• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Stop School Bus
'ଆମକୁ ବସ୍‌ରେ ସ୍କୁଲ୍‌ ନିଅ, ନହେଲେ ବସ୍‌ ଗଡ଼ିବନି'

ପାରାଦୀପ ଦୋଛକିରେ ଗର୍ଜନ କରିଛନ୍ତି ଉଦୟବଟ ବସ୍ତିର ବହୁ ଛାତ୍ରଛାତ୍ରୀ। ସେମାନଙ୍କ ସହ ଅଭିଭାବକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ରାସ୍ତା ଉପରେ ବସିଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।

JIO Prepaid
ଆପଣ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି କି? JIO ଆଣିଲା ଦମଦାର ପ୍ଲାନ୍‌

ଯଦି ଆପଣ ଜିଓର ପ୍ରିପେଡ୍‌ ସିମ୍‌ ବ୍ୟବହାର କରୁଛନ୍ତି ଏବଂ ଏହାସହ ଅନ୍‌ଲିମିଟେଡ୍‌ ଡାଟା, ଭଏସ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌, ମାଗଣା OTT ସବସ୍କ୍ରିପସନ୍‌ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଜିଓ ଆଣିଦେଇଛି ଏକ ଭଲ ଅଫର୍‌ । ତେବେ ଜାଣନ୍ତୁ କଣ ରହିଛି ଜିଓର ବର୍ଷକର...

Tree Log
ବର୍ଷାରେ ଧୋଇ ହୋଇଗଲା ଆପ୍ରୋଚ୍‌ ରୋଡ୍‌; ଏବେ କାଠଗଣ୍ତି ହିଁ ଭରସା

ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା ଆପ୍ରୋଚ ରୋଡ । ବିଚ୍ଛିନ୍ନ ହେଲା ଯୋଗାଯୋଗ । ଏବେ କାଠ ଗଣ୍ଡି ପାଲଟିଛି ସାହାଭରସା।

Drowning
ବୁଡ଼ି ଯାଉଥିଲେ ୩ ପିଲା; ୨ ଜଣଙ୍କୁ ଉଦ୍ଧାର କଲେ ବାପା, ହେଲେ ଜଣଙ୍କୁ..

୩ ଛୁଆ ବୁଡ଼ିଯିବା ଦେଖି ନଦୀକୁ ଡେଇଁ ପଡ଼ିଥିଲେ ବାପା । ଜୀବନକୁ ବାଜି ଲଗାଇ ପ୍ରଖର ସ୍ରୋତରୁ ୨ ପିଲାଙ୍କୁ ଉଦ୍ଧାର କଲେ ।

Elon Musk
ନିଲାମ ହେବ ଟେସଲା ବସ୍‌ଙ୍କ କଲେଜ ବେଳର ଡେଟିଂ ଫଟୋ

ନିଲାମ ହେଲା ଟେସଲା ବସ୍‌ଙ୍କ କଲେଜ ବେଳର ଡେଟିଂ ଫଟୋ । ମସ୍କଙ୍କ ପୂର୍ବତନ ଗର୍ଲଫ୍ରେଣ୍ତ ଜେନିଫର୍‌ ଗ୍ୱେନ୍‌ ମସ୍କଙ୍କ ସହ ନିଜର କିଛି ପୁରୁଣା ଫଟୋକୁ ନିଲାମ କରୁଛନ୍ତି ।

Ragging Allegations
କଲେଜ ପରେ ଏବେ ସ୍କୁଲ୍‌ରେ ରାଗିଂ, ଅଶ୍ଲୀଳ ଭିଡିଓ ନଦେଖିବାରୁ ମାଡ଼ ମାରି ପିଆଇଲେ ପରିଶ୍ରା !

ନବରଙ୍ଗପୁର ଉମରକୋଟର ଗୁରୁକୃପା ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ । ୫ ସହପାଠୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଷ୍ଟମ ଶ୍ରେଣୀ ଛାତ୍ର ।

Husband Sold Wife Kidney
ବିଶ୍ୱାସରେ ବିଷ ମିଶାଇଲେ ସ୍ୱାମୀ, ନଣନ୍ଦ; ରକ୍ତ ପରୀକ୍ଷା ନାଁରେ ବିକି ଦେଲେ କିଡନୀ

ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲେ, ଯାହା ହାତ ଧରି ବାଟ ଚାଲିବାକୁ ଆଶା ରଖିଥିଲେ ସିଏ ହିଁ ବାଟ ମଝିରେ ଧୋକା ଦେଲେ। ବିବାହର ୧୨ ବର୍ଷ ପରେ ପତ୍ନୀର ବିଶ୍ୱାସରେ ବିଷ ମିଶାଇଲା ସ୍ୱାମୀ ।

Dogs Get Rich
ରାଜରାଜୁଡ଼ା ଅମଳରୁ ଏମାନେ ଧନୀ, ନବାବମାନେ ରଖିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି

ଗୁଜରାଟର ବନସ୍କଣ୍ଠ ଜିଲ୍ଲା ପାଲନପୁର ବ୍ଲକ ଅନ୍ତର୍ଗତ କୁଶକଲ୍‌ ଗ୍ରାମରେ ପରମ୍ପରା ରହିଛି କି, ସମସ୍ତ ବୁଲା କୁକୁରଙ୍କୁ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିବାକୁ ଦିଆଯାଇଥାଏ । ତାସାଙ୍ଗକୁ ତାଙ୍କୁ କୋଟିପତି ମଧ୍ୟ କରାଯାଇଥାଏ ।

Jr JEE Show Case Notice
ହସି ଦେବାରୁ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ !

ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । କିନ୍ତୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟା ଯାଇଥିବାର ଏକ ମେସେଜ୍ ଆସିଥିଲା । ଏହା ଦେଖି ସେ ହସି ଦେଇଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ।

Parents Seek Help
ଧନ୍ୟରେ ବିଧାତା ! ବୃଦ୍ଧ ପିତା ମାତାଙ୍କର ଏକୋଇର ବଳା ବିଶିକେଶନକୁ କି କଷ୍ଟ ଦେଲୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ଗାଁର ମଧୁସୂଦନ ସିଂହ ଓ ସୁଭଦ୍ରା ସିଂହଙ୍କର ୧୦ ବର୍ଷୀୟ ପୁଅ ହେଉଛି କ୍ରିଷ୍ଣା । ଛୋଟ ଅପରେସନ ଜୀବନର ଗତିବିଧିକୁ ପରିବର୍ତ୍ତନ କରିଦେଲା । କିଏ ଜାଣିଥିଲା ଅପରେସନ ପରେ ଭଲ ହେବା ଜାଗାରେ କ୍ୟାନସର ଭଳି ବଡ଼ ବ୍ୟାଧିକୁ...

40 Hostel Girls
ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । 

Sweta Boy friend
ପୋଲିସ ହେପାଜତରେ ସୌମ୍ୟଜିତ !

ଭୁବନେଶ୍ୱରରେ ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପଚରାଉଚରା କରିପାରେ କମିଶନରେଟ ପୋଲିସ ।

Lady Kill Self
ସହିପାରିଲେନି ଯୌତୁକ ନିର୍ଯାତନା, ଥାନା ଆଗରେ ବିଷ ପିଇଲେ ମହିଳା

ଗଞ୍ଜାମ ଜିଲା ଛତ୍ରପୁର ଥାନା ଆଗରେ ପୁଣି ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

 Amitabh Bachchan
ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନଙ୍କୁ ପୁଣି କରୋନା

ବଲିଉଡର ମହାନାୟକ ତଥା ବିଗ ବି ଅମିତାଭ ବଚ୍ଚନ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ମଙ୍ଗଳବାର ରାତିରେ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

Daily Horoscope
Daily Horoscope 24th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର । ତିଥି – ୧୨ ଶୀ ଦିବା ୦୮/୩୦ ଗତେ ୧୩ ଶୀ, ଚନ୍ଦ୍ର   – ମିଥୁନ ପ୍ରାତଃ  ୦୬/୫୬ କର୍କଟ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ  ୦୬/୫୬ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ - ୨...

Cancer-Stricken Couple
ସାହାଯ୍ୟ ଅପେକ୍ଷାରେ ସମାଜସେବୀ ଦମ୍ପତି

ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ...

Student Locked
ସ୍କୁଲ୍‌ ଫି ନଦେବାରୁ ପିଲାଙ୍କୁ ବନ୍ଦୀ

ସ୍କୁଲ ଫି ନଦେବାରୁ ଗତକାଲି ୫ ଘଣ୍ଟା ଧରି ୩୪ ଜଣ ପିଲାଙ୍କୁ ସ୍କୁଲ ଘରେ କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି ।

Threatning Call
'୪ ଜାଗାରେ ବୋମା ରଖିଛୁ, ୫ କୋଟି ଦିଅ ନହେଲେ ଉଡ଼େଇ ଦେବୁ'

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହୋଇପାରେ ଆତଙ୍କୀ ହମ୍‌ଲା। ମୁମ୍ବାଇର ଏକ ପ୍ରସିଦ୍ଧ ପଞ୍ଚ ତାରକା ହୋଟେଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି।

Indian Player Dance Video
ମ୍ୟାଚ୍‌ ଜିତିବା ପରେ ପଞ୍ଜାବୀ ଗୀତରେ ଝୁମିଲା ଟିମ୍‌ ଇଣ୍ତିଆ

ଟିମ୍‌ର ସିନିୟର ଖେଳାଳି ଶିଖର ଧାୱନ୍‌ଙ୍କ ସହ ଅନେକ ଯୁବ ଖେଳାଳି ପଞ୍ଜାବୀ ଗୀତରେ ନାଚୁଥିବାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Boyfriend Soumyajeet
ଶ୍ୱେତା ଆତ୍ମହତ୍ୟା ଘଟଣା; ବୟଫ୍ରେଣ୍ତଙ୍କ ନାଁରେ ଲାଗିଲା ଦଫା ୩୦୬

ସଫ୍ଟଓୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ପଚରାଉଚରା ପାଇଁ ହାଜର ହେବାକୁ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ନୋଟିସ ସହ ୩୦୬ ଦଫା ଲାଗିଛି । 

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।