ପ୍ରଶ୍ନପତ୍ର ଲିକ୍ କାରଣରୁ OSSC ଜେଇ ମେନ୍ ପରୀକ୍ଷା ବାତିଲ ହୋଇଛି। ଜୁନିୟର ଇଞ୍ଜିନିୟର (ସିଭିଲ୍) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ପୋଲିସ ନିଶ୍ଚିତ କରିବା ପରେ ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ଜେଇ ସିଭିଲ୍ ମେନ୍ ପରୀକ୍ଷାକୁ ବାତିଲ କରିଦେଇଛି।
ଦୁଇ ବଡ଼ ତାରକାଙ୍କ ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। 'ଗଦର ୨' ସହ 'ଓଏମ୍ଜି ୨'ର ଲଢେଇ ହେବ। ଆଜିକାଲି ଉଭୟ ଟପ୍ ଷ୍ଟାରଙ୍କ ଫିଲ୍ମର ଲଢେଇକୁ ନେଇ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମର ବକ୍ସ ଅଫିସରେ ସଂଘର୍ଷକୁ ନେଇ ସନୀ ଦେଓଲ...
ନିକଟରେ ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ' ଫିଲ୍ମରେ ରଣବୀର କପୁରଙ୍କୁ ରାମ ଭାବେ କାଷ୍ଟିଂକୁ ନେଇ ମୁକେଶ ଖାନ୍ନା ସମାଲୋଚନା କରିଛନ୍ତି। କାଷ୍ଟିଂକୁ ନେଇ ନିର୍ମାତା ଟିକେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଖାଲି ମହିଳା ନୁହେଁ ପୁରୁଷମାନେ ମଧ୍ୟ କାନ ଫୋଡ଼ାନ୍ତି। କିନ୍ତୁ ଆପଣ ଜାଣନ୍ତି କି କାନ ଫୋଡ଼ିବା କେବଳ ଏକ ଫ୍ୟାଶନ ନୁହେଁ, ଏହା ପଛରେ କେତେକ ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।
ପ୍ରଥମ ପ୍ରଥମ ବ୍ୟାୟାମ ପରେ ଶରୀର ଯନ୍ତ୍ରଣା ହେବା ଏକ ସାଧାରଣ କଥା। ଏହି ଯନ୍ତ୍ରଣା କେବଳ ୨-୩ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି ଯନ୍ତ୍ରଣା କାହିଁକି ହୁଏ? ଆସନ୍ତୁ ଜାଣିବା ଯନ୍ତ୍ରଣା ପଛର କାରଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କିଛି...
ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଯୁବକଙ୍କ ପାଇଁ ଏକ ଖୁସି ଖବର। ଏହି ନିଯୁକ୍ତି ଭାରତୀୟ ବାୟୁସେନାରେ ଅଗ୍ନିବୀର ଏୟାର ରିକ୍ରୁମେଣ୍ଟ ଅଧୀନରେ ବାହାର କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୫୦୦ ପୋଷ୍ଟ୍ ପୂରଣ ହେବ।
ଏହି ସପ୍ତାହ ସଲମାନ ଖାନଙ୍କ ଶୋ’ ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହେବାକୁ ଯାଉଛି, କାରଣ ଏହି ସପ୍ତାହରେ ଡବଲ ଏଭିକ୍ସନ(ବାହାର) ହେବାକୁ ଯାଉଛି। ଜାଣନ୍ତୁ ସେମାନେ କିଏ?
ପାକିସ୍ତାନୀ 'ସ୍ପାଇ' ସୀମା ହାଇଦରଙ୍କୁ ଏବେ ଏଟିଏସ ପଚରାଉଚରା କରୁଛି। ଏହି ସମୟରେ ସୀମା ହାଇଦରଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୀମା ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଗୀତରେ ନାଚୁଥିବା ଦେଖିବାକୁ ମିଳେ।
ଭାରତର ଏହି ସ୍କୁଲରେ ଅଛନ୍ତି ୭୬ ପିଲା। ସମସ୍ତେ ଦେଖିବାକୁ ଏକାଭଳି। ବେଳେବେଳେ ଜଣେ ଭୁଲ୍ କଲେ ଆଉ ଜଣେ ଦଣ୍ଡ ପାଏ।
ରେଡିଓ ପ୍ରସାରଣର ସ୍ମୃତିକୁ ମନେପକେଇବା ନେଇ ପ୍ରତିବର୍ଷ 'ଜାତୀୟ ପ୍ରସାରଣ ଦିବସ' ଭାବରେ ପାଳନ କରାଯାଏ। ଏହା ସହ ଜଡିତ ଅନେକ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ। ତେବେ ଆଜିର ଏହି ଦିନ ଥିବାରୁ ଆସନ୍ତୁ ଏହାର ଇତିହାସ, ମହତ୍ତ୍ୱ, ଚଳିତ ବର୍ଷତ ଥିମ ଉପରେ ନଜର ପକେଇ ନେବା।...
ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ’ରେ ମୁକେଶ ଅମ୍ବାନୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦୀପିକା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଦେଖି ଆଲିଙ୍ଗନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯଦି ଆପଣ ଦଶମ ପାଶ୍ କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଦଶମ ପାଶ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇରେ ଚାକିରି ସୁଯୋଗ ଅଛି। ଏହା ଅଧୀନରେ, ବର୍ତ୍ତମାନ ୧୦୦୦ ରୁ ଅଧିକ ନିଯୁକ୍ତି କରାଯିବ।
‘କାର୍ଗିଲ୍ ବିଜୟ ଦିବସ’ ଇତିହାସ ପୃଷ୍ଠାରେ ଗୌରବର ଦିନ। ଭାରତୀୟ ସେନାକୁ ସମ୍ମାନିତ କରିବାର ଦିନ। ସେଥିପାଇଁ ପ୍ରତିବର୍ଷ ୨୬ ଜୁଲାଇକୁ ‘କାର୍ଗିଲ ବିଜୟ ଦିବସ’ ଭାବରେ ପାଳନ କରାଯାଏ। ଏହି ଅବସରରେ ଦେଶର ସହିଦମାନଙ୍କୁ ସ୍ମରଣ କରିବା ସହ ଅଭିବାଦନ ପ୍ରଦାନ କରାଯାଏ।
କାର୍ଗିଲ ଯୁଦ୍ଧକୁ ୨୪ ବର୍ଷ ବିତିଗଲାଣି। ଜାମ୍ମୁ କାଶ୍ମୀରର କାର୍ଗିଲ ସେକ୍ଟରରେ ଭାରତୀୟ ସେନା ପାକିସ୍ତାନ ବିରୋଧରେ 'ଅପରେସନ୍ ବିଜୟ' ନାମରେ ଯୁଦ୍ଧ ଲଢିଥିଲା, ଯାହା ବର୍ତ୍ତମାନ ଲଦାଖ ଅଟେ। ଆସନ୍ତୁ ଏହି ଯୁଦ୍ଧକୁ ନେଇ ୫ଟି ତଥ୍ୟ ଉପରେ ନଜର ପକେଇ ନେବା।
ଆମେ ଅନେକ କାର୍ଗିଲ ହିରୋଙ୍କ ବିଷୟରେ ପଢିଥିବା ବା ଶୁଣିଥିବା, ଯେଉଁମାନଙ୍କ ବଳିଦାନକୁ ଆମେ କେବେ ଅଣଦେଖା କରିପାରିବା ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୩ଜଣ ବୀରଙ୍କ କଥା କହିବୁ, ଯାହାଙ୍କ ନାଁ ଆପଣ ହୁଏତ ଶୁଣି ନଥିବେ। କିନ୍ତୁ ସେମାନଙ୍କ ବଳିଦାନ ବିନା ଏହି...
ପ୍ରାୟ ୬୦ ଦିନ ଧରି ଚାଲିଥିବା କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇବା ସମୟରେ କାର୍ଗିଲର ଶିଖରରେ ବିଜୟର ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଗିଲ ଯୁଦ୍ଧର ଷଡଯନ୍ତ୍ର କିପରି ହୋଇଥିଲା ଏବଂ କିପରି ଜଣେ ସାମାନ୍ୟ ମେଷପାଳକ ହିଁ ପାକିସ୍ତାନର ଏହି ଷଡଯନ୍ତ୍ରକୁ ପର୍ଦାଫାସ...
ଭାରତୀୟ ସେନାର ବିଜୟକୁ ମନେପକେଇବା ନେଇ ୨୬ ଜୁଲାଇରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଏ। ଦେଶର ସୀମା ରକ୍ଷା କରିବା ପାଇଁ ସାହସର ସହ ଯୁଦ୍ଧ କରି ବଳିଦାନ ଦେଇଥିବା ବୀର ସୈନିକମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ଦିବସ। ଏହି ଅବସରରେ ଆସନ୍ତୁ ତାରିଖ ଅନୁସାରେ...
କାର୍ଗିଲ ଯୁଦ୍ଧରେ ଜିତିବା ଏତେ ସହଜ ନଥିଲା, କାରଣ ପାକିସ୍ତାନୀ ସେନା ପୂରା ଶିଖରରେ ଥିଲା। ଏନେଇ ଭାରତୀୟ ସେନାକୁ ବହୁତ ବୁଝାମଣା ଏବଂ ସାହସର ସହିତ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ିଥିଲା ଏବଂ ସେମାନଙ୍କୁ ପରାସ୍ତ କରିବାକୁ ପଡ଼ିଲା। ସେଥିପାଇଁ ଏହି ଯୁଦ୍ଧରେ ଅନେକ ବୀର ପୁତ୍ର...
ସୁପର୍ଷ୍ଟାର୍ ପ୍ରଭାସ ଆଉ ଏକ ଫିଲ୍ମ ‘ପ୍ରୋଜେକ୍ଟ କେ’ ସହିତ ଫେରୁଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଲାଣି। ଫିଲ୍ମର ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। ଏହି ସମୟରେ ଫିଲ୍ମର ଟିଜର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ନା ‘କଲ୍କୀ 2898 AD’...
କମଲ ହାସନ ଫିଲ୍ମ 'ଶୋଲେ'କୁ ନେଇ ଏକ ବିବାଦୀୟ ମତ ଦେଇଛନ୍ତି। କମଲ ହାସନ ଯେତେବେଳେ ଏହି ଫିଲ୍ମ ଦେଖିଲେ, ସେ ଏହାକୁ ଘୃଣା କରିଥିବା କହିଛନ୍ତି। ସେ ଏହି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ ଜଡିତ ଥିଲେ।