ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍’ ପାଇଁ ସବୁ ସିନେପ୍ରେମୀ ଉତ୍ସାହିତ। ସବୁଠାକୁ ରୋଚକପୂର୍ଣ୍ଣ ହେଲା ଏହାର ଷ୍ଟାର୍କାଷ୍ଟ୍। ଗୋଟିଏ ପରେ ଗୋଟିଏ ସୁପରଷ୍ଟାରଙ୍କ ଏଣ୍ଟ୍ରୀ ସମସ୍ତଙ୍କ ଉତ୍ସାହକୁ ବଢେଇଦେବା ଭଳି ଲାଗେ। ବର୍ତ୍ତମାନ ଆଉ ଜଣେ ସୁପରଷ୍ଟାର୍ଙ୍କ ଏଣ୍ଟ୍ରୀ ସମସ୍ତଙ୍କୁ ଚକିତ କରିଛି।
ବିରାଟ କୋହଲିଙ୍କ ଅନେକ ଉତ୍ଥାନ-ପତ୍ତନ ବେଳେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। କେବେ ସେ ପତ୍ନୀ ଭାବରେ ତ କେବେ ପୁଣି ପ୍ରେମିକା ଆଉ କେବେ ସାଙ୍ଗଟିଏ ହୋଇ ସେ ତାଙ୍କ ସହ ଠିଆ ହୋଇଛନ୍ତି। ତେବେ ଆଜି ବିରାଟଙ୍କ ଜନ୍ମଦିନରେ ଆସନ୍ତୁ...
ସୁନାମି ବିଷୟରେ ସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ୫ ନଭେମ୍ବରରେ ‘ବିଶ୍ୱ ସୁନାମି ସଚେତନତା ଦିବସ’ ପାଳନ କରାଯାଏ। ଆଜି ଏହି ଦିନ ଥିବାରୁ ଆସନ୍ତୁ ଜାଣିନେବା ଏହି ସୁନାମି କ’ଣ ଆଉ କାହିଁକି ଆସେ ସୁନାମି…
ପ୍ରତ୍ୟେକ ବାପାମାଆ ନିଜ ପିଲାକୁ ଏକ ଭଲ ମଣିଷ କରିବାକୁ ଚାହାଁନ୍ତି। ଭଲ ଶିକ୍ଷା ଦେବା, ଜୀବନରେ ଭଲ ଜିନିଷ ଶିଖାଇବା, ଅନ୍ୟମାନଙ୍କ ସହିତ ଭଲ ଆଚରଣ କରିବା ଭଳି କିଛି କଥା ପ୍ରତିଦିନ ପିଲାମାନଙ୍କୁ ଶିଖାଇଥାନ୍ତି। ଏହା ସତ୍ତ୍ୱେ ବି କିଛି ପିଲା ଭୁଲ ରାସ୍ତାରେ ଚାଲିଯାଆନ୍ତି।
ସ୍ୱାସ୍ଥ୍ୟସେବା କମ୍ପାନୀର ସିଇଓ ଜଣେ ବ୍ୟକ୍ତିର CV ପାଇଥିଲେ, ଯେଉଁଥିରେ ସେ ଏପରି କିଛି ପଢିଥିଲେ ଯେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବୃତ୍ତିଗତ ଜୀବନ ଏବଂ ସଫଳତା ବ୍ୟତୀତ, ବ୍ୟକ୍ତି ଜଣକ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏପରି କିଛି ଲେଖିଥିଲେ ଯେ ଏହାକୁ ପଢିବା...
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ବର୍ତ୍ତମାନ ଅଧ୍ୟାପକ, ଗାର୍ଡନର୍, ଅଫିସ୍ ଆସିଷ୍ଟାଣ୍ଟ୍ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ଅଫ୍ଲାଇନ୍ ଆବେଦନ ମୋଡ୍ ମାଧ୍ୟମରେ ହେବ। ଏହି ନିଯୁକ୍ତି କେବଳ ଓଡ଼ିଶାରେ ହେବ।
ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହମାସ ଆମେରିକାକୁ ଏକ ନୂଆ ଚେତାବନୀ ଦେଇଛି। ହମାସର ବରିଷ୍ଠ ନେତା ଅଲି ବାରାକା ଚେତାବନୀ ଦେଇଛନ୍ତି ଯେ ଦିନେ ଆମେରିକା ଅତୀତ ହୋଇଯିବ ଏବଂ ସୋଭିଏତ୍ ୟୁନିଅନ୍ (USSR) ପରି ବିଚ୍ଛିନ୍ନ ହେଇଯିବ।
ଆଜି ନିଶଧାଡି ଏକ ଟ୍ରେଣ୍ଡ୍ ହୋଇଯାଇଛି। ଯୁବପିଢି ଏବେ ଏହି ଫ୍ୟାସନରେ ବ୍ୟସ୍ତ। ନିକଟରେ ଏହାକୁ ନେଇ ମଧ୍ୟ ଅନେକ ଅଧ୍ୟୟନ ଏବଂ ଅନୁସନ୍ଧାନ କରାଯାଇଛି। ଏଥିରୁ ଜଣାପଡିଛି ଯେ ଆଜିକାଲି ଯୁବତୀମାନେ ନିଶଦାଢି ଥିବା ପୁରୁଷମାନଙ୍କୁ ଅଧିକ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ଏହା ପଛର କାରଣ...
ସୁପର୍ଷ୍ଟାର୍ ରଜନୀକାନ୍ତ ତାଙ୍କ ଆଗାମୀ ଫିଲ୍ମ ପାଇଁ ଫିସ୍ ବଢେଇଛନ୍ତି। ସେ ଯେତିକି ଚାର୍ଜ କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ସୂଚନା ଯଦି ସତ ହୋଇଥାଏ ତେବେ ରଜନୀକାନ୍ତ ଇତିହାସ ସୃଷ୍ଟି କରିଛନ୍ତି, କାରଣ ଏହି ଫି’ ତାଙ୍କୁ ଏସିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବରେ...
ପୁଣି ଆସିଲା ମନୋରଂଜନ ଦୁନିଆରୁ ଦୁଃଖ ଖବର। ଚଳଚ୍ଚିତ୍ର ନିର୍ମାତା ଗୌତମ ହଲଦରଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ଆସିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
ଯେଉଁମାନେ ପ୍ରକୃତରେ କାହାକୁ ଭଲ ପାଆନ୍ତି ଆଉ ଧୋକା ଖାଇଲା ପରେ ସେମାନେ ଅନୁଭବ କରନ୍ତି ଯେପରି ସେମାନଙ୍କର ଦୁନିଆ ଶେଷ ହୋଇଯାଇଛି। ଧୀରେ ଧୀରେ ସେମାନେ ଚାପ, ଚିନ୍ତା ଏବଂ ଉଦାସୀନତାକୁ ଚାଲିଯାଆନ୍ତି। ତେବେ ଆସନ୍ତୁ ଜାଣିବା ୫ଟି ଟିପ୍ସ ଯାହା ଆପଣଙ୍କୁ ବ୍ରେକ୍ଅପ୍ ଯନ୍ତ୍ରଣାରୁ ମୁକ୍ତି...
ଏମିତି ଏକ ସ୍କୁଲ୍ ଯେଉଁଠି ଅଛି ବିଚିତ୍ର ନିୟମ। ଏଠି ପିଲା ସ୍କୁଲକୁ ନ ଆସିବାର ଦଣ୍ଡ ସାଙ୍ଘାତିକ ହୋଇଥାଏ। ଏହି ଦଣ୍ଡ ପିଲାଙ୍କୁ ନୁହେଁ, ବାପାମାଆଙ୍କୁ ମିଳେ।
ଓଡ଼ିଶାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ହାଇକୋର୍ଟ, କଟକ ଆସିଷ୍ଟାଣ୍ଟ ସିଲେକସନ ଅଫିସର୍ (ASO) ନିଯୁକ୍ତି ପାଇଁ ଏକ ନିଜ୍ଞପ୍ତି ବାହାର କରିଛି। ଅନ୍ଲାଇନ୍ ମୋଡ୍ରେ ଚାଲିଛି ଆବେଦନ। ସୁଯୋଗ ହାତଛଡା କରନ୍ତୁ ନାହିଁ।
ସବୁବେଳେ ଖବରରେ ରହୁଥିବା ଉର୍ଫି ଜାଭେଦଙ୍କ ଲାଷ୍ଟ୍ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ତାଙ୍କର କୌଣସି ଅଜବ ଗଜବ ଫ୍ୟାସନ ନୁହେଁ ବରଂ ତାଙ୍କୁ ଗିରଫ କରାଯାଉଥିବା ଦେଖିବାକୁ ମିଳିଛି।
ପ୍ରକାଶ ରାଜ ଯେତେବେଳେ 'ଚନ୍ଦ୍ରଯାନ'ନୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ସେତେବେଳେ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି କାରଣରୁ ସେ ପୁଣି ଥରେ ସୋସିଆଲ ମିଡିଆରେ ଆଲୋଚନର କେନ୍ଦ୍ର ପାଲଟିଛନ୍ତି।
ରୋଜଗାର ଦେଇଛି ରବର ଚାଷ। ନିଜ ପରିବାର ଛାଡ଼ି ଆଗ ଭଳି ଆଉ ଦାଦନ ଯିବାକୁ ପଡୁନି। ଯୋଉ ଜମି ଦିନେ ପଡିଆ ପଡିଥିଲା, ସେଇଠି ଆଜି ଶୋଭା ପାଉଛି ରବର ଚାଷ। ଆଉ ଏଥିପାଇଁ ସହାୟତାର ହାତ ବଢ଼ାଇଛି ରବର ସୋସାଇଟି। ରବର ଚାଷ କରି ଏବେ...
ଆଜିକାଲି ଗ୍ୟାସ୍ ଏବଂ ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଗଲାଣି। ବେଳେବେଳେ ଏହା ଏତେ ଭୟଙ୍କର ହୋଇଯାଏ ଯେ ଘରୋଇ ଉପଚାର ମଧ୍ୟ କାମ କରେନି। ଯଦି ଏହି ସମସ୍ୟା ଆପଣଙ୍କୁ ବହୁତ କଷ୍ଟ ଦେଉଥାଏ ତେବେ କିଛି ସରଳ ଯୋଗ ଆସନ କରି ଆପଣ ଏହି ସମସ୍ୟାରୁ...
AAI ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆଜିଠାରୁ ଆରମ୍ଭ ହେଉଥିବା ଜୁନିଅର ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ AAIର ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୬ ପଦବୀ ପୂରଣ ହେବ
ଶାହରୁଖ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଏକ ଭିନ୍ନ ଭିନ୍ନ ଢଙ୍ଗରେ ଶୁଭ କାମନା ଜଣାଉଛନ୍ତି। ଏହି ଧାରାରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ମଧ୍ୟ ଶାହାରୁଖଙ୍କ ପ୍ରଶଂସକଙ୍କୁ 'ଡଙ୍କି' ଚଳଚ୍ଚିତ୍ରର ଟିଜର ରିଲିଜ କରି ...
ଆଜି ଅନୁ ମଲିକ୍ ସଂଗୀତ ଜଗତର ମୁକୁଟବିହୀନ ସମ୍ରାଟ। ସେ ‘ବାଜିଗର’ ଚଳଚ୍ଚିତ୍ରରୁ ପ୍ରକୃତ ସଫଳତା ପାଇଥିଲେ। ଏହି ଚଳଚ୍ଚିତ୍ରର ସମସ୍ତ ଗୀତ ହିଟ୍ ହୋଇଥିଲା। ଅନୁ ମଲିକ ସଫଳତାର ସିଡ଼ି ଚଢିବାବେଳେ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ହେଲେ ଆଗକୁ ଯିବାରେ ଅଟକି ନାହାନ୍ତି।