• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

OSSC DEO Recruitment 2023 Notification
OSSC Recruitment: ଓଡ଼ିଶାରେ ସରକାରୀ ଚାକିରି; OSSC ବାହାର କଲା ଅନେକ ପଦବୀ

OSSC ନିକଟରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଓଡ଼ିଶାରେ ଜୁନିୟର ଟାଇପିଷ୍ଟ୍, ଜୁନିୟର ଷ୍ଟେନୋଗ୍ରାଫର୍, ଜୁନିୟର କ୍ଲର୍କ, ଜୁନିୟର କପିଷ୍ଟ୍, ଡାଟାଏଣ୍ଟ୍ରୀ ଅପରେଟର ଆଦି ପଦବୀ ପୂରଣ ହେବ।

salman khan fans burst fireworks at cinema hall during tiger-3 screening
ସିନେମା ହଲ୍‌ରେ ଫୁଟିଲା ବାଣ; ଅଳ୍ପକେ ବଞ୍ଚିଗଲେ ଦର୍ଶକ

ମହାରାଷ୍ଟ୍ରର ମାଲେଗାଓଁରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ 'ଟାଇଗର ୩' ସ୍କ୍ରିନିଂ ସମୟରେ ସିନେମା ହଲ୍‌ରେ ବହୁତ ବଡ଼ ଆତସବାଜି ହୋଇଥିଲା। ପ୍ରଶଂସକମାନେ ସିନେମା ହଲ୍‌ରେ ଏତେଗୁଡ଼ିଏ ଆତସବାଜି କରିଥିଲେ ଯେ ଏହା ଏକ ଦିୱାଲୀ ପରି ପରିବେଶ ସୃଷ୍ଟି କରିଥିଲା।

'Tiger 3' can't buy heart; Know the 5 reasons behind it
ମନ କିଣିପାରୁନି ‘ଟାଇଗର ୩’; ଜାଣନ୍ତୁ ଏହା ପଛରେ ଥିବା ୫ କାରଣ

ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ ‘ଟାଇଗର ୩’। ୟଶରାଜ୍ ଫିଲ୍ମକୁ ସ୍ପାଇ ୟୁନିଭର୍ସ କରିବାରେ ପ୍ରେରଣା ଦେଇଥିବା ‘ଟାଇଗର’ ଏହାର ମୂଳଦୁଆ ଥିଲା। କିନ୍ତୁ ସେହି ମୂଳଦୁଆକୁ ‘ଟାଇଗର ୩’ ଆସୁ ଆସୁ ବହୁତ ଦୁର୍ବଳ କରିଦେଲା।

new Nostradamus prediction of huge earthquake third world war
2024 Prediction: ଭୟଙ୍କର ଭବିଷ୍ୟବାଣୀ; ହେବ ତୃତୀୟ ବିଶ୍ୱଯୁଦ୍ଧ, ଆସିବ ବଡ଼ ଭୂକମ୍ପ

ବର୍ତ୍ତମାନ ନୂଆ ନୋଷ୍ଟ୍ରାଡମସ୍ ନାମକ ଜଣେ ଭବିଷ୍ୟବକ୍ତା ୨୦୨୪ ବର୍ଷ ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି। ୨୦୨୪ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସେ କହିଛନ୍ତି। ଏକ ବିମାନ ଦୁର୍ଘଟଣା ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବ ବୋଲି ସେ କହିଛନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ସତ...

India Trounce Netherlands By 160 Runs
ଦୀପାବଳିରେ ଟିମ୍ ଇଣ୍ଡିଆର ବିଜୟ ଉପହାର; ନେଦରଲ୍ୟାଣ୍ଡ୍‌କୁ ୧୬୦ରେ ପରାସ୍ତ

ଗ୍ରୁପ୍ ରାଉଣ୍ଡର ଶେଷ ମ୍ୟାଚ୍‌ରେ ଭାରତ ନେଦରଲ୍ୟାଣ୍ଡକୁ ୧୬୦ ରନ୍‌ରେ ପରାସ୍ତ କରିଛି। ନଭେମ୍ବର ୧୫ରେ ମୁମ୍ବାଇର ୱାନ୍‌ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ।

buff tip insects looks like a piece of wood
Viral Video: ଅଜବ ପୋକ; ଚାଲୁ ଚାଲୁ ହୋଇଯାଉଛି କାଠ ଖଣ୍ଡ

ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ଦେଖାଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣ ଦେଖିଲେ ଏହାକୁ କହିବେ ଏକ କାଠ ଖଣ୍ଡ।

ISRO recruitment 2023 VSSC invites applications for LVD, HVD posts
ISRO Recruitment 2023: ଦଶମ ପାଶ୍ କରିଥିଲେ ISROରେ ଚାକିରି; ଦରମା ୬୦ ହଜାର ପରେ

ISRO ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ବାହାର କରିଛି ନିଯୁକ୍ତି ବିଜ୍ଞାପନ। ଏହି ନିଯୁକ୍ତି ପ୍ରକ୍ରିୟାରେ ହାଲୁକା ଯାନ ଏବଂ ଭାରୀ ଯାନ ଡ୍ରାଇଭର ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀ ଏହାର ଫାଇଦା ନେଇପାରିବେ।

lal salaam teaser out rajinikanth cameo impresses fans
Teaser Out: ରିଲିଜ୍ ହେଲା ‘ଲାଲ ସଲାମ’ର ଟିଜର୍‌; ହୋସ୍ ଉଡେଇଲା ରଜନୀକାନ୍ତଙ୍କ ଆକ୍ସନ୍ ସିନ୍

‘ଜେଲର୍‌’ର ଦବଦବା ଆଉ ଏଥିରେ ରଜନୀକାନ୍ତଙ୍କ ଷ୍ଟାଇଲ୍ ଲୋକଙ୍କ ମନକୁ ଯାଇନି। ଏହାରି ଭିତରେ ରଜନୀକାନ୍ତ ପୁଣିଥରେ ଦର୍ଶକଙ୍କୁ ମନୋରଂଜନର ଖୋରାକ ଦେବାକୁ ଆସିଲେଣି। ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଲାଲ ସଲାମ’ର ବହୁ ପ୍ରତୀକ୍ଷିତ ଟିଜର୍‌ ରିଲିଜ୍ ହୋଇଛି।

Kali Puja 2023
Kali Puja 2023: ଦୀପାବଳିରେ କାହିଁକି ହୁଏ କାଳୀ ପୂଜା; କ’ଣ କୁହେ କାହାଣୀ

ଦୀପାବଳି ରାତିରେ କାଳୀ ମା’ଙ୍କୁ ପୂଜା କରାଯାଏ। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ କାଳୀ ମା’ଙ୍କୁ ଧୂମଧାମରେ ପୂଜା ଅର୍ଚ୍ଚନା କରାଯାଏ। ଏହି ଦିନଟି ମା’ କାଳୀଙ୍କ ପାଇଁ ଉତ୍ସର୍ଗୀକୃତ।

Bholanath acknowledged Maa Kali as his mother
Kali Puja 2023: ଭୋଳାନାଥ କାଳୀଙ୍କୁ ମା’ ରୂପେ କରିଥିଲେ ସ୍ୱୀକାର; କାହିଁକି…

ରାକ୍ଷସମାନଙ୍କୁ ହତ୍ୟାକରିବା ପାଇଁ ଜଗତ ଜନନୀ ମା’ ଅମ୍ବା, ମା’ କାଳୀଙ୍କ ବିକରାଳ ରୂପ ଧାରଣ କରିଥିଲେ। ପରେ ସେ ପୁଣି ଶାନ୍ତ ରୂପକୁ ଫେରିଥିଲେ। କିପରି ହେଲେ ଶାନ୍ତ ଆସନ୍ତୁ ଜାଣିବା।

According to different religion significance of celebrating diwali festival
Diwali 2023: କେଉଁ ଧର୍ମରେ କିପରି ପାଳନ ହୁଏ ଦୀପାବଳି

କେହି କେହି ଦୀପାବଳିରେ ଶ୍ରୀଗଣେଶଙ୍କୁ ଆରାଧନା କରନ୍ତି ତ ଆଉ କେହି ଧନର ଦେବୀ ଲକ୍ଷ୍ମୀଙ୍କ ପୂଜାପାଠ ପାଇଁ ଅଧିକ ଫଳପ୍ରଦ ବୋଲି ବିବେଚନା କରନ୍ତି। ସେହିପରି ଅନ୍ୟ ବିଚାରର ଲୋକେ ଏହାକୁ ନିଜ ଆରାଧ୍ୟ କିମ୍ବା ନିର୍ବାଣ ବା ପୁନର୍ଜନ୍ମର ଖୁସିରେ ପାଳନ କରନ୍ତି।

SIDBI Recruitment Apply for Assistant Manager posts
SIDBI Recruitment 2023: SIDBIରେ ପୂରଣ ହେବ ଆସିଷ୍ଟାଣ୍ଟ୍ ମ୍ୟାନେଜର ପୋଷ୍ଟ୍; ଦରମା ୯୦ ହଜାର

SIDBI ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ୍ ମ୍ୟାନେଜର ପୋଷ୍ଟ୍ ପୂରଣ ହେବ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

tiger 3 earned more than 15 crore before release
'ଟାଇଗର ୩' କରିସାରିଲାଣି ୧୫ କୋଟି ରୋଜଗାର; ଭାଙ୍ଗିବ କି ‘ଜବାନ’ ଏବଂ ‘ଗଦର ୨’ ରେକର୍ଡ

'ଟାଇଗର ୩' ରେ ସଲମାନ ଏବଂ କ୍ୟାଟ୍ରିନାଙ୍କ୍ ଜବରଦସ୍ତ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ତେବେ ଏହା ‘ଜବାନ’ ଏବଂ ‘ଗଦର ୨’ ରେକର୍ଡ ଭାଙ୍ଗିବ କି ନାଇଁ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

Pm modi featuring song nominated for grammy awards
Grammy Awards: ଗ୍ରେମୀ ପୁରସ୍କାର ପାଇଁ ମନୋନୀତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ

ନରେନ୍ଦ୍ର ମୋଦି ଏବଂ ଭାରତୀୟ-ଆମେରିକୀୟ ଗାୟକ ଫାଲୁଙ୍କ ଦ୍ୱାରା ରଚନା କରାଯାଇଥିବା ବାଜରାର ଲାଭକୁ ପରିଚିତ କରେଇବା ନେଇ ସ୍ୱତନ୍ତ୍ର ଗୀତ 'ଆବ୍ୟୁଡେନ୍ସ୍ ଇନ୍ ମିଲେଟ୍ସ୍' ଗ୍ରେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ ବର୍ଗରେ ମନୋନୀତ କରାଯାଇଛି। ଅଧିକାରୀମାନେ...

94 year old man give advice to live long life
Viral Video: ଦୀର୍ଘ ବର୍ଷ ବଞ୍ଚିବାର ମନ୍ତ୍ର ଦେଲେ ୯୪ ବର୍ଷୀୟ ଜେଜେ

ସୋସିଆଲ୍ ମିଡିରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ପ୍ରେରଣ ଦେଉଛି। ଜଣେ ବୃଦ୍ଧ ବ୍ୟକ୍ତି ଦୀର୍ଘ ଜୀବନ ବଞ୍ଚିବାର ରହସ୍ୟ କ’ଣ କହୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ବୋଧହୁଏ ଆପଣ ମଧ୍ୟ ତାଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସକୁ ମାନିବାକୁ ବାଧ୍ୟ...

How to celebrate diwali safely do not ignore 10 safety tips
Diwali Safety Tips: ଦୀପାବଳିକୁ ସୁନ୍ଦର କରିବା ପାଇଁ ମାନନ୍ତୁ ଏହି ୧୦ଟି ସେଫ୍ଟି ଟିପ୍ସ...

ଆଲୋକର ପର୍ବ ଦୀପାବଳିକୁ ଲୋକେ ଆନନ୍ଦର ସହିତ ପାଳନ କରୁଥିବା ବେଳେ ପରସ୍ପରଙ୍କୁ ଉପହାର ଦେଇ ଶୁଭ ମନାସନ୍ତି। କିନ୍ତୁ ବେଳେବେଳେ ଛୋଟ ଛୋଟ ଅସାବଧାନତା ହେତୁ ଅନେକଙ୍କ ମୁହଁରୁ ଏହି ହସ ଲିଭିଯାଏ। କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଦୀପାବଳିରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ...

Maulana Abul Kalam Azad
National Education Day 2023: ଭାରତୀୟ ଆଧୁନିକ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବିନ୍ଧାଣୀ ମୌଲାନା ଅବୁଲ କଲାମ ଆଜାଦ

ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦ ଅନେକ ବଡ ନିଷ୍ପତ୍ତି ନେଇଥିଲେ ଯେଉଁଥିରେ ତାଙ୍କର ଏକମାତ୍ର ଚିନ୍ତାଧାରା ଥିଲା ଯେ ଶିକ୍ଷାର ତରଙ୍ଗକୁ ଦେଶର ପ୍ରତ୍ୟେକ ବିଭାଗରେ ପହଞ୍ଚେଇବା। ୮ ଦଶନ୍ଧି ପରେ ମଧ୍ୟ ତାଙ୍କ ଚିନ୍ତାଧାର ଦେଶର ଶିକ୍ଷା ବ୍ୟବସ୍ଥାକୁ ସଂଚାଳିତ କରୁଛି।

India Post announces biggest recruitment apply for Around 2000 post
India Post Recruitment: ଦଶମ ପାଶ୍ କରିଥିଲେ ଭାରତୀୟ ଡାକରେ ଚାକିରି; ଦରମା ୮୦ ହଜାର ପରେ

ଭାରତୀୟ ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଦଶମ ପାଶ୍ କରି ସରକାରୀ ଚାକିରି ଆଶାରେ ଅଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ନେଇ ପାରିବେ।

javed akhtar says rama and sita cultural heritage of india
ରାମ ଏବଂ ସୀତା କେବଳ ହିନ୍ଦୁ ଦେବଦେବୀ ନୁହଁନ୍ତି ବରଂ ଭାରତର ସାଂସ୍କୃତିକ ଐତିହ୍ୟ: ଜାଭେଦ ଅଖତର

ଗୀତିକାର ଜାଭେଦ ଅଖତର ତାଙ୍କ ବିବୃତ୍ତି ପାଇଁ ଏବେ ଖୁବ୍ ଚର୍ଚ୍ଚାରେ। ଯେତେବେଳେ ବି ସେ କୌଣସି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତି ତେବେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିଷୟରେ ନିଜର ମତ ପ୍ରକାଶ...

5 things do not buy in dhanteras goddess lakshmi will turn away from house
ଧନତେରାସ ୨୦୨୩ ...

ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ମଧ୍ୟ କିଛି ଜିନିଷ ଅଛି ଯାହାକୁ ଧନତେରାସରେ କିଣିବା ଅନୁଚିତ। କୁହାଯାଏ ଯେ ଏହି ଦିନ ଯଦି ଏହିସବୁ ଜିନିଷ କିଣାଯାଏ ତେବେ ଦେବୀ ଲକ୍ଷ୍ମୀ କ୍ରୋଧ କରନ୍ତି, ଯାହା ଫଳରେ ଆର୍ଥିକ ସଙ୍କଟ ସୃଷ୍ଟିହୁଏ। ତେବେ ଆସନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିନ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।