୭୦ ଏବଂ ୮୦ ଦଶକରେ ସୁପରଷ୍ଟାର କମଲ ହାସନଙ୍କ ଅନେକ ଫିଲ୍ମରେ ସହଅଭିନେତା ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ତାମିଲ ଅଭିନେତା ମୋହନ ଏହି ଦୁନିଆରେ ଆଉ ନାହାଁନ୍ତି। ରହସ୍ୟମୟ ପରିସ୍ଥିତିରେ ୬୦ ବର୍ଷୀୟ ଅଭିନେତାଙ୍କର ଦେହାନ୍ତ ହୋଇଛି।
ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟେକ୍ନିସିଆନ୍, ଜୁନିୟର ଇଞ୍ଜିନିୟର, ଟ୍ରେନ୍ ମ୍ୟାନେଜର ପଦ ପାଇଁ ଉତ୍ତର ରେଳ ବିଭାଗ ବିଜ୍ଞାପନ ଜାରି କରିଛି। ସମୁଦାୟ ୩୨୩ଟି ପଦବୀ ପୂରଣ ହେବ।
ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ‘ଟାଇଗର ୩’ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଚଳିତ ବର୍ଷ ଭାଇଜାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ। କାରଣ ଚଳିତ ବର୍ଷ ଆଇସିସି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବରରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ ଏକ ମାସରୁ...
ଆଜିକାଲି କମ୍ ବୟସରେ ଚୁଟି ପାଚିଯିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଅଧିକାଂଶ ଯୁବପିଢି ସାମ୍ନା କରୁଛନ୍ତି। ଚୁଟି ପାଚିଗଲେ ଚିନ୍ତାରେ ପଡି ଅନେକ ଉପାୟ ଆପଣେଇ ନିଅନ୍ତି। କିନ୍ତୁ ଏହା ପୂର୍ବରୁ ଚୁଟି ଶୀଘ୍ର ପାଚିବାର କାରଣ ଜାଣିବା ଜରୁରୀ।
ଆପଣ ନିଶ୍ଚିତ ବାଇକ୍ରେ ପୁଅ-ଝିଅଙ୍କର କିଛି ଷ୍ଟଣ୍ଟ୍ ଭିଡିଓ ଦେଖିଥିବେ ଏବଂ ନିଶ୍ଚୟ ଭାବିଥିବେ ସେମାନେ ବୋଧେ ନିଜ ଜୀବନକୁ ଭଲ ପାଆନ୍ତି ନାହିଁ। ତେବେ ବର୍ତ୍ତମାନ ଯେଉଁ ଭିଡିଓଟି ଭାଇରାଲ୍ ହେଉଛି ସେଥିରେ ଆପଣ ବାଇକ୍ ଉପରେ ତ ରୋମାଣ୍ଟିକ୍ ସିନ ଦେଖିବେ, ଏହା କିନ୍ତୁ କୌଣସି...
ତୋଷାଳି ୱାକର୍ସ କ୍ଲବର ମାସିକ ସାଧାରଣ ସଭା ତୋଷାଳି କ୍ଲବର ମୁଖ୍ୟ ସଭାପତି ଡ. ସଂଗ୍ରାମ କେଶରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।
'ଜେଲର' ରିଲିଜ୍କୁ ନେଇ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ୍ ରହିଛି। ରଜନୀକାନ୍ତ ମଧ୍ୟ ଏହି ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏହା ପରେ ସେ ଫିଲ୍ମରୁ ବିରତି ନେବେ ବୋଲି କୁହାଯାଉଛି। ହେଲେ କାହିଁକି…
NIACL ପ୍ରଶାସନିକ ଅଧିକାରୀ (ଜେନେରାଲିଷ୍ଟ ଆଣ୍ଡ୍ ସ୍ପେଶାଲିଷ୍ଟ) (ସ୍କେଲ୍ ୧) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୪୫୦ଟି ପଦବୀ ପୂରଣ ହେବ।
ଦେଶଭକ୍ତିର ଭାବନାକୁ ଜୀବନ୍ତ କରି ସିରିଜ୍ ‘କମାଣ୍ଡୋ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ହାଇ-ଆକ୍ସନ୍, ପାୱାର୍ ପ୍ୟାକ୍ ସିରିଜ୍ ବିପୁଲ୍ ଅମୃତଲାଲ୍ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହୋଇଛି।
ଅନେକ ସ୍ଥାନରେ ଜଳ ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଜଳର ଅଭାବ ଅନେକ ଲୋକଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ପାଲଟୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ ଚାଲିଛି। ଆଜି ବି ଅନେକ ଲୋକ ବର୍ଷା ଜଳ ସଂଗ୍ରହ କରନ୍ତି ଯାହା...
ଆଜି ସାରା ବିଶ୍ୱ ପାଳୁଛି ‘ୱାର୍ଲ୍ଡ ୱାଇଡ୍ ୱେବ୍ ଦିବସ’। 'ୱାର୍ଲ୍ଡ ୱାଇଡ୍ ୱେବ୍' ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହିତ ଅନେକ ଉନ୍ନତ ବୈଶିଷ୍ଟ୍ୟ ସହିତ ଆସିଛି। ତିନି ଦଶନ୍ଧିର ଅଗ୍ରଗତି ପରେ, WWW ର ଏହି ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଆସିଛି ଯାହା ବର୍ତ୍ତମାନର ରୂପ...
୨୦୦୨ରୁ ୨୦୦୭ ସଲମାନଙ୍କ ପାଇଁ ବହୁତ ଅଶୁଭ ଥିଲା। ସେତେବେଳେ ଲାଗୁଥିଲା ଯେପରି ସଲମାନଙ୍କ କ୍ୟାରିୟର ବୁଡିଯିବ। ସେହି ସମୟରେ ବଲିଉଡ୍ର ଜଣେ ସାଉଥ୍ ଅଭିନେତା ନିର୍ଦ୍ଦେଶକ ସଲମାନଙ୍କ ପାଇଁ ଭଗବାନ ହୋଇ ଆସିଥିଲେ ଆଉ ତାଙ୍କ ଉଜୁଡା କ୍ୟାରିଅରକୁ ସଜାଡି ଦେଇଥିଲେ।
ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ଶୁଣାଯାଉଛି ଯେ ବର୍ତ୍ତମାନ ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି।
ଯେଉଁମାନେ ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ଅଛି। ଆପଣ ଯଦି ଏଥିପାଇଁ ଇଛୁକ ତେବେ ଏହି ଟିପ୍ସଗୁଡିକ ଉପରେ ନଜର ପକେଇ ନିଅନ୍ତୁ। ଏହା ଆପଣଙ୍କ ଲକ୍ଷ ପୂରଣ କରିବାରେ ସହାୟକ ହେବ।
ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନର ବହୁତ ପ୍ରଭାବ ଥାଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହାପି ହରମୋନ୍ଗୁଡ଼ିକୁ ସକ୍ରିୟ ହୋଇଥାନ୍ତି।
ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT) ରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସିଲ୍ଚର ୧୦୯ ଟି ଅଣ-ଶିକ୍ଷଣ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।
'ରକୀ ଔର୍ ରାନୀ କି ପ୍ରେମ୍ କାହାନି'ରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ କିସ୍ ସିନ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କିନ୍ତୁ କିସ୍ ସିନ୍ ଦେଇ ଚର୍ଚ୍ଚାରେ ରହିବା ଧର୍ମେନ୍ଦ୍ରଙ୍କ ପାଇଁ ଏହା ପ୍ରଥମ ନୁହେଁ। ଯେତେବେଳେ ସନୀ ଦେଓଲଙ୍କ ଗାର୍ଲ ଫ୍ରେଣ୍ଡକୁ ଧର୍ମେନ୍ଦ୍ର କିସ୍ ଦେଇଥିଲେ...
ଘୋଷଣା ହୋଇଛି ବର୍ଷା ସାହିତ୍ୟ ସମ୍ମାନ-୨୦୨୩। ତିନି ଗୁଣାତ୍ମକ ବହିକୁ ମିଳିବ ସମ୍ମାନ। ଅଗଷ୍ଟ୧୧ରେ ହେବ ବର୍ଷା ଉତ୍ସବ।
କିଛି ପିଲା ପାଠ ପଢିବାରେ ଖୁବ୍ ମେଧାବୀ ଥିବାବେଳେ ଆଉ କେତେକଙ୍କର ସ୍ମୃତିଶକ୍ତି ଖୁବ୍ ଦୁର୍ବଳ ଥାଏ। ଏପରି ପରିସ୍ଥିତିରେ, ସେମାନେ ପଢିଥିବା ବିଷୟଗୁଡ଼ିକୁ ଖୁବ ଶୀଘ୍ର ଭୁଲିଯାଆନ୍ତି। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି, ତେବେ ୪ଟି ପାଠପଢା ଟିପ୍ସ ଆପଣଙ୍କ ପାଇଁ ଅତ୍ୟନ୍ତ...
ଆପଣ ହୁଏତ ଖାଲି ଆମ୍ବର ରସକୁ ଖାଇ ଏହାର ଚୋପାକୁ ଫୋପାଡି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ହୁଏତ ଅନୁତାପ କରିପାରନ୍ତି।