• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How to clean curtain to remove dirt and stains with easy home remedies
Tips and Tricks: ସ୍କ୍ରିନ୍‌ରୁ ଛାଡୁନି କି ମଇଳା; ଆପଣାନ୍ତୁ ଏହି ୪ଟି ଉପାୟ, ଚମକିବ

ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ, ଲୋକମାନେ ଚାହିଁଲେ ମଧ୍ୟ ପରଦା ଧୋଇବାରେ ସକ୍ଷମ ନୁହଁନ୍ତି। ତେଣୁ ଆସନ୍ତୁ ପରଦା ସଫା କରିବା ପାଇଁ କିଛି ଟିପ୍ସ ଜାଣିବା, ଯାହା ସାହାଯ୍ୟରେ ପରଦାଗୁଡ଼ିକୁ ଖୁବ୍ କମ୍ ସମୟ ମଧ୍ୟରେ ନୂଆ ଭଳି ଚମକାଇ ପାରିବା।

tiger 3 budget is more than pathaan salman khan took high fees
Tiger 3 Budget: ‘ପଠାନ’ର ବଜେଟ୍‌କୁ ଟପିଗଲା ‘ଟାଇଗର ୩’; ଆଶ୍ଚର୍ଯ୍ୟ କରିବ ସଲମାନଙ୍କ ଫିସ୍

ୟଶ୍‌ ରାଜ୍‌ ଫିଲ୍ମସର ସ୍ପାଇ ୟୁନିଭର୍ସର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ‘ଟାଇଗର ୩’ ଅନ୍ୟତମ। ଏଭଳି ପରିସ୍ଥିତିରେ ଫିଲ୍ମର ବଜେଟ୍ ଏବଂ ଷ୍ଟାର୍‌କାଷ୍ଟ୍‌କୁ ନେଇ ଆଲୋଚନାର ବଜାର ମଧ୍ୟ ସରଗରମ ହୋଇଉଠିଛି। ଏହାର ବଜେଟ୍ ‘ପଠାନ’ ଠାରୁ ଟପିଯାଇଥିବା ବେଳେ ସଲମାନଙ୍କ ଫିସ୍ ଆଶ୍ଚର୍ଯ୍ୟ କରୁଛି।

Tejas teaser out film relase date also final after 3 years long delay
Tejas Teaser Out: ରିଲିଜ୍ ହେଲା 'ତେଜସ୍'ର ଟିଜର; ଦମଦାର୍ ଭୂମିକାରେ ନଜର ଆସିବେ କଙ୍ଗନା

କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ୍'ର ଟିଜର ରିଲିଜ୍ ହୋଇଛି। ଏହି ଫିଲ୍ମରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ ନଜର ଆସିବେ। ଏଥିରେ ସେ IAF ଅଧିକାରୀ ତେଜସ୍‌ ଗିଲ୍‌ ଭୂମିକାରେ ଅଭିନୟ କରିଛନ୍ତି।

Gandhi Jayanti 2023 Top 6 qualities of mahatma gandhi what made him Great
Gandhi Jayanti 2023 : ଏହି ୭ଟି ସର୍ବଶ୍ରେଷ୍ଠ ଗୁଣ ଯୋଗୁ ଗାନ୍ଧୀ ହୋଇଗଲେ ମହାତ୍ମା

ଗାନ୍ଧୀ ଜଣେ ମହାନ ବକ୍ତା ନଥିଲେ, ତାଙ୍କ ଶରୀର ଅତ୍ୟନ୍ତ ଆକର୍ଷଣୀୟ ନଥିଲା, ସେ ସରଳ ଜୀବନ ଯାପନ କରୁଥିଲେ। କିନ୍ତୁ ତାଙ୍କ ପାଖରେ ୭ଟି ସର୍ବଶ୍ରେଷ୍ଠ ମହାନ ଗୁଣ ଥିଲା ଯାହା ତାଙ୍କୁ ମହାତ୍ମା କରିଦେଲା। ଆମେ ଏହିସବୁ ଗୁଣକୁ ମହାତ୍ମା ଗାନ୍ଧୀଙ୍କ ମହାନ ଜୀବନରୁ ଶିଖିବା...

How Gandhi became father of nation
Gandhi Jayanti 2023: ଦେଶ ପାଇଁ ବଳିଦାନ ଦେଇ ଗାନ୍ଧୀ ହୋଇଗଲେ ଜାତିର ପିତା

ଦେଶ ସ୍ୱାଧୀନତା ପଛରେ ମହାତ୍ମା ଗାନ୍ଧୀଙ୍କ କେତେ ଯେ ଥିଲା ଭୂମିକା ତାହା ସମସ୍ତଙ୍କୁ ଜଣା। ସ୍ୱାଧୀନତା ସଂଗ୍ରାମରେ ଭାରତୀୟମାନଙ୍କୁ ଏକତ୍ର କରି ଅହିଂସା ମାର୍ଗକୁ ନିଜ ବ୍ରତ ଭାବେ ଗ୍ରହଣ କରି ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ତାଙ୍କର ଥିଲା ଏକ ପ୍ରମୁଖ ଭୂମିକା। ଦେଶ...

know the purpose and history of celebrating world vegetarian day
World Vegetarian Day 2023 : କାହିଁକି ପାଳନ ହେଲା ‘ବିଶ୍ୱ ଶାକାହାରୀ ଦିବସ’

ପର୍ଯ୍ୟାବରଣ ବିଚାର, ପଶୁ କଲ୍ୟାଣ ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପଶୁ ଜାତୀୟ ଖାଦ୍ୟ ଛାଡିବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ‘ବିଶ୍ୱ ଶାକାହାରୀ ଦିବସ’ ପାଳନ କରାଯାଏ। ପଶୁମାନଙ୍କ ଜୀବନ ରକ୍ଷା କରିବା ଏବଂ ପୃଥିବୀକୁ ବଞ୍ଚାଇବାରେ ସାହାଯ୍ୟ କରିବା ବିଷୟରେ ସଚେତନତା...

World Vegetarian Day 2023 these vegetarian food have more nutrients than meat and eggs
World Vegetarian Day 2023 : ହାଡ ଏବଂ ମାଂସପେଶୀକୁ ମଜବୁତ କରେ ଶାକାହାର ଖାଦ୍ୟ

ଅନେକ ଭାବନ୍ତି ମାଂସ, ମାଛ ଏବଂ ଅଣ୍ଡାରେ ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ଏବଂ କ୍ୟାଲୋରୀ ଭରପୂର ପରିମାଣରେ ଥାଏ। ଡାଏଟିସିଆନ୍‌ଙ୍କ ମତରେ କିନ୍ତୁ ତାହା ନୁହେଁ। ସେମାନେ କୁହନ୍ତି ଯେ ଶାକାହାରୀମାନେ ଏମାନଙ୍କ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ପାଆନ୍ତି। ତେବେ ଆସନ୍ତୁ ଆଜି ‘ବିଶ୍ୱ...

handicapped person playing drum with artificial limbs
Viral Video: ବାପା ହେବା ସହଜ ନୁହେଁ; ଏହି ଭିଡିଓ ଆପଣଙ୍କ ଆଖିକୁ କରିଦେବ ଛଳଛଳ

ପିଲାଙ୍କୁ ପାଳିବା କେତେ ଯେ କଷ୍ଟ ଏହା ସବୁ ବାପା-ମା’ ବୁଝନ୍ତି। ତେବେ ବାପା ହେବା କେତେ କଷ୍ଟ ତାହା କେବଳ ଜଣେ ବାପା ହିଁ ବୁଝିପାରନ୍ତି। ନିଜ ପିଲା ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ଭିଡିଓ ଏହାର ଜ୍ୱଳନ୍ତ ପ୍ରମାଣ। ଦେଖନ୍ତୁ…

vivek agnihotri accused shahrukh khan jawan sunny deol gadar 2
ଶାହରୁଖଙ୍କ ଆଗରେ ହାର୍ ମାନିଲେ ବିବେକ ଅଗ୍ନିହୋତ୍ରୀ; ଅନୁରୋଧ କରି କହିଲେ ଏମିତି

ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ 'ଦ ଭ୍ୟାକ୍ସିନ୍ ୱାର୍' ସଂଗ୍ରହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକ କହିଛନ୍ତି ଯେ ଯେହେତୁ ଲୋକମାନେ 'ଗଦର ୨' ଏବଂ 'ଜବାନ' ଦେଖିବା ପାଇଁ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ତେଣୁ ଆମର ଫିଲ୍ମ ଦେଖିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ।

how to find that your partner respect you or not
Relationships: ୫ଟି ପ‍ଏଣ୍ଟରେ ଜାଣନ୍ତୁ ଆପଣଙ୍କ ପାର୍ଟନର୍ ଆପଣଙ୍କୁ ସମ୍ମାନ କରେ ନା ନାହିଁ…

ସମ୍ପର୍କକୁ ବଞ୍ଚେଇ ରଖିବା ପାଇଁ, ଯେତିକି ପ୍ରେମ ଏବଂ ବିଶ୍ୱାସର ଆବଶ୍ୟକତା ହୋଇଥାଏ ପରସ୍ପରକୁ ସମ୍ମାନ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏମିତି କିଛି ସଙ୍କେତ ଅଛି ଯାହା ଦ୍ୱାରା ଆପଣଙ୍କ ସାଥୀ ଆପଣଙ୍କୁ କେତେ ସମ୍ମାନ କରନ୍ତି ତାହା ଆପଣ ସହଜେ ଜାଣିପାରିବେ।

thyroid disorders in women how to control it
Health Tips: ସାଂଘାତିକ ହୋଇପାରେ ଥାଇରଏଡ୍ ସମସ୍ୟା, ଜାଣନ୍ତୁ କିପରି ମିଳିବ ମୁକ୍ତି...

ଆଜିକାଲି ମହିଳାମାନଙ୍କ କ୍ଷେତ୍ରରେ ଥାଇରଏଡ୍ ସମସ୍ୟା ଏକ ସାଧାରଣ ହୋଇଗଲାଣି। ଏହା ଯେ କେତେ ସାଂଘାତିକ ତାହା କେବଳ ଜଣେ ପିଡୀତ ହିଁ କହିପାରେ। ତେବେ ଆସନ୍ତୁ ଜାଣିବା କେତେକ ସରଳ ଉପାୟ, ଯାହାକୁ ଆପଣେଇ ଆମେ ଏହି ସମସ୍ୟାକୁ ଦୂରେଇ ଦେଇ ପାରିବା।

stenographer job in the government of india
ssc ବାହାର କଲା ଷ୍ଟେନୋଗ୍ରାଫର୍ ପଦବୀ; ଦ୍ୱାଦଶ ପାଶ୍ ହୋଇଥିଲେ କରନ୍ତୁ ଆବେଦନ

ଭାରତ ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଯଦି ଆପଣଙ୍କର ବିଜ୍ଞପ୍ତିରେ ଦିଆଯାଇଥିବା ପ୍ରଯୁଜ୍ୟ ଯୋଗ୍ୟତା ଅଛି, ତେବେ ଆପଣ କର୍ମଚାରୀ ଚୟନ ଆୟୋଗ(ssc)ର ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Anushka Sharma second pregnancy virat kohli become second time father
ଆଉ ଥରେ ଗର୍ଭବତୀ ହେଲେ ଅନୁଷ୍କା ଶର୍ମା! ପୁଣି ବାପା ହେବେ ବିରାଟ!

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବ୍ ଶୀଘ୍ର ଦ୍ୱିତୀୟ ଶିଶୁର ପିତାମାତା ହେବାକୁ ଯାଉଛନ୍ତି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଖୁବ ଶୀଘ୍ର ଘରେ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Prabhas salaar clashes with shahrukh khan dunki
ଶାହରୁଖ ଖାନଙ୍କ ବିଜୟ ରଥକୁ ରୋକିବା ପାଇଁ ସାଉଥ୍‌ରୁ ଆସୁଛି ଜବରଦସ୍ତ ଫିଲ୍ମ

ଚଳିତ ବର୍ଷ ଶାହରୁଖ ଖାନଙ୍କ 'ପଠାନ' ଏବଂ 'ଜବାନ' ଆଗରେ କୌଣସି ସାଉଥ୍‌ ସୁପରଷ୍ଟାରଙ୍କ ଚଳଚ୍ଚିତ୍ର ଉଠିପାରି ନାହିଁ। ଏହାରି ଭିତରେ କିନ୍ତୁ ଶାହରୁଖଙ୍କ ବିଜୟ ରଥକୁ ରୋକିବା ପାଇଁ ସାଉଥ ସିନେମା ଏହାର ସୁପରଷ୍ଟାରକୁ ମଇଦାନକୁ ଛାଡିବାକୁ ପ୍ରସ୍ତୁତ ହେଉଛି।

Health Tips how to reduce salt in daily food
Health Tips:ଅଧିକ ଲୁଣ ଖାଇଛନ୍ତି କି, ହୁସିଆର୍ ! ହୋଇପାରେ ସାଙ୍ଘାତିକ ସମସ୍ୟା

ଲୁଣକୁ ନେଇ ନିକଟରେ ICMR-NCDIR ଏକ ଅଧ୍ୟୟନ ଆଲୋଡ଼ନ ସୃଷ୍ଟି କରିଛି। ଏହି ଅଧ୍ୟୟନ ଅନୁଯାୟୀ, ଭାରତୀୟ ଲୋକମାନେ WHO ଦ୍ୱାରା ଠିକ କରାଯାଇଥିବା ପରିମାଣ ଅପେକ୍ଷା ଦୈନନ୍ଦିନ ଜୀବନରେ ଅଧିକ ଲୁଣ ଖାଉଛନ୍ତି, ଯାହା ସାଂଘାତିକ ହୋଇପାରେ।

pakistan national tree devdar which is very holy in india
ଭାରତର ଏହି ପବିତ୍ର ଗଛ ପାକିସ୍ତାନର ଜାତୀୟ ବୃକ୍ଷ; ଶିବଙ୍କର ଏହା ଅତି ପ୍ରିୟ

ପାକିସ୍ତାନର ଜାତୀୟ ବୃକ୍ଷ ହେଉଛି ସେହି ବୃକ୍ଷ, ଯାହା ଆମ ଦେଶରେ ଭଗବାନ ଶିବଙ୍କର ପ୍ରିୟ ବୃକ୍ଷମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଆଜି ବି ଏହି ବୃକ୍ଷ ହିନ୍ଦୁ ଧର୍ମରେ ଶୁଦ୍ଧତା, ଶାନ୍ତି ଏବଂ ଆଧ୍ୟାତ୍ମିକତା ସହିତ ଜଡିତ।

more than 3000 posts vacancy in indian railway
Railway Recruitment 2023: ଭାରତୀୟ ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ

ଭାରତୀୟ ରେଳବାଇ ବମ୍ପର ନିଯୁକ୍ତି ଘୋଷଣା କରିଛି। ରେଳବାଇ ନିଯୁକ୍ତି ସେଲ୍ (ପୂର୍ବାଞ୍ଚଳ ରେଳବାଇ) ୩ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୧୦ମ ପାଶ ପ୍ରାର୍ଥୀ ଆବେଦନ କରିପାରିବେ।

ganptah teaser out tiger shroff action impress you
Ganpath Teaser: ଆସିଲା 'ଗଣପତ'ର ଦମଦାର ଟିଜର୍; ଫିଲ୍ମ ଦେବ ଅନେକ ସର୍‌ପ୍ରାଇଜ୍

'ଗଣପତ'ର ଆକ୍ସନ୍-ପ୍ୟାକ୍ ଟିଜର୍‌ ଲଞ୍ଚ ହୋଇଯାଇଛି। ଟିଜର୍‌ଟି ଖୁବ ଦମଦାର୍ ମଧ୍ୟ ହୋଇଛି। ଏହାର ଚିତ୍ରଣ ଖୁବ ଆକର୍ଷଣୀୟ। ଆନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣକୁ ଟକ୍କର ଦେଲା ଭଳି ଏହାର ଭିଜୁଆଲ୍ ଗୁଡିକ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ।

chandramukhi-2 bang opening kangana ranaut magic worked in south
Chandramukhi 2: ସାଉଥ୍‌ରେ ହଇଚଇ କଲେ କଙ୍ଗନା; ‘ଚନ୍ଦ୍ରମୁଖୀ ୨’ର ଗ୍ରାଣ୍ଡ୍ ଓପେନିଂ

ସ୍କନ୍ଧା’ ସହିତ ଟକ୍କର ଦେବାକୁ ବଲିଉଡ୍‌ ତାରକା କଙ୍ଗନା ରାଣାୱତ ‘ଚନ୍ଦ୍ରମୁଖୀ ୨’ ସହିତ ବକ୍ସ ଅଫିସରେ ଏଣ୍ଟ୍ରୀ କରିଛନ୍ତି। ପ୍ରଥମ ଦିନରେ ଏରେ କୋଟି ଟଙ୍କାରେ ଖାତା ଖୋଲିଛି ଫିଲ୍ମ।

World Heart Day 2023 date theme history and significance
World Heart Day 2023 : କେବେ ଏବଂ କିଏ ପ୍ରଥମେ ପାଳନ କରିଥିଲେ ‘ହୃଦୟ ଦିବସ’...

ଲୋକମାନେ ପ୍ରାୟ ହୃଦଘାତର ଗମ୍ଭୀରତାକୁ ସେପର୍ଯ୍ୟନ୍ତ ବୁଝନ୍ତି ନାହିଁ ଯେପର୍ଯ୍ୟନ୍ତ ସେମାନେ ଏହାର ଶିକାର ହୋଇ ନାହାନ୍ତି। ଏହି କାରଣରୁ, ହୃଦଘାତ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।