Advertisment

Odisha Election 2024 Phase 4 Voting Live Updates: ଶେଷ ପର୍ଯ୍ୟାୟ ମତଦାନ, ମଇଦାନରେ ଅନେକ ହେଭିୱେଟ୍

ଓଡ଼ିଶାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି

author-image
Manoranjan Behera
ଅଦ୍ୟତନ ହୋଇଛି
New Update
Odisha Election 2024 Phase 4 Voting Live Updates In Odia

4th Phase Election

ଓଡ଼ିଶାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ଅଧିକାଂଶ ସିଟରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡିର ଅଂଶୁମାନ ମହାନ୍ତିଙ୍କ ସହ ହେବ କଡ଼ା ଫାଇଟ୍ । ସେହିଭଳି ଯାଜପୁର, ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ ଲୋକସଭାରେ ବି ହେବ କଡ଼ା ଫାଇଟ୍ । ସେଥିମଧ୍ୟରୁ କିଛି ଆସନରେ ଡାଇରେକ୍ଟ ବିଜେଡି-ବିଜେପି ମଧ୍ୟରେ କଡ଼ା ଫାଇଟ୍‌ ହେଉଥିବା ବେଳେ ବାଲେଶ୍ୱରରେ କଂଗ୍ରେସର ଦବ୍‌ଦବା ରହିଥିବା ଦେଖାଯାଇଛି । ତେଣୁ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ତେବେ ଏହି ଭୋଟ୍‌ ସଂକ୍ରାନ୍ତ ଟିକିନିଖି ଖବର ଜାଣିବାକୁ ଲଗ୍‌ ଇନ୍ କରନ୍ତୁ otvkhabar.in

Advertisment
  • Jun 01, 2024 17:52 IST

    ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ



  • Jun 01, 2024 17:43 IST

    ଶେଷ ପର୍ଯ୍ୟାୟ ଭୋଟ୍: ସହଯୋଗର ହାତ ବଢାଇଛନ୍ତି ଏନସିସି କ୍ୟାଡେଟ



  • Jun 01, 2024 17:43 IST

    ପ୍ରଥମଥର ଭୋଟ ଦେଉଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଉତ୍ସାହ



  • Jun 01, 2024 17:42 IST

    ଭୋଟ ଦେଲେ ଦାସ ଦମ୍ପତି



  • Jun 01, 2024 17:41 IST

    ଶୋଭାଯାତ୍ରା କରି ବୁଥରେ ପହଞ୍ଚିଲେ ଯୁବ ଭୋଟର



  • Jun 01, 2024 17:06 IST

    ବୁଥ ପରିସରରେ ବିଧାୟକ ହଟହଟା



  • Jun 01, 2024 17:05 IST

    ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିରୋଧ



  • Jun 01, 2024 17:03 IST

    ଭୋଟରଙ୍କ ପାଇଁ ଦହି ସର୍ବତ



  • Jun 01, 2024 17:03 IST

    ନିଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ



  • Jun 01, 2024 16:54 IST

    ଭୋଟ ଦେଉଛି ଟ୍ରଫି



  • Jun 01, 2024 16:53 IST

    ବିଜେଡିର ଗୁଣ୍ଡାରାଜ ବିରୋଧରେ ଝାଡିଦେଇଗଲେ



  • Jun 01, 2024 16:45 IST

    ଦିନ ୩ଟା ସୁଦ୍ଧା ୪୯.୭୭% ଭୋଟିଂ



  • Jun 01, 2024 16:44 IST

    ୫ ବର୍ଷରେ ଥରେ ମାନେ ନିଶ୍ଚୟ ଦେବୁ



  • Jun 01, 2024 16:44 IST

    ଯବାନଙ୍କୁ ବି ଛାଡିଲେନି ବିଜେଡି କର୍ମୀ



  • Jun 01, 2024 16:42 IST

    ଆମେ ଭୋଟ୍ ଦେଲୁ



  • Jun 01, 2024 16:13 IST

    ପ୍ରିଜାଇଡିଂ ଅଫିସର ନିଲମ୍ବିତ



  • Jun 01, 2024 16:12 IST

    ଧାଡ଼ିରେ ଠିଆ ହୋଇ ଭୋଟ ଦେଲେ ରାଜ ପରିବାର



  • Jun 01, 2024 16:11 IST

    ବିଜେପି ବୁଥ୍ ସଭାପତିଙ୍କୁ ଛୁରାମାଡ଼



  • Jun 01, 2024 16:05 IST

    ଦିନ ୩ଟା ସୁଦ୍ଧା ୪୯.୭୭% ଭୋଟିଂ



  • Jun 01, 2024 15:41 IST

    ସାଲେପୁର ମାନ ଶାସନ ୧୮୪-୧୮୫ ବୁଥ୍‌ରେ ନିର୍ବାଚନୀ ହିଂସା



  • Jun 01, 2024 15:14 IST

    ବୁଥ୍ କ୍ୟାପଚର କରି ସେଠି ଆତଙ୍କରାଜ ଚଳାଇଥିବା ଅଭିଯୋଗ ଆଣିଲେ ଅରିନ୍ଦମ ରାୟ



  • Jun 01, 2024 15:08 IST

    ନିଆଳି ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ



  • Jun 01, 2024 15:07 IST

    ବିଜେପି ବୁଥ୍‌ ସଭାପତିଙ୍କୁ ଛୁରାମାଡ଼



  • Jun 01, 2024 15:06 IST

    ଧାମନଗର: ତାଳପଦା ବୁଥ୍‌ରେ ଚାପା ଉତ୍ତେଜନା



  • Jun 01, 2024 15:05 IST

    ନନା ଚଲେଇଲେ ଟୁଇଁ ସାଇକେଲ...



  • Jun 01, 2024 14:54 IST

    ପନିକି ଗୁଣ୍ଡା କିଏ?



  • Jun 01, 2024 14:45 IST

    ପେସେଣ୍ଟ ସହିତ ପାତର ଅନ୍ତର କାହିଁକି ହେଉଛି?



  • Jun 01, 2024 14:42 IST

    ୮ ମାସର ଗର୍ଭବତୀ SP, ହେଲେ ଶାନ୍ତିରେ ନିର୍ବାଚନ ପାଇଁ କରୁଛନ୍ତି ଡ୍ୟୁଟି

    ନିବାକୁ ପଡ଼ିବ । ଲୋକଙ୍କ ପାଇଁ ଆଜି ଏମିତି ଅବସ୍ଥାରେ ବି ସେ ଖଟୁଛନ୍ତି । କେମିତି ଶାନ୍ତିରେ ଲୋକ ଘରୁ ବାହାରିକି ଆସିବେ, ଆଉ ଗଣତନ୍ତ୍ରର ମହାପର୍ବରେ ଭୋଟ ଦେବେ । ଆଉ ସୁରକ୍ଷିତ ଘରକୁ ଫେରିବେ । କୌଣସି ଦଳୀୟ କର୍ମୀ ଯେମିତି କୌଣସି ଭୋଟରଙ୍କୁ ହଇରାଣ ହରକତ କରିବେ ନାହିଁ । କିମ୍ବା ହିଂସାକାଣ୍ଡ ଘଟିବ ନାହିଁ । ସେଥିପାଇଁ ସେ ପଟରେ ୮ ମାସର ଛୁଆକୁ ଧରି ଡ୍ୟୁଟି କରୁଛନ୍ତି । ଅଧିକ ପଢ଼ନ୍ତୁ ...



  • Jun 01, 2024 14:41 IST

    ଶାରୀରିକ ଅସୁସ୍ଥତା ସତ୍ତ୍ୱେ ହୁଇଲ୍ ଚେୟାରରେ ଆସି ଭୋଟ୍ ଦେଲେ ବର୍ଷିଆନ ନେତା ସୁରେନ୍ଦ୍ରନାଥ ନାୟକ।



  • Jun 01, 2024 14:41 IST

    ବୁଥ୍ ଭିତରକୁ କିଏ ଆଣିଲା ପନିକି? କିଏ କହୁଛି ଗୋଡେଇ ଗୋଡେଇ ହାଣିବେ?



  • Jun 01, 2024 14:40 IST

    ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ!



  • Jun 01, 2024 14:39 IST

    ଅନ୍ତିମ ପର୍ଯ୍ୟାୟ ଭୋଟ୍‌, ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୭.୬୪ % ଭୋଟିଂ

    ଜ୍ୟରେ ଆଜି ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ଅଧିକ ପଢ଼ନ୍ତୁ ...



  • Jun 01, 2024 14:37 IST

    ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ!



  • Jun 01, 2024 14:34 IST

    ସାଲେପୁରରେ ନିର୍ବାଚନୀ ହିଂସା, ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ

    କେନ୍ଦ୍ରାପଡ଼ା ଲୋକସଭା ଅର୍ନ୍ତଗତ ସାଲେପୁର ବିଧାନସଭା ଆସନରେ ନିର୍ବାଚନୀ ହିଂସା । ମାଳଶାସନ ୧୮୪, ୧୮୫ ବୁଥ୍‌ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ...



  • Jun 01, 2024 14:32 IST

    ବୁଥ୍ ଭିତରକୁ କିଏ ଆଣିଲା ପନିକି? କିଏ କହୁଛି ଗୋଡେଇ ଗୋଡେଇ ହାଣିବେ?



  • Jun 01, 2024 14:31 IST

    ଅସୁସ୍ଥତା ସତ୍ତ୍ୱେ ଭୋଟ୍ ଦେଲେ ବର୍ଷିଆନ ନେତା ସୁରେନ୍ଦ୍ରନାଥ ନାୟକ



  • Jun 01, 2024 14:30 IST

    EVM ଗୁରୁତର ସମସ୍ୟା ନୁହେଁ: ସିଇଓ



  • Jun 01, 2024 14:28 IST

    ଶାରୀରିକ ଅସୁସ୍ଥତା ସତ୍ତ୍ୱେ ହୁଇଲ୍ ଚେୟାରରେ ଆସି ଭୋଟ୍ ଦେଲେ ବର୍ଷିଆନ ନେତା ସୁରେନ୍ଦ୍ରନାଥ ନାୟକ।



  • Jun 01, 2024 14:27 IST

    'ସବୁ ପ୍ରକାରର ବ୍ୟବସ୍ଥା ଖୁବ୍ ଭଲ ହେଇଛି । ବୁଥରେ ବସ୍କଙ୍କ ଲାଗି ହେଉ ସ୍ୱତନ୍ତ୍ର ବ୍ୟବ୍ୟସ୍ଥା'



  • Jun 01, 2024 14:23 IST

    ଭଦ୍ରକ: ଲୋକସଭା ଇଭିଏମ୍‌ରେ ତ୍ରୁଟି, ବନ୍ଦ ରହିଛି ମତଦାନ



  • Jun 01, 2024 14:22 IST

    ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ



  • Jun 01, 2024 14:20 IST

    'ବୟସ୍କଙ୍କ ଲାଗି ହେଉ ସ୍ୱତନ୍ତ୍ର ବ୍ୟବସ୍ଥା'



  • Jun 01, 2024 14:17 IST

    ‘ଲୋକଙ୍କୁ ବଭିନ୍ନ ଉପାୟରେ ପ୍ରଲୋଭିତ କରାଯାଉଛି। ସରକାରୀ କଳ ସାହାଯ୍ୟରେ ଟଙ୍କା ବଣ୍ଟା କରିବା ସହ ଭୋଟ୍ ପାର ହେବା ପାଇଁ ଉଦ୍ୟମ ହେଉଛି।



  • Jun 01, 2024 14:16 IST

    ପ୍ରବଳ ଗରମ, ଗୁଳୁଗୁଳିରେ ବି ଲୋକ ଧାଡ଼ିରେ ଛିଡ଼ା ହୋଇ ଦେଲେ ଭୋଟ୍ । ଯାଜପୁର କୋରେଇର ଏକ ନିର୍ବାଚନ ମଣ୍ଡଳୀର ଦେଖନ୍ତୁ ଏ ଦୃଶ୍ୟ...



  • Jun 01, 2024 14:16 IST

    ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ୩୭.୬୪% ଭୋଟିଂ ...

    May be an image of text that says 'POLL DATE 01-06-2024 Phase-7 7 STATE- ODISHA (PC-General) Approximate Voter Turnout 37.64 % As at 01:00 PM DISCLAIMER This is approximate trend, as data from some Polling Stations(PS) takes time and this trend does not include data of postal ballot voting. Final data for each PS is shared Form 17C with all Polling Agents. All PCs All ACs PC Name Balasore Bhadrak Approximate Voter Turnout Trend អាទ 40.71 % 36.64 % Jagatsinghpur 38.82 % អយសល 35.84 % 33.96 % Mayurbhanj 40.09 % Jajpur Kendrapara'



  • Jun 01, 2024 14:16 IST

    'ଆଳି କନିକାର ଲୋକ ବହୁତ ଉତ୍ସାହିତ ଅଛନ୍ତି । ସେମାନେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଭୋଟ୍ ଦେବାକୁ ଆସଉଛନ୍ତି।'



  • Jun 01, 2024 14:15 IST

    ବୁଥ୍‌ ବୁଲି ଦେଖିଲେ ବୈଜୟନ୍ତ ପଣ୍ଡା, ଲୋକଙ୍କୁ ପଚାରିଲେ କିଛି ଅସୁବିଧା ନାହିଁ ତ ?



  • Jun 01, 2024 14:15 IST

    ମତଦାନ ପୂର୍ବରୁ ମନୋସ୍କାମନା ପୂର୍ଣ୍ଣ ପାଇଁ ପୂଜା କଲେ ମାନସ ଦତ୍ତ



  • Jun 01, 2024 14:13 IST

    'ନିର୍ବାଚନରେ ଆଉ ସ୍ୱଚ୍ଛତା ନାହିଁ'



  • Jun 01, 2024 13:51 IST

    ପ୍ରବଳ ଗରମ, ଗୁଳୁଗୁଳିରେ ବି ଲୋକ ଧାଡ଼ିରେ ଛିଡ଼ା ହୋଇ ଦେଲେ ଭୋଟ୍



Odisha Election Odisha Politics General Election 2024
Advertisment
Advertisment