ବାଲିଯାତ୍ରା ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାକୁ ଆହୁରି ଲୋକପ୍ରିୟ କରିଛି। ଏହି ସମୟରେ 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବାଲିଯାତ୍ରା।
କଟକ ସହରର ବାଲିଯାତ୍ରାର ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ମନେ ପକାଇଦିଏ। ଆଉ ମନେ ପକାଇଦିଏ ସାଧବମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର କରି ଯିବାର କଥା। ତେବେ ଏହାକୁ ନେଇ ରହିଛି ବିଭିନ୍ନ ମତ। ଆସନ୍ତୁ ଜାଣିବା…
କାର୍ତ୍ତିକ ମାସରେ ଭୋର୍ରୁ ଉଠି ସ୍ନାନ କରିବାର ବିଧି ରହିଛି। ଏହାକୁ ଅନେକ ପବିତ୍ର ସ୍ନାନ ବୋଲି ବିବେଚନା କରନ୍ତି। କିନ୍ତୁ ପଛରେ ମଧ୍ୟ ରହିଛି ବୈଜ୍ଞାନିକ କାରଣ। ଏହି ସ୍ନାନ ଯୋଗୁଁ ଶରୀର ରୋଗମୁକ୍ତ ହୁଏ। କିପରି ଆସନ୍ତୁ ଜାଣିବା।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା ଅତି ଉତ୍ସାହର ସହ ପାଳନ କରାଯାଏ। ପ୍ରତି ନଦୀ ଆଉ ପୋଖରୀରେ ଓଡ଼ିଆମାନେ ଡଙ୍ଗା ଭସେଇ ‘ଆ କା ମା ବୈ’ର ଡାକ ଦେଇଛନ୍ତି। କ’ଣ ରହିଛି ଏହାର ଗୁରୁତ୍ୱ? ଏହିଦିନ କାହିଁକି ପ୍ରତି ଓଡ଼ିଆଙ୍କୁ ମୁହଁରୁ ଭାସିଆସେ ଏହି ଶବ୍ଦ?
‘ଆନିମଲ’ ଏବଂ ‘ସାମ୍ ବାହାଦୂର’ ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ, ଯାହାର କ୍ରେଜ୍ ସୋସିଆଲ ମିଡିଆରେ ମଧ୍ୟ ଦେଖାଯାଉଛି। ଏବେ ଚାଲିଛି ଆଗୁଆ ବୁକିଂ। ଏ ମାମଲାରେ ‘ସାମ୍ ବାହାଦୂର’କୁ ବହୁ ପଛରେ ପକେଇଛି ‘ଆନିମଲ’।
‘ପୁଷ୍ପା’ର ସିକ୍ୱେଲ ପାଇଁ ଅଲୁ ଅର୍ଜୁନ ପାରିଶ୍ରମିକ ନେବାକୁ ମନା କରିଦେଇଛନ୍ତି। କିନ୍ତୁ ଅଭିନେତା ଫିଲ୍ମର ରୋଜଗାରର ଲାଭରେ ଅଂଶୀଦାର ହେବାକୁ ଦାବି କରିଛନ୍ତି। ଏହି ଫିଲ୍ମ ପାଇଁ ସେ କେତେ ପ୍ରତିଶତ ଲାଭାଂଶ ଦାବି କରିଛନ୍ତି ଜାଣନ୍ତୁ।
ଆଜିକାଲି ପିଲାମାନେ ଘଣ୍ଟା ଘଣ୍ଟା ଧରି ଫୋନକୁ ଦେଖୁଛନ୍ତି, ଫୋନ ଦେଖି ଦେଖି ଖାଉଛନ୍ତି, ଫୋନରେ ଗେମ୍ ଖେଳୁଛନ୍ତି ଏବଂ ଫୋନ ଦେଖି ଦେଖି ହିଁ ଶୋଉଛନ୍ତି। ଆପଣ ପିଲା ଯଦି ଏହି ଅଭ୍ୟାସରେ ପଡିଗଲାଣି ତେବେ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଛି ବୋଲି ଧରି ନିଅନ୍ତୁ। ଏହି...
ଆଜିକାଲି ଏକ ଭିଡିଓ ଭାଇରାଲ ଯେଉଁଥିରେ ଦୁଇ ବିଦେଶୀ ଭାରତକୁ ନେଇ ପରସ୍ପରଙ୍କ ସହିତ ହିନ୍ଦୀରେ କଥାବାର୍ତ୍ତା ହେଉଛନ୍ତି। ସେମାନଙ୍କ ମୁହଁରୁ ଭାରତ ବିଷୟରେ ଶୁଣିଲେ ଆପଣଙ୍କ ଛାତି ନିଶ୍ଚିତ ଭାବରେ ଗର୍ବରେ ଫୁଲି ଉଠିବ।
ଶୀତ ଋତୁ ଆସିଲେ ଓଠ ଫାଟିବା ଆରମ୍ଭ ହୁଏ। ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯିବା ଆରମ୍ଭ କରେ। ଏହି ୫ଟି ଘରୋଇ ଉପଚାର ଆପଣ ଓଠର ସମସ୍ୟାରୁ ମୁକ୍ତି। ଆସନ୍ତୁ ଜାଣିବା ଏହି ସହଜ ଉପାୟ କ’ଣ…
BECIL ମନିଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଗ୍ରାଜୁଏସନ ଶେଷ କରି କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ବିନା ବିଳମ୍ବରେ ଏଠାରେ ଆବେଦନ କରିପାରିବେ। ଏନେଇ ଅନେକ ଭାଷାର ପ୍ରାର୍ଥୀମାନେ ଆବେଦନ କରିପାରିବେ। ଓଡ଼ିଆ ଭାଷୀ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ସୁଯୋଗ ଅଛି।
ଭିକି କୌଶଲ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଚରିତ୍ର ପାଇଁ ଭାରତୀୟ ସେନା ୟୁନିଫର୍ମ ପିନ୍ଧି ତାଙ୍କୁ ବହୁତ ଆନନ୍ଦ ମିଳିଥାଏ। ତେଣୁ ଫିଲ୍ମରେ ଆର୍ମି ଅଫିସର୍ ଭୂମିକାରେ ସେ ଭାରି ଖୁସି ହୁଅନ୍ତି। ଏହାର କାରଣ କ’ଣ ସେ ପ୍ରକାଶ କରିଛନ୍ତି।
‘ଆନିମଲ’ ପାଇଁ ରଣବୀର କପୁର ଏବେ ଚାରିଆଡେ ଚର୍ଚ୍ଚାରେ। ତାଙ୍କ ଫି’ କଥା ଶୁଣେଲେ ହୋସ୍ ଉଡିଯିବ। ତେବେ ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ଭାବରେ ବବି ଦେଓଲଙ୍କୁ ମଧ୍ୟ ଦେଖାଯାଏ। ସମସ୍ତେ ତାଙ୍କ ପରଫର୍ମାନ୍ସ ଦେଖି ସାରିଲେଣି। କିନ୍ତୁ ଫି’ ଦୃଷ୍ଟିରୁ ସେ ରଣବୀରଙ୍କଠାରୁ ବହୁତ ପଛରେ...
ସୋରିଷ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ ଏହା ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ। ଏବେ ବଜାରରେ ସୋରିଷ ଶାଗର ଚାହିଦା ମଧ୍ୟ ବଢିବାରେ ଲାଗିଛି। ସୋରିଷ ଶାଗ ଅନେକ ପୋଷକରେ ପରିପୂର୍ଣ୍ଣ। ତେବେ ଆସନ୍ତୁ ଏହାକୁ ଖାଇବା କେଉଁସବୁ ଲାଭ ମିଳେ ଆସନ୍ତୁ ସେ ବିଷୟରେ ଜାଣିନେବା।
ବିଶ୍ୱକପ୍ ଫାଇନାଲ୍ରେ ଭାରତର ପରାଜୟ ପରେ ଅନେକ ଖେଳାଳି ପଡ଼ିଆରେ କାନ୍ଦୁଥିଲେ। କ୍ୟାପ୍ଟେନ୍ ରୋହିତ ଶର୍ମା ମଧ୍ୟ ନିଜର ନିରାଶା ଏବଂ ଦୁଃଖକୁ ଲୁଚାଇ ପାରି ନଥିଲେ ଏବଂ ସେ ମଧ୍ୟ କାନ୍ଦିବାକୁ ଲାଗିଲେ। ଏହି ନିରାଶା ମଧ୍ୟରେ ରୋହିତ ଶର୍ମାଙ୍କ ଝିଅ ସମାୟରାଙ୍କ ଏକ ଭିଡିଓ ପୁଣି...
ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଚୁକ୍ତିଭିତ୍ତିକ ଶିକ୍ଷକ PGT (ଇଂରାଜୀ, ଗଣିତ) ଏବଂ TGT (ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ) ପଦବୀ ପୂରଣ ହେବ। ଏହି ପୋଷ୍ଟଗୁଡିକ ଅଫ୍ଲାଇନ୍ ମୋଡ୍ରେ ପୂରଣ ହେବ।
ରଣଦୀପ ହୁଡା ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀଙ୍କୁ ନଭେମ୍ବର ଶେଷରେ ବିବାହ କରିବେ। କୁହାଯାଉଛି ଯେ ଅଭିନେତା ନିଜ ଗର୍ଲଫ୍ରେଣ୍ଡଙ୍କ ନିଜ ସହର ମଣିପୁରରେ ପାରମ୍ପରିକ ରୀତିନୀତି ସହିତ ବରଣମାଳା ପିନ୍ଧେଇବେ। କିଏ ମନହରିଣୀ ଆସନ୍ତୁ ଜାଣିବା।
‘ଆନିମଲ୍’ରେ ବବି ଦେଓଲଙ୍କ ଲୁକ୍ ଏବେ ଚାରିଆଡେ ଚର୍ଚ୍ଚାରେ। ତାଙ୍କ ଲୁକ ସମସ୍ତଙ୍କୁ ଭୟଦେଉଥିବା ଲୋକେ କହୁଛନ୍ତି। କେହି କେହି କହୁଛନ୍ତି ବବି ହେଉଛନ୍ତି ଚଳିତ ବର୍ଷର ଶ୍ରେଷ୍ଠ ଖଳନାୟକ!
ଭିଟାମିନ୍ ଡି’ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ଶିଶୁ ଏବଂ କିଶୋରମାନଙ୍କ କ୍ଷେତ୍ରରେ ଏହାର ଭୂମିକା ସବୁଠାରୁ ଅଧିକ। ଏହା ମାଗଣାରେ ମିଳୁଥିଲେ ବି ଆଜିକାଲି ପିଲାମାନଙ୍କ ପାଖରେ ଏହାର ଅଭାବ ଦେଖିବାକୁ...
ଆପଣ ଯଦି ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ।
ବର୍ଷର ଶେଷ ମାସରେ ଚାରୋଟି ବଡ ଫିଲ୍ମ ମୁକ୍ତିଲାଭ କରିବ। କୋଟି କୋଟି ଟଙ୍କା ବାଜିରେ ଲାଗିଥିବା ବେଳେ ଅନେକ ତାରକାଙ୍କ ଭାଗ୍ୟ ମଧ୍ୟ ଏହି ମାସରେ ସ୍ଥିର ହେବାକୁ ଯାଉଛି। ତେବେ ଆସନ୍ତୁ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ୪ଟି ବଡ ଫିଲ୍ମ ଉପରେ ନଜର ପକେଇବା...