• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

sushmita sen birthday miss universe at 18 and adopted daughter at 24
Sushmita Sen Birthday: ବିବାହ ନ କରି ମା’ ହେବାକୁ ନେଲେ ନିଷ୍ପତ୍ତି; ପାଳୁଛନ୍ତି ଦୁଇ ଝିଅ

କିଛି ଦିନ ଧରି ସୁସ୍ମିତା ସେନ୍ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଥିଲେ। ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି, କିନ୍ତୁ ଡେଟିଂ ଖବର ପାଇଁ ପ୍ରାୟତଃ ସେ ଚର୍ଚ୍ଚାରେ ରହିଥା’ନ୍ତି। ସୁସ୍ମିତା ସେନଙ୍କ ଜନ୍ମଦିନ ୧୯ ନଭେମ୍ବରରେ। ଏହି ଅବସରରେ,...

indira Gandhi 5 big decision of her country ever remember
Indira Gandhi Birthday: ଇନ୍ଦିରା ଗାନ୍ଧୀଙ୍କ ଏହି ୫ଟି ବଡ ନିଷ୍ପତ୍ତି ଦେଶକୁ କରିଦେଲା ପରିବର୍ତ୍ତନ

ଇନ୍ଦିରା ଗାନ୍ଧୀଙ୍କ କେତେକ ବଡ ଓ ଶକ୍ତିଶାଳୀ ନିଷ୍ପତ୍ତି ଯୋଗୁଁ ତାଙ୍କୁ ଲୌହ ମାନବୀ ବୋଲି କୁହାଯାଏ। ତେବେ ଆସନ୍ତୁ ଏହି ଅବସରରେ ସେ ନେଇଥିବା ୫ଟି ବଡ ନିଷ୍ପତ୍ତି ବିଷୟରେ ଜାଣିନେବା ଯାହା ସେତେବେଳେ ଦେଶକୁ ଆଶ୍ଚର୍ଯ୍ୟ କରିଥିଲା ଆଉ ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଲୌହ...

international men’s day date theme history significance
International Men’s Day 2023: ପୁରୁଷଙ୍କ କଲ୍ୟାଣ ଏବଂ ସ୍ୱାସ୍ଥ୍ୟକୁ ନେଇ ସଚେତନତାର ଦିନ

ମହିଳା ସଶକ୍ତିକରଣ ଦିଗରେ ସାରା ବିଶ୍ୱରେ କିଛି ନା କିଛି କରାଯାଉଥିଲେ ମଧ୍ୟ ପୁରୁଷଙ୍କ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏନେଇ ପୁରୁଷମାନଙ୍କ ମାନସିକ ବିକାଶ, ସେମାନଙ୍କର ସକରାତ୍ମକ ଗୁଣ ଏବଂ ଲିଙ୍ଗଗତ ସମାନତାକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ‘ଅନ୍ତର୍ଜାତୀୟ ପୁରୁଷ ଦିବସ’ ପ୍ରତିବର୍ଷ...

Block Level Jobs in Odisha Apply For Various Posts
Block Level Job: ଓଡ଼ିଶାରେ ସରକାରୀ ଚାକିରି; କଟକ-ଭୁବନେଶ୍ୱରରେ ବି ନିଯୁକ୍ତି ସୁଯୋଗ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଜିଲ୍ଲା ନିଯୁକ୍ତି ବିନିମୟ କାର୍ଯ୍ୟାଳୟ, କୋରାପୁଟ ଫାର୍ମାସିଷ୍ଟ / ଗ୍ରାହକ ସେବା ଆସୋସିଏଟ୍ / ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। କଟକ ଓ ଭୁବନେଶ୍ୱରରେ ମଧ୍ୟ ନିଯୁକ୍ତି ସୁଯୋଗ ଅଛି।

Katrina kaif and Vicky are so busy says don’t get to see each other
ଭିକି-କ୍ୟାଟ୍ରିନା ପରସ୍ପର ସହ ସମୟ ବିତାଇବାକୁ ପାଉ ନାହାନ୍ତି ସୁଯୋଗ; କାହିଁକି...

ଗୋଟିଏ ପଟେ କ୍ୟାଟ୍ରିନା ତାଙ୍କ କାମରେ ବ୍ୟସ୍ତ ଥିବାବେଳେ ତାଙ୍କ ସ୍ୱାମୀ ତଥା ଅଭିନେତା ଭିକି କୌଶଲ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ୍ 'ସାମ୍ ବାହାଦୂର'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଭିକି ଏବଂ କ୍ୟାଟ୍ରିନା ପରସ୍ପର ସହ ସମୟ ବିତାଇବାକୁ ସୁଯୋଗ ପାଇ ନାହାଁନ୍ତି। କ୍ୟାଟ୍ରିନା...

cricket world cup 2023 impact on tiger 3
ଦିନକୁ ଦିନ ହ୍ରାସ ପାଉଛି 'ଟାଇଗର ୩'ର ରୋଜଗାର; କାରଣ କହିଲେ ସଲମାନ

'ଟାଇଗର ୩' ଆରମ୍ଭରୁ ଯେମିତି ରୋଜଗାର କରୁଥିଲା ଧିରେ ଧିରେ ଏଥିରେ ପ୍ରଭାବ ଦେଖିବାକୁ ମିଳୁଛି। ଦିନକୁ ଦିନ ଏହାର ରୋଜଗାର କମୁଛି। ଏହା ପଛରେ ରହିଛି ଏକ ଦୃଢ କାରଣ। ଏହି କାରଣ କ’ଣ ନିଜେ ସଲମାନ ଖାନ୍ କହିଛନ୍ତି। ଆସନ୍ତୁ ଜାଣିବା।

woman to enter bus from window
Viral Video: ବସ୍ ମୁହଁ ଥିଲା ଭାରି ଭିଡ; ଝରକା ବାଟେ ପଶିଲେ ବୋହୂରାଣୀ

ସୋସିଆଲ୍ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣ ନିଜ ହସକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ ନାହିଁ। ଭାଇରାଲ ହେଉଥିବା ଏହି ଭିଡିଓରେ ଶାଢି ପିନ୍ଧିଥିବା ଜଣେ ମହିଳା ଝରକା ଦେଇ ବସ୍ ଭିତରକୁ ଯାଉଥିବା ଦେଖିବାକୁ ମିଳେ।

awareness never give yout child gas filled balloons
Viral Video: ସାବଧାନ! ପିଲାଙ୍କୁ ଦିଅନ୍ତୁ ନାହିଁ ଗ୍ୟାସ୍ ବେଲୁନ୍; ହୋଇପାରେ ସାଂଘାତିତ ଦୁର୍ଘଟଣା

ବର୍ତ୍ତମାନ ଗ୍ୟାସ୍ ଭର୍ତ୍ତି ବେଲୁନ୍ ପାର୍ଟୀ ଫଙ୍କସନ୍‌ରେ ବ୍ୟବହୃତ ହେବା ଆରମ୍ଭ ହୋଇଛି। ହିଲିୟମ୍ ଭର୍ତ୍ତି ବେଲୁନ୍ ଆକାଶରେ ଉଡୁଛି। କିନ୍ତୁ ବର୍ତ୍ତମାନ ଅନେକ ବିକ୍ରେତା ହିଲିୟମ୍ ପରିବର୍ତ୍ତେ ହାଇଡ୍ରୋଜେନ୍ ସହିତ ଏହି ବେଲୁନ୍ ଭରିବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ ବିପଜ୍ଜନକ ଗ୍ୟାସ୍।

If honey is used with tulsi then cold and cough will not come near
Health Tips: ତୁଳସୀ ସହିତ ଖାଆନ୍ତୁ ଏହି ଜିନିଷ, ପାଖ ମାଡିବନି ଥଣ୍ଡା-କାଶ...

ଆୟୁର୍ବେଦ ଅନୁଯାୟୀ ତୁଳସୀ ହେଉଛି ଏକ ମହୌଷଧି। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଏହା କାଶ, ଥଣ୍ଡା ଏବଂ ଶ୍ୱାସକ୍ରିୟା ସଂକ୍ରମଣରୁ ମୁକ୍ତି ଦେଇଥାଏ। ଏହା ମଧ୍ୟ ଅନେକ ରୋଗ ପାଇଁ ଏକ ଶକ୍ତି ବୃଦ୍ଧିକାରୀ ଏବଂ ହର୍ବାଲ ଉପଚାର। ତୁଳସୀ ସହିତ ମହୁ ଚାପ ସ୍ତରକୁ ହ୍ରାସ...

SBI Recruitment Over 8000 JA posts announced
SBI Clerk Recruitment: SBI ଆଣିଲା ସୁବର୍ଣ୍ଣ ସୁଯୋଗ; ନିଯୁକ୍ତି ପାଇବେ ୮୦୦୦ରୁ ଅଧିକ ପ୍ରାର୍ଥୀ

SBI ନେଇଆସିଛି ଚାରିକି ସୁଯୋଗ। ନିକଟରେ SBI ଅନ୍‌ଲାଇନ୍ ଆବେଦନ ମୋଡ୍ ମାଧ୍ୟମରେ (JA) ଜୁନିଅର ଆସୋସିଏଟ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୮୦୦୦ରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଓଡ଼ିଶା ପାଇଁ ମଧ୍ୟ ଅଛି ଅନେକ ଖାଲି।

Saif ali khan rejected tehse 5 films that turned out blockbuster
ସୈଫ୍ ଅଲ୍ଲୀ ଖାନ୍ ଏହି ୫ ଭୁଲ୍ କରି ନଥିଲେ ଆଜି ଥାଆନ୍ତେ ୩ ଖାନଙ୍କ ଉପରେ

ସୈଫ୍‌ ଅଲ୍ଲୀ ଖାନ ତାଙ୍କ କ୍ୟାରିଅରର ପିକ୍‌ ସମୟରେ ଏମିତି ପାଞ୍ଚଟି ବଡ ଭୁଲ୍ କରିଥିଲେ ଯେ ଯେଉଁଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଯଦି ଏହି ଭୁଲ୍‌ ସୈଫ କରି ନଥାନ୍ତେ ତେବେ ସେ ଆଜି ୩ ଖାନଙ୍କ ଉପରେ ଥାଆନ୍ତେ। ଆସନ୍ତୁ ଜାଣିବା ସୈଫ୍...

India is certain to win in the semi finals against new Zealand
ନିଜ ମାଟିରେ କଡା ଜବାବ ଦେବ ଭାରତ; ଆଣ୍ଠେଇବ ନ୍ୟୁଜିଲ୍ୟାଣ୍ଡ!

ୱାନ୍‌ଖେଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲ୍ୟାଣ୍ଡ୍‌ ସହ ମୁକାବିଲା କରିବ। ଏହି ମ୍ୟାଚ୍ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ମ୍ୟାଚ୍‌ରେ ଭାରତକୁ ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ପଡିବ। ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ୍‌ ଭାରତକୁ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଭାରତକୁ ଏଥର ଜିତି ପ୍ରତିଶୋଧ ନେବାକୁ ପଡିବ।

Syllabus for AI courses for school students
Career: ସ୍କୁଲ୍‌ରେ ପଢାଯିବ AI ପାଠ; ପ୍ରସ୍ତୁତ ହୋଇଛି ସିଲାବସ୍; ଦେଖନ୍ତୁ…

AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରାଧାନ୍ୟ ଅନେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସ୍କୁଲ୍ ସ୍ତରରୁ ଛାତ୍ରମାନଙ୍କୁ AI ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେଉଛି। ଭବିଷ୍ୟତରେ ସେମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବାକୁ ପଡିବ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି...

follow these tips and keep entire body healthy in winters
Health Tips: ମାନନ୍ତୁ ଏହି ୫ଟି ସରଳ ଉପାୟ; ଶୀତଦିନେ ରହିବେ ପୂରା ସୁସ୍ଥ

ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖିବ ହେବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତଦିନେ ମଧ୍ୟ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ।

Zilla Swasthya Samiti Recruitment
Zilla Swasthya Samiti Recruitment: ଜିଲ୍ଲା ସ୍ୱାସ୍ଥ୍ୟ ସମିତିରେ ଚାକିରି; ଦରମା ୫୮ ହଜାର ଟଙ୍କା

ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ନିକଟରେ ୱାକ୍-ଇନ୍-ଇଣ୍ଟରଭ୍ୟୁ ମୋଡ୍‌ମରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମେଡିକାଲ୍ ଅଫିସର ପଦବୀ ପୂରଣ ହେବ।

abdul razzaq disrespectful comments on aishwarya rai bachchan
ବିଶ୍ୱକପରୁ ବିଦା ହେବା ପରେ ଜଳୁଛି ପାକିସ୍ତାନ; ଐଶ୍ୱର୍ଯ୍ୟାଙ୍କୁ ନେଇ ରଜାକ୍‌ଙ୍କ ଅଶାଳୀନ ମନ୍ତବ୍ୟ

ବିଶ୍ୱକପରୁ ପାକିସ୍ତାନ ବାହାର ହୋଇଛି। ଏଭଳି ପରିସ୍ଥିତିରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକ୍‌ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।

tiger-3 break box office record of jawan and gadar 2
'ଜବାନ' ଆଉ 'ଗଦର ୨'ର ରେକର୍ଡ ଭାଙ୍ଗିଲା 'ଟାଇଗର ୩'; ଦ୍ୱିତୀୟ ଦିନରେ ଜବରଦସ୍ତ ରୋଜଗାର

'ଟାଇଗର ୩' ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ସଲମାନଙ୍କ କ୍ୟାରିୟରର ସର୍ବୋତ୍ତମ ଆରମ୍ଭ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ରୋଜଗାର କରି ଚଳିତ ବର୍ଷର ବ୍ଲକ୍‌ବଷ୍ଟର 'ଗଦର ୨' କୁ ଅତିକ୍ରମ କରିଛି। ଏହା 'ଜବାନ'କୁ ମଧ୍ୟ ରୋଜଗାରରେ ପଛରେ ପକାଇ ଦେଇଛି।

world diabetes day 2023 date history importance and theme
World Diabetes Day 2023: ପ୍ରଥମ ମଧୁମେହ ରୋଗୀ କେବେ ଓ କେଉଁଠି ମିଳିଥିଲେ ?

ବର୍ତ୍ତମାନ ସାରା ବିଶ୍ୱରେ ୫ ହଜାର ଲକ୍ଷରୁ ଅଧିକ ଲୋକ ମଧୁମେହରେ ପୀଡିତ ଅଛନ୍ତି ଏବଂ ଆସନ୍ତା ୩୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇ ୧୩୦ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି। ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା...

yoga for diabetes 5 yogasana that reduce high sugar level
World Diabetes Day 2023: ମଧୁମେହକୁ ନିୟନ୍ତ୍ରଣ କରିବ ଏହି ୫ଟି ସହଜ ଯୋଗାସନ

ଚିକିତ୍ସା ବିଜ୍ଞାନ ଅନୁସାରେ ଜୀବନଶୈଳୀରେ ବଡ ପରିବର୍ତ୍ତନ ହେତୁ ଯୁବକମାନଙ୍କ ମଧ୍ୟରେ ବି ମଧୁମେହ ସମସ୍ୟା ବଢିବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତୁ ୫ଟି ସହଜ ଯୋଗାସନ ବିଷୟରେ ଜାଣିବା ଯାହା ମଧୁମେହ ପାଇଁ ରାମବାଣ କରି କାମ କରେ।

Know 10 rights to enjoy children
Children's Day 2023: ‘ଶିଶୁ ଦିବସ’ରେ ଆସନ୍ତୁ ଜାଣିବା ପିଲାମାନଙ୍କ ପାଇଁ ଥିବା ୧୦ ଅଧିକାର

ଆଜି ‘ଶିଶୁ ଦିବସ’। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଜନ୍ମଦିନ ୧୪ ନଭେମ୍ବରରେ ‘ଶିଶୁ ଦିବସ’ ପାଳନ କରାଯାଏ। ଏହି ଦିନ ପିଲାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଶିକ୍ଷା ଦିଆଯାଏ। ଆସନ୍ତୁ ଜାଣିବା ଭାରତୀୟ ସମ୍ବିଧାନ ଅନୁସାରେ ପିଲାମାନେ କେଉଁସବୁ ଅଧିକାରକୁ ଉପଭୋଗ କରିବା...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।