• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

sam bahadur new song banda released
Sam Bahadur: ରିଲିଜ୍ ହେଲା 'ସାମ୍ ବାହାଦୂର'ର ନୂଆ ଗୀତ ‘ବନ୍ଦା'; ଜବରଦସ୍ତ ମୁଡ୍‌ରେ ଭିକି

'ସାମ୍ ବାହାଦୂର'ର ରିଲିଜ୍‌କୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଏହାର ନିର୍ମାତା ଗୋଟିଏ ଗୋଟିଏ ଗୀତ ରିଲିଜ୍ କରି ଦର୍ଶକଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରୁଛନ୍ତି। ଏବେ ଏହାର ଆଉ ଗୋଟେ ଗୀତ ରିଲିଜ୍ ହୋଇଛି।

models fell on the runway in fashion show
Viral Video: ଚାଲିଥିଲା ଫ୍ୟାସନ ଶୋ’, କଚାଡି ହୋଇ ପଡିଲେ ମଡେଲ୍...

ଯଦିଓ ଗ୍ଲାମର ଏବଂ ମଡେଲ ଦୁନିଆ ବାହାରୁ ଚକ୍କାଚକ୍ ଲାଗେ, କିନ୍ତୁ ଏହ ସହ ଜଡିତ ବ୍ୟକ୍ତିଙ୍କ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖିନ ହେବାକୁ ପଡିଥାଏ। ଅଳ୍ପ ସମୟ ମଧ୍ୟରେ ପୋଷାକ ବଦଳାଇବା ଠାରୁ ଆରମ୍ଭ କରି ଫ୍ୟାଶନ୍ ଶୋ’ ସମୟରେ ଶହ ଶହ ଲୋକଙ୍କ ସାମ୍ନାରେ ନିର୍ଭୟରେ...

these 5 yogasan are very effective in stomach problems
Health Tips: ମଳ ସଫା ହେଉ ନଥିଲେ କରନ୍ତୁ ଏହି ୫ ଆସନ, ସହଜରେ ମିଳିବ ମୁକ୍ତି...

ଫିଟନେସ୍ ସହିତ ଯୋଗ ମଧ୍ୟ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ। ଯୋଗ ବିଜ୍ଞାନ ଅନୁସାରେ ଆମର ଭୁଲ ଜୀବନଶୈଳୀ କାରଣରୁ ଆମେ କୋଷ୍ଠକାଠିନ୍ୟ ବା ମଳ ସଫା ନ ହେବାରେ ସମସ୍ୟାରେ ପିଡୀତ ହେଉଛେ। ତେବେ ଏହି ସମସ୍ୟାକୁ...

SSC Recruitment 2023 for Constable (General Duty)  job opportunity for 75,768 posts
SSC Recruitment: ଦଶମ ପାଶ୍ କରିଥିଲେ କନଷ୍ଟେବଳ ଚାକିରି, ଦରମା ପାଖାପାଖି ୭୦ ହଜାର

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ଝାଳ ବୁହାଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ (SSC) ୭୫ ହଜାରରୁ ଅଧିକ କନଷ୍ଟେବଳ ଜିଡି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଚୟନ ହେଲେ ମାସିକ ଦରମା ପାଖାପାଖି ୭୦ ହଜାର।

emmy awards 2023 veer das created history won the best comedian award
Emmy Awards 2023: ଭାରତର ନାମକୁ ବିଶ୍ୱରେ ଚମକେଇଲେ ବୀର୍ ଦାସ

ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ ର ବିଜେତାଙ୍କ ତାଲିକା ପ୍ରକାଶ ପାଇଛି ଏବଂ ଏହି ତାଲିକାରେ କମେଡିର ବାଦଶାହା ବୀର ଦାସ ପୁରସ୍କାର ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ନେଟ୍‌ଫ୍ଲିକ୍ସରେ ତାଙ୍କର ସ୍ୱତନ୍ତ୍ର ଶୋ 'ବୀର୍ ଦାସ ଲ୍ୟାଣ୍ଡିଙ୍ଗ୍' ମାଧ୍ୟମରେ ବୀର ଦାସ ସାରା ବିଶ୍ୱରେ ନିଜର...

ajay devgn first look from singham again revealed
‘ସିଙ୍ଘମ୍ ଏଗେନ୍’ରୁ ଆସିଲା ଅଜୟଙ୍କର ଫାଷ୍ଟ୍ ଲୁକ୍; ଦେଖିଲେ ଆପଣ ବି କହିବେ, ୟାଃ…

ବର୍ତ୍ତମାନ ‘ସିଙ୍ଘମ୍ ଏଗେନ୍’ରୁ ଅଜୟ ଦେବଗନ୍‌ଙ୍କ ଲୁକ୍‌ ରିଲିଜ୍ ହୋଇଛି। ଏହାକୁ ଦେଖି ଅଭିନେତାଙ୍କ ପ୍ରଶଂସକ ଏବଂ ‘ସିଙ୍ଘମ୍’ ଫ୍ରାଞ୍ଚାଇଜ୍‌କୁ ପସନ୍ଦ କରୁଥିବା ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇବ।

Anla Navami 2023, Radhapada darshana 2023
Anla Navami 2023: ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତ ମନ ମୋହନ୍ତି ଶ୍ରୀରାଧା

ଓଡ଼ିଶାର ଧର୍ମ ସଂସ୍କୃତିରେ ଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଛି। ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ମଧ୍ୟ ରହିଛି।

TV making life better and the best means of communication
World Television Day 2023: ଟିଭି ଦୁନିଆର ଏହି ୫ ସିରିଜ୍‌କୁ ଲୋକେ କେବେ ବି ଭୁଲିବେନି

ଆଜି ‘ବିଶ୍ୱ ଟେଲିଭିଜନ ଦିବସ’। ଟିଭି ଯୋଗୁଁ ଆଜି ସୂଚନାର ଆଦାନପ୍ରଦାନ ସରଳ ଏବଂ ସହଜ ହୋଇଯାଇଛି। କଳା-ଧଳାରୁ ଆଜି ଆମେ ଟିଭିର ସ୍ମାର୍ଟ ଦୁନିଆରେ ପହଞ୍ଚିଛେ। ଏହି ଅବସରରେ ଆସନ୍ତୁ ଟିଭି ଦୁନିଆର ୫ ଲୋକପ୍ରିୟ ସିରିଜ୍‌ ବିଷୟରେ ଜାଣିନେବା।

Four benefits of amla who can avoid it
Health Tips: ଅଁଳା ଖାଇବାର ୪ ଲାଭ: ଜାଣନ୍ତୁ କିଏ ଖାଇବେ, କିଏ ନ ଖାଇବେ

ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଇବା ଉଚିତ ନୁହେଁ। ସେମାନେ କିଏ ଜାଣନ୍ତୁ …

Odisha Forest Department New Recruitment  Apply For Various Posts
OFDC Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ପାଇବେ ୩୫ ହଜାରରୁ ଅଧିକ

ଓଡିଶା ବନ ବିକାଶ ନିଗମ (OFDC) ଏନେଇ ଅନେକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ୍‌, ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆଦେବନ କରାଯିବ।

amitabh bachchan reaction on india defeated
World Cup 2023: ଟିମ୍ ଇଣ୍ଡିଆ ବିଶ୍ୱକପ୍‌ରେ ପରାଜୟ ପରେ ଏମିତି କହିଲେ ଅମିତାଭ, ଶାହରୁଖ, ରଣବୀର

୨୦୨୩ ବିଶ୍ୱକପ୍‌ରେ ପରାଜୟ ପରେ ଭାରତର ସବୁ ମହଲରେ ଏବେ ଶୋକର ବାତାବରଣ ଖେଳିଯାଇଛି। ଏହାରି ଭିତରେ ଅନେକ କ୍ରିକେଟ୍ ପ୍ରେମୀ ଏବଂ ସେଲିବ୍ରେଟି ଭାରତୀୟ ଟିମ୍‌କୁ ନେଇ ନିଜର ମତାମତ ଦେଉଛନ୍ତି। ସେଲିବ୍ରେଟିମାନେ ଭାରତୀୟ ଖେଳାଳୀଙ୍କ ମନୋବଳକୁ ଦୃଢ କରିବା ନେଇ ଉତ୍ସାହିତ କରୁଥିବା ଦେଖାଯାଏ।

KRK tweet India will never get a captain like dhoni
World Cup 2023: ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ପରି ଅଧିନାୟକ ପାଇବ ନାହିଁ: KRK

ଭାରତ ହୁଏତ ବିଶ୍ୱକପ୍ ୨୦୨୩୩ର ଫାଇନାଲକୁ ଅଷ୍ଟ୍ରେଲିଆ ଠାରୁ ହାରିଥାଇପାରେ। କିନ୍ତୁ ଭାରତୀୟ ଟିମ୍ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ୍ ଟିମ୍‌କୁ ସମର୍ଥନ କରୁଥିବା ଦେଖାଯାଏ।

Choose Perfect Life Partner
Choose Perfect Life Partner: ଆସୁଛି ବିବାହ ଋତୁ; ଏମିତି ବାଛନ୍ତୁ ଜୀବନସାଥୀ, ଜୀବନ ହୋଇଯିବ ପ୍ରେମମୟ

ନଭେମ୍ବର-ଡିସେମ୍ବର ମାସରେ, ଅନେକଙ୍କ ଘରେ ଶଙ୍ଖ-ଢୋଲ-ତୂରୀ ବାଜେ। ବାପାମାଆମାନେ ନିଜ ପୁଅ କିମ୍ବା ଝିଅମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜିବାରେ କୌଣସି ରାସ୍ତା ଛାଡନ୍ତି ନାହିଁ। ଆସନ୍ତୁ ଜାଣିବା ଜଣେ ଉପଯୁକ୍ତ ଜୀବନସାଥୀର କେଉଁସବୁ ଗୁଣ ରହିବା ଉଚିତ।

always avoid these 5 foods that increase uric acid
Health Tips: ହେଉଛି କି ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା; ହାତ ମାରନ୍ତୁ ନାହିଁ ଏହି ୫ଟି ଖାଦ୍ୟରେ

ଆଜିକାଲି ଲୋକମାନଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରୁ ୟୁରିକ୍ ଏସିଡ୍ ମଧ୍ୟ ଅନ୍ୟତମ। ଏହି ରୋଗ ବଢିଲା ବେଳେ ଗଣ୍ଠିରେ ଯନ୍ତ୍ରଣା, କଠିନତା, ଫୁଲା, ଲାଲ ପଡିବା ଭଳି ଅନେକ ଲକ୍ଷଣ ଦେଖାଯାଏ। ଏପରି ପରିସ୍ଥିତିରେ, ସେହି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯାହା ଶରୀରରେ ୟୁରିକ୍...

The Greatness of 'Doctor Dadi'; was giving birth for free
Inspirational Story : 'ଡାକ୍ତର ଦାଦି'ଙ୍କ ମହାନତା; ଗରିବ ମହିଳାଙ୍କ ପ୍ରସବ ପାଇଁ ନେଉଥିଲେ ଟଙ୍କାଟିଏ

ଯଦିଓ ସନ୍ତାନ ଜନ୍ମ କ୍ଷେତ୍ରରେ ଡାକ୍ତରଖାନା ଯିବା ଏକ ଶୁଭ ମୁହୂର୍ତ୍ତ ତେବେ ପ୍ରସବ ସମୟରେ ହେଉଥିବା ଖର୍ଚ୍ଚ ହେତୁ ଅନେକ ପରିବାର ଏହି ଖୁସି ଖବରକୁ ନେଇ ଚିନ୍ତାରେ ପଡନ୍ତି। କିନ୍ତୁ 'ଡାକ୍ତର ଦାଦି' ଏମାନକ ପାଇଁ କୌଣସି ଦେବୀ ଠାରୁ କମ ନୁହେଁ। ସେ କରିଛନ୍ତି...

Why team india loss World Cup 2023 know 8 reason
World Cup 2023: ଅଷ୍ଟ୍ରେଲିଆ ଠାରୁ କାହିଁକି ହାରିଲା ଭାରତ; ଜାଣନ୍ତୁ ଏହା ପଛର ୮ କାରଣ

ଟିମ୍ ଇଣ୍ଡିଆ ଯେଉଁ ବୋଲିଂ ଆଧାରରେ ଏଯାଏ ପହଞ୍ଚିଥିଲା ସେହି ବୋଲିଂ ଫାଇନାଲରେ ପ୍ରଭାବହୀନ ହୋଇଗଲା। ଭାରତୀୟ ଖେଳାଳିମାନେ କେବଳ ବୋଲିଂରେ ନୁହେଁ ବ୍ୟାଟିଂରେ ମଧ୍ୟ ଫ୍ଲପ୍ ହୋଇଥିଲେ। ଭାରତୀୟ ଟିମ୍‌ର ଏଭଳି ସାଙ୍ଘାତିକ ପରିସ୍ଥିତି ପାଇଁ ଅନେକ କାରଣ ରହିଛି। ଆସନ୍ତୁ ଏହାର ୮ଟି କାରଣ ଉପରେ...

rajinikanth confident india will lift the cricket world cup 2023 trophy
World Cup 2023: ରଜନୀକାନ୍ତଙ୍କ ଭବିଷ୍ୟବାଣୀ; ସାମିଙ୍କ ଯୋଗୁଁ ଜିତିବ ଭାରତ

ସାମିଙ୍କ ଯୋଗୁଁ ଭାରତ କ୍ରିକେଟ୍ ବିଶ୍ୱକପ ୨୦୨୩ ଜିତିବ ବୋଲି ରଜନୀକାନ୍ତ କରିଛନ୍ତି ଭବିଷ୍ୟବାଣୀ। ତେବେ ଆଜିର ଫାଇନାଲ ମ୍ୟାଚ୍‌କୁ ନେଇ ଅନେକଙ୍କ ମଧ୍ୟରେ ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ ରଜନୀକାନ୍ତଙ୍କ ଏହି ଭବିଷ୍ୟବାଣୀ ସତ ହେବ କି?

OSSC Recruitment 2023 Apply for over 230 posts
OSSC Recruitment 2023: ​​​​​​​ପୁଣି OSSC ବାହାରକଲା ବିଜ୍ଞାପନ; ନିଯୁକ୍ତି ପାଇବେ ୨୩୦ରୁ ଅଧିକ ପ୍ରାର୍ଥୀ

OSSC ପୁଣି ବାହାରକଲା ନିଯୁକ୍ତି ବିଜ୍ଞାପନ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ସହାୟକ ପଦରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବେ।

wajahat hasan world cup song viral in social media
World Cup 2023: ଏପଟେ ଭାରତ-ଅଷ୍ଟ୍ରେଲିଆ ଲଢେଇ, ସେପଟେ ୱାର୍ଲ୍ଡକପ୍ ଗୀତ ଭାଇରାଲ୍

ସାରା ଦେଶରେ ଫାଇନାଲ୍ ମ୍ୟାଚ୍‌କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ବର୍ତ୍ତମାନ ଏହାରି ଭିତରେ ବିଶ୍ୱକପ ଫାଇନାଲ୍‌କୁ ନେଇ ତିଆରି ହୋଇଥିବା ଏକ ଗୀତ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଗୀତରେ ସମସ୍ତ ଖେଳାଳିଙ୍କ ନାମ ନିଆଯାଇଛି ଆଉ ଉତ୍ସାହିତ ମଧ୍ୟ...

Knowledge what is gully cricket
କ୍ରିକେଟ୍‌ରେ ଗଲୀ ପୋଜିସନ କ’ଣ; କିଏ ଆବିଷ୍କାର କଲେ ଏହି ଫିଲ୍ଡିଂ ପୋଜିସନ୍

ଯେତେବେଳେ ଆମେ ଇଂରାଜୀରେ Gully ଗଲୀ ବୋଲି ଲେଖୁ ଏହା ଗଳି, ଡ୍ରେନ୍, ସଂକୀର୍ଣ୍ଣ ରାସ୍ତା ଆଦିକୁ ବୁଝାଏ। ତେବେ କ୍ରିକେଟର କଥା କହିଲେ ଗଲୀ ପୋଜିଜନ୍‌କୁ ସ୍ଲିପ୍ ମଝିରେ ଥିବା ସଂକୀର୍ଣ୍ଣ ଚ୍ୟାନେଲ୍ କିମ୍ବା ପଏଣ୍ଟକୁ ବୁଝାଏ। କେମିତି ଆସିଲା ଏହି ଶବ୍ଦ…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।