• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How to control diabetes in home remedies
National Nutrition Week 2023: ରୋଷେଇ ଘରର ଏହି ୪ଟି ଜିନିଷ ମଧୁମେହର ପରମ ଶତ୍ରୁ

ଆୟୁର୍ବେଦରେ ଅନେକ ଔଷଧ ଅଛି ଯାହା ମଧୁମେହକୁ ଭଲ କରିପାରେ। ଏହି ଔଷଧଗୁଡ଼ିକ ରୋଷେଇ ଘରେ ସହଜରେ ମିଳିଯାଏ। କିନ୍ତୁ ଏହି ଜିନିଷଗୁଡ଼ିକ ରକ୍ତ ଶର୍କରାକୁ ଶୀଘ୍ର ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି। ଆସନ୍ତୁ ଏମିତି ୪ଟି ଜିନିଷ ଉପରେ ନଜର ପକେଇନେବା।

Janmashtami 2023 Lord Krishna is the symbol of joy
Janmashtami 2023: ଶ୍ରୀକୃଷ୍ଣ ଆନନ୍ଦର ପ୍ରତୀକ; ଯାହା ଆଗରେ ଅହଂକାର ତିଷ୍ଠିପାରେ ନାହିଁ

ଶ୍ରୀମଦ୍ ଭଗବତ ପୁରାଣଙ୍କ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ। ଆଜି ଏହି ପବିତ୍ର ଦିନ ଥିବାରୁ ଆସନ୍ତୁ ଶ୍ରୀକୃଷ୍ଣଙ୍କ ଜନ୍ମ ରହସ୍ୟ ବିଷୟରେ ଜାଣିନେବା।

On Teacher's day, the teacher protested on the rain
ଗୁରୁଦିବସରେ ବର୍ଷାରେ ଭିଜିଭିଜି ପ୍ରତିବାଦ କଲେ ଗୁରୁ

ଆଜି ପବିତ୍ର ଗୁରୁଦିବସରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷକମାନେ। ଭୁବନେଶ୍ୱରସ୍ଥ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିଛନ୍ତି ଶିକ୍ଷକ। ବର୍ଷାରେ ଭିଜି ଭିଜି କଲେ ଆନ୍ଦୋଳନ। ଦାବି ପୂରଣ ନହେଲେ ଭୋଟ୍ ବାକ୍ସରେ ଜବାବ ଦେବାକୁ ଶିକ୍ଷକ ସଂଘ ଚେତାବନୀ ଦେଇଛି।

Baahubali kattappa becomes super human
‘ସୁପର ହ୍ୟୁମାନ ୱିପନ’ର ଟିଜର୍‌ ରିଲିଜ୍‌; ସୁପର ହ୍ୟୁମାନ୍‌ ହେଇ ଆସୁଛନ୍ତି କଟ୍ଟପ୍ପା

କଟ୍ଟପ୍ପା ଖୁବ୍ ଶୀଘ୍ର ତାଙ୍କ ନୂଆ ରୂପରେ ପରଦାରେ ରାଜ୍ କରିବାକୁ ଯାଉଛନ୍ତି। ତାଙ୍କୁ ଦେଖି କେହିବି ପ୍ରଶଂସା କରିବାରେ ଥକିବେ ନାହିଁ। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୁପର ହ୍ୟୁମାନ ୱିପନ’ର ଟିଜର୍‌ ରିଲିଜ ହୋଇଛି।

5 best pulses for heart health and energy
National Nutrition Week 2023: ହାର୍ଟଆଟାକ୍‌ରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ୫ ଡାଲି

ଭାରତ ଏବେ ପାଳନ କରୁଛି ‘ଜାତୀୟ ପୋଷଣ ସପ୍ତାହ’। ଶରୀରକୁ ସୁସ୍ଥ ଆଉ ଫିଟ୍ ରଖିବାକୁ ହେଲେ କେଉଁସବୁ ଖାଦ୍ୟ ଖାଇବା ଜରୁରୀ ସେ ବିଷୟରେ ବିଭିନ୍ନ ସ୍ତରରେ ଲୋକଙ୍କୁ ବୁଝାଯାଉଛି। ଏହି ଅବସରରେ ଡାଲି ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଆସନ୍ତୁ ସେ ବିଷୟରେ ଜାଣିନେବା।

ONGC Recruitment: Apply for 2,500 posts
ONGC Recruitment 2023: ଆସିଲା ବଡ଼ ନିଯୁକ୍ତି ସୁଯୋଗ ; ONGCରେ ପୂରଣ ହେବ ୨,୫୦୦ ପଦବୀ

ONGC ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨,୫୦୦ ପଦବୀ ପୂରଣ ହେବ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୨୦

Some Motivational quotes in teachers day
Teacher’s Day 2023: ଜାଣିନିଅନ୍ତୁ ଗୁରୁ-ଶିଷ୍ୟ ପରମ୍ପରା ସହ ଜଡ଼ିତ କେତେକ ମୂଲ୍ୟବାନ ବାଣୀ

ଗୁରୁଙ୍କୁ କେତେକ ସ୍ଥାନରେ ବ୍ରହ୍ମା, ବିଷ୍ଣୁ, ମହେଶ ଏବଂ କେତେକ ସ୍ଥାନରେ ଗୋବିନ୍ଦ ମଧ୍ୟ କୁହାଯାଏ। ତେବେ ଆଜିର ଏହି ପବିତ୍ର ଗୁରୁଦିବସ ଅବସରରେ ଆସନ୍ତୁ ଗୁରୁ ପରମ୍ପରା ସହିତ ଜଡିତ କେତେକ ମୂଲ୍ୟବାନ ବାଣୀ ବିଷୟରେ ଜାଣିନେବା।

Ten famous pauranik guru shishya stories
Teacher’s Day 2023: ଭାରତର ୧୦ ମହାନ ଗୁରୁ, ଯେଉଁମାନଙ୍କ ପାଇଁ ଦେଶ ଗର୍ବ କରେ

ଗୁରୁ ବିନା ସଫଳତା ନାହିଁ। ଅନ୍ଧାରରେ ଆଲୋକ ଗୁରୁ ହିଁ ଦେଖେଇଥାନ୍ତି। ସେ ବତେଇ ଦେଇଥାନ୍ତି ସଫଳତାର ଶୀର୍ଷରେ ପହଞ୍ଚିବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।

International Day of Charity
International Day of Charity: ଆପଣଙ୍କର କିଛି ଦାନ ଅଭାବୀ ମଣିଷର ମୁହଁରେ ହସ ଫୁଟାଏ

ଦାନଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ଦାନର ଏହି ମହତ୍ତ୍ୱକୁ ଜଣାଇବା ଲକ୍ଷ୍ୟରେ, ପ୍ରତିବର୍ଷ ସେପ୍ଟେମ୍ବର ୫ରେ ‘ଆନ୍ତର୍ଜାତୀୟ ଚାରିଟି ଡେ’ ବା ‘ଆନ୍ତର୍ଜାତୀୟ ଦାନ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।

The educational institution has been transformed from a two-room asbestos house into a mahadrum
Teacher’s Day 2023: ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରରୁ ମହାଦ୍ରୁମରେ ପରିଣତ ହୋଇଛି ଏହି ଶିକ୍ଷାନୁଷ୍ଠାନ

ନିଲାମ ଟଙ୍କାରେ ସେ ତିଆରି କରିଥିଲେ ମଣିଷ ତିଆରି କାରଖାନା। ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରୁ ଆରମ୍ଭ ହୋଇଥିବା ସେହି ଶିକ୍ଷାନୁଷ୍ଠାନ ଏବେ ମହାଦ୍ରୁମରେ ପରିଣତ ହୋଇଛି। ସେ ହେଲେ ଢେଙ୍କାନାଳ ପରଜଙ୍ଗ ବ୍ଲକ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟର ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ। ତେବେ ଆସନ୍ତୁ ଆଜି...

Physical Handicapped Teacher is teaching without money
Teacher’s Day 2023: ଦିବ୍ୟାଙ୍ଗ ଗୁରୁ; ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ, ଭବିଷ୍ୟତ ଗଢ଼ିବା ଏକ ମାତ୍ର ଲକ୍ଷ୍ୟ

ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କ ଅବଦାନ କିଛି କମ୍ ନୁହେଁ। ଅନେକ ସମୟରେ ଏ ସମାଜ ଏମିତି କିଛି ଗୁରୁଙ୍କୁ ପାଏ ଯେଉଁମାନେ ସବୁଦିନ ପାଇଁ ଉଦାହରଣ ହୋଇ ରହିଯାଆନ୍ତି। ସେମିତି ଜଣେ ଗୁରୁ ହେଲେ ମୟୂରଭଞ୍ଜର କଙ୍କ ମୁର୍ମୁ। ସେ ଦିବ୍ୟାଙ୍ଗ ସତ, ହେଲେ ବିନା ଅର୍ଥରେ...

Teacher’s Day 2023
Teacher’s Day 2023: ଜାଣନ୍ତୁ, କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ ?

ପ୍ରତିବର୍ଷ ସେପ୍ଟେମ୍ବର ୫କୁ ସାରାଦେଶ ଗୁରୁ ଦିବସ ଭାବେ ପାଳନ କରେ। ଗୁରୁ ହିଁ ଜଣେ ବ୍ୟକ୍ତିଙ୍କୁ ଜୀବନର ସଫଳତାର ଶିଖରକୁ ନେଇ ଯାଆନ୍ତି। ଜଣେ ଗୁରୁଙ୍କ ଆଶୀର୍ବାଦରେ ହିଁ ଆମେ ଅଜ୍ଞତାର ଅନ୍ଧକାରରୁ ଜ୍ଞାନର ଆଲୋକକୁ ଯାଇଥାଉ।

Indian Coast Guard Navik Recruitment 2023 Registration for 350 posts
Indian Coast Guard Navik Recruitment: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ପୂରଣ ହେବ ୩୫୦ଟି ପଦବୀ

କେନ୍ଦ୍ର ସରକାର ଅଧିନରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନାବିକ ପଦବୀରେ ନିଯୁକ୍ତି ପାଇଁ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୫୦ଟି ପଦବୀ ପୂରଣ ହେବ।

Shah rukh khan jawan sells over 5 lakh tickets
Jawan: ରିଲିଜ୍ ହେବାକୁ ୨ ଦିନ ବାକି ; ରୋଜଗାର କଲାଣି ୧୭ କୋଟି !

ଲୋକମାନେ ଶାହରୁଖ ଖାନଙ୍କ ‘ଜବାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଲଞ୍ଚ୍‌ ହୋଇଥିବା ଏହାର ଟ୍ରେଲର ଏହି ଉତ୍ସାହକୁ ଆହୁରି ବଢେଇଦେଇଛି। ନୂଆ ତଥ୍ୟ ଅନୁଯାୟୀ ‘ଜବାନ’ର ଉଦ୍‌ଘାଟନୀ ଦିନରେ ୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି।

To live long life must include these 5 nutritious foods
National Nutrition Week 2023: ଦୀର୍ଘ ବର୍ଷ ବଞ୍ଚିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଜିନିଷ

ଖାଦ୍ୟରେ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟକୁ ସାମିଲ କରି ଆପଣ ଦୀର୍ଘ ବୟସ ପର୍ଯ୍ୟନ୍ତ ଏକ ସୁସ୍ଥ ଜୀବନ ବିତାଇ ପାରିବେ। ତେବେ ଆସନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଜାଣିନେବା ଯେଉଁସବୁ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ, ଯାହା ଦ୍ୱାରା ଏକ ସୁସ୍ଥ ଜୀବନ ଜୀଇବା...

6160 apprentice vacancies in SBI know selection criteria
ଆପଣ ଯଦି ଗ୍ରାଜୁଏସନ୍‌ କରିଛନ୍ତି ତେବେ SBIରେ କରିପାରିବେ ଚାକିରି

କେନ୍ଦ୍ର ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SBI ପ୍ରଥମ ସେପ୍ଟେମ୍ବରରୁ ବିଭିନ୍ନ ଆପ୍ରେଣ୍ଟିସ୍ ପୋଷ୍ଟ୍‌ ପାଇଁ ଆବେଦନ ୱିଣ୍ଡୋ ଖୋଲିଛି। ବିଭିନ୍ନ ଶିକ୍ଷାର୍ଥୀ ପଦବୀରେ ୬୧୬୦ ପଦବୀ ପୂରଣ ହେବ।

Jawan advanced booking a fan group booked full auditorium for srk fans
ଏଠାରେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ଫ୍ରି’ରେ ଦେଖିପାରିବେ ‘ଜବାନ’; ଜାଣନ୍ତୁ କିପରି…

‘ଜବାନ’ର ରିଲିଜ୍ ଉତ୍ସବକୁ ପାଳନ କରିବା ପାଇଁ ‘ନାଗପୁର SRK ଫ୍ୟାନ୍ କ୍ଲବ’ ଫିଲ୍ମ ପାଇଁ ସମ୍ପୂର୍ଣ୍ଣ ଏକ ଅଡିଟୋରିୟମକୁ ବୁକ୍ କରିଛି। ଏହି ଫ୍ୟାନ୍ କ୍ଲବ୍ ପ୍ରଶଂସକମାନଙ୍କ ପାଇଁ ଏକ ଶୋ’ର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛି ଏବଂ ଏଥିରେ ଅଂଶଗ୍ରହଣ କରି ଉତ୍ସବକୁ ଖାସ୍ ଏବଂ ଦମଦାର୍...

Rajinikanth became highest paid actor in india
Highest Paid Actor: ଏ ହେଉଛନ୍ତି ଭାରତୀୟ ସିନେ ଜଗତର ସବୁଠାରୁ ମହଙ୍ଗା ତାରକା

ନା ଶାହରୁଖ ଖାନ ନା ଥଲାପତି ବିଜୟ କି ରାମ ଚରଣ ବା ଅଲୁ ଅର୍ଜୁନ ଭାରତୀୟ ସିନେ ଜଗତର ସବୁଠାରୁ ମହଙ୍ଗା ତାରକା। ୭୨ ବର୍ଷୀୟ ଏହି ତାରକାଙ୍କ ଚାର୍ଜ ସବୁଠାରୁ ଅଧିକ। ଗୋଟିଏ ଫିଲ୍ମ ପାଇଁ ସେ ଯେତିକି ନେଇଛନ୍ତି ସେଥିରେ ଦୁଇଟି ବଡ ବଡ...

Tips and tricks how to buy cinnamon and easily recognize real or fake
Real and Fake Cinnamon: ଅସଲି ଓ ନକଲି ଡାଲ୍‌ଚିନି ଚିହ୍ନିବାର ୬ଟି ସହଜ ଉପାୟ

ପ୍ରାୟ ପ୍ରତ୍ୟେକ ତରକାରୀରେ ଡାଲ୍‌ଚିନି ର ଖୋଜା ଆଗ ପଡେ। ଏହା ଖାଲି ଖାଦ୍ୟର ସ୍ୱାଦ ବଢାଇ ନ ଥାଏ ବରଂ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଆଜିକାଲି କିନ୍ତୁ ବଜାରରେ ପ୍ରାୟତଃ ନକଲି ଡାଲ୍‌ଚିନି ବିକ୍ରି ହେଉଛି। ଏପରି...

What not to eat in morning breakfast
National Nutrition Week: ସକାଳେ ଖାଆନ୍ତୁ ନାହିଁ ଏହିସବୁ ଜିନିଷ; ହୋଇପାରେ ସାଂଘାତିକ ସମସ୍ୟା

ସ୍ୱାସ୍ଥ୍ୟ କଥା ଉଠିଲେ ସାଧାରଣତଃ ମନକୁ ଆସେ କ’ଣ ଖାଇବା ଉଚିତ। କିନ୍ତୁ ସବୁଠାରୁ ବଡ କଥା ହେଲା କ’ଣ ନ ଖାଇବା ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।