Advertisment

ଧାମନଗରରେ ଗଡ଼ ବଜାୟ ରଖିଲା ବିଜେପି

ଧାମନଗରରେ ଫେଲ୍ ମାରିଲା ନବୀନଙ୍କ ମ୍ୟାଜିକ୍ । ଭୁଲ୍ ହୋଇଗଲା ବିଜେଡିର ଅଙ୍କକଷା । ନିଜ ଗଡ଼ ରଖିବାକୁ ସମର୍ଥ ହୋଇଛି ବିଜେପି । ବାପାଙ୍କ ଠାରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

author-image
Manoranjan Behera

ଧାମନଗରରେ ଫେଲ୍ ମାରିଲା ନବୀନଙ୍କ ମ୍ୟାଜିକ୍ । ଭୁଲ୍ ହୋଇଗଲା ବିଜେଡିର ଅଙ୍କକଷା । ନିଜ ଗଡ଼ ରଖିବାକୁ ସମର୍ଥ ହୋଇଛି ବିଜେପି । ବାପାଙ୍କ ଠାରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

Advertisment
BJP Dhamnagar Bypolls
Advertisment
Advertisment