ନବରାତ୍ରୀଙ୍କ ଅଷ୍ଟମ ଦିନରେ ମା’ ଦୁର୍ଗାଙ୍କ ଅଷ୍ଟମ ଶକ୍ତି ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଦେବୀ ମହାଗୌରୀଙ୍କୁ ପୂଜା କରି ଭକ୍ତମାନଙ୍କର ସମସ୍ତ ପାପ ନାଶହୁଏ ଏବଂ ଶୁଭ ଫଳ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଜାଣନ୍ତୁ ଦେବୀ କିପରି ହେଲେ ମହାଗୌରୀ।
୪୧ ବର୍ଷ ପରେ, ଯେତେବେଳେ ବିରୋଧୀମାନେ ଲଭ୍ ଜିହାଦ୍କୁ ନେଇ ନାସିରୁଦ୍ଦିନ ଶାହାଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ତାଙ୍କ ପତ୍ନୀ ରତ୍ନା ପାଠକ ଶାହାଙ୍କ ଧର୍ମ ପରିବର୍ତ୍ତନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଥିଲେ। ଧର୍ମ ପ୍ରସଙ୍ଗରେ ସେ ବର୍ତ୍ତମାନର ସରକାରଙ୍କ ଚିନ୍ତାଧାରା ଉପରେ ମଧ୍ୟ...
ଅଭିନେତ୍ରୀ କାଜୋଲଙ୍କ ସହ ଘଟିଲା ଏମିତି ଅଘଟଣ। ଦୁର୍ଗା ପୂଜା ସମୟରେ କାଜୋଲଙ୍କ ସହ ଏମିତି କିଛି ଘଟିଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଦେଖନ୍ତୁ….
ମା’ଙ୍କର ସ୍ଥାପନା ପୂର୍ବରୁ, ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ। ଜାଣନ୍ତୁ କାହିଁକି…
ଆଜି ହେଉଛି ନବରାତ୍ରୀର ସପ୍ତମ ଦିନ। ଏହି ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ଶକ୍ତି ମା’ କାଳରାତ୍ରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ମା’ କାଳରାତ୍ରୀଙ୍କ ପୂଜା ବିଧି ଏବଂ ମହତ୍ତ୍ୱ।
ଓକିଲ ଜୟ ଅନନ୍ତ ଦେହାଦ୍ରଇ ଏବଂ ଟିଏମ୍ସି ସାଂସଦ ମହୁଆ ମୋଇତ୍ରାଙ୍କ ମଧ୍ୟରେ ଏକ ତିନି ବର୍ଷର କୁକୁର ବିବାଦର କାରଣ ପାଲଟିଛି। ସଂସଦରେ ପ୍ରଶ୍ନ ପଚାରିବାକୁ ନେଇ ନଗଦ ଟଙ୍କା ନେଇ ମହୁଆ ଅସୁବିଧାରେ ପଡିଛନ୍ତି।
'ଗଣପତ୍' ଆଜି ମୁକ୍ତିଲାଭ କରିଛି। ଏହାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି। ଏଭଳି ପରିସ୍ଥିତିରେ ମେଗାଷ୍ଟାର ରଜନୀକାନ୍ତ ମଧ୍ୟ ଫିଲ୍ମରେ ପ୍ରେମରେ ପଡିଯାଇଛନ୍ତି। ସେ କହିଛନ୍ତି…
‘ଲିଓ’ ପ୍ରଥମ ଦିନରେ ଏକ ଜବରଦସ୍ତ ଓପେନିଂ କରିଛି। ସାରା ବିଶ୍ୱରେ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ପାର୍ କରିଛି। ଏହି ହିସାବରେ ପଛରେ ପଡିଯାଇଛି ପଠାନ୍ ଆଉ ଜେଲର୍।
ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। ଏହି ବୟସରେ ବିଶ୍ରାମ ନେବା ବଦଳରେ ସେ କରୁଛନ୍ତି ଚାଷ। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ। ଖାଲି ପାମୋଲିନ ନୁହେଁ ଆହୁରି ଅନେକ ଅର୍ଥକାରୀ ଫସଲ କରି ଚୂଡାମଣି ଗାଁର ଶଙ୍କର୍ଷଣ...
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଶକ୍ତିପୀଠ ରହିଛି। ଦଶହରା ଚାଲିଆସିଲେ ଏହିସବୁ ଶକ୍ତିପୀଠ ହୋଇଉଠେ ଚଳଚଞ୍ଚଳ। ବିଭିନ୍ନ ପୂଜା ବିଧିରେ କରାଯାଏ ମା’ଙ୍କ ପୂଜା। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ ଶକ୍ତିପୀଠରେ କିପରି ଭାବେ ପାଳନ ହୁଏ ଦଶହରା।
ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ବିଜୟାଦଶମୀ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ଦଶହରା ବୋଲି କୁହାଯାଏ। ତେବେ ଓଡ଼ିଶାରେ ଦୁର୍ଗାପୂଜା କେବେ ଆରମ୍ଭ ହେଲା ଆସନ୍ତୁ ଜାଣିବା।
ପାର୍ବଣ ଆରମ୍ଭରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ମଙ୍ଗଳାଙ୍କ ପୀଠ ବେଶ ଉତ୍ସବମୁଖର ହୋଇପଡେ। ପାର୍ବଣ ପାଇଁ ସାରା ରାଜ୍ୟ ଏବେ ଉତ୍ସବମୁଖର ଥିବା ବେଳେ ଆମ ରାଜ୍ୟର ଅଷ୍ଟ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପ୍ରାଚୀ ନଦୀ ତଟ ବାସିନୀ ମା’ ମଙ୍ଗଳାଙ୍କ ପୀଠ ଏବେ...
ଦୁର୍ଗାପୂଜା ଆଉ କଟକ ସହର ଉଭୟ ଅଙ୍ଗାଙ୍ଗୀଭାବେ ଜଡିତ। ହଜାରେ ବର୍ଷର ସହର କଟକ ସହରରେ ଦୀର୍ଘ ପାଞ୍ଚଶହ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା। ସର୍ବପୁରାତନ ମଣ୍ଡପଗୁଡିକ ଆଜି ବି ତାଙ୍କର ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି।
ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି। ସେ ହେଲେ ମୟୁରଭଞ୍ଜ ଜିଲ୍ଲା ଜଶିପୁର...
ଜମିଦାରୀ ଚାଲିଯିବାରୁ ରାୟ ମହାଶୟଙ୍କ ଆୟ କମିଲା। ଫଳରେ ସେ ଦୁର୍ଗାପୂଜା ବନ୍ଦ କରିଦେଲେ। ସେହି ବର୍ଷ ସ୍ଥାନୀୟ ଅଞ୍ଚଳରେ ଅନାବୃଷ୍ଟି ହେଲା। ଚାଷ ଜମି ପଡିଆ ପଡ଼ିଲା। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଲେ। ଆଉ ତା’ ପରେ…
ଆପଣ ଯଦି କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SOL DU ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଅଣଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି।
ହେମା ମାଳିନୀ ଗତକାଲି ଅର୍ଥାତ୍ ୧୬ ଅକ୍ଟୋବରରେ ତାଙ୍କର ୭୫ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ପାର୍ଟୀରେ ଯେତେବେଳେ ‘ତୁନେ ଓ ରଙ୍ଗିଲେ କୈସେ ଯାଦୁ କିୟା’ ଗୀତ ବାଜୁଥିଲା ସେତେବେଳେ ହେମାଙ୍କ ଷ୍ଟାଇଲ୍ ଥିଲା ଦେଖିଲା ଭଳି।
ବିବାହର ପ୍ରାୟ ୪୧ ବର୍ଷ ପରେ ରତ୍ନା ପାଠକ ଶାହା ଏବେ ମୁହଁ ଖୋଲିଛନ୍ତି ଯେ, ତାଙ୍କ ସ୍ୱାମୀ ଅନେକ ସଂପର୍କରେ ଅଛନ୍ତି। ନାସିରୁଦ୍ଦିନ ଶାହାଙ୍କର ଅନେକଙ୍କ ସହ ସମ୍ପର୍କ ସତ୍ତ୍ୱେ ତାଙ୍କର ବିବାହ ଏବଂ ପ୍ରେମରେ କିପରି ଫରକ ପଡିନି ତାହା ରତ୍ନା ପାଠକ କହିଛନ୍ତି।
ପାଣିପାଗ ଦ୍ରୁତ ଗତିରେ ବଦଳୁଛି ଏବଂ ଏହି କାରଣରୁ ଲୋକମାନେ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟକ ଲୋକ ଏହିସବୁ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ କିଛି ଖାଦ୍ୟ ଖାଇ ଏହି ସବୁ ସମସ୍ୟାକୁ...
UPSC ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସହକାରୀ ପ୍ରଫେସର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଠାରୁ UPSC ଆବେଦନ ପତ୍ର ଗ୍ରହଣ କରୁଛି।