• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

kheer sagar sweets recipe
ଘରେ ବନାନ୍ତୁ ସ୍ୱାଦିଷ୍ଟ 'କ୍ଷୀର ସାଗର'

ମିଠା ଓ ପିଠା ଆମ ଓଡ଼ିଆ ଘରର ମୁଖ୍ୟ ରେସିପି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କ୍ଷୀର ସାଗର ‘।

UPPSC  recruitment
ସରକାରୀ ଚାକିରି ଖୋଜୁଛନ୍ତି କି? ଖାଲି ପଡିଛି ପଦବୀ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସରକାରୀ ଚାକିରି ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ(UPPSC)ରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଯୋଗ୍ୟ ଓ...

 Lord Mahadev
ମହାଦେବଙ୍କ ତୃତୀୟ ନେତ୍ରର ରହସ୍ୟ କ’ଣ ?

ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ । ହିନ୍ଦୁ ଧର୍ମ ଅନୁଯାୟୀ ଏହି ମାସରେ ଭଗବାନ ଶିବଙ୍କର ଦର୍ଶନ କରିଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ପୁରାଣ ଓ ଶାସ୍ତ୍ରରେ ଭଗବାନ ଶିବଙ୍କୁ ନେଇ ରହିଛି ଅନେକ ଗାଥା ଓ କଥା । ଭଗବାନ ଶିବଙ୍କୁ...

coriander leaves benefits
ଧନିଆ ପତ୍ରରେ ରହିଛି ଔଷଧୀୟ ଗୁଣ, ଜାଣିବା ଶରୀର ପାଇଁ କେତେ ହିତକର

ସ୍ୱାସ୍ଥ୍ୟ ପାଇଁ ଧନିଆ ପତ୍ର ଅତ୍ୟନ୍ତ ଲାଭଦାୟକ ଅଟେ । ଧନିଆ ପତ୍ର ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଧନିଆ ପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରରୀର ବିଭିନ୍ନ ରୋଗର ସମସ୍ୟାକୁ ଦୂର କରିପାରିବ...

sahi potol recipe
ବିନା ପିଆଜ-ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’

ପର୍ବପର୍ବାଣୀ ଆସିଲେ ଆମ ଓଡ଼ିଆ ଘରେ ସାଧାରଣତଃ ବିନା ପିଆଜ ରୁସୁଣରେ ଖାଦ୍ୟ ପ୍ରସ୍ତୁତ କରାଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ପଞ୍ଚୁକରେ ଘରେ ଅତି ସହଜ ଓ ସରଳ ଉପାୟରେ ବନାନ୍ତୁ...

palmyra island
ରହସ୍ୟମୟ ଦ୍ୱୀପ, ଉଭାନ ହୋଇଯାଏ ଜାହାଜ

ଆଇଲ୍ୟାଣ୍ଡର ନାଁ ଶୁଣିବା ମାତ୍ରେ ‌ଆମେ ସମସ୍ତେ ଖୁବ୍‌ ଖୁସି ହୋଇଯାଉ । ମନରେ ବୁଲିବା, ଛୁଟି କଟାଇବା ଓ ଭାକେସନର ଭରପୁରା ମଜା ନେବାର କଳ୍ପନା ମନରେ ଆରମ୍ଭ ହୋଇଯାଏ । କିନ୍ତୁ ଆମ ଦୁନିଆରେ ଏଭଳି ଅନେକ ଆଇଲ୍ୟାଣ୍ଡ ରହିଛି ଯାହା ନିକଟରେ ଅନେକ କିଛି...

prawn pakoda recipe
ଘରେ ବନାନ୍ତୁ ‘ଚିଙ୍ଗୁଡି ବରା’

ଆପଣ କେବେ ଚିଙ୍ଗୁଡି ବରା ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ସ୍ୱାଦିଷ୍ଟ 'ଚିଙ୍ଗୁଡି ବରା' । ଏହି ରେସିପିଟି ଆପଣ ସଂଧ୍ୟା ସ୍ନାକ୍ସରେ ଘରେ ପ୍ରସ୍ତୁତ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

OPSC Recruitment
OPSCରେ ଖାଲି ପଡିଛି ୧୮୭୧ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଓପିଏସିରେ ଚାକିରି ଖୋଜୁଛନ୍ତି କି ? ଓପିଏସ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । OPSC ପକ୍ଷରୁ ୧୮୦୦ରୁ ଅଧିକ ସଂଖ୍ୟକ ମେଡିକାଲ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।...

Allu Arjun
ବିଜ୍ଞାପନକୁ ନେଇ ବିବାଦରେ ଅଭିନେତା ଅଲ୍ଲୁ ଅର୍ଜୁନ

ସବୁବେଳେ ନିଜର ଅନ୍ଦାଜ୍ ଓ ଅଭିନୟ ପାଇଁ ବେଶ୍ ଚର୍ଚ୍ଚା ରହିଥାନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଏବେ କିନ୍ତୁ ଏକ ବିଜ୍ଞାପନକୁ ନେଇ ସେ ଅଡ଼ୁଆରେ ପଡି ଯାଇଛନ୍ତି । ତେଲେଙ୍ଗାନା ଷ୍ଟେଟ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ (TSRTC) ନିକଟରେ ଟଲିଉଡ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର...

Vastu for kitchen
ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ, ଆସନ୍ତୁ ଜାଣିବା

ଆପଣ କଣ କେବେ ଭାବିଛନ୍ତି ଆପଣଙ୍କ ରୋଷେଇ ଘରେ ରହିଥିବା ତାୱା ଓ କଡ଼ାଇ ହୋଇପାରେ ଆପଣଙ୍କ ଜୀବନର ଅନେକ ଅସୁବିଧାର କାରଣ । ହଁ ଆଜ୍ଞା , ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହାକୁ ରାହୁଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ଆମକୁ କିଛିଟା କାର୍ଯ୍ୟରେ ମଧ୍ୟ...

Winter Skin Care
ଶୀତଦିନରେ ତ୍ୱଚାର ଯତ୍ନ , କରନ୍ତୁ ଏହି ଉପାୟ, ଚମକିବ ସ୍କିନ୍

ଶୀତଦିନ ଆସିଲେ ଚର୍ମକୁ ନେଇ ସମସ୍ତେ ଚିନ୍ତିତ ହୋଇପଡନ୍ତି । ବିଶେଷ କରି ଯେଉଁ ମାନଙ୍କର ଶୁଷ୍କ ଚର୍ମ ହୋଇଥାଏ ସେମାନେ ଚର୍ମ ବା ସ୍କୀନ୍ ର ଭଲ ଭାବେ ଯତ୍ନ ନେବା ଦରକାର । ତେବେ ଶୀତଦିନ ଆରମ୍ଭରୁ ହିଁ ଚର୍ମର ଯତ୍ନ ନେବା ଆବଶ୍ୟକ ।...

'kumari kandam'
‘କୁମାରୀ କନ୍ଦମ,’ ରହସ୍ୟମୟ ସଭ୍ୟତା, ହଜି ଯାଇଛି ସମୁଦ୍ର ଗର୍ଭରେ

ଭାରତରେ ଦକ୍ଷିଣ ଭାଗରେ ଥିବା ହିନ୍ଦ୍‌ ମହାସାଗରରେ ଥିଲା ଏକ ଐତିହାସିକ ତାମିଲ ସଭ୍ୟତା । ଯାହା ବର୍ତ୍ତମାନ ଇତିହାସ ଗର୍ଭରେ ବିଲୁପ୍ତ । ଯାହାର ନାଁ ଥିଲା 'କୁମାରୀ କନ୍ଦମ' । କେବେ ଶୁଣିଛନ୍ତି ଏହି ସଭ୍ୟତା ସମ୍ପର୍କରେ । ତେବେ ଭାବନ୍ତୁ ହଜାର ହଜାର ବର୍ଷ...

paneer reshmi recipe
ଘରେ ବନାନ୍ତୁ 'ପନିର ରେଶମି'

ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ପନିର ରେଶମି' । ଏହି ରେସିପିଟିକୁ ଅତି ସହଜରେ ଘରେ ଆପଣ ବନେଇ ପାରିବେ ।

Gold rate Today
ପୁଣି ବଢ଼ିଲା ସୁନା ଓ ରୂପାର ଦାମ୍‌

ପୁଣି ବଢିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୧୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୮,୨୨୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଏବେ...

BSNL Recruitment
BSNLରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଭାରତ ସଂଚାର ନିଗମ ଲିମିଟେଡ (BSNL) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ...

Vastu and memory
ସ୍ମରଣ ଶକ୍ତିକୁ ନେଇ କଣ କହେ ବାସ୍ତୁ

ଦୈନଦିନ ଜୀବନରେ ଲାଗି ରହିଥିବା ବ୍ୟସ୍ତତା ଯୋଗୁ ଆମେମାନେ ବହୁତ କିଛି କଥା ଭୁଲି ଯାଉ । ବ୍ୟସ୍ତ ରହିବା କାରଣରୁ ଏପରି ହେବା ସ୍ୱାଭାବିକ ଅଟେ,କିନ୍ତୁ ଅଧିକାଂଶ ସମୟରେ ଏହା ବାସ୍ତୁଦୋଷ କାରଣରୁ ଏପରି ହୋଇଥାଏ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କ ସ୍ମରଣ ଶକ୍ତି...

Fruits for Health
ଶୀତଦିନେ ଖାଦ୍ୟରେ ସାମିଲ କରନ୍ତୁ ଫଳ, ବଢିବ ରୋଗ ପ୍ରତିରୋଧକ ଶକ୍ତି

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶୀତ ଋତୁ ବହୁତ ଭଲ ବୋଲି ବିବେଚନା କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଆସୁଥିବା ଫଳଗୁଡ଼ିକ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମଧ୍ୟ ବହୁତ ସାହାଯ୍ୟ...

Jellyfish lake
ନିଆରା ହ୍ରଦ, ଯେଉଁଠି ରୁହନ୍ତି କେବଳ ଜେଲି ଫିସ୍

ଆପଣ କେବେ ଜେଲି ଫିସ୍‌ ଦେଖିଛନ୍ତି । ଗଭୀର ଅଥଳ ଜଳରାଶିରେ ଏହି ଫିସ୍‌ ଦୃଶ୍ୟମାନ ହୁଅନ୍ତି । କିନ୍ତୁ କେବେ ଶୁଣିଛନ୍ତି ଗୋଟେ ଲେକ୍ ବା ହ୍ରଦ ହିଁ ସମ୍ପୂର୍ଣ୍ଣ ଭାବେ ଜେଲିଫିସ୍‌ ପାଇଁ ପ୍ରସିଦ୍ଧ ହୋଇଥିବ । ଆମ ବିଶ୍ୱରେ ଏଭଳି ଏକ ହ୍ରଦ...

khoya chiken
ଘରେ ପ୍ରସ୍ତୁତ କରନ୍ତୁ ‘ଖୁଆ ଚିକେନ’

ଘରେ ଆପଣ ଚିକେନର ଭଳି କି ଭଳି ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବୁ । ତେବେ ଆଜି ବନେଇବା 'ଖୁଆ ଚିକେନ' । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

IOCL Recruitment
IOCLରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ଖାଲି ପଡ଼ିଛି ପଦବୀ । IOCLରେ ଖାଲିପଡିଛି ୨୪୯୫ ଟେକ୍ନସିଆନ ଏବଂ ଟ୍ରେଡ ଆପ୍ରେଣ୍ଟିସ ପଦବୀ, ୧୨ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଅନଲାଇନ ଆବେଦନ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।