ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର ୩' ର ଦମଦାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରୁ ହିଁ ପୂରା ଫିଲ୍ମର ଆକ୍ସନ୍ ଏବଂ ସଂଳାପର ଲେବଲ୍ ଦେଖିବାକୁ ମିଳେ। କ୍ୟାଟ୍ରିନା କୈଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଚଳଚ୍ଚିତ୍ରରେ ଅଧିକ ଆକ୍ସନ୍ ଏବଂ ଫାଇଟ୍...
ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଡିମାଣ୍ଡ ଥିବା ଅଭିନେତାମାନଙ୍କ ମଧ୍ୟରୁ ସେ ଜଣେ। ନିକଟରେ ଏକ ଇଭେଣ୍ଟରେ ସାମ୍ବାଦିକମାନେ ତାଙ୍କୁ ଏକ ବଡ ଏବଂ ସମ୍ବେଦନଶୀଳ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଅତି ଶାଳୀନତା ଭାବରେ ଉତ୍ତର ଦେଇଛନ୍ତି।
ନବରାତ୍ରୀ ଉପବାସ ସମୟରେ ଲୋକମାନେ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇଥା’ନ୍ତି। ଯଦି ଆପଣ ଉପବାସ ସମୟରେ ଏନର୍ଜେଟିକ୍ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବାକୁ ପଡିବ। ଜାଣନ୍ତୁ ଏହା କ’ଣ…
ପ୍ରତିବର୍ଷ ୧୬ ଅକ୍ଟୋବରରେ ‘ବିଶ୍ୱ ଖାଦ୍ୟ ଦିବସ’ ପାଳନ କରାଯାଏ। ଅନାହାର ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଏହି ସଂଗଠନର ଉଦ୍ଦେଶ୍ୟ। ପୁଷ୍ଟିକର ଖାଦ୍ୟ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଏ।
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। UCIL ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ବାହାର କରିଛି। UCIL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରୁଛି।
ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିଂଘମ ଏଗେନ୍'ର ମୁଖ୍ୟ ଅଭିନେତ୍ରୀ ଚୂଡ଼ାନ୍ତ ହୋଇଯାଇଛି। ବଲିଉଡ୍ର ଟପ୍ ଅଭିନେତ୍ରୀ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିବେ। ବିଶେଷ କଥା ହେଉଛି ଏଥିରେ ସେ ଜଣେ ଲେଡି ଇନ୍ସପେକ୍ଟର ଭାବେ ନଜର ଆସିବେ ଏବଂ ତାଙ୍କ ଚରିତ୍ରର...
ୱେବ୍ ସିରିଜ୍ 'ଆଶ୍ରମ'ରେ ବବି ଦେଓଲଙ୍କୁ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ବିବାଦ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଅପ୍ନେ ୨’ ପାଇଁ ଚର୍ଚ୍ଚାରେ ଅଛନ୍ତି।
ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀକୁ ‘ବିଶ୍ୱ ଛାତ୍ର ଦିବସ’ ଭାବେ ପାଳନ କରାଯାଏ। ଆଜି ହେଉଛି ସେହି ଦିନ। ଏହି ଅବସରରେ ଆସନ୍ତୁ ସେ କହିଥିବା ୧୦ଟି କଥା ଉପରେ ନଜର ପକେଇବା ଯାହା ଜଣକୁ ସଫଳତାର ସିଡି ଚଢିବାରେ ସାହାଯ୍ୟ କରିବ।
ପ୍ରତିବର୍ଷ ୧୫ ଅକ୍ଟୋବରରେ ସାରା ବିଶ୍ୱରେ ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରାଯାଏ। ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କୃଷିରେ ବିକାଶ, ଗ୍ରାମାଞ୍ଚଳର ବିକାଶ, ଖାଦ୍ୟ ନିରାପତ୍ତା ଏବଂ ଗ୍ରାମାଞ୍ଚଳର ଦାରିଦ୍ର ଦୂରୀକରଣରେ ମହିଳାଙ୍କ ମହତ୍ତ୍ୱ ବିଷୟରେ ଅବଗତ କରାଇବା
IBରେ ଚାକିରି କରିବାକୁ କିଏ ବା ନ ଚାହେଁ। ଯେଉଁମାନେ ଏହି ଚାକିରି ପାଇଁ ଆଗ୍ରହୀ ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। MHA IB ଅଧୀନରେ ୬୭୭ଟି ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି।
ଥାଲାପାତି ବିଜୟଙ୍କ ଫିଲ୍ମ ‘ଲିଓ’ର ଆଡଭାନ୍ସ ବୁକିଂ ୧୩ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହି ଫିଲ୍ମ ୧୯ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ ୧.୨ କୋଟିର ଅଗ୍ରୀମ ବୁକିଂ ରେକର୍ଡ କରିଛି।
ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ପ୍ରତିଭା। ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଦ୍ୱାରା ଲିଖିତ ଗରବା ଗୀତ ୟୁଟ୍ୟୁବ୍ରେ ରିଲିଜ୍ ହୋଇଛି। ଏହାକୁ ଦେଖି ସମସ୍ତେ କରୁଛନ୍ତି ବାଃ ବାଃ।
ଯଦି ଆପଣଙ୍କ ଅଣ୍ଟା ଯନ୍ତ୍ରଣା ହେଉଛି କିମ୍ବା ଆପଣ ବସିବା ଏବଂ ଠିଆ ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆସନ୍ତୁ ଏମିତି ୩ ଟି ଆସନ ବିଷୟରେ ଜାଣିନେବା ଯାହା ଅଣ୍ଟା ଯନ୍ତ୍ରଣାରୁ ସହଜରେ ମୁକ୍ତି ଦେବ।
ସାପକୁ କିଏ ବା ନ ଡରେ। ଏହା ଯେତିକି ଭୟଙ୍କର ସେତିକି ବିଷଧର ମଧ୍ୟ। ସେ କିନ୍ତୁ ସାପକୁ ଡରନ୍ତି ନାହିଁ। ଯେତେ ବଡ ହୋଇଥାଉ କି ଯେତେ ବିଷଧର ହୋଇଥାଉ। ସେଥିପାଇଁ ଯାହା ଘରେ ସାପ ପଶେ ସେ ମନେ ପଡନ୍ତି। ସେ ହେଲେ ମାଧବ କୁସପାରିଆ...
ଫାଇଲିନ ବାତ୍ୟାକୁ ବିତିଗଲା ୧୦ ବର୍ଷ। କିନ୍ତୁ ବଦଳିଲାନି ଚାଷୀଙ୍କ ଜମିର ଚିତ୍ର। ଯେଉଁଠି ଦିନେ ସୁନାର ଫସଲ ଫଳୁଥିଲା ତାହା ଏବେ ପାଲଟିଛି କାଶତଣ୍ଡି ବଣ। ଚାଷ କାମ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି...
ଅଣ୍ଡା ଦୁନିଆର ସବୁଠାରୁ ସାଧାରଣ ତଥା ବହୁଳ ଭାବରେ ବ୍ୟବହାର କରାଯାଉଥିବା ପ୍ରୋଟିନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଶରୀରର ଅନ୍ୟ ଅଙ୍ଗ ବ୍ୟତୀୟ ହୃଦୟ ପାଇଁ ଖୁବ ଉତ୍ତମ ବୋଲି ପ୍ରମାଣିତ ହୋଇଛି। ଏହି କାରଣରୁ ବିଶ୍ୱ ପ୍ରତିବର୍ଷ ଅକ୍ଟୋବରର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ...
ମହାଳୟା ଶ୍ରାଦ୍ଧ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ ହୁଏ। ସନାତନ ଧର୍ମରେ ମହାଳୟାର ଏକ ବିଶେଷ ମହତ୍ତ୍ୱ ରହିଛି। ମହାଳୟା ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷର ମିଳନ ସମୟ ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା’ ଦୁର୍ଗାଙ୍କୁ ରୀତିନୀତି ଅନୁଯାୟୀ ପୂଜା...
ହିନ୍ଦୁ ଧର୍ମରେ ମହାଳୟାଙ୍କର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ପର୍ବରୁ ଦୁର୍ଗାପୂଜା ଆରମ୍ଭ ହୁଏ। ଏହି ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷ ଭାବେ ମଧ୍ୟ ପାଳନ କରାଯାଏ। ଏହି ଦିନ ମାତା ଦୁର୍ଗାଙ୍କୁ ବନ୍ଦନା କରାଯାଏ ଏବଂ ନିଜ ଘରକୁ ଆଗମନ ପାଇଁ ପ୍ରାର୍ଥନା କରାଯାଏ। ଏହି...
ସମସ୍ତେ ଜାଣନ୍ତି ଯେ ଦୁର୍ଗାପୂଜା ଆଜି ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହି ପର୍ବ କେବେ ଆରମ୍ଭ ହେଲା, କିଏ ଏହାକୁ ପ୍ରଥମେ ଓ କାହିଁକି ପାଳନ କଲେ ସେ ବିଷୟରେ ଖୁବ କମ ଲୋକ ଜାଣନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ପିତୃପୁରୁଷଙ୍କ ଶାନ୍ତି ପାଇଁ ପ୍ରତିବର୍ଷ ପିତୃପକ୍ଷରେ ଶ୍ରାଦ୍ଧ, ତର୍ପଣ ଇତ୍ୟାଦି କରାଯାଏ। ଗରୁଡ଼ ପୁରାଣରେ ଶ୍ରାଦ୍ଧ ଦେବାର ନିୟମ ଏବଂ ବିଧି ଉପରେ କୁହାଯାଇଛି। ଆସନ୍ତୁ ଜାଣିବା ତର୍ପଣ ନିୟମ ଓ ଶ୍ରାଦ୍ଧ ଭୋଜନ ବିଷୟରେ।