• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

know how is ranbir kapoor film animal
‘ଆନିମଲ୍’ ଦେଖିବାକୁ ଇଛା କରିଛନ୍ତି କି; ଥରେ ପଢିନିଅନ୍ତୁ ଏହି ଲେଖାଟି

ଏଥର ସନ୍ଦୀପ ତାଙ୍କ ଫିଲ୍ମ ‘ଆନିମଲ୍’ରେ ବାପା-ପୁଅର ପ୍ରେମ କାହାଣୀକୁ ଦେଖେଇଛନ୍ତି। ଖାଲି ସେତିକି ନୁହେଁ, ସନ୍ଦୀପ ମଧ୍ୟ ଫିଲ୍ମରେ ଦମଦାର ଆକ୍ସନ୍‌କୁ ସ୍ଥାନ ଦେଇଛନ୍ତି। ଫିଲ୍ମରେ ଏମିତି କିଛି ଭାବନାତ୍ମକ କଥା ରହିଛି ଯାହା ଛାତିରେ କୋହ ଭରିଦିଏ। ଏହିପରି, ସେ ‘ଆନିମଲ୍‌’ରେ ସବୁକିଛି ଏଖି ଫିଲ୍ମକୁ...

baba vanga seven predictions for 2024
Prediction: ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ଗୋଟିଏ ଅଛି ଖୁସି ଖବର

ନୂଆବର୍ଷକୁ ନେଇ ଅନେକ ଆଶାବାଦୀ ଥିବା ବେଳେ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ସମସ୍ତଙ୍କୁ ନିରାଶା କରୁଛି। ୨୦୨୪ ପାଇଁ ସେ ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଯାହା ଖୁବ ଭୟଙ୍କର। ଏହାରି ଭିତରେ କିନ୍ତୁ ସେ ଏମିତି ଏକ କଥା କହିଛନ୍ତି ଯାହା ସମସ୍ତଙ୍କୁ ଖୁସି କରିଦେବ।

know hiv aids causes symptoms and prevention
World AIDS Day 2023: କାହିଁକି ହୁଏ AIDS, କେଉଁସବୁ ଲକ୍ଷଣରୁ ଏହାକୁ ଜାଣିବେ...

ଏଡ୍‌ସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ଏହି ରୋଗ ପ୍ରତିରୋଧ ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ୦୧ ରେ ‘ବିଶ୍ୱ ଏଡ୍‌ସ୍ ଦିବସ’ ପାଳନ କରାଯାଏ। ଏଡ୍‌ସ୍ ମୁଖ୍ୟତଃ ଏକ ଯୌନ ସଂକ୍ରମଣ ରୋଗ ହୋଇଥିଲେ ବି ଅନ୍ୟ କେତେକ କାରଣ...

cbfc orders ranbir kapoor film animal to delete close-up steamy scenes and replace some words
ରଣବୀର କପୁରଙ୍କୁ ସେନ୍ସର୍ ବୋର୍ଡ ଝଟ୍‌କା; 'ଆନିମଲ୍'ରୁ ଉଠିବ କିଛି ଶବ୍ଦ, କଟିବ ଏହି ସିନ୍

ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍'କୁ ଲାଗିଲା ସେନ୍ସର୍ ବୋର୍ଡ ଝଟ୍‌କା। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ବର୍ଷର ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ 'ଏ' ପ୍ରମାଣପତ୍ର ଦିଆଯାଇଛି। ବୋର୍ଡ ଦ୍ୱାରା ଫିଲ୍ମରେ ଅନେକ ପରିବର୍ତ୍ତନ କରାଯାଇଛି ଏବଂ କିଛି ସିନ୍ ଉପରେ କଟ୍ ନିର୍ଦ୍ଦେଶ...

Woman finds 13,000 nude photos of herself on boyfriend's phone
ପ୍ରେମିକର ଫୋନ୍‌ରେ ନିଜର ୧୩ ହଜାର ନଗ୍ନ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଯୁବତୀ

ଜଣେ ଯୁବତୀ ନିଜ ପୂର୍ବତନ ପ୍ରେମିକର ମୋବାଇଲରେ ୧୩ ହଜାରରୁ ଅଧିକ ନଗ୍ନ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହି ଯୁବତୀଙ୍କ ବ୍ୟତୀତ ଅଭିଯୁକ୍ତଙ୍କ ମୋବାଇଲରେ ଅନ୍ୟ କେତେକ ଝିଅଙ୍କ ଆପତ୍ତିଜନକ ଫଟୋ ମଧ୍ୟ ରହିଥିଲା। ସେମାନେ ସମସ୍ତେ ଏହି ଯୁବତୀଙ୍କ ସହକର୍ମୀ। ଏହି ଯୁବତୀ ଜଣଙ୍କ ଏକ...

Rubina Dilaik pregnant with twins share  complications she has facing in accident
ଯାଆଁଳା ଶିଶୁର ମା’ ହେବେ ଏହି ଅଭିନେତ୍ରୀ; ୩ ମାସର ଗର୍ଭଧାରଣ ବେଳେ ହୋଇଥିଲା ଆକ୍ସିଡେଣ୍ଟ୍

ଖୁବ୍ ଶୀଘ୍ର ଟିଭି ଦମ୍ପତି ରୁବିନା ଦିଲୈକ ଏବଂ ଅଭିନଭ ଶୁକ୍ଳାଙ୍କ ଘରେ ଶୁଭିବ କୁଆଁକୁଆଁ। ବାପାମାଆ ହେବା ନେଇ ଏହି ଦମ୍ପତି ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଖବର ଅଛି ଯେ...

i don’t want to read i just want to eat child won heart by talking like this
Viral Video: ଭାଇରାଲ୍ ହେଉଛି କୁନି ଝିଅ; ତା’ କଥା ଶୁଣିଲେ ଆପଣ ବି ହସି ହସି ଗଡ଼ିବେ

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆପଣ ନହସି ରହିପାରିବେନି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଝିଅ ଭୋଜପୁରୀରେ ତା’ ମା ସହିତ କଥା ହେଉଛି। ଏହି କୁନି ଝିଅଟିକୁ ପଚରାଯାଉଛି ଯେ ପାଠ ପଢିବାକୁ...

How to use lemon for cleaning yellow teeth
Health Tips: ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି, ଆପଣାନ୍ତୁ ଏହି ଉପାୟ; ଚକ୍ ଚକ୍ କରିବ...

ହଳଦିଆ ଦାନ୍ତ ଚେହେରାର ସୌନ୍ଦର୍ଯ୍ୟକୁ ଖରାପ କରିଥାଏ। ଏହି କାରଣରୁ କାଭିଟିଜ୍ ମଧ୍ୟ ହେବା ଆରମ୍ଭ ହୁଏ ଯାହା ଦାନ୍ତକୁ ନଷ୍ଟ କରିଥାଏ। ଆପଣ ଯଦି ଏହି ସମସ୍ୟାରେ ପୀଡ଼ିତ ଆଉ ହଳଦିଆ ଦାନ୍ତରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଲେମ୍ବୁ ବ୍ୟବହାର କରିପାରିବେ। କିପରି ଜାଣନ୍ତୁ।...

Odisha Panchayat Level Various Posts Recruitment
ଓଡ଼ିଶାରେ ସରକାରୀ ଚାକିରି; ଦଶମ ଫେଲ୍ ପିଲା ବି ଆବେଦନ କରିବେ; ଦରମା ୨୩ ହଜାର ପରେ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ନୀଳାଚଳ ପ୍ରତିଷ୍ଠାନ ବିଭିନ୍ନ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଉଭୟ ଅନ୍‌ଲାଇନ୍ / ଅଫ୍‌ଲାଇନ୍ ମୋଡ୍‌ରେ ହେବ।

Minister malla reddy sparks controversy at animal event
ତେଲୁଗୁ ଲୋକମାନେ ବଲିଉଡ୍‌, ହଲିଉଡ୍‌ ସହ ପୂରା ହିନ୍ଦୁସ୍ଥାନ ଉପରେ ରାଜ୍ କରିବେ; ମଲ୍ଲା ରେଡ୍ଡୀ

ଫିଲ୍ମ ‘ଆନିମଲ୍‌’କୁ ନେଇ ହାଇଦ୍ରାବାଦରେ ଏହା ଏକ ପ୍ରି-ରିଲିଜ୍ ଇଭେଣ୍ଟ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଶ୍ରମ ଓ ରୋଜଗାର ମନ୍ତ୍ରୀ ମଲ୍ଲା ରେଡ୍ଡୀ ମଧ୍ୟ ସାମିଲ ହୋଇଥିଲେ। ଏଠି ମଲ୍ଲା ରେଡ୍ଡୀ ଭାରତ ଉପରେ ତେଲୁଗୁ ଶାସନ ସହ ଜଡିତ ମତ ଦେଇ ବିବାଦକୁ ଆସିଛନ୍ତି।

In Chinese schools, desks-turned-beds help kids nap in classes
Viral Video: ସ୍କୁଲରେ ନୂଆ ବ୍ୟବସ୍ଥା; ଡେସ୍କ୍ ହୋଇଯାଉଛି ବେଡ୍, ପିଲାମାନେ ଶୋଉଛନ୍ତି

ଶିକ୍ଷାଗତ ଭିତ୍ତିଭୂମିରେ ପରିବର୍ତ୍ତନ ଆଣି ଚାଇନାର କେତେକ ବିଦ୍ୟାଳୟ କିଛି ନୂଆ ତରିକା ଆପଣେଇଛନ୍ତି। କ୍ଲାସ୍ ରୁମ୍‌ରେ ପଡିଥିବା ଡେସ୍କଗୁଡିକୁ ଏକ ଫୋଲ୍‌ଡେବଲ୍ ମେକାନିଜିମ୍ ସହିତ ତିଆରି କରାଯାଇଛି, ଯାହା ଦୁଇଟି କାମ କରିପାରିବ। କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ପିଲାମାନଙ୍କୁ ଶୋଇବାକୁ ଅନୁମତି ଦିଆଯାଇଛି।

reaction of Vicky kaushal after seeing Katrina kaif towel fight scene in tiger 3
‘ଟାଇଗର ୩’ରେ କ୍ୟାଟ୍ରିନାଙ୍କ ଟାୱେଲ୍ ଫାଇଟ୍ ଦେଖି ଏମିତି କହିଲେ ଭିକି କୌଶଲ

‘ଟାଇଗର ୩’ କାଟ୍ରିନା କୈଫ୍‌ଙ୍କ ଏକ ଫାଇଟ୍ ସିନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଏହି ସିନ୍‌ରେ ସେ ନିଜ ଦେହକୁ ଟାୱେଲ୍‌ରେ ଢାଙ୍କି ଫାଇଟ୍ କରିବା ଦେଖାଯାଏ। ଏହି ସିନ୍‌କୁ ଦେଖି ତାଙ୍କ ସ୍ୱାମୀ ଭିକି କୌଶଲ ତାଙ୍କ କାନରେ ଏମିତି କିଛି କହିଥିଲେ। ଜାଣନ୍ତୁ ସେ...

Lesbian give birth to a baby  in invocell procedure
Interesting: ସମଲିଙ୍ଗୀ ମହିଳା ଦେଲେ ପୁତ୍ର ସନ୍ତାନ ଜନ୍ମ; ଉଭୟଙ୍କ ଗର୍ଭରେ ବଢୁଥିଲା ପିଲା

ଏକ ସନ୍ତାନ ଜନ୍ମ ପାଇଁ ଗୋଟିଏ ପୁରୁଷ ଆଉ ଜଣେ ମହିଳାଙ୍କ ସମ୍ପର୍କ ଆବଶ୍ୟକ। କିନ୍ତୁ ଦୁଇ ଜଣ ପୁରୁଷ କିମ୍ବା ଦୁଇ ଜଣ ମହିଳା ଏକତ୍ର ଏକ ସନ୍ତାନ ଜନ୍ମ କରିବା ଅସମ୍ଭବ। ଏହା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଏମିତି ହେବା ସମ୍ଭବ ହୋଇଛି। ଆପଣ ହୁଏତ...

80 year old woman fell in love for 57 year old homeless man
Love Story: ପ୍ରେମରେ ପଡିଲେ ୮୦ ବର୍ଷର ଆଇମା’, ପରିବାର ହେଲା ଶତ୍ରୁ; ଶେଷରେ…

ବୃଦ୍ଧାବସ୍ଥାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ହୋଇଛି। ୮୦ ବର୍ଷର ଆଇମା’ ତାଙ୍କଠାରୁ ୨୩ ବର୍ଷ ସାନ ୫୭ ବର୍ଷର ଜଣେ ବ୍ୟକ୍ତିଙ୍କୁ ହୃଦୟ ଦେଇବସିଛନ୍ତି। ପୁରୁଷ ଜଣଙ୍କ ଭୂମିହୀନ ଥିବାରୁ ପରିବାର ଲୋକେ ଖେଳିଲେ ଏମିତି ଗେମ୍।

actual meaning of chadakhai after kartik purnima
Chhada Khai 2023: ଛାଡଖାଇର ମାନେ କ’ଣ ଆମିଷ ଖାଇବା, ନା ଆଉ କିଛି…

ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ। ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କିନ୍ତୁ ଛାଡଖାଇ ଦିନ ଆମିଷ ବଜାରରେ ଦେଖାଦିଏ ଭିଡ। ତେବେ...

Health Tips Liver detoxifying cauliflower
Health Tips: ଫୁଲକୋବିର ଅନେକ ଗୁଣ; ମୋଟାପଣ କରେ ଦୂର, ଶରୀରକୁ କରେ ଡିଟକ୍ସିଫାଏ

ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଜାଣନ୍ତୁ ଅନ୍ୟାନ୍ୟ ଲାଭ।

DRDO Recruitment 2023
DRDO Recruitment 2023: ଗ୍ରାଜୁଏସନ କରିଥିଲେ DRDOରେ ଚାକିରି; ଦରମା ୫୯ ହଜାରରୁ ଅଧିକ

DRDO ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। DRDO ଏକ ନୂଆ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରୋଜେକ୍ଟ ଆଡମିନି ଆସିଷ୍ଟାଣ୍ଟ ଏବଂ ପ୍ରୋଜେକ୍ଟ ଷ୍ଟୋର୍‌ ଅଫିସର ପଦବୀ ପୂରଣ ହେବ।

Kantara a legend chapter 1 first glimpse make fans speechless
Teaser Release: ରହସ୍ୟ ଆଉ ରୋମାଞ୍ଚରେ ଭରା 'କାନ୍ତାରା ଚାପ୍ଟର ୧' ର ପ୍ରଥମ ଝଲକ

'କାନ୍ତାରା: ଏ ଲିଜେଣ୍ଡ'ର ସିକ୍ୱେଲ୍ ଲାଇନ୍‌ରେ ଅଛି। ନିକଟରେ ଫିଲ୍ମର ଏକ ଝଲକ ସାମ୍ନାକୁ ଆସିଛି ଏବଂ ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ସ୍ୱତନ୍ତ୍ର ହେବ ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଫିଲ୍ମ କେଜିଏଫ ଏବଂ ବାହୁବଲୀ ଭଳି ଫିଲ୍ମକୁ କଡ଼ା ଟକ୍କର ଦେଇପାରେ।

why was sandeep reddy vanga choose the title animal for upcoming film
ରଣବୀର କପୁର କଲେ ଖୁଲାସା; କାହିଁକି ହେଲା ଫିଲ୍ମ ଟାଇଟଲ୍ 'ଆନିମଲ୍'

ପ୍ରଶଂସକମାନେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ୍' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଚରିତ୍ର ଏବଂ ଏହାର ଟାଇଟଲ୍‌କୁ ନେଇ ଅନେକ କୌତୁହଳ ରହିଛି। ଏହାରି ଭିତରେ ଏହାର ଟାଇଟଲ୍‌କୁ ନେଇ ରଣବୀର କପୁର ଏମିତି କହିଛନ୍ତି।

Importance of Boating in Kartik Purnima
Kartika Purnima 2023: କାର୍ତ୍ତିକ ମାହାତ୍ମ୍ୟ: ସାଧାରଣ ଜନଜୀବନକୁ ପ୍ରଭାବିତ କରେ ‘ଆ କା ମା ବୈ’

ଧାର୍ମିକ ଭାବନା ଦୃଷ୍ଟିରୁ କାର୍ତ୍ତିକର ଶେଷ ପାଞ୍ଚ ଦିନ ଅତ୍ୟନ୍ତ ପବିତ୍ର। ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ ‘ବୋଇତ ବନ୍ଦାଣ’ ଦିବସ ଭାବରେ ପାଳନ କରାଯାଏ ଆଉ ସବୁ ଜଳାଶୟ ଡଙ୍ଗାରେ ପୂରିଉଠେ। କ’ଣ ରହିଛି ଏହାର ମହତ୍ତ୍ୱ ଆସନ୍ତୁ ଜାଣିବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।