡୁଛନ୍ତି
ଆଜିକାଲି ସ୍ମାର୍ଟଫୋନ ଫାଟିଯିବା ବା ନିଆଁ ଲାଗିବା ଏକ ସାଧାରଣ କଥା ହୋଇଗଲାଣି। କାରଣ ପ୍ରାୟ ସବୁଦିନ କିଛି ନା କିଛି ଏମିତି ଖବର ସାମ୍ନାକୁ ଆସୁଛି। ବ୍ୟବହାରୀଙ୍କ ଭୁଲ ପାଇଁ ଅଧିକାଂଶ ସମୟରେ ଏମିତି ଦୁର୍ଘଟଣା ଘଟିଥାଏ ବୋଲି ଜଣାପଡିଛି।
ସ୍ମାର୍ଟସିଟି କର୍ପୋରେସନ ଓ ବିଏମସି ପକ୍ଷରୁ ମିଳିତ ଭାବରେ ତାରିଣୀ ମନ୍ଦିର ଭଙ୍ଗାଯାଇଛି
ସରକାରୀ ବାସଭବନରୁ ମିଳିଛି କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ। ତାଙ୍କ ନାମ ବ୍ରଜମୋହନ ଭୋଇ
ଗୁଇନ୍ଦା ବିଭାଗ ୧୬ ତାରିଖରେ ଏସମ୍ପର୍କରେ ପୋଲିସକୁ ଅବଗତ କରିଥିଲେ । ହେଲେ ତାସତ୍ତ୍ୱେ କିପରି ଏତେ ସଂଖ୍ୟକ ଡ୍ରାଇଭର କିପରି ରାଜଧାନୀରେ ପ୍ରବେଶ କଲେ ?