ତେଲେଙ୍ଗାନାର ଅନନ୍ୟା ରେଡ୍ଡିଙ୍କ UPSC ସଫଳତା କାହାଣୀ ଏବେ ବେଶ୍ ଚର୍ଚ୍ଚାରେ। ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି ଅନନ୍ୟା।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ସ୍ତରର ମହିଳା ନେତ୍ରୀ ପ୍ରଚାର ପାଇଁ...
୨୦୧୯ ଭଳି ୨୪ରେ ବି ଦୁଇଟି ଆସନରୁ ଲଢିବେ ନବୀନ। ଗତଥର ବିଜେପୁର ଆଉ ଏଥର କଣ୍ଟାବାଞ୍ଜି। ପଶ୍ଚିମରେ ବିଜେପି ଦବଦବାର କାଉଣ୍ଟର ପାଇଁ ବିଜେଡି ସୁପ୍ରିମୋଙ୍କ 'କଣ୍ଟାବାଞ୍ଜି' ଗୋଟି।
ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ। ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା।
ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନ ସେବା। ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠପ୍ ହୋଇଯାଇଛି ସେବା।
ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡାରୁ ପ୍ରାର୍ଥୀ ହେବା ପରେ ଘାସିରାମ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ସ୍ଥିର କଲେ। ସେ ଗାଁ ଗାଁ ଘର ଘର ଯାଇ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି। ଲୋକେ ତାଙ୍କୁ ନିର୍ବାଚନରେ ବିଜୟୀ କରିବାକୁ ତାଙ୍କ ଥାଳରେ ଗୋଟିଏ କେଜି ଚାଉଳ,...
ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ। ଆସନ୍ତାକାଲି ପାଇଁ ୨୪ ଜିଲ୍ଲାକୁ ହିଟୱେଭ ଓ ଗୁଳିଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଜନ୍ମିତ ଶିଶୁ ଠାରୁ ବୃଦ୍ଧବୃଦ୍ଧା ରୋଗୀ ଜଣ୍ଡିସରୁ ଭଲ ହେବାକୁ ଏଠାକୁ ଆସନ୍ତି। ଡୁଆଝର ଗାଁର ଗୌନ୍ତିଆ ନିଜ୍ଜାମୁଦ୍ଦିନ ଖାନ ଓ ସର୍ଦ୍ଦାର ଖାନ ଉତ୍ତରପ୍ରଦେଶ ଯାଇ ସେଠାରେ ଜଣେ ଗୁରୁଙ୍କ ଠାରୁ ଜଣ୍ଡିସ ରୋଗର ମନ୍ତ୍ର ଶିଖିକି ଆସିଥିଲେ। ସେମାନଙ୍କ ମନ୍ତ୍ର ଦ୍ଵାରା ଅନେକ ରୋଗୀ ଭଲ...
ଇକ୍ରା ହାସନ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର ଜଣେ ଯୁବତୀ । ତାଙ୍କର ବୟସ ମାତ୍ର ୨୮ ବର୍ଷ । ହେଲେ ଉତ୍ତରପ୍ରଦେଶର କେରାନା ଆସନ ହିନ୍ଦୁ ପ୍ରାଧାନ୍ୟ ହୋଇଥିବାବେଳେ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ସମର୍ଥ ହେବେ କି ଇକ୍ରା ?
ସ୍ମାର୍ଟ ସିଟି ବ୍ରହ୍ମପୁର ମହାନଗର। ସ୍ୱଚ୍ଛ ସବେର୍କ୍ଷଣରେ ପ୍ରତିବର୍ଷ ପୁରସ୍କାର ପାଉଛି ସହର। ହେଲେ ଏହି ସହରରେ ଏମିତି ଗୋଟିଏ ସାହି ରହିଛି ତାର ପରିସ୍ଥିତି ଗାଁ ଠୁ ବି ଖରାପ। ସହରରେ ରହୁଥିବା ଲୋକେ କେବେ ଭାବି ପାରୁନାହାନ୍ତି ଯେ, ସେମାନେ ସହରରେ ବାସ କରୁଛନ୍ତି ନା...
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍ ଲଗାଯାଇଛି।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି।
ଲକ୍ଷ୍ମୀପୁରରେ ବିଜେପି ପ୍ରଥମ ଥର ପାଇଁ ଜିତିବ କହିଲେ କୁଲେସିକା। ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା।
ଏ ଘୁଡିକି ଦିନେ ଜଣେ ମଉସାଙ୍କର ସବୁ କିଛି ଥିଲା। କେତେ କେତେ ଗୀତ ତାଙ୍କ ପାଟିରେ ମୁଖସ୍ତ ହୋଇ ରହିଛି ସେ ଗୀତ ଏ ଘୁଡୁକି ହିଁ ଜାଣିଛି। ଖାଲି ଏ ଘୁଡୁକି କାହିଁକି କେନ୍ଦେରା ବଜାଇବାରେ ବି ବେଶ୍ ଧୁରନ୍ଧର ମଉସା ଜଣକ।
ବମ୍ବେ ହାଇକୋର୍ଟଙ୍କ ବଡ଼ ରାୟ। ଜଣେ ବୃଦ୍ଧଙ୍କ ମାମଲାର ଶୁଣାଣି ବେଳେ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଏଣିକି ରାତିରାତି ଧରି ପଚରାଉଚରା କରିପାରିବେନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।
ଡଲଫିନ୍ ନାମକ ଏକ ଘରୋଇ ନାଇଟ କୋଚ୍ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଆଜି ଭୋର ୪ଟା ସମୟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଛି।
ଯାହା ଅସମ୍ଭବ ଲାଗୁଥିବା, ତାହା ସମ୍ଭବ ହେଲା। ମା କୋଳରେ ଆରାମର ଶୋଇଥିବା ଶିଶୁଟି ଯେ, ଜନ୍ମ ପରେ ଦୁନିଆ ଦେଖିବ, ସେ ଆଶା ଛାଡ଼ି ଦେଇଥିଲେ ବାପା ଓ ମା। ହେଲେ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଦଳ ସେ ଚ୍ୟାଲେଞ୍ଜକୁ ଗ୍ରହଣ କରି ଦମ୍ପତିଙ୍କ ମୁହଁରେ ଫୁଟାଇଛନ୍ତି...
ଚୌଦ୍ୱାରର ବିରାଟ ଗାଦି ବହୁ ପୁରାତନ ଐତିହ୍ୟ ବହନ କରେ। ଏଠି ଅନେକ ଐତିହ୍ୟ ଲୁକାୟତ ଭାବେ ରହିଥିବା ସ୍ଥାନୀୟ ଲୋକେ କୁହନ୍ତି। ଚୌଦ୍ୱାର ଅଞ୍ଚଳର ୯ଟି ମୌଜକୁ ଏଏସ୍ଆଇ ନିଜ ହାତକୁ ନେଇଛି।