ଓଡ଼ିଶାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ଅଧିକାଂଶ ସିଟରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡିର ଅଂଶୁମାନ ମହାନ୍ତିଙ୍କ ସହ ହେବ କଡ଼ା ଫାଇଟ୍ । ସେହିଭଳି ଯାଜପୁର, ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ ଲୋକସଭାରେ ବି ହେବ କଡ଼ା ଫାଇଟ୍ । ସେଥିମଧ୍ୟରୁ କିଛି ଆସନରେ ଡାଇରେକ୍ଟ ବିଜେଡି-ବିଜେପି ମଧ୍ୟରେ କଡ଼ା ଫାଇଟ୍ ହେଉଥିବା ବେଳେ ବାଲେଶ୍ୱରରେ କଂଗ୍ରେସର ଦବ୍ଦବା ରହିଥିବା ଦେଖାଯାଇଛି । ତେଣୁ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ତେବେ ଏହି ଭୋଟ୍ ସଂକ୍ରାନ୍ତ ଟିକିନିଖି ଖବର ଜାଣିବାକୁ ଲଗ୍ ଇନ୍ କରନ୍ତୁ otvkhabar.in
17:52 PM(8 months ago )
ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି.. ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ#Odisha #Election2024 #Voting #OTV pic.twitter.com/rlf4LGOTNy
— ଓଟିଭି (@otvkhabar) June 1, 2024
17:43 PM(8 months ago )
17:43 PM(8 months ago )
17:42 PM(8 months ago )
17:41 PM(8 months ago )
17:06 PM(8 months ago )
17:05 PM(8 months ago )
17:03 PM(8 months ago )
17:03 PM(8 months ago )
16:54 PM(8 months ago )
16:53 PM(8 months ago )
16:45 PM(8 months ago )
ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି.. ଦିନ ୩ଟା ସୁଦ୍ଧା ୪୯.୭୭% ଭୋଟିଂ#Odisha #Election2024 #Voting #OTV pic.twitter.com/uHYkMosJvK
— ଓଟିଭି (@otvkhabar) June 1, 2024
16:44 PM(8 months ago )
16:44 PM(8 months ago )
16:42 PM(8 months ago )
16:13 PM(8 months ago )
16:12 PM(8 months ago )
16:11 PM(8 months ago )
16:05 PM(8 months ago )
#୩ଟା_ସୁଦ୍ଧା_୪୯.୭୭%
— ଓଟିଭି (@otvkhabar) June 1, 2024
- ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି
- ଦିନ ୩ଟା ସୁଦ୍ଧା ୪୯.୭୭% ଭୋଟିଂ#Odisha #Election2024 #Voting #OTV pic.twitter.com/Nkifrtj0DX
15:41 PM(8 months ago )
ସାଲେପୁର ମାନ ଶାସନ ୧୮୪-୧୮୫ ବୁଥ୍ରେ ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ୩ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ । ପନିକିରେ ହାଣିବା ସହ ବିଜେଡି ସମର୍ଥକ ଠେଙ୍ଗାରେ ପିଟିଥିବା ଅଭିଯୋଗ । #Salepur #Odisha #GeneralElection2024 #OTV pic.twitter.com/1PTKNm7OPh
— ଓଟିଭି (@otvkhabar) June 1, 2024
15:08 PM(8 months ago )
#ନିଆଳି_ପ୍ରିଜାଇଡିଂ_ଅଧିକାରୀ_ନିଲମ୍ବିତ
— ଓଟିଭି (@otvkhabar) June 1, 2024
-ନିଆଳି ନିର୍ବାଚନ ମଣ୍ଡଳୀ ୭୫ନଂ ବୁଥ୍ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ
-ନିର୍ବାଚନ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ଜିଲ୍ଲାପାଳ#Niali #GeneralElection2024 #OTV
15:07 PM(8 months ago )
#ବିଜେପି_ବୁଥ୍_ସଭାପତିଙ୍କୁ_ଛୁରାମାଡ଼
— ଓଟିଭି (@otvkhabar) June 1, 2024
-କେନ୍ଦ୍ରାପଡ଼ା: ବିଜେପି ବୁଥ୍ ସଭାପତିଙ୍କୁ ଛୁରାମାଡ଼
-କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ୩୫ନଂ ବୁଥ୍ ସଭାପତିଙ୍କୁ ଛୁରାମାଡ଼
-ବିଜେଡି କର୍ମୀ ଛୁରାମାଡ଼ କରିଥିବା ଅଭିଯୋଗ, ଥାନାରେ ଏତଲା#Kendrapada #GeneralElection2024 #OTV
15:06 PM(8 months ago )
#ଧାମନଗର:ତାଳପଦା ବୁଥ୍ରେ ଚାପା ଉତ୍ତେଜନା
— ଓଟିଭି (@otvkhabar) June 1, 2024
-ଧାମନଗର ତାଳପଦା ୬୫ନଂ ବୁଥ୍ରେ ଚାପା ଉତ୍ତେଜନା
-ବୁଥ୍ ଭିତରେ ସରପଞ୍ଚଙ୍କ ପ୍ରତିନିଧି ରହି ପ୍ରଲୋଭିତ କରୁଥିବା ଅଭିଯୋଗ
-ତାଳପଦା ବୁଥ୍ରେ ପହଞ୍ଚିଲା ତିହିଡ଼ି ଥାନା ପୋଲିସ#Dhamnagar #GeneralElection2024 #OTV
15:05 PM(8 months ago )
14:54 PM(8 months ago )
14:52 PM(8 months ago )
14:45 PM(8 months ago )
#ପେସେଣ୍ଟ_ସହିତ_ପାତର_ଅନ୍ତର_କାହିଁକି_ହେଉଛି?'
— ଓଟିଭି (@otvkhabar) June 1, 2024
ବିଜେପି ରାଜ୍ୟ ଯୁବ ସଭାପତି ଅଭିଳାଷ ପଣ୍ଡାଙ୍କୁ ଚାନ୍ଦବାଲିରେ ଆକ୍ରମଣ ଘଟଣାରେ ରାଜଧାନୀ । ଭୁବନେଶ୍ୱରରେ ପ୍ରତିବାଦ ।#GeneralElection2024 #OTV pic.twitter.com/Nxa9mxqdpO
14:42 PM(8 months ago )
ନିବାକୁ ପଡ଼ିବ । ଲୋକଙ୍କ ପାଇଁ ଆଜି ଏମିତି ଅବସ୍ଥାରେ ବି ସେ ଖଟୁଛନ୍ତି । କେମିତି ଶାନ୍ତିରେ ଲୋକ ଘରୁ ବାହାରିକି ଆସିବେ, ଆଉ ଗଣତନ୍ତ୍ରର ମହାପର୍ବରେ ଭୋଟ ଦେବେ । ଆଉ ସୁରକ୍ଷିତ ଘରକୁ ଫେରିବେ । କୌଣସି ଦଳୀୟ କର୍ମୀ ଯେମିତି କୌଣସି ଭୋଟରଙ୍କୁ ହଇରାଣ ହରକତ କରିବେ ନାହିଁ । କିମ୍ବା ହିଂସାକାଣ୍ଡ ଘଟିବ ନାହିଁ । ସେଥିପାଇଁ ସେ ପଟରେ ୮ ମାସର ଛୁଆକୁ ଧରି ଡ୍ୟୁଟି କରୁଛନ୍ତି । ଅଧିକ ପଢ଼ନ୍ତୁ ...
14:41 PM(8 months ago )
14:41 PM(8 months ago )
14:40 PM(8 months ago )
14:39 PM(8 months ago )
ଜ୍ୟରେ ଆଜି ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ଅଧିକ ପଢ଼ନ୍ତୁ ...
14:37 PM(8 months ago )
14:34 PM(8 months ago )
କେନ୍ଦ୍ରାପଡ଼ା ଲୋକସଭା ଅର୍ନ୍ତଗତ ସାଲେପୁର ବିଧାନସଭା ଆସନରେ ନିର୍ବାଚନୀ ହିଂସା । ମାଳଶାସନ ୧୮୪, ୧୮୫ ବୁଥ୍ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ...
14:32 PM(8 months ago )
14:31 PM(8 months ago )
14:30 PM(8 months ago )
#EVM_ଗୁରୁତର_ସମସ୍ୟା_ନୁହେଁ: ସିଇଓ
— ଓଟିଭି (@otvkhabar) June 1, 2024
-ମତଦାନ ବେଳେ EVM ତ୍ରୁଟିକୁ ନେଇ ସିଇଓଙ୍କ ସୂଚନା
-EVM ତ୍ରୁଟି ଗୁରୁତର ସମସ୍ୟା ନୁହେଁ କହିଲେ ସିଇଓ ନିକୁଞ୍ଜ ଧଳ
-‘୧୦ ହଜାର ୮୮୨ ପୋଲିଂ ଷ୍ଟେସନରେ ମତଦାନ ଚାଲିଛି’
-୧୨୯ଟି ବିୟୁ ଓ କଣ୍ଟ୍ରୋଲ ୟୁନିଟ ୧୮୯ ଓ ୫୧୫ ଭିଭିପାଟ୍ ବଦଳାଯାଇଛି’#EVM #OTV pic.twitter.com/eXtx5dlSjk
14:28 PM(8 months ago )
14:27 PM(8 months ago )
14:23 PM(8 months ago )
-ଭଦ୍ରକ: ଲୋକସଭା ଇଭିଏମ୍ରେ ତ୍ରୁଟି, ବନ୍ଦ ରହିଛି ମତଦାନ
— ଓଟିଭି (@otvkhabar) June 1, 2024
-ରାଜେନ୍ଦ୍ର ନଗର ପଞ୍ଚାୟତ ୧୭୪ ନଂ ବୁଥରେ ଇଭିଏମ୍ରେ ତ୍ରୁଟି
-ଇଭିଏମ୍ରେ ତ୍ରୁଟି ଯୋଗୁଁ ଘଣ୍ଟାଏ ହେବ ବନ୍ଦ ରହିଛି ମତଦାନ#EVM #GeneralElection2024 #Bhadrak #OTV pic.twitter.com/1RI2KUtPIY
14:22 PM(8 months ago )
#ବିଜେପି_ଏଜେଣ୍ଟଙ୍କୁ_ପନିକିରେ_ହାଣିଲେ
— ଓଟିଭି (@otvkhabar) June 1, 2024
- ସାଲେପୁର ମାଳଶାସନ ୧୮୪, ୧୮୫ ବୁଥ୍ରେ ନିର୍ବାଚନୀ ହିଂସା
- ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ
- ପନିକିରେ ହାଣିବା ସହ ବିଜେଡି ସମର୍ଥକ ଠେଙ୍ଗାରେ ପିଟିଥିବା ଅଭିଯୋଗ#Salepur #Odisha #Election #OTV pic.twitter.com/taFVFPGjUI
14:20 PM(8 months ago )
14:17 PM(8 months ago )
14:16 PM(8 months ago )
14:16 PM(8 months ago )
14:16 PM(8 months ago )
14:15 PM(8 months ago )
14:15 PM(8 months ago )
14:13 PM(8 months ago )
13:51 PM(8 months ago )
13:42 PM(8 months ago )
13:40 PM(8 months ago )
#୧ଟା_ସୁଦ୍ଧା_୩୭.୬୪%
— ଓଟିଭି (@otvkhabar) June 1, 2024
- ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି
- ଦିନ ୧ଟା ସୁଦ୍ଧା ୩୭.୬୪% ଭୋଟିଂ#Odisha #Election #OTV pic.twitter.com/jPVnwVqCmX
13:38 PM(8 months ago )
#୨_ଗୋଷ୍ଠୀ_ମାରପିଟ୍, ଜଣେ ଆହତ
— ଓଟିଭି (@otvkhabar) June 1, 2024
- ଭଦ୍ରକ: ବୁଥ୍ ବାହାରେ ୨ ଗୋଷ୍ଠୀ ମାରପିଟ୍, ଜଣେ ଆହତ
- ଧାମନଗର ଦୋବଲ ପଞ୍ଚାୟତ ୧୫୧ନଂ ବୁଥରେ ଉତ୍ତେଜନା
- ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ, ଚାପା ଉତ୍ତେଜନା#Bhadrak #odisha #OTV pic.twitter.com/ku5jZ4J2Hx
13:36 PM(8 months ago )
13:36 PM(8 months ago )
#EVM_ଅଚଳ: ଫେରିଲେ ଭୋଟର
— ଓଟିଭି (@otvkhabar) June 1, 2024
- ଜଳେଶ୍ୱର ଜାମୁଶୁଳି ହାଇସ୍କୁଲ ୨୪୮ନଂ ବୁଥରେ ଇଭିଏମ୍ ଅଚଳ
- ଘଣ୍ଟାଏରୁ ଅଧିକ ସମୟ ହେଲା ଅଚଳ, ପହଞ୍ଚିଲେ ସେକ୍ଟର ଅଫିସର
- ପ୍ରବଳ ଖରାରେ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରଙ୍କ ଅସନ୍ତୋଷ
- EVM ଅଚଳ ରହିଥିବାରୁ କିଛି ଭୋଟର ଫେରି ଯାଉଥିବା ସୂଚନା#Jaleswar #balasore #Odisha #OTV pic.twitter.com/ARLHPwPsrn
13:35 PM(8 months ago )
13:22 PM(8 months ago )
13:08 PM(8 months ago )
13:07 PM(8 months ago )
13:06 PM(8 months ago )
13:05 PM(8 months ago )
13:04 PM(8 months ago )
13:04 PM(8 months ago )
13:03 PM(8 months ago )
13:00 PM(8 months ago )
12:59 PM(8 months ago )
12:42 PM(8 months ago )
12:41 PM(8 months ago )
12:40 PM(8 months ago )
12:39 PM(8 months ago )
12:38 PM(8 months ago )
12:37 PM(8 months ago )
12:34 PM(8 months ago )
12:34 PM(8 months ago )
ଆଜି ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ତେବେ ଭୋଟିଂ ଆରମ୍ଭ ପୂର୍ବରୁ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବିଭିନ୍ନ ବୁଥରେ ଇଭିଏମ୍ ଅଚଳ ଅଭିଯୋଗ ଆସିଛି । କେଉଁଠି ଇଭିଏମରେ ଯାନ୍ତ୍ରିକ ତ୍ରୁଟି ତ କେଉଁଠି ଦୀର୍ଘ ସମୟ ଅଚଳ । ସେହିପରି ଇଭିଏମ୍ ସିରିଏଲ୍ ନମ୍ବରରେ ବି ଅଦଳବଦଳ ଅଭିଯୋଗ ସାମ୍ନାକୁ ଆସିଛି । ଚାନ୍ଦବାଲିରେ EVM ସିରିଏଲ୍ ନମ୍ବରରେ ଅଦଳବଦଳ ଅଭିଯୋଗ ଆସିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି କେମିତି ଅଦଳବଦଳ ହେଉଛି EVM ସିରିଏଲ୍ ନମ୍ବର ? ଅଧିକ ପଢ଼ନ୍ତୁ...
12:27 PM(8 months ago )
12:15 PM(8 months ago )
12:15 PM(8 months ago )
12:07 PM(8 months ago )
12:07 PM(8 months ago )
12:06 PM(8 months ago )
ମତଦାନ ବେଳେ ଯାଜପୁରରେ ଅଘଟଣ । ନିର୍ବାଚନ ଡ୍ୟୁଟିରେ ଥିବା BLOଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା BLO ଜଣକ ହେଉଛନ୍ତି ମନୋରଞ୍ଜନ ସାହୁ। ମନୋରଞ୍ଜନ ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍ରେ କାର୍ଯ୍ୟରତ ଥିଲେ । ତେବେ ବୁଥ୍ରେ ହଠାତ ଅସୁସ୍ଥ ପରେ ସେ ଅଚେତ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ବିଞ୍ଝାରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଧିକ ପଢ଼ନ୍ତୁ...
11:57 AM(8 months ago )
11:46 AM(8 months ago )
11:46 AM(8 months ago )
11:45 AM(8 months ago )
11:45 AM(8 months ago )
11:44 AM(8 months ago )
11:43 AM(8 months ago )
11:33 AM(8 months ago )
11:27 AM(8 months ago )
11:05 AM(8 months ago )
ଭୋଟ୍ ଦେବାକୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ଈଶ୍ୱରପୁର ୧୫୯ ନଂ ବୁଥରେ । ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ବୟସ ୭୭ ବର୍ଷ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ବୃଦ୍ଧ ଜଣଙ୍କ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଧିକ ପଢ଼ନ୍ତୁ...
11:02 AM(8 months ago )
11:00 AM(8 months ago )
11:00 AM(8 months ago )
10:40 AM(8 months ago )
10:39 AM(8 months ago )
10:33 AM(8 months ago )
ରାଜ୍ୟରେ ଆଜି ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ପ୍ରଥମେ ମକ୍ ପୋଲ ପରେ ଆରମ୍ଭ ହୋଇଛି ମତଦାନ । ଭୋଟ୍ ଦେବା ପାଇଁ ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଦେଖିବାକୁ ମିଳିଛି । ତେବେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...
10:32 AM(8 months ago )
10:32 AM(8 months ago )
10:31 AM(8 months ago )
10:31 AM(8 months ago )
10:30 AM(8 months ago )
10:29 AM(8 months ago )
10:28 AM(8 months ago )
10:24 AM(8 months ago )
-ନୀଳଗିରି: ଭୋଟ୍ ଦେବାକୁ ଆସିଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ
-ଈଶ୍ୱରପୁର ୧୫୯ ନଂ ବୁଥରେ ଅଚେତ୍ ହୋଇପଡ଼ିଲେ ବୃଦ୍ଧ
-୭୭ ବର୍ଷୀୟ ବୃଦ୍ଧଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର
10:23 AM(8 months ago )
10:21 AM(8 months ago )
10:16 AM(8 months ago )
10:15 AM(8 months ago )
-ମହାକାଳପଡ଼ାରେ ଇଭିଏମ୍ ସଜଡ଼ା ଯିବାପରେ ଭୋଟିଂ ଆରମ୍ଭ
-ଭୋଟିଂ ଆରମ୍ଭ ହୋଇ ଯାଇଥିବା କହିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
-୩୦ରୁ ଅଧିକ ବୁଥ୍ରେ ଇଭିଏମ୍ ଅଚଳ ନେଇ ଅଭିଯୋଗ ଥିଲା
10:14 AM(8 months ago )
10:13 AM(8 months ago )
10:13 AM(8 months ago )
10:03 AM(8 months ago )
09:56 AM(8 months ago )
09:55 AM(8 months ago )
09:54 AM(8 months ago )
09:32 AM(8 months ago )
09:31 AM(8 months ago )
09:28 AM(8 months ago )
09:15 AM(8 months ago )
09:14 AM(8 months ago )
09:13 AM(8 months ago )
08:22 AM(8 months ago )
08:21 AM(8 months ago )
08:12 AM(8 months ago )
08:12 AM(8 months ago )
08:11 AM(8 months ago )
08:11 AM(8 months ago )
08:11 AM(8 months ago )
ଆରମ୍ଭରୁ ବିଭିନ୍ନ ସ୍ଥାନରେ EVM ଅଚଳ, ମତଦାନ ବାଧାପ୍ରାପ୍ତ । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ବସନ୍ତପୁର ୨୫୪ନଂ ବୁଥ୍ରେ EVM ଅଚଳ । କେନ୍ଦ୍ରାପଡ଼ା ବାଲିପଡ଼ାର ୧୨୧, ୧୨୨ନଂ ବୁଥ୍ରେ କାମ କରୁନି EVM । କେନ୍ଦ୍ରାପଡ଼ା ବେଲପାଳର ୧୦୬ନଂ ବୁଥ୍ରେ ଇଭିଏମ୍ ଅଚଳ । ସାଲେପୁର ରୋଧପୁର ସ୍କୁଲ ୨୩୪ନଂ ବୁଥ୍ରେ କାମ କରୁନି ଇଭିଏମ୍ । ପାରାଦୀପ ନିମିଢ଼ିର ୧୭୧ ନଂ ବୁଥ୍ରେ ଇଭିଏମ୍ ଅଚଳ ଭଦ୍ରକ ଭଣ୍ଡାରିପୋଖରୀ ୧୪୨ ନଂ ବୁଥରେ ଇଭିଏମ୍ ତ୍ରୁଟି ବାଲେଶ୍ୱର ସଦର ୧୫୩ ନଂ, ବସ୍ତାର ୨୬ନଂ ବୁଥରେ EVM ଅଚଳ । ଅଧିକ ପଢ଼ନ୍ତୁ...
08:10 AM(8 months ago )
08:09 AM(8 months ago )
08:09 AM(8 months ago )
08:08 AM(8 months ago )
08:05 AM(8 months ago )
07:41 AM(8 months ago )
କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ବସନ୍ତପୁର ୨୫୪ନଂ ବୁଥ୍ରେ EVM ଅଚଳ
କେନ୍ଦ୍ରାପଡ଼ା ବାଲିପଡ଼ାର ୧୨୧, ୧୨୨ନଂ ବୁଥ୍ରେ କାମ କରୁନି EVM
କେନ୍ଦ୍ରାପଡ଼ା ବେଲପାଳର ୧୦୬ନଂ ବୁଥ୍ରେ ଇଭିଏମ୍ ଅଚଳ
ସାଲେପୁର ରୋଧପୁର ସ୍କୁଲ ୨୩୪ନଂ ବୁଥ୍ରେ କାମ କରୁନି ଇଭିଏମ୍
ପାରାଦୀପ ନିମିଢ଼ିର ୧୭୧ ନଂ ବୁଥ୍ରେ ଇଭିଏମ୍ ଅଚଳ
ଭଦ୍ରକ ଭଣ୍ଡାରିପୋଖରୀ ୧୪୨ ନଂ ବୁଥରେ ଇଭିଏମ୍ ତ୍ରୁଟି
ବାଲେଶ୍ବର ସଦର ୧୫୩ ନଂ, ବସ୍ତାର ୨୬ନଂ ବୁଥରେ EVM ଅଚଳ
07:31 AM(8 months ago )
ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍। ଆଉ କିଛି ସମୟ ପରେ ଅର୍ଥାତ୍ ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇବା ଆରମ୍ଭ କଲେଣି । ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ଅଧିକ ପଢ଼ନ୍ତୁ...
07:19 AM(8 months ago )
କେନ୍ଦ୍ରାପଡ଼ା ଲୋକସଭା ପାଇଁ ମଇଦାନରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବିଜେଡିରୁ ଅଂଶୁମାନ ମହାନ୍ତି ।#Odisha #GeneralElection2024 #Kendrapada pic.twitter.com/9e8ujKTzsd
— ଓଟିଭି (@otvkhabar) June 1, 2024
07:19 AM(8 months ago )
ଶେଷ ପର୍ଯ୍ୟାୟ ନିର୍ବାଚନ; ଓଡ଼ିଶାରେ ୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨
— ଓଟିଭି (@otvkhabar) June 1, 2024
ବିଧାନସଭା ଆସନରେ ଲଢୁଛନ୍ତି ୩୯୪ ଜଣ ପ୍ରାର୍ଥୀ#OdishaPolitics #BJD #BJP #Kendrapada #Voting #GeneralElection2024 pic.twitter.com/ybs6TQPmhQ
07:11 AM(8 months ago )
07:11 AM(8 months ago )
07:01 AM(8 months ago )
୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ#Election2024 #OdishaElection2024#ElectionWithOTV#VoteOdishaVote pic.twitter.com/ya0Gam9yAj
— ଓଟିଭି (@otvkhabar) June 1, 2024
07:01 AM(8 months ago )
ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍। ଆଉ କିଛି ସମୟ ପରେ ଅର୍ଥାତ୍ ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ଆରମ୍ଭ ହୋଇଛି। #GeneralElection2024 #7thPhaseElection #Odisha pic.twitter.com/e8o0kBv45p
— ଓଟିଭି (@otvkhabar) June 1, 2024
06:58 AM(8 months ago )
06:51 AM(8 months ago )
-ଆଜି ରାଜ୍ୟର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ
-୬ଟି ଲୋକସଭା ଓ ୪୨ ବିଧାନସଭା ପାଇଁ ଭୋଟିଂ
-ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯,୬୧,୦୫୭ ଭୋଟର
-ଲୋକସଭା ପାଇଁ ମଇଦାନରେ ୬୬, ବିଧାନସଭା ପାଇଁ ୩୯୪ ପ୍ରାର୍ଥୀ
-କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା ଓ ବାଲେଶ୍ବରରୁ ପ୍ରତାପ ଷଡ଼ଙ୍ଗୀ ହେଭିୱେଟ୍
06:50 AM(8 months ago )
-ଆଜି ରାଜ୍ୟର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ
— ଓଟିଭି (@otvkhabar) June 1, 2024
-ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟିଂ
-୬ଟି ଲୋକସଭା ଓ ୪୨ ବିଧାନସଭା ପାଇଁ ଭୋଟିଂ
-ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯,୬୧,୦୫୭ ଭୋଟର#7thPhase #OdishaPolitics #Election pic.twitter.com/9GXrikPE5G