• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Nagasaki Day 2023: History and significance
Nagasaki Day 2023: ବିନାଶକାରୀ ସାଜିଥିଲା ନାଗାସାକି ବୋମା ବିସ୍ଫୋରଣ, ଜାଣିବା ଏହାର ଇତିହାସ

ଆମେରିକା ୯ ଅଗଷ୍ଟ ୧୯୪୫ରେ ଜାପାନର ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହାର ଆକାର ଚଉଡା ଓ ଗୋଲାକାର ଡିଜାଇନ୍ କାରଣରୁ ଏହା କୋଡ୍ ନେମ୍ "ଫ୍ୟାଟ୍ ମ୍ୟାନ୍" ରଖାଯାଇଥିଲା।

Which independence day will we celebrate this year 76th or 77th
Independence Day 2023: ଆପଣ ଦ୍ୱନ୍ଦ୍ୱରେ କି… ଚଳିତ ବର୍ଷ ୭୬ ନା ୭୭ ତମ ସ୍ୱାଧୀନତା ଦିବସ… ଜାଣନ୍ତୁ

ପ୍ରାୟ ସବୁବର୍ଷ ସ୍ୱାଧୀନତା ଦିବସକୁ ନେଇ ଏକ ଦ୍ୱନ୍ଦ୍ୱ ମନକୁ ଆସେ ଯେ, ଏହା କେତେ ତମ ସ୍ୱାଧୀନତା ଦିବସ। ଚଳିତ ବର୍ଷ ମଧ୍ୟ ଏହା ୭୬ ତମ ନା ୭୭ ତମ ସ୍ୱାଧୀନତା ଦିବସ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଅନେକଙ୍କ ମନରେ ଆସୁଥାଇ ପାରେ। ଜାଣନ୍ତୁ...

4 powerful Odia women of freedom struggle of india
Independence Day 2023: ମୁକ୍ତି ସଂଗ୍ରାମରେ ୪ ଓଡ଼ିଆ ନାରୀ; ଶତ୍ରୁ ପକ୍ଷଙ୍କ ପାଇଁ ସାଜିଥିଲେ ମୁଣ୍ଡବିନ୍ଧାର କାରଣ

ସ୍ୱତନ୍ତ୍ରତାର ଆନ୍ଦୋଳନରେ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ନାରୀ-ପୁରୁଷ କାନ୍ଧକୁ କାନ୍ଧ ମିଶେଇ ମୁକ୍ତି ସଂଗ୍ରାମ ଲଢିଥିଲେ। ଓଡିଶାର ସେହି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତକୋଟି ପ୍ରଣାମ, ଯେଉଁମାନେ ଏଥିରେ ସାମିଲ ହୋଇଥିଲେ। ଆସନ୍ତୁ ସେମାନଙ୍କୁ ଜାଣିବା।

Top achievements and events that shaped India since Independence Day
Independence Day 2023: ସ୍ୱାଧୀନତା ପରଠୁ ଭାରତକୁ ଏକ ସ୍ୱତନ୍ତ୍ର ଦେଶର ପରିଚୟ ଦେଇଥିବା କିଛି ପ୍ରମୁଖ ସଫଳତା

ଭାରତ ଦୀର୍ଘ ଦିନ ବ୍ରିଟିଶ ଶାସନରେ ରହିବା ପରେ ମୁକ୍ତ ହେଲା। ଏହା ପରେ ଦେଶ ହେଲା ଆତ୍ମନିର୍ଭରଶୀଳ। ଦେଶ ବିକାଶ ଦିଗରେ ଆଗେଇ ଚାଲିଲା। ସ୍ୱାଧୀନତା ପର ଠାରୁ ଦେଶ ଅନେକ କ୍ଷେତ୍ରରେ ସଫଳତା ପାଇଛି। ଆସନ୍ତୁ ସେ ବିଷୟରେ ଜାଣିନେବା।

7 indian women freedom fighters
Independence Day 2023: ସ୍ୱାଧୀନତା ସଂଗ୍ରାମର ଲେଲିହାନ ଶିଖାକୁ ଡେଇଁଥିବା ୭ ଭାରତୀୟ ନାରୀ

ଦେଶ ମା’କୁ ଗୋରାମାନଙ୍କ କବଳରୁ ମୁକ୍ତ କରିବା ନେଇ ଅନେକ ସଂଗ୍ରାମୀ ହସି ହସି ଫାଶୀକୁ କୋଳେଇ ନେଇଥିଲେ। ସେହି ସମୟରେ ଦେଶରେ ଏପରି ଅନେକ ନାରୀ ମଧ୍ୟ ଥିଲେ, ଯେଉଁମାନେ ସ୍ୱାଧୀନତାର ନିଆଁରେ ଘିଅ ଢାଳିଥିଲେ। ତେବେ ଆସନ୍ତୁ ସେହି ମହିୟସୀମାନଙ୍କୁ ଜାଣିନେବା।

Achievements of india after independence
Independence Day 2023: ବିକାଶର ରାସ୍ତାରେ ଆଗେଇ ଚାଲିଛି ଭାରତ; ପାଇଲାଣି ଅନେକ ଉପଲବ୍ଧି

ସ୍ୱାଧୀନତା ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଲା। ଏହା ଖୁବ୍ ଶୀଘ୍ର ଏକ ବିକାଶଶୀଳ ଦେଶରେ ପରିଣତ ହୋଇଗଲା। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।

Top 10 indian freedom fighters who sacrificed their lives for the country
Independence Day 2023: ଦେଶ ପାଇଁ ପ୍ରାଣବଳୀ ଦେଇଥିବା ୧୦ ଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଭାରତର ପ୍ରକୃତ ହିରୋ ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଭାରତର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ବୀରତ୍ୱ ଯୋଗୁଁ ହିଁ ଭାରତ ସ୍ୱାଧୀନତା ଲାଭ କଲା। ଏନେଇ ଶହ ଶହ ବୀର ଜୀବନ ଦେଇଛନ୍ତି।...

Sunny deol takes a dig at male actors who shaving body hair
ଅଭିନେତାମାନଙ୍କୁ ଥଟ୍ଟା କଲେ ସନୀ ଦେଓଲ; କହିଲେ ଶରୀରକୁ ଶେଭ୍ କରି ଝିଅପିଲା ହେଲେଣି

ସନି ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଥିବା ପରିବର୍ତ୍ତନକୁ ନେଇ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି। ସେ ସିକ୍ସପ୍ୟାକ୍ ଆବ୍ସ ବାଲା ଅଭିନେତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଆଜିକାଲି ଅଭିନେତାମାନେ ନିଜ ଶରୀରର ଲୋମ ଶେଭ୍‌ କରିଦେଉଛନ୍ତି, ଫଳରେ ସେମାନେ ଝିଅପିଲାଙ୍କ ଭଳି ଦିଶୁଛନ୍ତି।

National Handloom Day 2023 how to make handloom saree
National Handloom Day 2023: ତନ୍ତରେ କିପରି ପ୍ରସ୍ତୁତ ହୁଏ ବସ୍ତ୍ର, ଆସନ୍ତୁ ୧୦ଟି ପର୍ଯ୍ୟାୟରେ ଜାଣିନେବା

ଜାତୀୟ ହସ୍ତତନ୍ତ ଦିବସ ଏହା ସୁନିଶ୍ଚିତ କରେ ଯେ ହସ୍ତତନ୍ତ ପ୍ରକ୍ରିୟାରେ ଜଡିତ ସମସ୍ତ କାରିଗର ଆର୍ଥିକ ଦୃଷ୍ଟିରୁ ସ୍ଥିର ଅଟନ୍ତି ଏବଂ ସେମାନଙ୍କର କାମକୁ ସ୍ୱୀକୃତି ଦିଆଯାଉଛି। ଆଜି ଏହି ଐତିହ୍ୟ ଦିବସରେ ଆସନ୍ତୁ ଏହି ଦିନର ଇତିହାସ ଓ କିପରି ତିଆରି ହୁଏ ହସ୍ତତନ୍ତ ବସ୍ତ୍ର...

7 Textile design of Odisha
National Handloom Day 2023: ଶାଢି ପ୍ରେମୀଙ୍କୁ ଆକର୍ଷଣ କରୁଥିବା ଓଡ଼ିଶାର ୭ ବସ୍ତ୍ର କଳା

ଓଡ଼ିଶାର ବୟନ ଶିଳ୍ପ ହେଉଛି ଏହାର ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ଆସନ୍ତୁ ଓଡିଶାର ସାତୋଟି ଆଇକନିକ ବୟନ ଶୈଳୀ ବିଷୟରେ ଜାଣିନେବା ଯାହା ଆମର ସମୃଦ୍ଧ ସାଂସ୍କୃତିକ ବସ୍ତ୍ର ଐତିହ୍ୟର ପରିଚୟ।

lappu sa sachin song on seema and sachin love story goes viral
ୟଶରାଜ୍‌ ତିଆରି କଲେ ସୀମା ହାଇଦର ଓ ସଚିନ୍‌ଙ୍କ ପ୍ରେମକୁ ନେଇ ଗୀତ; ହେଲା ଭାଇରାଲ୍

'ଲପୁ ସା ସଚିନ୍' କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ମହିଳା ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ଜଣେ ପ୍ରସିଦ୍ଧ ଇଣ୍ଟରନେଟ୍ ଖ୍ୟାତି ଗୀତିକାର ସେହି ମହିଳାଙ୍କ କଥାକୁ ନେଇ ଏକ ଗୀତ ପ୍ରସ୍ତୁତ କରିଛନ୍ତି। ଏବେ ଭାଇରାଲ୍ ହେଉଛି।

Disha patani confirms relationship with gym friend
ଟାଇଗର ଶ୍ରଫଙ୍କ ସହ ବ୍ରେକ୍‌ଅପ୍ ପରେ ନୂଆ ପ୍ରେମିକ ଖୋଜିନେଲେ ଦିଶା ପଟାନୀ

ଟାଇଗର୍‌ ଶ୍ରଫ୍‌ଙ୍କ ସହ ଦୀର୍ଘ ଦିନ ସମ୍ପର୍କରେ ରହିବା ପରେ ଅଭିନେତ୍ରୀ ଦିଶା ପଟାନୀ ଏବେ ଅଲଗା ହୋଇଯାଇଛନ୍ତି। କିନ୍ତୁ ଟାଇଗର ଏବେ ସେମିତି ସିଙ୍ଗଲ ଥିବାବେଳେ ଦିଶା କିନ୍ତୁ ନୂଆ ପ୍ରେମିକ ଖୋଜି ନେଇଛନ୍ତି। ଜାଣିଛନ୍ତି ସେ କିଏ…

Ileana dcruz revealed baby boy pic with his special name
ମା’ ହେଲେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍; ପୁଅର ନା’ ଦେଲେ ଏମିତି…

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ ଗର୍ଭବତୀ ହେବାର ଖବର ହେତୁ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ସେ ପ୍ରଶଂସକଙ୍କୁ ତାଙ୍କ ପୁଅର ଚେହେରା ଏବଂ ସ୍ପେଶାଲ ନାଁ ମଧ୍ୟ କହିଛନ୍ତି।

Heroshima Day 2023
Hiroshima Day 2023: ସମଗ୍ର ବିଶ୍ୱ ପାଇଁ ଆତଙ୍କର ଦିନ ହିରୋସିମା ବିସ୍ଫୋରଣ

ପ୍ରତିବର୍ଷ ଅଗଷ୍ଟ ୬କୁ ‘ହିରୋସିମା ଦିବସ’ ଭାବରେ ପାଳନ କରାଯାଏ। ହିରୋସିମା ବିସ୍ଫୋରଣକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।

Tips how to make strong friendship
Friendship Day 2023: ବନ୍ଧୁତାକୁ ମଜଭୁତ କରିବା ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ଉପାୟ

କୌଣସି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।

Friendship Day 2023 Bollywood Friends
Friendship Day 2023: ଏମାନେ ହେଲେ ବଲିଉଡ୍‌ର ସଚ୍ଚା ବାନ୍ଧବୀ; ଏକାଠି ହେଲେ ଖୁବ୍ ମସ୍ତି

ସେ ଜଣେ ରିକ୍ସାବାଲା ହେଉ କି ଜଣେ ମାଲିକ, ସେ ଜଣେ ପିଅନ ହେଉ କି ଆଇଏଏସ୍ ଅଫିସର ନିଜ ସୁଖ ଦୁଃଖକୁ ବାଣ୍ଟିବା ନେଇ ଜଣେ ଭଲ ବନ୍ଧୁ ଦରକାର କରନ୍ତି। ଏଥିରୁ ସିନେମା ଶିଳ୍ପ ବା ବଞ୍ଚିବ କିପରି। ଆମେ ପ୍ରାୟତଃ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କୁ...

indian mythological characters example of friendship
Friendship Day 2023: ଯେତେବେଳେ ବନ୍ଧୁତାରେ ଫାଟ ହୁଏ ମନେପଡେ କୃଷ୍ଣ-ସୁଦାମାଙ୍କ କାହାଣୀ

ଆଜି ବିଶ୍ୱ ବନ୍ଧୁତା ଦିବସ। ଯେତେବେଳେ ବନ୍ଧୁତାରେ ଫାଟ ସୃଷ୍ଟି ହୁଏ, ସେତେବେଳେ ଏହାର ସମାଧାନ ପାଇଁ ପୁରାଣ ଶାସ୍ତ୍ରରୁ ଅନେକ ବନ୍ଧୁତାର ଉଦାହରଣ ନିଆଯାଏ। ତେବେ ଆସନ୍ତୁ ସେମିତି କିଛି ଉଦାହରଣ ଉପରେ ନଜର ପକେଇ ନେବା।

History of Friendship Day
Friendship Day 2023: ଅଗଷ୍ଟ ପ୍ରଥମ ରବିବାରକୁ କାହିଁକି ବନ୍ଧୁତା ଦିବସ ଭାବେ ପାଳନ କରାଯାଏ

ନିଜର ବିଶ୍ୱାସ, ସ୍ୱପ୍ନ ଆଉ ସବୁ ଗୁପ୍ତ କଥାକୁ ଯାହା ସହ ବାଣ୍ଟିହୁଏ ସେ ହେଲା ବନ୍ଧୁ। ଜଣେ ବନ୍ଧୁ ହିଁ ସବୁବେଳେ ବନ୍ଧୁକୁ ଉତ୍ସାହିତ କରିବା ସହ ସବୁବେଳେ ଉଚିତ ପରାମର୍ଶ ଦେଇଥାନ୍ତି। ଏହି ବନ୍ଧୁତ୍ୱର ସମ୍ପର୍କକୁ ମନେପକେଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ...

Gadar 2 advance booking film sells over 30 thousand tickets for 1st day
Gadar 2 advance booking: ପ୍ରଥମ ଦିନ ପାଇଁ ଏତେ ଟିକେଟ୍ ବିକ୍ରି କଲାଣି ‘ଗଦର ୨’

୨୦୦୧ରେ ମୁକ୍ତିଲାଭ କରିଥିବା ‘ଗଦର’ ଭଳି ଏହା ମଧ୍ୟ ଏହାର ଉଦଘାଟନୀ ଦିନରେ ବକ୍ସ ଅଫିସରେ ଧମାଲ କରିବ। ଏଭଳି ପରିସ୍ଥିତିରେ ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଜଣାପଡିଛି ଯେ ଫିଲ୍ମ ପ୍ରଥମ ଦିନ ପାଇଁ ୩୦ ହଜାରରୁ ଅଧିକ ଟିକେଟ୍ ବିକ୍ରି...

UPSC Recruitment 2023
UPSC recruitment 2023: ଖୁବ୍ ଶୀଘ୍ର ସରିବ ବୈଜ୍ଞାନିକ, AO, SAO ପଦବୀ ପାଇଁ ଆବେଦନ ପ୍ରକ୍ରିୟା

UPSC ଖୁବ ଶୀଘ୍ର AO, SAO ଓ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଶେଷ କରିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୫୬ ଟି ପଦବୀ ପୂରଣ ହେବ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।