ମଝି ଦରିଆରେ ବୁଡିଯାଉଥିବା ବଲିଉଡ୍କୁ ଉଦ୍ଧାର କରିଦେଇଛନ୍ତି ଶାହରୁଖ। ଫିଲ୍ମ 'ପଠାନ' ମାଧ୍ୟମରେ ସେ ବଲିଉଡ୍ର ମର୍ଯ୍ୟାଦାର ରଖିନେଇଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ଜବାନ’ର ସଫଳତାର ଉତ୍ସାହରେ ବ୍ୟସ୍ତଥିବା ବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ନଭେମ୍ବର ୨ ସବୁବେଳେ ଏକ ବିଶେଷ ଦିନ ହୋଇ ରହିବ।
ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନରେଶ ଗୋୟଲ ଓ ତାଙ୍କ ପରିବାର ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ED ଲଣ୍ଡନ, ଦୁବାଇ ଏବଂ ବିଭିନ୍ନ ରାଜ୍ୟରେ ଥିବା ସମ୍ପତ୍ତିରୁ ୫୩୮ କୋଟି ଟଙ୍କା ଜବତ କରିଛି।
ITBPରେ ସ୍ପୋର୍ଟସ୍ କୋଟା ଅଧୀନରେ କନଷ୍ଟେବଲ୍ ଜେନେରାଲ୍ ଡ୍ୟୁଟି ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପଦବୀ ପାଇଁ ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀ ଆବେଦନ କରିପାରିବେ। ଏହି ପଦବୀଗୁଡିକ ସ୍ପୋର୍ଟସ୍ କୋଟା-୨୦୨୩ ଅଧୀନରେ ରହିଛି।
ଇସ୍ରାଏଲ୍ ଆକ୍ରମଣ କାରଣରୁ ଗାଜା ପଟୀରେ ହାହାକାର ଖେଳିଯାଇଛି। ଲଗାତାର ବୋମା ବିସ୍ଫୋରଣ ଯୋଗୁଁ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ପୂର୍ବରୁ ଗାଜା ପଟୀରେ ରହୁଥିବା ବିଦେଶୀ ନାଗରିକଙ୍କୁ ସାହାଯ୍ୟ କରିବାକୁ ମିଶର ଆଗେଇ ଆସିଛି।
ସାଉଥ୍ରୁ ଏମିତି ଏକ ଫିଲ୍ମ ଆସୁଛି ଯାହା ଟାଙ୍କ ଫିଲ୍ମକୁ ଟକ୍କର ଦେବ। ଏବେ ଏହାର ଟିଜର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୋସ୍ ଉଡେଇ ଦେଇଛି। ହ୍ରିତିକଙ୍କ ‘ଫାଇଟର୍’ର ଏପର୍ଯ୍ୟନ୍ତ ସାମାନ୍ୟ ଝଲକ ସାମ୍ନାକୁ ଆସିଥିବା ବେଳେ ଏହି ସାଉଥ୍ ଫିଲ୍ମର ଟିଜରରେ ଦେଖାଯାଇଥିବା ଦୃଶ୍ୟ ଯେକୌଣସି...
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଚାର ଥିଲା ମହାନ। ତାଙ୍କ ବିଚାର ଯୁବପିଢିଙ୍କୁ ଯଥେଷ୍ଟ ପ୍ରେରଣା ଦିଏ। ଯିଏ ତାଙ୍କର ଏହି ବିଚାରଗୁଡିକୁ ମାନି ଠିକ୍ ରାସ୍ତାରେ ଯିବ ସେ ନିଶ୍ଚିତ ଦିନେ ନା ଦିନେ ସଫଳତା ପାଇ ପାରିବ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କର...
ଅକ୍ଟୋବର ୩୧ ହେଉଛି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ। ପ୍ରତିବର୍ଷ ଏହି ଦିନକୁ ‘ଜାତୀୟ ଏକତା ଦିବସ’ ବା ‘ରାଷ୍ଟ୍ରିୟ ଏକତା ଦିବସ’ ଭାବେ ପାଳନ କରାଯାଏ। ଏହି ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ ତମ ଜନ୍ମ ବାର୍ଷିକୀ...
ଦଶମରୁ ନେଇ ସ୍ନାତକ ପାଶ୍ ପର୍ଯ୍ୟନ୍ତ ଯୁବକମାନଙ୍କ ପାଇଁ ନୂତନ କ୍ରୀଡା କୋଟାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଳବାଇରେ କ୍ରୀଡା କୋଟା ଅଧୀନରେ ଦକ୍ଷିଣ ରେଳବାଇ ଦ୍ୱାରା ଏକ ନିଯୁକ୍ତି ବାହାରିଛି। ରେଳବାଇରେ କ୍ରୀଡା କୋଟା ପାଇବାକୁ ଚାହୁଁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ସୁବର୍ଣ୍ଣ...
କଙ୍ଗନା ରାଣାୱତଙ୍କ ‘ତେଜସ୍’ ପ୍ରେକ୍ଷାଳୟକୁ ଆସିବାର ୨ ଦିନ ହୋଇଗଲା। ଫିଲ୍ମ ଭଲ ଚାଲୁନି। ଏହା ଦେଖି କଙ୍ଗନା ଭାଙ୍ଗିପଡିଛନ୍ତି। ଦର୍ଶକଙ୍କ ପାଖରେ ନେହୁରା ହୋଇ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।
ଖୁବ୍ ଶୀଘ୍ର ଆସିବ 'ଗଦର ୩'। ଏହି ଫିଲ୍ମ କରିବାକୁ ସନ୍ନି ମଧ୍ୟ ବହୁତ ଉତ୍ସାହିତ ଥିବା ପରି ମନେହୁଏ। ଏହି ସମୟରେ ଖବର ଆସିଛି ଯେ ଅନିଲ ଶର୍ମା ଏହାକୁ ଦର୍ଶକଙ୍କ ପାଖରେ ପହଞ୍ଚେଇବା ନେଇ ଅଧିକ ବିଳମ୍ବ କରିବେ ନାହିଁ।
ଏକ ରିସୋର୍ଟର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଭାଲୁକୁ କିଛି ଦିନ ଧରି ଖୋଜାଖୋଜି ପରେ ହତ୍ୟା କରାଯାଇଛି। ଏହି ଦୁର୍ଘଟଣାଜନିତ ଏନକାଉଣ୍ଟରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଭାଲୁ କିପରି ଜଣେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା ତାହା ଦେଖିବାକୁ ମିଳିଛି।
ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ କିଏ ବା ଭୁଲିବ। ଆଜକୁ ୨୪ ବର୍ଷ ତଳେ ଭୟଙ୍କର ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ। ସେଦିନ ଢୁ ଢୁ ବର୍ଷା ସାଙ୍ଗକୁ ପବନର ଧ୍ୱଂସଲୀଳା ଆଉ ତା’ ସହିତ ସମୁଦ୍ରର କରାଳ ରୂପ ଯିଏ...
ପୂର୍ବରୁ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଉଥିବା ଏହି ସମସ୍ୟା ଏବେ ଯୁବପିଢିଙ୍କୁ ମଧ୍ୟ କବଳିତ କରିନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ଲୋକ ଷ୍ଟ୍ରୋକ୍ର ଶିକାର ହୁଅନ୍ତି ଏବଂ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଜାଣନ୍ତୁ ଏଥିରୁ ରକ୍ଷା ପାଇବାର...
CISF ହେଡ୍ କନ୍ଷ୍ଟେବଲ୍ ଜିଡି ସ୍ପୋର୍ଟସ କୋଟା ନିଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨୧୫ଟି ପଦବୀ ପୂରଣ ହେବ।
ଏବେ ଲାଗୁଛି ମାମୁ-ଭଣଜା କଳି ସମାପ୍ତ ହୋଇଛି। ବର୍ତ୍ତମାନ ଉଭୟଙ୍କ ସଂପର୍କରେ କିଛିଟା ପରିବର୍ତ୍ତନ ହୋଇଛି। ୭ ବର୍ଷ ପରେ କୃଷ୍ଣା ଅଭିଷେକ ଓ ଗୋବିନ୍ଦା ମିଶିଛନ୍ତି। କୃଷ୍ଣାଙ୍କ ଏକ ସୋସିଆଲ୍ ମିଡିଆ ଶେୟାରରୁ ଏହା ଜଣାପଡିଛି।
ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଦୁହିଁଙ୍କୁ ଅତି ନିକଟତର ଭାବେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଆଉ ସେମାନେ ପରସ୍ପରଙ୍କୁ ପ୍ରେମ କରୁଥିବା ଆଶଙ୍କା କରୁଛନ୍ତି।
କୁମାରୀମାନଙ୍କ ପର୍ବ କୁମାର ପୂର୍ଣ୍ଣିମା। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସହ ପୂଜା କରାଯାଇଥାଏ। ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ। ତେବେ ଆସନ୍ତୁ ଜାଣିବା ଏଠି କେବେଠାରୁ ପାଳନ ହେଉଛି ଏହି ପୂଜା।
ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ବୋଲି କୁହାଯାଏ। ଏହିଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି। ଏହିଦିନ କାହିଁକି ହୁଏ ଚନ୍ଦ୍ରପୂଜା ଆସନ୍ତୁ ଜାଣିବା।
AIIMS ବିଳାସପୁର ଜୁନିଅର ରେସିଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। AIIMSର ବିଜ୍ଞପ୍ତି ଅନୁସାରେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୪୧ ପୋଷ୍ଟ୍ ପୂରଣ ହେବ। ୱାକ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ।
ଜିମ୍ ଯାଉଥିବା କଳାକାରଙ୍କୁ କଟାକ୍ଷ କରିଛନ୍ତି କଙ୍ଗନା ରାଣାୱତ। କଙ୍ଗନା ଜିମ୍ ଯାଉଥିବା ଅଭିନେତାମାନଙ୍କୁ ପ୍ରଶ୍ନ କରି କହିଛନ୍ତି, “ଭୂମିକା କିମ୍ବା ପ୍ରସ୍ତୁତିର ଆବଶ୍ୟକତା ନ ଥାଇ ବି ସେମାନେ କାହିଁକି ସର୍ବଦା ପ୍ରଥମେ ଜିମ୍ ଯାଆନ୍ତି?