ଆଶ୍ୱିନ ମାସର ଶୁକ୍ଲ ପ୍ରତିପଦାରୁ ନବରାତ୍ରୀ ଆରମ୍ଭ ହୁଏ। ନବରାତ୍ରୀର ନଅ ଦିନ ପାଇଁ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା ହୋଇଥାଏ। ଜାଣନ୍ତୁ କେଉଁ ଦିନ କେଉଁ ଦେବୀଙ୍କୁ ପୂଜିଲେ ଶୁଭ ଫଳ ମିଳେ।
ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା ପ୍ରାୟ ସାଧାରଣ ହୋଇଗଲାଣି। ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରଭାବିତ। ଯଦିଓ ଏହାର କୌଣସି ଉପଶମ ନାହିଁ ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହାକୁ ଦମନ କରାଯାଇ ପାରିବ। ଆସନ୍ତୁ ସେ ବିଷୟରେ ଜାଣିନେବା।
ଆପଣ ଓଡ଼ିଶାରେ ସରକାରୀ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ଖୁସି ଖବର। ଏହା ପୁଣି ବ୍ୟାଙ୍କରେ। ଓଡିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଡେପୁଟି ଜେନେରାଲ୍ ମ୍ୟାନେଜର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଜୟା ଭାଦୁଡିଙ୍କ ପ୍ରେମରେ ପଡି ବିବାହ କରିବା ପୂର୍ବରୁ ଅମିତାଭ ବଚ୍ଚନଙ୍କର ଅନେକଙ୍କ ସହିତ ମଧ୍ୟ ପ୍ରେମ ସଂପର୍କ ଥିଲା। ସବୁଥିଲେ ଆଗ ଧାଡିର ହିରୋଇନ୍। ଜଣେ ତ ଅଲଗା ହେବାପରେ ମାନସିକ ଚାପରେ ରହି ଶେଷରେ ଜୀବନ ହାରିଲେ।
'ରାମାୟଣ'ରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ରଣବୀର ସମସ୍ତ ପ୍ରକାର ଜପ-ତପ କରିବେ, ଯାହା ତାଙ୍କୁ ରାମଙ୍କ ଚରିତ୍ରରେ ପ୍ରବେଶ କରିବାରେ ସାହାଯ୍ୟ କରିବ। ଏହି ଭୂମିକା ପାଇଁ ସେ ସବୁପ୍ରକାର ଚ୍ୟାନେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମଦ୍ୟ ଏବଂ ମାଂସ ଛୁଇଁବେ ନାହିଁ...
ପ୍ରତିବର୍ଷ ୧୧ ଅକ୍ଟୋବରରେ ସମଗ୍ର ବିଶ୍ୱରେ ପାଳନ କରାଯାଏ ‘ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ’। ଏହାକୁ ଝିଅମାନଙ୍କର ସୁସ୍ଥ ଜୀବନ, ଶିକ୍ଷା ଏବଂ ବୃତ୍ତି ପାଇଁ ପଥ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ କ’ଣ।
୨୦୨୩ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟାନକ। ଏଥିମଧ୍ୟରୁ ଅନେକ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇଛି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ବାବା ଭେଙ୍ଗାଙ୍କ ଅନ୍ୟ ଭବିଷ୍ୟବାଣୀଗୁଡିକ ମଧ୍ୟ କ’ଣ ସତ ହେବ କି? ଯଦି ଏହା ହୁଏ...
ଅମିତାଭ ବଚ୍ଚନ ଆଜି ତାଙ୍କର ୮୧ ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡରେ ସେ ଅନେକ ସଂଘର୍ଷ କରି ଆଜି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି। ତେବେ ଆସନ୍ତୁ ଆଜି ଦିନରେ ବିଗ୍ ବି’ଙ୍କ ସହିତ ଜଡିତ ଏକ ଜବରଦସ୍ତ କାହାଣୀ ଜାଣିନେବା।
‘ଲିଓ’ର ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଚେନ୍ନାଇର ଏକ ସିନେମା ହଲ୍ରେ ଏପରି ହଙ୍ଗାମା ସୃଷ୍ଟି କଲେ ଯେ ସେଠାରେ ଥିବା ସବୁ ସିଟ୍ ଭାଙ୍ଗିଦେଲେ।
ଆଜିର ଡିଜିଟାଲ୍ ଦୁନିଆରେ ଡାକସେବା ମଧ୍ୟ ପଛରେ ପଡିନି। ଆଧୁନିକତାର ଢାଞ୍ଚାରେ ଅନେକ ଆଗକୁ ଯାଇଛି। ସରକାର ଜନମଙ୍ଗଳ ପାଇଁ ଯୋଗାଇଦେଉଥିବା ସମସ୍ତ ଯୋଜନା ଡିଜିଟାଲ୍ରେ ଚାଲିଛି। ହେଲେ ଦୁର୍ଗମ ଅଞ୍ଚଳରେ ଏହି ସବୁ ସେବା କିଭଳି ଚାଲିଛି ତା’ର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।
ଆଜି ବିଶ୍ୱ ପାଳୁଛି ‘ଆନ୍ତର୍ଜାତୀୟ ବାସହୀନ ଦିବସ’ l ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ଚାଲିଗଲାଣି। ଅନେକ ସରକାର ଆସିଛନ୍ତି ଆଉ ଯାଇଛନ୍ତି। ବାସହୀନ ଲୋକଙ୍କ ପାଇଁ ଅନେକ ଯୋଜନା ମଧ୍ୟ ହୋଇଛି। କିନ୍ତୁ ଘଟଣା ‘ଯୋଉ ତିମିରେକୁ ସେହି ତିମିରେ’।
ଆଜିର ଧାଁ ଧପଡ ଜୀବନରେ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ଜରୁରୀ। ତେବେ ମାନସିକ ଅବସ୍ଥାକୁ ସୁସ୍ଥ ରଖିବା ନେଇ କ’ଣ କରିବାକୁ ହେବ ଆସନ୍ତୁ ସେ ବିଷୟରେ କେତେକ ଟିପ୍ସ ଉପରେ ନଜର ପକେଇ ନେବା।
ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ। ଏହି ଦିନ ଭାରତୀୟ ଡାକ ସେବାକୁ ସ୍ମରଣ କରାଯାଏ। ଆମ ଜୀବନରେ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ଏହାକୁ ପାଳନ କରାଯାଏ।
ଆଜି ସାରା ବିଶ୍ୱ ପାଳୁଛି ‘ବିଶ୍ୱ ଗୃହହୀନ ଦିବସ’। ଏହି ଆନ୍ତର୍ଜାତୀୟ ଦିନ ଉନ୍ନତ ନୀତି ଏବଂ ପାଣ୍ଠି ଦାବି କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ଯାହା ଭୂମିହୀନଙ୍କୁ ସହାୟତା ଦେଇଥାଏ।
ଆଜିର ଦୁନିଆ ନେଟୱାର୍କର ଦୁନିଆ। ଏହାର ଚାହିଦା ଯେତିକି ବଢିଚାଲିଛି ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଡିଜିଟାଲ ଦୁନିଆରେ କାମ ଏବଂ ପଦବୀ ମଧ୍ୟ ବଦଳୁଛି। ଆପଣ ଯଦି ନେଟ୍ୱାର୍କ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି, ତେବେ କ’ଣ କରିବାକୁ ହେବ ଜାଣିନିଅନ୍ତୁ।
ଏକ ବିଜ୍ଞାପନ କରି ପୁଣି ଫସିଛନ୍ତି ଅକ୍ଷୟ କୁମାର। ଏହି ବିଜ୍ଞାପନ ଯୋଗୁଁ ଅକ୍ଷୟଙ୍କୁ ଖୁବ ଟ୍ରୋଲ କରାଯାଉଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି।
ସଲମାନ ଖାନ କିଛି ଘଣ୍ଟା ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏମିତି ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କ ବିବାହ ବିଷୟରେ ଆଲୋଚନା ହୋଇଛି। ଏହା ପଛର କାରଣ ହେଲା ଏହି ଫଟୋରେ ତାଙ୍କ ସହିତ ଏକ ‘ମିଷ୍ଟ୍ରୀ ଗାର୍ଲ’ ଅଛି। ଏହି ...
RBI ଆସିଷ୍ଟାଣ୍ଟ ପ୍ରାଥମିକ ପରୀକ୍ଷାର ତାରିଖ ସଂଶୋଧନ କରିଛି। ଯଦି ଆପଣ ପରୀକ୍ଷାରେ ହାଜର ହେବାକୁ ଯାଉଛନ୍ତି, ତେବେ ଆପଣ RBIର ଅଫିସିଆଲ୍ ୱେବସାଇଟ୍କୁ ଯାଇ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ।
ଆଜିକାଲି ଅନୁ ମଲିକ ତାଙ୍କ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁ ମଲିକଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସୋନୁ ନିଗମ କହିଥିଲେ ଯେ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ ସେ କିପରି ତାଙ୍କୁ ଡରଉଥିଲେ।
ଚଳଚ୍ଚିତ୍ର 'ତେଜସ୍'ର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରରେ ରୋମାଞ୍ଚ ଏବଂ ଆକ୍ସନର ଝଲକ ଦିଆଯାଇଛି। ଫିଲ୍ମର ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଚଳଚ୍ଚିତ୍ର ଆତଙ୍କବାଦ ବିରୋଧରେ ଭାରତର ସଂଗ୍ରାମକୁ ପ୍ରତିଫଳିତ କରିଛି।